Daily Archives

August 21, 2019

ସଂରକ୍ଷିତ ଜଙ୍ଗଲରେ ବେଆଇନ ଜଙ୍ଗଲ କାଟି ଜଣେ ଗିରଫ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ବେଗି ଗାଁ ସଂରକ୍ଷିତ ଜଙ୍ଗଲରେ ଏକ ଏକର ପରିମିତ ଜାଗାରେ ବେଆଇନ ଭାବରେ ଜଙ୍ଗଲ କାଟି ହଳ କରୁଥିବା ସମୟରେ ବନ ବିଭାଗ କର୍ମଚାରୀମାନେ ଜଣେ ବ୍ୟକ୍ତିକୁ ଗିରଫ କରିଛନ୍ତି। ଗିରଫ ବ୍ୟକ୍ତି ଜଣକ ବଡ଼ ଭେଜା ଗ୍ରାମର ଇନ୍ଦ୍ର ଭତରା (୪୮)।…
ଅଧିକ ଖବର ଦେଖନ୍ତୁ...

ମୁଁ ଦୋଷୀ କିମ୍ବା ଅଭିଯୁକ୍ତ ନୁହେଁ: ପି.ଚିଦାମ୍ବରମ୍‌

ନୂଆଦିଲ୍ଲୀ : ଆଇଏନ୍‌ ଏକ୍ସ ଦୁର୍ନୀତି ମାମଲାରେ ଅଭିଯୁକ୍ତ ଏବଂ ସିବିଆଇ ଜାଲରେ ଥିବା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ୍‌ ଆଜି ମୁହଁ ଖୋଲିଛନ୍ତି। ‘‘ମୁଁ ଦୋଷୀ କିମ୍ବା ଅଭିଯୁକ୍ତ ନୁହେଁ ’’ ବୋଲି ସେ କହିଛନ୍ତି । ବରଂ ସେ ଆଇନର ଆଶ୍ରୟ ନେଇଛନ୍ତି ବୋଲି ଶ୍ରୀ ଚିଦାମ୍ବରମ୍‌ କହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଗଛରେ ଧକ୍କା ହେଲା ପିକଅପ୍‌ ଭ୍ୟାନ, ଚାଳକ ମୃତ

ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଳକ ଅନ୍ତର୍ଗତ ମହଣ୍ଡ ଗ୍ରାମ ଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଥିବା ଏକ ଗଛରେ ପିକଅପ୍‌ ଗାଡ଼ି ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଚାଳକର ମୃତ୍ୟୁ ଘଟିଥିବା ଜଣାପଡିଛି। ସ୍ଥାନୀୟ ପୁଲିସ ଘଟଣାସ୍ଥଳକୁ ଯାଇ ଶବ ଉଦ୍ଧାର କରିବା ସହ ଦୁର୍ଘଟଣା ଘଟାଇଥିବା…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ ଇଞ୍ଜିନ୍‌ରେ ଆକସ୍ମିକ ଭାବେ ଆସିଲା ଏକ ସାପ, ଲୋକୋ-ପାଇଲଟ ଦେଖି ହେଲେ ଭୟଭୀତ

ନୂଆଦିଲ୍ଲୀ: ଟ୍ରେନ୍‌ ଇଞ୍ଜିନର କେବିନ୍‌ରେ ସାପ ବୁଲୁଥିବାର ଏକ ଘଟଣା ଦେଖିବାକୁ ମିଳିଛି। ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣାର ଭିଡିଓ ଓ ଫଟୋ ଦେଖି ଲୋମମୂଳ ଟାଙ୍କୁରି ଉଠୁଛି। ଟ୍ରେନ୍‌ ଚଳାଉଥିବା ସମୟରେ ଇଞ୍ଜିନ୍‌ କେବିନର ହ୍ୟାଣ୍ଡେଲ୍‌ ପାଖରେ ହଠାତ…
ଅଧିକ ଖବର ଦେଖନ୍ତୁ...

ଗିରଫ ପରେ ଚିଦାମ୍ବରମଙ୍କୁ ସିବିଆଇର ଜେରା, ସିବିଆଇ ମୁଖ୍ୟାଳୟରେ ଥିବା ହାଜତରେ ବିତାଇବେ ରାତି

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମଙ୍କୁ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ କରିବା ପରେ ଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ସିବିଆଇ ପଚରାଉଚରା ଆରମ୍ଭ କରିଥିବା ଜଣାପଡ଼ିଛି। ଏଥିସହ ଚିଦାମ୍ବରମ୍‌ ସିବିଆଇ ମୁଖ୍ୟାଳୟ ପରିସରରେ ଥିବା ହାଜତରେ…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ବାଂଲାଦେଶ ସୀମାରେ ମାସ୍କ ପିନ୍ଧି ଶତ୍ରୁଙ୍କ ସହିତ ଲଢ଼ୁଛନ୍ତି ଯବାନ !

