Daily Archives

August 26, 2019

ଏହି ୪ଟି ଭଲ ଅଭ୍ୟାସକୁ ଆପଣାଇ ହୃଦ୍‌ଘାତକୁ ଦୂରରେ ରଖନ୍ତୁ

ଆଜିକାଲିର ବ୍ୟସ୍ତ ଜୀବନଶୈଳୀ ପାଇଁ ଲୋକମାନେ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ଠିକ୍‌ ସମୟରେ ଠିକ୍‌ ଖାଦ୍ୟ ନ ଖାଇବାରୁ ହୃଦ୍‌ଘାତ ଭଳି ସମସ୍ୟା ବି ଦେଖାଯାଉଛି । ଏହି ସମସ୍ୟାରୁ ବଞ୍ଚିବା ପାଇଁ ହେଲେ ଆପଣଙ୍କୁ ଖରାପ ଅଭ୍ୟାସକୁ ଦୂର କରି ଭଲ ଅଭ୍ୟାସ ଆପଣାଇବାକୁ ପଡ଼ିବ । ଆସନ୍ତୁ ଜାଣିବା…
ଅଧିକ ଖବର ଦେଖନ୍ତୁ...

ନାଳରେ ଖସି ପଡ଼ିଥିବା ଛୁଆ ହାତୀକୁ ଏକାକୀ ଏଭଳି ଉଦ୍ଧାର କଲା ମା’, ଦେଖନ୍ତୁ ସେ ସମୟର ଭିଡିଓ

ନୂଆଦିଲ୍ଲୀ : ଇଣ୍ଟରନେଟ୍‌ରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ମା’ ହାତୀ ନିଜ ଛୁଆକୁ କିଭଳି ଏକ ନଳାରୁ ଉଦ୍ଧାର କରୁଛି, ତାହା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ତେବେ ଏଭଳି ସମସ୍ୟା ମଣିଷ ସମାଜ ପାଇଁ ଉପୁଜିଛି ଓ ମଣିଷର ସୁବିଧା ପାଇଁ ଆଜି ଜୀବଜନ୍ତୁମାନେ ଅସୁବିଧା ଭୋଗ…
ଅଧିକ ଖବର ଦେଖନ୍ତୁ...

ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ଆଶା ନେଗି, ଅଭିଷେକଙ୍କ ବିପକ୍ଷରେ ଆସିବେ ନଜର

ମୁମ୍ବାଇ : ପୂର୍ବରୁ ଅନେକ ଟିଭି ତାରକା ଛୋଟ ପରଦାରେ ଧମାଲା ମଚାଇବା ପରେ ବଡ଼ ପରଦାକୁ ଡେଇଁଛନ୍ତି । ସେ ମଧ୍ୟରେ ଅଙ୍କିତା ଲୋଖଣ୍ଡେ, ମ୍ରିନାଲ୍ ଠାକୁର, ସୁଶାନ୍ତ ସିଂହ ରାଜପୁତ୍‌ ଓ ଜୟ ଭାନୁଶାଲୀଙ୍କ ନାଁ ରହିଥିବା ବେଳେ ଏବେ ଆଉ ଏକ ନାଁ ସାମିଲ ହେବାକୁ ଯାଉଛି । ଛୋଟ ପରଦରେ ଜଣାଶୁଣା…
ଅଧିକ ଖବର ଦେଖନ୍ତୁ...

ମଝି ଆକାଶକୁ ଫଟୋସୁଟ୍‌ କରିବାକୁ ଯାଇଥିଲେ, ଯାନ୍ତ୍ରିକ ତ୍ରୁଟି ପାଇଁ ପ୍ରଶାନ୍ତ ମହାସାଗରରେ କରାଇଲେ ବିମାନ ବିସ୍ଫୋରଣ,…

ନୂଆଦିଲ୍ଲୀ : ଏକ ବିମାନ ବିସ୍ଫୋରଣ ବିଷୟରେ ଶୁଣିବା ବା ବିସ୍ଫୋରଣର ଶିକାର ହେବା ଜଣଙ୍କ ପାଇଁ ଅଶୁଭ ସ୍ୱପ୍ନ ଭଳି । ସାଧାରଣତଃ ବିସ୍ଫୋରଣର ଶିକାର ହେବା ପରେ କେହି ବି ବଞ୍ଚିବାର ଆଶଙ୍କା ମଧ୍ୟ ନ ଥାଏ । କିନ୍ତୁ ଏକ ପ୍ରେମୀଯୁଗଳଙ୍କ ବିମାନ ବିସ୍ଫୋରଣର ଶିକାର ହେବା ପରେ ସେମାନେ  ବଞ୍ଚିବା ଓ…
ଅଧିକ ଖବର ଦେଖନ୍ତୁ...

