Daily Archives

August 25, 2019

ଏଭଳି ଥିଲା ମହାଭାରତ ସୁଟିଂର ଶେଷ ଦିନ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ : ୧୯୮୮ରେ ଆରମ୍ଭ ହୋଇଥିଲା ଟିଭି ଇତିହାସର ସବୁଠାରୁ ଲୋକପ୍ରିୟ ଧାରାବାହିକ ମହାଭାରତ । ଧାରାବାହିକର ୯୪ଟି ଅଧ୍ୟାୟ ସୁଟ୍‌ କରାଯାଇଥିବା ବେଳେ ଏହାକୁ ଅନେକ ଥର ଟିଭିରେ ପ୍ରସାରିତ କରାଯାଇଥିଲା । ଏବେ ମଧ୍ୟ ଅନେକ ସମୟରେ ଏହି ମହାଭାରତର ଝଲକ ଦେଖିବାକୁ ମିଳେ । ଏବେ ଏହି ସୋ’ର ଶେଷ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଖୁଲାସା: ‘ମ୍ୟାନ୍‌ ଭର୍ସେସ୍‌ ଓ୍ଵାଇଲ୍‌ଡ’ରେ ଏଭଳି ହିନ୍ଦି ଭାଷା ବୁଝୁଥିଲେ ବେୟର ଗ୍ରୀଲ୍ସ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ରେ ବଡ଼ ଖୁଲାସା କରିଛନ୍ତି । ଡିସ୍କଭରୀ ଚ୍ୟାନେଲରେ ପ୍ରସାରିତ ହୋଇ ସାରିଥିବା ମ୍ୟାନ୍‌ ଭର୍ସେସ୍‌ ଓ୍ଵାଇଲ୍‌ଡର ଅଧ୍ୟାୟକୁ ନେଇ ମୋଦୀ ଶ୍ରୋତାମାନଙ୍କ ସହ ଆଲୋଚନା କରିଥିଲେ । ସୋ’ର ହୋଷ୍ଟ ବେୟର…
ଅଧିକ ଖବର ଦେଖନ୍ତୁ...

ପାର୍ବଣ ଋତୁ ସୁଦ୍ଧା ଅଟୋମୋବାଇଲ ଶିଳ୍ପରେ ସୁଧାର ଦେଖାଦେବ : ବିଶେଷଜ୍ଞ

ଭୁବନେଶ୍ୱର : ଆଗାମୀ ପାର୍ବଣ ଋତୁରେ ଅଟୋମୋବାଇଲ ଉଦ୍ୟୋଗରେ ସୁଧାର ଦେଖାଦେବ । ନିକଟରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଏଥିରେ ସହାୟକ ହେବ ଆଇଡିବିଆଇ କ୍ୟାପିଟାଲର ବଜାର ଗବେଷଣା ପ୍ରମୁଖ ଏ.କେ.ପ୍ରଭାକର କହିଛନ୍ତି । ଆଇଡିବିଆଇ କ୍ୟାପିଟାଲ ଓ ଏନଏସଡିଏଲ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର: ଦବିଲା ପଳାଶୁଣୀ ଓଭରବ୍ରିଜ୍‌, ଯାନବାହନ ଚଳାଚଳ ପ୍ରଭାବିତ, ପୁଲିସ-ଏନ୍‌ଏଚ୍‌ଏଆଇ ଅଧିକାରୀ ମୁତୟନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ପଲାଶୁଣୀ ଓଭରବ୍ରିଜ୍‌ ରବିବାର ସନ୍ଧ୍ୟାରେ ଦବି ଯାଇଛି। ସୂଚନା ଅନୁସାରେ କଟକରୁ ଭୁବନେଶ୍ୱରକୁ ଯୋଡୁଥିବା ଜାତୀୟ ରାଜପଥର ହାଇଟେକ୍‌ ମେଡିକାଲ କଲେଜ୍‌ ଛକ ନିକଟରେ ଏହି ଘଟଣା ଘଟିଛି। ସୂଚନା ମିଳିବା ପରେ ଟ୍ରାଫିକ୍‌ ପୁଲିସ ଓ ଏନ୍‌ଏଚ୍‌ଏଆଇର…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ ଅଟୋ ଉପରକୁ ବୋମାମାଡ଼, ଆହତ ପରେ ଚାଳକଙ୍କୁ ହସ୍‌ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ରବିବାର ସନ୍ଧ୍ୟାରେ ଅଟୋ ଉପରକୁ ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ରବି ଟକିଜ୍‌ ଅଞ୍ଚଳରେ ଦୁର୍ବୃତ୍ତମାନେ ଅଟୋକୁ ଲକ୍ଷ୍ୟ କରି ବୋମାମାଡ଼ କରିଛନ୍ତି। ବୋମାମାଡ଼ ପରେ ଅଟୋ ଚାଳକ ଆହତ ହୋଇଛନ୍ତି। ତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍‌ପିଟାଲରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଅଫିସରେ ବଡ଼ ଅଧିକାରୀମାନଙ୍କ ସହଯୋଗ ପାଇବେ। ଆପଣଙ୍କର ସବୁ କାମ ଠିକ୍ ସମୟରେ ପୂରା ହେବ। ବ୍ୟବସାୟୀଙ୍କୁ ଆଶା ଠୁଁ ଅଧିକ ଲାଭ ମିଳିବ। ଦାଂପତ୍ୟ ଜୀବନ ପ୍ରେମପୂର୍ବକ ବିତିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ରାମଚଣ୍ତୀ। ବୃଷ: ଦିନଟି…
ଅଧିକ ଖବର ଦେଖନ୍ତୁ...

