Daily Archives

August 22, 2019

ଯୁକ୍ତ ୩ ମହାବିଦ୍ୟାଳୟରୁ ଯୁକ୍ତ-୨ର ପୃଥକୀକରଣ

ଭୁବନେଶ୍ୱର: ଯୁକ୍ତ ୩ ମହାବିଦ୍ୟାଳୟରୁ ଯୁକ୍ତ-୨କୁ ପୃଥକ କରାଯିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛିା ପର୍ଯ୍ୟାୟକ୍ରମେ ଏହି କାର୍ଯ୍ୟ କରାଯାଇ ପୃଥକୀକରଣ କାର୍ଯ୍ୟ ଶେଷ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତିା ଆଜି ଏହି ପରିପ୍ରେକ୍ଷୀରେ ଲୋକସେବା ଭବନଠାରେ…
ଅଧିକ ଖବର ଦେଖନ୍ତୁ...

ବେଦାନ୍ତରେ ଚାକିରୀ କରାଇ ଦେବାକୁ କହି ଗିରଫ ହେଲେ ଠକ ଗ୍ୟାଙ୍ଗର ୪ ସଦସ୍ୟ, କାର ସହ ୫୪ ହଜାର ନଗଦ ଜବତ

ଝାରସୁଗୁଡ଼ା: ବେଦାନ୍ତ କାରଖାନାରେ ବିଭିନ୍ନ ଚାକିରୀ କରାଇ ଦେବାକୁ କହି ଓଡ଼ିଶା ଓ ଝାରଖଣ୍ଡ ଅଞ୍ଚଳର ଯୁବକ ମାନଙ୍କ ଠାରୁ ଟଙ୍କା ନେଇ ଠକୁଥିବା ଏକ ଗ୍ୟାଙ୍ଗର ୪ ସଦସ୍ୟ ଝାରଖଣ୍ଡର ଇଷ୍ଟ ସିଂହଭୂମ ଜିଲ୍ଲାର ଘାଟଶିଳା ଥାନା ଅନ୍ତର୍ଗତ ଏଡ଼େଲବେରା ଗ୍ରାମର ଜୟନ୍ତ ରଜାକ(୩୦), ବ୍ରଜରାଜନଗର ଇଏସ୍‌ଆଇ…
ଅଧିକ ଖବର ଦେଖନ୍ତୁ...

ଖାଲି ପେଟରେ କଳା ଲୁଣ ପାଣି ପିଇବା ଦ୍ୱାରା ଶରୀରକୁ ମିଳିଥାଏ ଏହି ୫ଟି ଫାଇଦା

ସୁସ୍ଥ ରହିବା ପାଇଁ ଲୋକମାନେ ଯୋଗ, ବ୍ୟାୟାମ ବା ଜିମ୍‌ ଯାଇଥାନ୍ତି । କିନ୍ତୁ ସବୁ ପରେ ବି ଲୋକମାନେ କିଛି ନା କିଛି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ହେଉଥିବା ଏହି ସମସ୍ୟାରୁ ନିଜକୁ ଦୂରରେ ରଖିବା ପାଇଁ ଆପଣମାନେ ଖାଲି ପେଟରେ କଳା ଲୁଣ ପାଣି ପିଇ ପାରିବେ । ପ୍ରତିଦିନ ସକାଳେ ଗୋଟେ ଗ୍ଲାସ…
ଅଧିକ ଖବର ଦେଖନ୍ତୁ...

ପତ୍ନୀର ସାଙ୍ଗକୁ ନିଜ ଘରେ ବସି ଟିଭି ଦେଖୁଥିବାର ଦେଖି ରାଗରେ ପିଟି ପିଟି ମାରିଦେଲା ସ୍ୱାମୀ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଜଣେ ଯୁବକ ନିଜ ପତ୍ନୀଙ୍କ ବନ୍ଧୁକୁ ପିଟି ପିଟି ମାରି ଦେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଅଭିଯୁକ୍ତ ଘରେ ପହଞ୍ଚିବା ପରେ ନିଜ ପତ୍ନୀଙ୍କ ବନ୍ଧୁକୁ ନିଜ ପୁଅ ସହ ବସି ଟିଭି ଦେଖୁଥିବାର ଦେଖିଥିଲେ । ଯାହା ପାଇଁ ରାଗରେ ଏକ ଲୁହା…
ଅଧିକ ଖବର ଦେଖନ୍ତୁ...

ଲତା ମଙ୍ଗେସକରଙ୍କ ଗୀତ ଗାଇ ଚର୍ଚ୍ଚିତ ହୋଇଥିଲେ, ଏବେ ହିମେଶଙ୍କ ଫିଲ୍ମରେ ମିଳିଲା ଗାଇବାର ସୁଯୋଗ

ମୁମ୍ବାଇ : ପଶ୍ଚିମବଙ୍ଗର ଏକ ରେଳ ଷ୍ଟେସନରେ ଗୀତ ଗାଇ ରାତାରାତି ଚର୍ଚ୍ଚିତ ହୋଇଥିବା ରାନୁ ମଣ୍ଡଲଙ୍କୁ ଏବେ ବଲିଉଡ୍‌ରୁ ଗାଇବାର ଅଫର ମିଳିଛି । ବଲିଉଡ୍‌ର ଜଣାଶୁଣା କଣ୍ଠଶିଳ୍ପୀ ହିମେଶ ରେସ୍‌ମିଆ ରାନୁଙ୍କୁ ନିଜ ନୂଆ ଫିଲ୍ମରେ ଏକ ଗୀତ ଗାଇବାର ଅଫର ଦେଇଥିବା ଜଣା ପଡ଼ିଛି । ଏହା ସହ ରାନୁ…
ଅଧିକ ଖବର ଦେଖନ୍ତୁ...

