Daily Archives

August 21, 2019

ମୁଣ୍ଡରେ ଆଘାତ ଲାଗିବା ସହିତ ଲହୁଲୁହାଣ ଅବସ୍ଥାରେ ନଜର ଆସିଲେ ପରିଣୀତି ଚୋପ୍ରା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଅପକମିଂ ସିନେମା ‘ଦ ଗର୍ଲ ଅନ୍‌ ଦ ଟ୍ରେନ୍‌’ର ପ୍ରଥମ ଲୁକ୍‌ ରିଲିଜ ହୋଇଛି। ଏହି ସିନେମା ହଲିଉଡ ଅଭିନେତ୍ରୀ ଏମିଲି ବ୍ଲଣ୍ଟଙ୍କ ସିନେମାର ହିନ୍ଦୀ ରିମେକ । ଏହି ସିନେମା ୨୦୧୫ର ବେଷ୍ଟ ସେଲର ବୁକ୍‌ ‘ଦ ଗର୍ଲ ଅନ୍‌ ଦ ଟ୍ରେନ୍‌’ ଉପରେ…
ଅଧିକ ଖବର ଦେଖନ୍ତୁ...

କଦଳୀ ରସରେ ପ୍ରସ୍ତୁତ ହେବ ପରିବେଶ ଅନୁକୂଳ ସ୍ୟାନିଟରି ନ୍ୟାପକିନ୍‌, ୧୨୦ ଥର ହୋଇପାରିବ ବ୍ୟବହାର

ନୂଆଦିଲ୍ଲୀ: ଆଇଆଇଟି ଦିଲ୍ଲୀ ସହିତ ଜଡ଼ିତ ଏକ ଷ୍ଟାର୍ଟଅପ ୧୨୦ ଥର ବ୍ୟବହାର କରାଯାଇ ପାରିବା  ଭଳି ସ୍ୟାନିଟରି ନ୍ୟାପକିନ୍‌ ପ୍ରସ୍ତୁତ କରିଛନ୍ତି। ଏହି ନ୍ୟାପକିନ୍‌ର ସ୍ୱତନ୍ତ୍ରତା ହେଉଛି କି ଏହାକୁ କଦଳୀ ରସରେ  ପ୍ରସ୍ତୁତ କରାଯାଇଛି। ଏହା ୨ବର୍ଷ ପର୍ଯ୍ୟନ୍ତ ଚାଲି ପାରିବ ଏବଂ ଏହାକୁ ୧୨୦…
ଅଧିକ ଖବର ଦେଖନ୍ତୁ...

ଆଇଏନ୍‌ଏକ୍ସ ଦୁର୍ନୀତି ମାମଲା: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମକୁ ବୁଧବାର ସିବିଆଇ ଗିରଫ କରିଛି। ବହୁ ସମୟଧରି ପଚାରାଉଚରା କରିବା ପରେ ପି. ଚିଦାମ୍ବରମଙ୍କୁ ସିବିଆଇ ତାଙ୍କ ବାସଭବନରୁ ଗିରଫ କରିଥିବା ଜଣାପଡ଼ିଛି। ଚିଦାମ୍ବରମ ସିବିଆଇ ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହକୁ ପୁଲିସ କାନ୍ଧେଇଲା ୨କିମି

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ କେନ୍ଦୁପାଇ ନଦୀରୁ ଜଣେ ଅଚିହ୍ନା ବ୍ୟକ୍ତିର ମୃତଦେହକୁ ପୁଲିସ୍‌ ଉଦ୍ଧାର କରିଛିା ସ୍ଥାନୀୟ ଲୋକେ କେନ୍ଦୁପାଇର ଜଣେ ଯୁବକର ମୃତଦେହ ଭାସୁଥିବା ନେଇ ପୁଲିସକୁ ଖବର ଦେଇଥିଲୋ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ସହ ବିଶ୍ୱବ୍ୟାଙ୍କର କଣ୍ଟ୍ରି ଡାଇରେକ୍ଟର ଜୁନାଇଦ ଅହମଦଙ୍କ ଆଲୋଚନା

ଭୁବନେଶ୍ୱର: ବିଶ୍ୱବ୍ୟାଙ୍କର ଏକ ପ୍ରତିନିଧି ଦଳ ଏହାର କଣ୍ଟ୍ରି ନିର୍ଦ୍ଦେଶକ ଜୁନାଇଦ କମଲ ଅହମଦ୍‌ଙ୍କ ନେତୃତ୍ୱରେ ସ୍ଥାନୀୟ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଓଡ଼ିଶାର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ପାଇଁ ଆଲୋଚନା କରିଛନ୍ତି। ବିକାଶ ପ୍ରକ୍ରିୟାରେ…
ଅଧିକ ଖବର ଦେଖନ୍ତୁ...

