Daily Archives

August 24, 2019

ବାଲାକୋଟ ଏୟାର୍ ଷ୍ଟ୍ରାଇକ୍‌କୁ ନେଇ ୩ଟି ଭାଷାରେ ଫିଲ୍ମ ତିଆରି କରିବେ ବିବେକ ଓବରଏ

ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ  ଆଧାରିତ ଫିଲ୍ମରେ ମୋଦୀଙ୍କ ଭୂମିକାରେ ଆସି ବେଶ୍ ଲୋକପ୍ରିୟ ହୋଇ ପାରିଥିଲେ ବଲିଉଡ୍‌ ଅଭିନେତା ବିବେକ ଓବରଏ । ତେବେ ପ୍ରଧାନମନ୍ତ୍ରୀଙ୍କ ବାୟୋପିକ୍‌ ପରେ ଏବେ ବାଲାକୋଟରେ ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ଏୟାରଷ୍ଟ୍ରାଇକ୍‌କୁ…
ଅଧିକ ଖବର ଦେଖନ୍ତୁ...

ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ଦିଆଯାଇଥିଲା ବିଷ !

ହରିଦ୍ୱାର: ଯୋଗ ଗୁରୁ ବାବା ରାମଦେବଙ୍କ ଘନିଷ୍ଠ ସହଯୋଗୀ ତଥା ପତଞ୍ଜଳି ଆୟୁର୍ବେଦର ଅଧ୍ୟକ୍ଷ ଆଚାର୍ଯ୍ୟ ବାଳକୃଷ୍ଣ ଶୁକ୍ରବାର ଅପରାହ୍ନରେ ହଠାତ ଅସୁସ୍ଥ ହୋଇପଡିଥିଲେ | ଏହାପରେ ତାଙ୍କୁ ଚିକିତ୍ସା ପାଇଁ ଉତ୍ତରାଖଣ୍ଡର ଋଷିକେଶସ୍ଥିତ ଏମସ୍‌ରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତରଙ୍କ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଧନଲାଭ ହେବ। ସୋମ ଓ ମଙ୍ଗଳବାର: ଅଫିସ୍‌ରେ ନୂଆ ଦାୟିତ୍ଵ ମିଳିବ। ବୁଧ ଓ ଗୁରୁବାର: ଘରର ବାତାବରଣରେ ପ୍ରସନ୍ନତା ବଜାୟ ରହିବ। ଶୁକ୍ର ଓ ଶନିବାର: ପ୍ରେମରେ ସଫଳତା ମିଳିବ। ରବିବାର: ସମାଜରେ ମାନସମ୍ମାନ ପାଇବେ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଲାଭ ହେବ। ବୁଧ ଓ ଗୁରୁବାର:…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଟେଷ୍ଟ: ୨୨୨ ରନ୍‌ରେ ୱେଷ୍ଟଇଣ୍ଡିଜ ଅଲ୍‌ଆଉଟ୍‌, ପ୍ରଥମ ପାଳି ଆଧାରରେ ଭାରତ ୭୫ ରନ୍‌ରେ ଆଗୁଆ

ଆଣ୍ଟିଗୁଆ: ଭାରତ ବିପକ୍ଷରେ ଖେଳୁଥିବା ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟର ପ୍ରଥମ ପାଳିରେ ୨୨୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ ଅନ୍ତର୍ଗତ ଆଣ୍ଟିଗୁଆର ନର୍ଥ ସାଉଣ୍ଡସ୍ଥିତ ସାର ଭିଭିଆନ୍‌ ରିଚାର୍ଡ ଷ୍ଟାଡିୟମରେ ଖେଳ ଜାରି ରହିଥିବା ମ୍ୟାଚ୍‌ର ତୃତୀୟ ଦିନ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ମେଣ୍ଟ କରିବେ କଂଗ୍ରେସ-ବାମଦଳ, ସୋନିଆଙ୍କ ସବୁଜସଂକେତ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ଆସନ୍ତା ୨୦୨୧ରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ବାମଦଳସହ ମେଣ୍ଟ କରିବ । ଏ ସଂପର୍କିତ ପ୍ରସ୍ତାବକୁ ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ସବୁଜ ସଂକେତ ଦେଇଛନ୍ତି । ଆଜି ସୋନିଆ ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ସୌମେନ ମିତ୍ରଙ୍କୁ…
ଅଧିକ ଖବର ଦେଖନ୍ତୁ...

ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇଲେ ମୋଦୀ

ଆବୁଧାବି: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଆଗଲା ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ | ଦୁବାଇର କ୍ରାଉନ ପ୍ରିନ୍ସ ଶେଖ ମହମ୍ମଦ ବିନ ଜାୟଦ ଶନିବାର ଦିନ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି | ପ୍ରିନ୍ସ ଯୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ 'ଅର୍ଡର ଅଫ ଜାୟାଦ' ରେ…
ଅଧିକ ଖବର ଦେଖନ୍ତୁ...

ଅସଦାଚରଣ ପାଇଁ ବିଚ୍‌ ରାସ୍ତାରେ ମହିଳାଙ୍କ ହାତରୁ ଜୋତା ମାଡ଼ ଖାଇଲେ ଅଟୋ ଚାଳକ, ଦେଖନ୍ତୁ ଭିଡିଓ

ଭଦ୍ରକ : ଭଦ୍ରକରେ ଜଣେ ମହିଳା ଅଟୋ ଚାଳକଙ୍କୁ ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି । ଚାଳକଜଣଙ୍କ ମହିଳାଙ୍କ ସହ ଅସଦାଚରଣ କରିଥିବାରୁ ବିଚ୍‌ ରାସ୍ତାରେ ଜୋତାରେ ପିଟିଛନ୍ତି ମହିଳା । ଘଟଣାଟି ଶୁକ୍ରବାର ଭଦ୍ରକ ଜିଲ୍ଲାର ବନ୍ତ ଛକରେ ଘଟିଥିବା ନେଇ ସୂଚନା ମିଳିଛି । ସୂଚନା ମୁତାବକ,…
ଅଧିକ ଖବର ଦେଖନ୍ତୁ...

ସଂରକ୍ଷିତ ଜଙ୍ଗଲରେ ବେଆଇନ ଗଛ କାଟି ଜଣେ ଗିରଫ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ କୋଇଲାରି ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରି ବେଆଇନ ଭାବେ ଶାଳ ଗଛ କାଟିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ଡାବୁଗାଁ ବନ ବିଭାଗ କର୍ମଚାରୀ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ଜଣକ ସାନ କୋଇଲାରି ଗ୍ରାମର ନୀଳାମ୍ବର ପନକା…
ଅଧିକ ଖବର ଦେଖନ୍ତୁ...

ତୀବ୍ର ହେଉଛି ହଂକଂରେ ଚୀନ ବିରୋଧୀ ଆନ୍ଦୋଳନ, ଲୁହବୁହା ଗ୍ୟାସ ଛାଡିଲା ପୁଲିସ

ହଂକଂ : ହଂକଂରେ ଚୀନ ବିରୋଧୀ ଓ ଗଣତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଆଜି ବିକ୍ଷୋଭକାରୀଙ୍କ ଆନ୍ଦୋଳନ ତୀବ୍ର ହେବାରୁ ବାଧ୍ୟ ହୋଇ ପୁଲିସ ଲୁହବୁହା ଗ୍ୟାସ ଛାଡିଥିଲା । ଅନ୍ୟପକ୍ଷରେ ହଂକଂର ସଡ଼କଗୁଡ଼ିକରେ ଲାଗିଥିବା ଲାଇଟପୋଷ୍ଟ ଗୁଡ଼ିକରେ ଆନ୍ଦୋଳନକାରୀଙ୍କୁ ଚିହ୍ନଟ ପାଇଁ…
ଅଧିକ ଖବର ଦେଖନ୍ତୁ...

ଜେଟଲୀଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ 

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆଦିଲ୍ଲୀରେ ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କୁ ଶେଷ ଦର୍ଶନ କରିଛନ୍ତି | ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ଭେଟିବା ସହ ସମବେଦନା ଜ୍ଞାପନ କରିଛନ୍ତି | ନବୀନଙ୍କ ସହ ପୁରୀ ସାଂସଦ ପିନାକୀ ମିଶ୍ର,…
ଅଧିକ ଖବର ଦେଖନ୍ତୁ...