କାହିଁକି ଶ୍ରୀମନ୍ଦିର ଉପରକୁ ଆତଙ୍କବାଦୀ ଫିଙ୍ଗିପାରିବେନି ଗ୍ରେନେଡ଼ ?

ପୁରୀ: ଶ୍ରୀମନ୍ଦିରକୁ କୌଣସି ବଡ ଧରଣର ଆକ୍ରମଣ ଆଶଙ୍କା ନେଇ ସତର୍କ ରହିଛି ଓଡିଶା ପୁଲିସ । ଶ୍ରୀମନ୍ଦିର ଚାରିପଟେ ୭୫ ମିଟର ଯାଏଁ ଉଚ୍ଛେଦ କରିବାର କାରଣ ବିଷୟରେ ଆଜି ସ୍ପଷ୍ଟ କରିଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ । ସେ କହିଛନ୍ତି, ଯଦି କୌଣସି ଦୁର୍ବୃତ, ଗ୍ରେନେଡ୍ ଫିଙ୍ଗିବାକୁ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାପାଳଙ୍କ ଅଭିନବ ବୈଠକ: ଦରି ପାରି ତଳେ ବସିଲେ, ଲୋକଙ୍କ ସମସ୍ୟା ସଂପର୍କରେ ଅବଗତ ହେଲେ

କୁତ୍ରା: ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ରବିବାର ଏକ ଅଭିନବ ବୈଠକ କରିଛନ୍ତି। ଜଣେ ସାଧାରଣ ଲୋକ ଭଳି ସେ ଗାଁ ଲୋକଙ୍କ ସହିତ ଦରି ପାରି ତଳେ ବସିଛନ୍ତି। ଲୋକଙ୍କର ସମସ୍ୟା ସଂପର୍କରେ ଅବଗତ ହୋଇଛନ୍ତି। ଆଜି ରବିବାର ହୋଇଥିବା ସତ୍ତ୍ୱେ ସେ କୁତ୍ରା ବ୍ଲକ ଅନ୍ତର୍ଗତ ଜ୍ଞାନପାଲି…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ବିଧାୟକମାନେ ହାରାହାରି ୪୬% ଭୋଟ ପାଇଛନ୍ତି, ୭୪.୩୪% ଭୋଟହାର ସହ ପ୍ରଥମ ସ୍ଥାନରେ ଖଣ୍ଡପଡା ବିଧାୟକ ସୌମ୍ୟରଂଜନ…

ଭୁବନେଶ୍ୱର : ଭାରତୀୟ ନିର୍ବାଚନ ଉପରେ ନଜର ରଖୁଥିବା ସଂସ୍ଥା ଏଡିଆର (ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ) ପକ୍ଷରୁ ଓଡ଼ିଶାରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଭୋଟହାର ଓ ବିଜୟ ବ୍ୟବଧାନକୁ ନେଇ ଏକ ରିପୋର୍ଟ ପ୍ରକାଶ କରାଯାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ ଖଣ୍ଡପଡ଼ା ବିଧାୟକ…
ଅଧିକ ଖବର ଦେଖନ୍ତୁ...

ଶଗଡ଼ରେ ଲାଇବ୍ରେରୀ, ଗାଁ ପିଲାଙ୍କ ପାଇଁ ବରଦାନ ସାଜିଛନ୍ତି ଏହି ଯୁବକ

ପୁନେ: ଗାଁ ଦାଣ୍ଡରେ ଶଗଡ଼ ଗାଡି ଯିବା ଦୃଶ୍ୟ ଆପଣ ଦେଖିଥିବେ | ହୁଏତ ବର୍ତ୍ତମାନ ଶଗଡ଼ ସଂଖ୍ୟା କମିଗଲାଣି ତଥାପି କୃଷକଙ୍କ ଏକ ପ୍ରମୁଖ ପରିବହନ ଯାନ ଭାବରେ ଶଗଡ଼ ହିଁ ପରିଚିତ ଥିଲା | କିନ୍ତୁ ଏବେ ଜଣେ ଯୁବକ ଶଗଡ଼କୁ ବ୍ୟବହାର କରି ଶିକ୍ଷା ପ୍ରସାରରେ ଲାଗିପଡିଛନ୍ତି | ଜାଣନ୍ତୁ ଏହି…
ଅଧିକ ଖବର ଦେଖନ୍ତୁ...