ଚିଦାମ୍ବରମଙ୍କ ଘରେ ପଶିଲା ସିବିଆଇ, ଯେକୌଣସି ସମୟରେ ଗିରଫ ହୋଇପାରନ୍ତି

ନୂଆଦିଲ୍ଲୀ : ଯେକୌଣସି ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମଙ୍କୁ ସିବିଆଇ ଗିରଫ କରିପାରେ । ତାଙ୍କୁ ଗିରଫ କରିବା ଲାଗି ସିବିଆଇ ୨ଟି ଟିମ ଓ ଇଡିର ଗୋଟିଏ ଟିମ ପାଚେରୀ ଡେଇଁ ଚିଦାମ୍ବରମଙ୍କ ଜୋରବାଗସ୍ଥିତ ବାସଭବନରେ ପ୍ରବେଶ କରିଛି । ତେବେ ଉକ୍ତ…
ଅଧିକ ଖବର ଦେଖନ୍ତୁ...

ବନ୍ୟା ପ୍ରପୀଡ଼ିତଙ୍କ ସାହାଯ୍ୟ ପାଇଁ ଅମୀର ଖାନ୍‌ ୨୫ ଲକ୍ଷ ଓ ଲତା ମଙ୍ଗେସକର ଦାନ କଲେ ୧୧ଲକ୍ଷ ଟଙ୍କା

ମୁମ୍ବାଇ: ଦେଶର ବିଭିନ୍ନ ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କିଛି କିଛି ସ୍ଥାନରେ ସ୍ଥିତି ସଙ୍ଗୀନ ହୋଇ ପଡ଼ିଥିବା ବେଳେ ଲୋକମାନେ ନିଜର ବାସ ହରାଇଛନ୍ତି । ମହାରାଷ୍ଟ୍ରରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କୋହ୍ଲାପୁର ଜିଲ୍ଲାରେ ଥିବା ଶିରୋଲ ଗାଁ ସବୁଠାରୁ…
ଅଧିକ ଖବର ଦେଖନ୍ତୁ...

କୁଖ୍ୟାତ ଅପରାଧୀ ମନୋଜ ପାତ୍ର ଏନ୍‌କାଉଣ୍ଟରରେ ଗୁରୁତର, କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି

କଟକ: କୁଖ୍ୟାତ ଅପରାଧୀ ମନୋଜ ପାତ୍ରକୁ ପୁଲିସ ବୁଧବାର ସନ୍ଧ୍ୟାରେ ଏନ୍‌କାଉଣ୍ଟର କରିଥିବା ସୂଚନା ମିଳିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ଜଗତପୁରରେ ପହଞ୍ଚି ମନୋଜକୁ ଏନ୍‌କାଉଣ୍ଟର କରିଥିଲା। ମନୋଜର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ଗୁରୁତର ଭାବେ କଟକ ବଡ଼ଡାକ୍ତରଖାନାରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ କିଛି ନୂଆ ପରିବର୍ତ୍ତନ ଆସିପାରେ। କାରବାରରେ ଆପଣଙ୍କୁ ଲାଭ ହେବ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ। ବିଦ୍ୟାଭ୍ୟାସରେ ଆପଣଙ୍କ ମନ ଲାଗିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଚନ୍ଦନେଶ୍ବର। ବୃଷ: ଭାଗ୍ୟ ଆପଣଙ୍କର ସାଥ ଦେବ। ଅଧିକାରୀଙ୍କ…
ଅଧିକ ଖବର ଦେଖନ୍ତୁ...

ବେଲଗାମକୁ ଇଣ୍ଡିଗୋ ଦେବ ସେବା, ସେପ୍ଟେମ୍ବର ୮ରୁ ଉଡାଣ ଆରମ୍ଭ

ନୂଆଦିଲ୍ଲୀ: ବିମାନ କମ୍ପାନି ‘ଇଣ୍ଡିଗୋ’ ଦକ୍ଷିଣ ଭାରତରେ ନିଜର କାୟା ବିସ୍ତାର କରିବାରେ ଲାଗିପଡ଼ିଛି। କମ୍ପାନି ବୁଧବାର ଦକ୍ଷିଣ ଭାରତୀୟ ସହର ‘ବେଲଗାମ’କୁ ନିଜର ବିମାନ ସେବା ଯୋଗାଇବା ନେଇ ଘୋଷଣା କରିଛି। ଇଣ୍ଡିଗୋ ନିଜର ୫୮ତମ ଘରୋଇ ବିମାନ ସେବା ବେଙ୍ଗାଲୁରୁ-ବେଲଗାମ ରୁଟରେ ଚଳାଇବ। ଏହି…
ଅଧିକ ଖବର ଦେଖନ୍ତୁ...