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ସୀମାରେ ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସ୍‌ଏଫ୍‌)ର  ଯବାନମାନେ ଏକ ଭିନ୍ନ ଉପାୟ ଆପଣାଇ ଭିନ୍ନ ଏକ ଶତ୍ରୁର ସାମ୍ନା କରୁଛନ୍ତି। ଯବାନ ଏହି ଶତ୍ରୁଙ୍କ ସାମ୍ନା କରିବା ପାଇଁ ଏକ ଭିନ୍ନ ପ୍ରକାର ମାସ୍କ ପିନ୍ଧୁଛନ୍ତି। ଏହି ମାସ୍କ ଏକ ଜାଲ ଭଳି ହୋଇଥାଏ। ବାସ୍ତବରେ…
ଅଧିକ ଖବର ଦେଖନ୍ତୁ...

ରାଜନୀତିରେ ପ୍ରବେଶକୁ ନେଇ ପ୍ରଭାସ ଦେଲେ ଏଭଳି ବୟାନ

ମୁମ୍ବାଇ: ସିନେମା ‘ବାହୁବଳୀ’ ଜରିଆରେ ସମଗ୍ର ଦୁନିଆରେ ଚର୍ଚ୍ଚାରେ ଥିବା ପ୍ରଭାସ ତାଙ୍କର ଆଗାମୀ ସିନେମା ‘ସାହୋ’ର ପ୍ରଚାର ପାଇଁ ଜୋରସୋର୍‌ରେ ଲାଗି ପଡ଼ିଛନ୍ତି। ଏହି ସିନେମାରେ ସେ ଶ୍ରଦ୍ଧା କପୁରଙ୍କ ସହିତ ନଜର ଆସିବେ। ସାଉଥ ପରେ ପ୍ରଭାସ ବଲିଉଡରେ ବି ଖୁବ ଚମତ୍କାର ଅଭିନୟ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

କର୍କଟ ପୀଡିତ ଥିବା ମାଲିକ ମୃତ୍ୟୁର ୧୫ ମିନିଟ୍‌ ପରେ ହେଲା ପୋଷା କୁକୁରର ମୃତ୍ୟୁ

ଏଡିନବରା: ସ୍କଟଲ୍ୟାଣ୍ଡରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକି ସମସ୍ତଙ୍କୁ ସ୍ତବ୍ଧ କରି ଦେଉଛି। କର୍କଟରେ ପୀଡିତ ମାଲିକ ମୃତ୍ୟୁର ମାତ୍ର ୧୫ମିନିଟ ପରେ ପୋଷା କୁକୁରର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କର୍କଟରେ ପୀଡିତ ହୋଇ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ  ନାମ ଷ୍ଟୁଅର୍ଟ ହଚିନ୍‌ସନ୍‌…
ଅଧିକ ଖବର ଦେଖନ୍ତୁ...

ଉଲଗ୍ନ ହୋଇ ବାଇକ୍‌ ଚଳାଉଥିବା ମହିଳାଙ୍କ ଭିଡିଓ ଭାଇରାଲ, ଯାଞ୍ଚରେ ଲାଗିଛି ପୁଲିସ

କର୍ଣ୍ଣାଟକ: ଇଣ୍ଟରନେଟରେ ଏମିତି ଏକ ମହିଳାଙ୍କ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ତାଙ୍କୁ ଉଲଗ୍ନ ଅବସ୍ଥାରେ ବାଇକରେ ଯାଉଥିବା ଦେଖିବାକୁ ମିଳିଛି। ବାଇକ୍‌ରେ ଥିବା ନଗ୍ନ ମହିଳାଙ୍କ ଏହି ଭିଡିଓ କର୍ଣ୍ଣାଟକର ବେଲଗାମର ବୋଲି କୁହାଯାଉଛି। ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି…
ଅଧିକ ଖବର ଦେଖନ୍ତୁ...

ପୁଲିସ ଭୟରେ ଚୋରି କରିଥିବା ଚେନ୍‌କୁ ଗିଳି ଦେଲା ଲୁଟେରା

ବିକାନେର: ରାଜସ୍ଥାନର ବିକାନେର ଜିଲ୍ଲାରେ ଗଙ୍ଗାସହର ପୁଲିସ ଚେନ୍‌ ଲୁଟ ମାମଲାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଦୁଇ ଅଭିଯୁକ୍ତ ଗଙ୍ଗାସହରରେ ଜଣେ ମହିଳାଙ୍କ ଗଳାରୁ ଚେନ୍‌ ଛିଣ୍ଡାଇ ଫେରାର ହୋଇଯାଇଥିଲେ। ପୁଲିସ ତଦନ୍ତ କରି ଏହି ଦୁଇ ଚେନ୍‌ ଲୁଟେରାଙ୍କୁୁ…
ଅଧିକ ଖବର ଦେଖନ୍ତୁ...