ସିଆରପିଏଫ ଇନ୍‌ସପେକ୍ଟରଙ୍କ ହୃଦଘାତରେ ମୃତ୍ୟୁ

କନ୍ଧମାଳ: କୋଟଗଡ ଥାନା ଶ୍ରୀରାମପୁର ଠାରେ ଥିବା ସିଆରପିଏଫର ଅଷ୍ଟମ ବାଟାଲିଆନ କ୍ୟାମ୍ପରେ କାର୍ଯ୍ୟରତ ଇନ୍‌ସପେକ୍ଟର ଡିଲେସର ବୁଡ଼ାଙ୍କ ହୃଦଘାତରେ ଗୁରୁବାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶ୍ରୀ ବୁଡ଼ା ସବୁ ଦିନ ପରି ଆଜି ମଧ୍ୟ ନିଜ କାର୍ଯ୍ୟ କରୁଥିବା ବେଳେ ହଠାତ ତାଙ୍କ ଛାତିରେ…
ଅଧିକ ଖବର ଦେଖନ୍ତୁ...

ରୋଗୀଙ୍କ ଠାରୁ ମତାମତ ସଂଗ୍ରହ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସରକାରୀ ଡାକ୍ତରଖାନାରେ ରୋଗୀମାନେ କିଭଳି ସେବା ପାଉଛନ୍ତି କର୍ତ୍ତୃପକ୍ଷ ଟେଲିଫୋନ ମାଧ୍ୟମରେ ତାହା ରୋଗୀଙ୍କ ଠାରୁ ସିଧାସଳଖ ବୁଝିବେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଗୁରୁବାର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀମାନଙ୍କ ସମ୍ମିଳନୀ ଉଦଘାଟନ ଅବସରରେ ଏହି…
ଅଧିକ ଖବର ଦେଖନ୍ତୁ...

ବନ୍ୟା ପାଣିରେ ବୁଡ଼ି ଯାଉଥିଲେ ଯୁବକ, ଉଦ୍ଧାରକାରୀ ଟିମ୍‌କୁ ଅପେକ୍ଷା ନ କରି ନଦୀକୁ ଡ଼େଇଁଲେ ଏସିପି

ନୂଆଦିଲ୍ଲୀ : ବନ୍ୟା ପାଣିରେ ବୁଡ଼ି ଯାଉଥିବା ଜଣେ ଯୁବକଙ୍କ ଜୀବନ ବଞ୍ଚାଇ ଏବେ ଫରିଦାବାଦ୍‌ର ଏସିପି ଚର୍ଚ୍ଚାରେ ରହିଛନ୍ତି । ଯମୁନାର ତଲହଟୀରେ ଥିବା ବସନ୍ତପୁରରେ ମଙ୍ଗଳବାର ଜଣେ ଯୁବକ ବନ୍ୟା ପାଣିରେ ବୁଡ଼ି ଯାଉଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ଡିୟୁଟିରେ ଥିବା ଏସିପିଙ୍କୁ ସୂଚନା…
ଅଧିକ ଖବର ଦେଖନ୍ତୁ...

କାଳିଆ ଯୋଜନା: ଅଦ୍ୟାବଧି ୭୨ ପ୍ରତିଶତ ହିତାଧିକାରୀଙ୍କ ତାଲିକା ଯାଞ୍ଚ ଶେଷ

ଭୁବନେଶ୍ୱର: କାଳିଆ ଯୋଜନାରେ ହିତାଧିକାରୀମାନଙ୍କର ଯାଞ୍ଚ ଓ ସଂଶୋଧନ ପ୍ରକ୍ରିୟା ପଞ୍ଚାୟତ ସ୍ତରରେ ଅଗଷ୍ଟ ୨୭ ତାରିଖରେ ଶେଷ ହେବାକୁ ଥିବା ବେଳେ ଏହାର ଅଗ୍ରଗତି ସଂପର୍କରେ ଏକ ସମୀକ୍ଷା ବୈଠକ ଗୁରୁବାର କୃଷି ଭବନଠାରେ ଅନୁଷ୍ଠିତ ହୋଇଯାଇଛିା କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ…
ଅଧିକ ଖବର ଦେଖନ୍ତୁ...

ବୀର ପାଇଲଟ୍‌ ଅଭିନନ୍ଦନଙ୍କ ଏଭଳି ଫଟୋ ସେୟାର କରି ବିବାଦୀୟ ଟୁଇଟ୍‌ କଲେ ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲ୍ଲିକ୍‌

ମୁମ୍ବାଇ : ଅନେକ ସମୟରେ ଭାରତ ବିରୋଧି ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହେଉଥିବା ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲ୍ଲିକ ଏବେ ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ବୀର ପାଇଲଟ୍‌ ଅଭିନନ୍ଦନଙ୍କୁ ନେଇ ସେ ଯେଉଁ ଫଟୋ ଟୁଇଟ୍‌ କରିଛନ୍ତି, ତାକୁ ନେଇ ଏବେ ସବୁ ଭାରତୀୟ ବୀଣାଙ୍କୁ ଟ୍ରୋଲ…
ଅଧିକ ଖବର ଦେଖନ୍ତୁ...