Daily Archives

August 23, 2019

ପ୍ରିୟଙ୍କାଙ୍କ କଶ୍ମୀର ମନ୍ତବ୍ୟ ନେଇ ପାକିସ୍ତାନକୁ କଡ଼ା ଜବାବ ଦେଲା ୟୁନିସେଫ୍‌

ମୁମ୍ବାଇ : ଜଣେ ପାକିସ୍ତାନୀ ମହିଳାଙ୍କୁ ଉଚିତ୍‌ ଜବାବ ଦେଇଥିବାରୁ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ପ୍ରିୟଙ୍କାଙ୍କ ଜବାବ ଶୁଣି ପାକିସ୍ତାନୀ ମହିଳାଜଣଙ୍କ ରାଗିଯିବା ସହ ପ୍ରିୟଙ୍କାଙ୍କୁ ନେଇ ବିବାଦୀୟ ମତ ରଖିବା ଆରମ୍ଭ କରି ଦେଇଥିଲେ । ଏମିତିକି ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ବିଧାନସଭାର ଗୃହ କମିଟିର ସିମଲା ଗସ୍ତ

ଭୁବନେଶ୍ୱର: ଇ-ବିଧାନ ଆପ୍ଲିକେସନ୍‌ ସଂପର୍କରେ ଅଧ୍ୟୟନ କରିବା ପାଇଁ ହିମାଚଳ ପ୍ରଦେଶ ଗସ୍ତରେ ଥବା ଓଡ଼ିଶା ବିଧାନସଭାର ଗୃହ କମିଟି ସିମଲାରେ ପହଞ୍ଚି ହିମାଚଳ ପ୍ରଦେଶ ବାଚସ୍ପତି ରାଜୀବ ବିନ୍ଦଲଙ୍କୁ ସାକ୍ଷାତ କରିଛନ୍ତିା ଗୃହ କମିଟିକୁ ସିମଲାଠାରେ ଭବ୍ୟ ସ୍ୱାଗତ କରାଯାଇଛି। ବାଚସ୍ପତି…
ଅଧିକ ଖବର ଦେଖନ୍ତୁ...

ଭୋକ ବଢ଼ାଇବା ପାଇଁ ଡାଏଟ୍‌ରେ ସାମିଲ କରନ୍ତୁ ଏହି ୪ଟି ଜିନିଷ

ଖାଦ୍ୟ ଖାଇବାର ସମୟ ଠିକ୍‌ ରହୁ ନଥିବାରୁ ମଣିଷ ଶରୀରରେ ଅନେକ ଶାରୀରିକ ସମସ୍ୟା ଦେଖା ଯାଇଥାଏ । ପାଚନକ୍ରିୟାରେ ଅସୁବିଧା,ଛାତି ପୋଡ଼ିବା,ଏସିଡ଼ିଟି ବା ଗ୍ୟାସ୍‌ର ସମସ୍ୟା ଠିକ୍‌ ସମୟରେ ଖାଦ୍ୟ ନ ଖାଇବା ଦ୍ୱାରା ହୋଇଥାଏ । ଏସବୁ ସମସ୍ୟା ଦେଖା ଗଲେ ଭୋକ ମଧ୍ୟ ଲାଗି ନଥାଏ । ଭୋକ ନ ଲାଗିବା…
ଅଧିକ ଖବର ଦେଖନ୍ତୁ...

