Daily Archives

August 20, 2019

ସାଇକେଲ ଆରୋହୀ ଯୁୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

କଳାବାଡିଆ: ରାକ୍ଷୀ ପୂର୍ଣ୍ଣିମା ରାତି ମୟୂରଭଂଜ ଜିଲ୍ଲାର ଝାରପୋଖରିଆ ଥାନା ଧାଙ୍ଗିଡିଶୋଳ ଛକରେ ବାଇକ୍‌ ଆରୋହୀ ଓ ସାଇକେଲ ଆରୋହୀଙ୍କ ମଧ୍ୟ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଥିଲେ। ବାଙ୍ଗିରିପୋଷି ଥାନା ଗୋଲାମୁଣ୍ଢାକଟା ଫଚାୟତ ନାଖୁରା ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ବିଜୁଳି ମାରୁଥିବା ସମୟରେ ଛତା ନେଇ ଯାଉଥିଲେ, ଭିିଡିଓରେ ଦେଖନ୍ତୁ କିଭଳି ଅଳ୍ପକେ ମୃତ୍ୟୁମୁଖରୁ ଫେରି ଆସିଲେ ଯୁବକ

ନୂଆଦିଲ୍ଲୀ : ଲଗାଣ ବର୍ଷା ସହ ପବନ ହେଲେ ବା ବିଜୁଳି ଚମକିଲେ ଘରୁ ବାହାରକୁ ଯିବା ପାଇଁ ବାରଣ କରାଯାଇଥାଏ । ଏ ସମୟରେ ବାହାରକୁ ଗଲେ ଦୁର୍ଘଟଣାର ଶିକାର ହେବାର ଆଶଙ୍କା ଅଧିକ ରହୁଥିବାରୁ ଲୋକମାନଙ୍କୁ ପାଣିପାଗ ବିଭାଗ ପକ୍ଷରୁ ପୂର୍ବରୁ ତାଗିଦ୍‌ କରାଯାଇଥାଏ । କିନ୍ତୁ କିଛି ଜାଣି ଏବଂ କିଛି…
ଅଧିକ ଖବର ଦେଖନ୍ତୁ...

ସପ୍ତାହକୁ ୩ ଥର ଖାଆନ୍ତୁ ଏହି ପରିବା, ନିୟନ୍ତ୍ରଣରେ ରହିବ ଓଜନ ଏବଂ ମଧୁମେହ ରୋଗ

ଆଜିକାଲି ଖାଇବା ପିଇବାର ସମୟ ଠିକ୍‌ ରହୁ ନ ଥିବାରୁ ଅନେକ ଶାରୀରିକ ସମସ୍ୟା ଦେଖା ଦେଉଛି । ଖାସ୍‌ କରି ଓଜନ ବଢ଼ିବା ଏବଂ ମଧୁମେହ ରୋଗ ହେବା ଆଜିକାଲି ସାଧାରଣ ହୋଇ ଗଲାଣି । ଶରୀରରେ ହେଉଥିବା ଏଭଳି ଅନେକ ସମସ୍ୟାର ନିରାକରଣ ପାଇଁ କୌଣସି ଔଷଧ ନୁହେଁ, ବରଂ ବିନ୍ସ ଖାଇବା ଲାଭଦାୟକ ହୋଇଥାଏ ।…
ଅଧିକ ଖବର ଦେଖନ୍ତୁ...

ପ୍ରେମିକା ସହ ପ୍ରେମିକାର ଭଉଣୀକୁ ହତ୍ୟା କଲା ଅବସରପ୍ରାପ୍ତ ପୁଲିସକର୍ମୀଙ୍କ ପୁଅ

ଚଣ୍ଡିଗଡ଼ : ଚଣ୍ଡିଗଡ଼ରେ ଜଣେ ଅବସରପ୍ରାପ୍ତ ପୁଲିସକର୍ମୀଙ୍କ ପୁଅ କରିଥିବା ହତ୍ୟାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଘଟଣାର ଖବର ପାଇ ପୁଲିସ ଦିଲ୍ଲୀ ରେଳ ଷ୍ଟେସନରୁ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅଭିଯୁକ୍ତ ଜଣଙ୍କ କୁଲଦୀପ୍‌ ସିଂହ ବୋଲି ଚିହ୍ନଟ କରାଯାଇଛି ।…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନୀ ଭିଡିଓ ଜକିଙ୍କ ବିବାଦୀୟ ବୟାନ: ପ୍ରିୟଙ୍କା-ଦୀପିକାଙ୍କୁ ଦେଖିଲେ ବାନ୍ତି ଲାଗେ