ସେପ୍ଟେମ୍ବର ୨୫ରେ ଆର୍‌ଏସ୍‌ପିରେ ଯୋଗ ଦେବେ ସଞ୍ଜୟ ! ବନ୍ଧୁଙ୍କ ଏଭଳି ଘୋଷଣା ପରେ ପ୍ରତିକ୍ରିୟା ରଖିଲେ

ମୁମ୍ବାଇ : କିଛି ସମୟ ପୂର୍ବରୁ ଖବର ମିଳିଥିଲା କି ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ପୁଣି ଥରେ ରାଜନୀତିରେ ଯୋଗ ଦେବାକୁ ଯାଉଛନ୍ତି । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଖବରକୁ ମିଛ ବୋଲି କହିଛନ୍ତି ସଞ୍ଜୟ ଦତ୍ତ । ସେ ଏବେ କୌଣସି ରାଜନୈତିକ ଦଳରେ ଯୋଗ ଦେବେ ନାହିଁ ବୋଲି  କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ସୁସ୍ଥ ହୋଇ ଫେରିଲେ ଆଚାର୍ଯ୍ୟ ବାଳକୃଷ୍ଣ, ପତଞ୍ଜଳିରୁ ମାସକୁ ନିଅନ୍ତି ଏତିକି ଦରମା

ନୂଆଦିଲ୍ଲୀ : ଯୋଗଗୁରୁ ବାବା ରାମଦେବଙ୍କ ସହଯୋଗୀ ଓ ପତଞ୍ଜଳିର ପ୍ରବନ୍ଧ ସଞ୍ଚାଳକ ଆଚାର୍ଯ୍ୟ ବାଳକୃଷ୍ଣ ଋଷିକେଶସ୍ଥିତ ଏମ୍ସରେ ଚିକିତ୍ସିତ ହେବା ପରେ ଏବେ ସୁସ୍ଥ ହୋଇ ଫେରିଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଥିବା ବେଳେ ଏବେ ସେ ସୁସ୍ଥ ହୋଇ ପତଞ୍ଜଳି…
ଅଧିକ ଖବର ଦେଖନ୍ତୁ...

‘ସାହୋ’ର ଅର୍ଥ କ’ଣ? ରିଲିଜ୍‌ ପୂର୍ବରୁ ଜଣାଇଲେ ପ୍ରଭାସ

ମୁମ୍ବାଇ :  ୨୦୧୯ର ସବୁଠାରୁ ବଡ଼ ବଜେଟର ଫିଲ୍ମ ହେବାକୁ ଯାଉଛି 'ସାହୋ' । ଫିଲ୍ମର ପ୍ରାୟ ୪ଟି ଗୀତ ରିଲିଜ୍‌ ହୋଇ ସାରିଥିବା ବେଳେ ଏହାର ଟ୍ରେଲର ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ବଢ଼ାଇଛି । 'ବାହୁବଳୀ' ପରେ ଏବେ 'ସାହୋ' ଜରିଆରେ ବକ୍ସ ଅଫିସରେ ଧମାଲ କରିବାକୁ ଯାଉଛନ୍ତି ପ୍ରଭାସ ।…
ଅଧିକ ଖବର ଦେଖନ୍ତୁ...

ସରକାରଙ୍କୁ ନିଜର ବଳକା ୧.୭୬ ଲକ୍ଷ କୋଟି ପ୍ରଦାନ କରିବ ରିଜର୍ଭ ବ୍ୟାଙ୍କ

ମୁମ୍ବାଇ : ବହୁ ବାଦବିବାଦ ପରେ ଶେଷରେ ସରକାରଙ୍କୁ ନିଜର ବଳକା ଜମାରାଶି ପ୍ରଦାନ କରିବାକୁ ରାଜି ହୋଇଛି ରିଜର୍ଭ ବ୍ୟାଙ୍କ । ଆଜି ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ରିଜର୍ଭ ବ୍ୟାଙ୍କର ସେଣ୍ଟ୍ରାଲ ବୋର୍ଡ ବୈଠକରେ ବିମଳ ଜଲାନ କମିଟି ରିପୋର୍ଟକୁ ଗ୍ରହଣ କରିବା ସହ…
ଅଧିକ ଖବର ଦେଖନ୍ତୁ...

ଚାକିରି ହରାଇବେ ହଜାର ହଜାର ଅନୁବାଦକ ! ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ : ଭବିଷ୍ୟତରେ ନିଜର ଚାକିରି ହରାଇବାକୁ ଯାଉଛନ୍ତି ହଜାର ହଜାର ଅନୁବାଦକ । ଏହି ଖବରଟି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଆଜିକାଲି ବଜାରରେ ଲୋକମାନଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାରର ଟ୍ରାନ୍ସଲେଟର ଡିଭାଇସ୍‌ ଉପଲବ୍ଧ ହେଲାଣି । ଯାହାର ବ୍ୟବହାର କରି ଲୋକେ…
ଅଧିକ ଖବର ଦେଖନ୍ତୁ...

ଦର୍ଶକଙ୍କୁ ବାଉଳା କରୁଛି ବାଲମା, ଦିନକରେ ଦେଖିଲେ ୬ ଲକ୍ଷ ଲୋକ

ଭୁବନେଶ୍ୱର: ଲିପ୍ସାଙ୍କ ଅତରଙ୍ଗୀ ଅନ୍ଦାଜ ସାଙ୍ଗକୁ ହରିହରଙ୍କ ମତୁଆଲା ଡ୍ୟାନ୍ସ ଏବେ ଓଡିଶାର ଯୁବପିଢ଼ିଙ୍କୁ ବେଶ ଆକୃଷ୍ଟ କରିଛି | ସୋସିଆଲ ମିଡ଼ିଆ ସାଇଟ ୟୁଟ୍ୟୁବରେ ଏବେ ଲିପ୍ସା-ହରିହରଙ୍କ ଅଭିନୀତ ଭିଡିଓ 'ଓ ବାଲମା' ଲୋକପ୍ରିୟ ହେବାରେ ଲାଗିଛି | କଣ୍ଠଶିଳ୍ପୀ ତାରିକ ଅଜିଜଙ୍କ ସହ ଅସୀମ…
ଅଧିକ ଖବର ଦେଖନ୍ତୁ...