ସାବତ ଝିଅକୁ ଦୁଷ୍କର୍ମ କରିଥିବାରୁ ୧୦ବର୍ଷ ଜେଲ ଦଣ୍ଡ ଶୁଣାଇଲେ ଅଦାଲତ

ଥାନେ : ନିଜ ସାବତ ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗ ପରେ ଅଭିଯୁକ୍ତ ବାପାକୁ ଏବେ ୧୦ବର୍ଷ ଜେଲ ଦଣ୍ଡ ଦେଇଛନ୍ତି ଅଦାଲତ । ଏହା ସହ ୪,୦୦୦ଟଙ୍କା ଜରିମାନା ଆକାରରେ ଦେବା ପାଇଁ ମଧ୍ୟ କୁହାଯାଇଛି । ଅଭିଯୁକ୍ତ ୨୦୧୧-୨୦୧୪,  ୩ ବର୍ଷ ଏଭଳି ଅପରାଧ କରିଥିଲେ । ପରେ ପୀଡ଼ିତା ଘରୁ ଫେରାର ହୋଇଯିବା…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ ଦାନ୍ତେଓ୍ଵାଡ଼ାରୁ ଗିରଫ ହେଲେ ୪ ଦୁର୍ଦ୍ଦାନ୍ତ କ୍ୟାଡର ମାଓବାଦୀ; ୩ ଜଣଙ୍କ ମୁଣ୍ଡ ଉପରେ ଘୋଷଣା ହୋଇଥିଲା ୧…

ରାୟପୁର: ଛତିଶଗଡ଼ ପୁଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି। ଦୁଇଟି ପୃଥକ୍‌ ପୃଥକ୍‌ ଘଟଣାରେ ଛତିଶଗଡ଼ ପୁଲିସ୍‌ ଆଜି ଅପରାହ୍ଣରେ ଦାନ୍ତେଓ୍ଵାଡ଼ା ଜିଲ୍ଲାରୁ ୪ ଜଣ ଦୁର୍ଦ୍ଦାନ୍ତ କ୍ୟାଡର ମାଓବାଦୀଙ୍କୁ ଗିରଫ କରିଛି। ପ୍ରଥମ ଘଟଣାରେ ଦାନ୍ତେଓ୍ଵାଡ଼ାର ଫର୍ସପାଲ ପୁଲିସ୍‌ ଥାନା ଅଞ୍ଚଳରୁ ପୁଲିସ୍‌…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ବ୍ୟାଡମିଣ୍ଟନ: ଇତିହାସ ରଚିଲେ ପ୍ରଣୀତ

ବାସେଲ: ଭାରତୀୟ ତାରକା ସାଇ ପ୍ରଣୀତ ଏଠାରେ ଚାଲିଥିବା ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନ୍‌ସିପ୍‌ରେ ଇତିହାସ ରଚିଛନ୍ତି। ବିଶ୍ୱ ମାନ୍ୟତାର ୧୯ ପ୍ରଣୀତ ପୁରୁଷ ଏକକ ସେମିଫାଇନାଲ୍‌ ସ୍ଥାନ ପକ୍କା କରିବା ପରେ ପଦକ ସୁନିଶ୍ଚିତ କରିନେଇଛନ୍ତି। ଫଳରେ ଦୀର୍ଘ ୩୬ ବର୍ଷ ପରେ ପ୍ରଥମ ଭାରତୀୟ ପୁରୁଷ…
ଅଧିକ ଖବର ଦେଖନ୍ତୁ...

ସରକାରୀ ବ୍ୟାଙ୍କ ଋଣ ଦେବାକୁ ମନା କରିବାରୁ ଚାଷ ପାଇଁ ନିଜ କିଡ୍‌ନି ବିକିଲେ ଅସହାୟ ଚାଷୀ

ନୂଆଦିଲ୍ଲୀ : ଭାରତରେ ଅଧିକାଂଶ ଲୋକେ ଚାଷ କରି ନିଜର ଜୀବିକା ନିର୍ବାହ କରିଥାନ୍ତି । ଚାଷୀ ହିଁ ଦେଶର ମେରୁଦଣ୍ଡ ବୋଲି କୁହାଯାଉଥିଲେ ମଧ୍ୟ  ଚାଷୀ ପ୍ରତି ସବୁବେଳେ ଅବହେଳା କରାଯାଇଥାଏ ।ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ । ବ୍ୟାଙ୍କରୁ ଋଣ ନ ମିଳିବାରୁ ଜଣେ…
ଅଧିକ ଖବର ଦେଖନ୍ତୁ...