ମୁମ୍ବାଇ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଭାରତ-ପାକ୍‌ ମଧ୍ୟରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି । ଏହି ବିଷୟକୁ ନେଇ ଦୁଇ ଦେଶର ରାଜନୀତି ସରଗରମ ହୋଇଥିବା ବେଳେ ସେଲିବ୍ରିଟିମାନେ ମଧ୍ୟ ପରସ୍ପରକୁ ଟ୍ରୋଲ କରିବାକୁ ପଛାଉ ନାହାନ୍ତି । ଦୁଇ ଦେଶ ପରସ୍ପରର ଫିଲ୍ମ ଉପରେ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକକୁ ଦେଖା କରିବାର ସ୍ୱାଧୀନତା ମିଳୁ ନଥିବାରୁ ରାଗରେ ପ୍ରେମିକ ସହ ମିଶି ବାପାକୁ ହତ୍ୟା କଲା ଝିଅ

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ରହୁଥିବା ଜଣେ ୧୫ବର୍ଷୀୟ ନାବାଳିକା ଯେଉଁ କାମ କରିଛନ୍ତି, ତାହା ସମସ୍ତଙ୍କୁ ସ୍ତବ୍ଧ କରିଛି । ପ୍ରେମିକ ସହ ମିଶି ନିଜ ଜନ୍ମ କଲା ବାପାକୁ ହତ୍ୟା କରିବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି । ହତ୍ୟା ପରେ ପୁଲିସ ଅଭିଯୁକ୍ତ ଝିଅ ଓ ତା’ର…
ଅଧିକ ଖବର ଦେଖନ୍ତୁ...

‘ସାକ୍ରେଡ ଗେମ୍ସ-୨’କୁ ନେଇ ଫସିଲେ ଅନୁରାଗ କଶ୍ୟପ, ଧାର୍ମିକ ଭାବନାକୁ ଆହତ କରିଥିବା ନେଇ ରୁଜୁ ହେଲା ଏତଲା

ମୁମ୍ବାଇ : ରିଲିଜ୍‌ ହେବାର କିଛି ଦିନ ପରେ ଏବେ ଅସୁବିଧାର ସମ୍ମୁଖୀନ ହୋଇଛି ସାକ୍ରେଡ ଗେମ୍ସ-୨ । ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଏ ନେଇ ଏତଲା ରୁଜୁ କରାଯାଇଛି । େଓ୍ଵବ୍‌ ସିରିଜ୍‌ରେ ଶିଖ୍‌ ସଂପ୍ରଦାୟର ଭାବନାକୁ ଆହତ କରାଯାଇଥିବାରୁ ଏଭଳି ଅଭିଯୋଗ ଅଣାଯାଇଛି । ଦିଲ୍ଲୀ ବିଜେପି…
ଅଧିକ ଖବର ଦେଖନ୍ତୁ...

ଜାତୀୟ ସ୍ୱାସ୍ଥ୍ୟମିଶନ ନିର୍ଦ୍ଦେଶିକାଙ୍କ କନ୍ଧମାଳ ଗସ୍ତ, ଓ୍ଵାର୍ଡ ବୁଲି ରୋଗୀଙ୍କୁ ସ୍ୱାସ୍ଥ୍ୟସେବା କଥା ପଚାରି…

ଫୁଲବାଣୀ: ଓଡିଶା ଜାତୀୟ ସ୍ୱାସ୍ଥ୍ୟମିଶନ ନିର୍ଦ୍ଦେଶିକା ଶାଳିନ ପଣ୍ଡିତ ମଙ୍ଗଳବାର କନ୍ଧମାଳ ଗସ୍ତ କରିଛନ୍ତି। ସେ ୨ ଦିନିଆ ପାଇଁ ଗସ୍ତରେ ଆସିଥିବା ବେଳେ ପ୍ରଥମ ଦିନରେ ଅପରାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବିଭିନ୍ନ ଓ୍ଵାର୍ଡ ବୁଲିଥିଲେ। ସ୍ୱାସ୍ଥ୍ୟସେବା ସମ୍ପର୍କରେ ରୋଗୀଙ୍କୁ ପଚାରି…
ଅଧିକ ଖବର ଦେଖନ୍ତୁ...

‘ଡାଏଲ-୧୦୦’ ଗାଡ଼ି ଆଗ ସିଟ୍‌ରେ ବସିବାକୁ ନେଇ ବିଚ୍‌ ରାସ୍ତାରେ ପରସ୍ପରକୁ ପିଟିଲେ ଦୁଇ ପୁଲିସକର୍ମୀ

କାନପୁର : ଉତ୍ତରପ୍ରଦେଶର ଦୁଇ ପୁଲିସକର୍ମୀ ଗାଡ଼ି ଆଗରେ ବସିବା କାରଣକୁ ନେଇ ପରସ୍ପରକୁ ମାଡ଼ ମାରିବା ଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଘଟଣା ସମୟର ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଦୁଇ ପୁଲିସକର୍ମୀ ପରସ୍ପରକୁ ନିସ୍ତୁକ ମାଡ଼ ମାରୁଥିବା ଦେଖାଯାଇଛି । ତୃତୀୟ ପୁଲିସକର୍ମୀ ଝଗଡ଼ା…
ଅଧିକ ଖବର ଦେଖନ୍ତୁ...