Daily Archives

August 25, 2019

ଏହି କାରଣରୁ ଐଶ୍ୱର୍ଯ୍ୟା ଗର୍ଭବତୀ ଥିବା ଜାଣି ଅବସାଦଗ୍ରସ୍ତ ହୋଇଯାଇଥିଲେ ମଧୁର ଭଣ୍ଡାରକର

ମୁମ୍ବାଇ : ବଲିଉଡ୍‌କୁ ଫ୍ୟାଶନ, ପେଜ୍‌-୩ ଓ ହିରୋଇନ୍‌ ଭଳି ହିଟ୍‌ ଫିଲ୍ମ ଦେଇଥିବା ନିର୍ଦ୍ଦେଶକ ମଧୁର ଭଣ୍ଡାରକରଙ୍କ ସହ ଜଡ଼ିତ ଏକ ବଡ଼ କଥା ସାମ୍ନାକୁ ଆସିଛି । ୨୦୧୧ରେ ତାଙ୍କ ସହ ଐଶ୍ୱର୍ଯ୍ୟାଙ୍କ ସଂପର୍କକୁ ନେଇ ବିବାଦ ଦେଖାଯାଇଥିଲା । ସୂଚନା ମୁତାବକ, ମଧୁର ଭଣ୍ଡାରକର ନିଜ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ ଚାନ୍ଦା ନ ଦେବାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଆଇସିୟୁରେ ଗୁରୁତର ଅବସ୍ଥାରେ ଭର୍ତ୍ତି

ଭୁବନେଶ୍ୱର: ଆଗକୁ ଗଣେଷ ପୂଜା, ଆଉ ତାପରେ ଦଶହରା । ଆରମ୍ଭ ହୋଇଗଲାଣି ପୂଜା ସିଜିନ୍ । ହେଲେ ପାର୍ବଣ ଋତୁ ସହ ଆରମ୍ଭ ହୋଇଯାଇଛି ଚାନ୍ଦାର ଯନ୍ତ୍ରଣା । ଗଳି ଗଳିରେ ଚାଲିଛି ପୂଜା ପାଇଁ ଚାନ୍ଦା ଆଦାୟ । ଖାଲି ଚାନ୍ଦା ତ ନୁହେଁ ଚାନ୍ଦା ନାଁରେ ଗୁଣ୍ଡାରାଜ । ସ୍ଥିତି ଏଭଳି ହୋଇଛି ଯେ,…
ଅଧିକ ଖବର ଦେଖନ୍ତୁ...

କାକୁଡ଼ି ଖାଇବା ପରେ ପିଅନ୍ତୁ ନାହିଁ ପାଣି, ହୋଇପାରେ ଏସବୁ ଶାରୀରିକ ସମସ୍ୟା

ଶରୀରକୁ ସୁସ୍ଥ ରଖିବା ପାଇଁ ଖାଦ୍ୟ ସହ ଲୋକମାନେ ସାଲାଡ୍‌ ଖାଇଥାନ୍ତି । ଆଉ ସାଲାଡ଼୍‍ରେ ଲୋକମାନେ କାକୁଡ଼ିକୁ ଅଧିକ ମାତ୍ରାରେ ଖାଇଥାନ୍ତି । କାକୁଡ଼ିରେ ଭିଟାମିନ୍‌ K, ଭିଟାମିନ C,କପର,ମ୍ୟାଗ୍ନେସିୟମ,ପୋଟାସିୟମ,ମାଙ୍ଗାନିଜ୍‌ ଆଦି ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ, ଯାହା ଶରୀରକୁ…
ଅଧିକ ଖବର ଦେଖନ୍ତୁ...

ଦୁଇ ଘଣ୍ଟା ଅପେକ୍ଷା ପରେ ମଧ୍ୟ ଆସିଲାନି ଆମ୍ବୁଲାନ୍ସ, ପୁଲିସ ଗାଡ଼ିରେ ନବଜାତକୁ ଜନ୍ମ ଦେଲେ ମହିଳା

ବାନ୍ଦା : ଦୁଇ ଘଣ୍ଟା ଧରି ପ୍ରସବ ଯନ୍ତ୍ରଣାରେ ଛଟପଟ ହେବା ପରେ ମଧ୍ୟ ଆମ୍ବୁଲାନ୍ସ ଗାଡ଼ି ପହଞ୍ଚି ପାରି ନଥିଲା । ଯାହା ପରେ ସେଇ ବାଟ ଦେଇ ଯାଉଥିବା ଏକ ପୁଲିସ ଗାଡ଼ିରେ ମହିଳାଙ୍କୁ ଡାକ୍ତରଖାନା ନେଇଥିଲେ ପୁଲିସକର୍ମୀ । କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ହିଁ ମହିଳାଜଣଙ୍କ…
ଅଧିକ ଖବର ଦେଖନ୍ତୁ...

ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ରାହାଣେଙ୍କ ଶତକ, ଭାରତ ୪୧୮ ରନ୍‌ରେ ଆଗୁଆ

ଆଣ୍ଟିଗୁଆ: ବିଶ୍ୱ ଟେଷ୍ଟ ଚମ୍ପିଆନ୍‌ସିପରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚ ସିରିଜ ଖେଳାଯିବ । ପ୍ରଥମ ମ୍ୟାଚରେ ଟସ୍‌ ହାରି ବ୍ୟାଟିଂ କରିବାପାଇଁ ପଡିଆକୁ ଓହ୍ଲାଇଥିବା ଭାରତ ୨୯୭ ରନ୍‌ରେ ଅଲ୍‌ଆଉଟ ହୋଇଥିଲା । ଏହାର ଜବାବରେ ଭାରତର ବୋଲର ୱେଷ୍ଟଇଣ୍ଡିଜ୍‌କୁ ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ଫୋନ୍‌ ବାଜିବାରୁ ଜାଣିଲା ପୁଲିସ, କଏଦୀ ପେଟରୁ ବାହାରିଲା ମୋବାଇଲ ଫୋନ ଓ ଚାର୍ଜର

ନୂଆଦିଲ୍ଲୀ : ଜେଲ୍‌ରେ ବନ୍ଦୀ ଥିବା ଜଣେ କଏଦୀର ପେଟରୁ ମୋବାଇଲ ଫୋନ ବାହାରିବା ଭଳି ଘଟଣା ସାମ୍ନାକୁ ଆସିଛି । ଖବରଟି ଶୁଣି ବିଶ୍ୱାସ ହେଉନଥିଲେ ମଧ୍ୟ ସତ । ବିଚାରଧୀନ କଏଦୀଙ୍କୁ କୋର୍ଟରୁ ଜେଲ୍‌କୁ ଅଣାଯାଉଥିବା ବେଳେ ଏହି ଘଟଣାର ପର୍ଦ୍ଦାଫାସ ହୋଇଥିଲା । ହଠାତ୍‌ ଫୋନ ବାଜି ଉଠିବାରୁ…
ଅଧିକ ଖବର ଦେଖନ୍ତୁ...

ମନର ମଇଳା ଧୋଇବା ପାଇଁ ସତସଙ୍ଗ ରୂପକ ବର୍ଷା ଆବଶ୍ୟକ: ପ୍ରତାପ ଷଡ଼ଙ୍ଗୀ

ଗୌହାଟୀ: କେନ୍ଦ୍ର ପଶୁପାଳନ ଓ ଏମଏସଏମଇ ରାଷ୍ଟ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଦୁଇଦିନିଆ ଆସାମ ଗସ୍ତରେ ଯାଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ | ସେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କୁ ଭେଟି ରାଜ୍ୟରେ କିଭଳି ଏମଏସଏମଇ ଶିଳ୍ପକୁ ବୃଦ୍ଧି କରିହେବ ସେ ବାବଦରେ ଆଲୋଚନା…
ଅଧିକ ଖବର ଦେଖନ୍ତୁ...

ସାମ୍ନାକୁ ଆସିଲା ମହେନ୍ଦ୍ର ସିଂହ ଧୋନିଙ୍କ ନୂଆ ଲୁକ୍‌, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନୂଆ ଲୁକ୍‌ ଭାଇରାଲ ହୋଇଛି । କ୍ରିକେଟରୁ କିଛି ଦିନ ବୀରତି ନେଇ ସେ ସେନା ଯବାନଙ୍କ ସହ ରହିଥିଲେ । ୧୫ଦିନ ଲେପ୍ଟନାଣ୍ଡ କର୍ଣ୍ଣେଲର ପଦ ସମ୍ଭାଳିବା ପରେ ଏବେ ସେ ବାକି ଥିବା କାମ କରିବାରେ ଲାଗି ପଡ଼ିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ରେଳ ଷ୍ଟେସନରେ ଗୀତ ଗାଉଥିଲେ ରାନୁ

ନୂଆଦିଲ୍ଲୀ : ରେଳ ଷ୍ଟେସନରୁ ଆଜି ବଲିଉଡ୍‌ରେ ପହଞ୍ଚିଛନ୍ତି ରାନୁ ମଣ୍ଡଲ । ଦିନେ ଯାହାକୁ ରେଳ ଷ୍ଟେସନରେ ବସି ଗୀତ ଗାଉଥିବାର ଦେଖି ମଧ୍ୟ ଲୋକେ ଅଣଦେଖା କରି ଦେଉଥିଲେ, ଆଜି ତାକୁ ସାରା ଦେଶ ଶୁଣୁଛି । ଆଜି ଆମେ ଏଠାରେ ରାନୁ ମଣ୍ଡଲଙ୍କ କଥା କହୁଛୁ, ଯିଏ ପଶ୍ଚିମବଙ୍ଗର ରାଣାଘାଟ ରେଳ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କେଉଁ କାରଣ ପାଇଁ ‘ଗନ୍‌ କ୍ୟାରେଜ୍‌’ରେ ଅଣାଗଲା ଅରୁଣ ଜେଟ୍‌ଲୀଙ୍କ ପାର୍ଥିବ ଶରୀର?

ନୂଆଦିଲ୍ଲୀ : ଦେଶର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କର ଗତକାଲି ଦିଲ୍ଲୀ ଏମ୍‌ସରେ ମୃତ୍ୟୁ ହେବା ପରେ ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଅନ୍ତିମ ସଂସ୍କାର ପାଇଁ ତାଙ୍କୁ ‘ଗନ୍‌ କ୍ୟାରେଜ୍‌’ରେ ନିଗମବୋଧ ଘାଟକୁ ଅଣାଯାଇଥିଲା । ଯାହା ପରେ…
ଅଧିକ ଖବର ଦେଖନ୍ତୁ...