ଆଇସିଡିଏସ୍‌ ପ୍ରକଳ୍ପମାନଙ୍କରେ ଆରମ୍ଭ ହେଲା ଛତୁଆ ମିଶ୍ରଣ ପ୍ରକ୍ରିୟା

ଭୁବନେଶ୍ୱର: ସମନ୍ଵିତ ଶିଶୁ ବିକାଶ ଯୋଜନାରେ ରାଜ୍ୟର ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ, ଗର୍ଭବତୀ ମହିଳା ଏବଂ ପ୍ରସୂତୀ ମା’ମାନଙ୍କୁ ଅତିରିକ୍ତ ପୁଷ୍ଟି ସାଧନ ପାଇଁ ଛତୁଆ ଯୋଗାଣ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ଏବଂ ଉତ୍କୃଷ୍ଟମାନ ବଜାୟ ରଖବା ଲକ୍ଷ୍ୟରେ ପ୍ରତି ମାସର ୨୩ ତାରିଖକୁ…
ଅଧିକ ଖବର ଦେଖନ୍ତୁ...

ଭଙ୍ଗା ହେଲା ଆର୍‌ କେ ଷ୍ଟୁଡିଓ; ଇତିହାସ ପୃଷ୍ଠାକୁ ଚାଲିଗଲା ସୋ’ମ୍ୟାନ୍‌ଙ୍କ ମାନସ ସନ୍ତାନ

ମୁମ୍ବାଇ: ବଲିଉଡ୍‌ର ଅନେକ ସ୍ମୃତି ବହନ କରୁଥିବା ତଥା ମାୟାନଗରୀ ମୁମ୍ବାଇର ଅନ୍ୟତମ ଆକର୍ଷଣ ଥିବା ଆର୍‌ କେ ଷ୍ଟୁଡ଼ିଓର ଆଜି ଆନୁଷ୍ଠାନିକ ଭାବେ ଯବନିକା ପତନ ଘଟିବା ସହ ଏହାକୁ ଭାଙ୍ଗି ମାଟିରେ ମିଶାଇ ଦିଆଯିବା କାର୍ଯ୍ୟ ଆରମ୍ଭ ହୋଇଛି। ଏଥିସହ ବଲିଉଡ୍‌ର ଗୋଟିଏ ସୁନେଲି ଅଧ୍ୟାୟର…
ଅଧିକ ଖବର ଦେଖନ୍ତୁ...

୪ ସାଥୀଙ୍କ ମିଳିଲାନି ସହଯୋଗ, ୩ ଭାଲୁ ସହ ଲଢେଇ କରି ଜୀବନ ବଞ୍ଚାଇଲେ ସାହସୀ ପର୍ଶୁରାମ

ଡାବୁଗାଁ (ସଂଜୟ ପାଢ଼ୀ): ଗୋଟିଏ ନୁହଁ କି ଦୁଇଟି ନୁହଁ। ଏକ ଥରକେ ୩ ଟି ଭାଲୁ ସହ ଲଢ଼େଇ କରି ନିଜ ଜୀବନ ବଞ୍ଚାଇ ପାରିଛନ୍ତି ସାହସୀ ପର୍ଶୁରାମ ଗୌଡ (୫୫)। ହାତରେ ଗୋଟିଏ ଠେଙ୍ଗା ଧରି ଥିବାରୁ ନିଶ୍ଚିତ ମୃତ୍ୟୁ ମୁଖରୁ ସେ ଆଜି ନିଜ ଜୀବନକୁ ବଞ୍ଚାଇ ପାରିଛନ୍ତି। ୩ ଟି ଭାଲୁ ସହ ଲଢେଇ ବହୁ…
ଅଧିକ ଖବର ଦେଖନ୍ତୁ...