Daily Archives

August 26, 2019

ଏସ୍‌ପିଜି, ଜେଡ୍‌ ପ୍ଲସ୍‌, ଜେଡ୍‌, ଓ୍ଵାଇ ଓ ଏକ୍ସ ସୁରକ୍ଷା କ’ଣ ? ଜାଣନ୍ତୁ କାହାକୁ ମିଳିଥାଏ କେଉଁ ସୁବିଧା

ନୂଆଦିଲ୍ଲୀ : ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଦିଆଯାଉଥିବା ଏସ୍‌ପିଜି ସୁରକ୍ଷା ହଟାଇ ଦିଆଯିବା ସହ ଏବେ ତାଙ୍କୁ କେବଳ ଜେଡ୍‌ ପ୍ଲସ୍‌ ସୁରକ୍ଷା ଦିଆଯିବ ବୋଲି ଜଣାପଡ଼ିଛି । ଗୃହ ମନ୍ତ୍ରାଳୟ ଆଜି ଏହି ନିଷ୍ପତ୍ତି ନେଇଛି । ତେବେ ବଡ଼ ବଡ଼ ନେତା ଓ ଅଧିକାରୀମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜିଏସଟି ବାର୍ଷିକ ରିଟର୍ଣ୍ଣ ଦାଖଲ ଶେଷ ତାରିଖ ନଭେମ୍ବର ୩୦କୁ ବୃଦ୍ଧି

ନୂଆଦିଲ୍ଲୀ : ଅର୍ଥମନ୍ତ୍ରାଳୟ ଅଧିନସ୍ଥ କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମାଶୁଳକ ବୋର୍ଡ ( ସିବିଆଇସି) ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଫର୍ମ ଜିଏସଟିଆର-୯ ଓ ଜିଏସଟିଆର-୯ଏ ରେ ଦାଖଲ କରାଯାଉଥିବା ଜିଏସଟି ବାର୍ଷିକ ରିଟର୍ଣ୍ଣ, ଓ ଜିଏସଟିଆର-୯ସିରେ ଦାଖଲ କରାଯାଉଥିବା ରିକନସିଲିଏସନ ଷ୍ଟେଟମେଣ୍ଟ…
ଅଧିକ ଖବର ଦେଖନ୍ତୁ...

ନିରଞ୍ଜନଙ୍କ ଉପରେ ଆସ୍ଥା ରଖିଲେ ସୋନିଆ

ଭୁବନେଶ୍ୱର: ରାଜ୍ୟରେ ହୋଇଥିବା ୨୦୧୯ ସାଧାରଣ  ନିର୍ବାଚନରେ କଂଗ୍ରେସର ପରାଜୟ ସତ୍ୱେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି କାର୍ଯ୍ୟକାରୀ ଅଧ୍ୟକ୍ଷ ସୋନିଆ ଗାନ୍ଧୀ | ୨୦୧୯ ନିର୍ବାଚନ ପାଇଁ ଗଠିତ ସବୁ  କମିଟିର ଭଙ୍ଗ ଘୋଷଣା କରାଯାଇଥିବା ବେଳେ ପିସିସି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ପରିବାର ଲୋକଙ୍କ ସହିତ କଟିବ। ଗମ୍ଭୀର କଥାବାର୍ତ୍ତାରେ ସଫଳତା ମିଳିବାର ସମ୍ଭାବନା। ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ। ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ। ବୃଷ: ଦିନଟି ଲାଭପ୍ରଦ ରହିବ। ଯେଉଁ କାମ ହାତକୁ ନେବେ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ଚମକିଲେ ଓଡ଼ିଆ ପୁଅ: ସର୍ବଭାରତୀୟ ମଡେଲିଂ ପ୍ରତିଯୋଗିତାରେ ବିଜେତା ହେଲେ ମାଲକାନଗିରିର ଅଭିଷେକ ବାଗ୍‌ଚୀ

ଭୁବନେଶ୍ୱର :  ଦିଲ୍ଲୀ ଦରବାରରେ ଓଡ଼ିଶାର ଟେକ ରଖିଛନ୍ତି ଲାଲଗଡ଼ର ଯୁବ ପ୍ରତିଭା । ମାଲକାନଗିରିରେ ରହୁଥିବା ୧୭ବର୍ଷୀୟ ଅଭିଷେକ ବାଗ୍‌ଚୀ ସର୍ବଭାରତୀୟ ସ୍ତରରେ ଖ୍ୟାତି ସମ୍ପନ୍ନ 'ଆଲି କ୍ଲବ ଟିନ୍‌ ଇଣ୍ଡିଆ ୨୦୧୯'ମଡେଲିଂ ପ୍ରତିଯୋଗିତାରେ ଦମଦାର ପ୍ରଦର୍ଶନ କରି ବିଜେତା ବନିଛନ୍ତି । ଗତ ଦୁଇ…
ଅଧିକ ଖବର ଦେଖନ୍ତୁ...

ବିରୋଧୀ ଦଳୀୟଙ୍କ କଳା ଯାଦୁ ପାଇଁ ବିଜେପି ଜଣେ ପରେ ଜଣେ ବରିଷ୍ଠଙ୍କୁ ହରାଉଛି: ସାଧ୍ୱୀ ପ୍ରଜ୍ଞା

ଭୋପାଳ: ପୂର୍ବରୁ ଅନେକ ଥର ବିବାଦୀୟ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ସାଧ୍ୱୀ ପ୍ରଜ୍ଞା ଏବେ ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଅଛନ୍ତି। ଏହି ଅଗଷ୍ଟ ମାସରେ ୩ ଜଣ ବରିଷ୍ଠ ବିଜେପି ନେତାଙ୍କ ପରଲୋକ ଘଟିବା ନେଇ ସାଧ୍ୱୀ କହିଛନ୍ତି ଯେ ବିରୋଧୀ ଦଳ ଶାସକ ଦଳ ଉପରେ କଳା…
ଅଧିକ ଖବର ଦେଖନ୍ତୁ...

ପିସିସି ସଭାପତି ବଦଳିବେ ନାହିଁ; ନିରଞ୍ଜନଙ୍କ ହାତରେ ରହିବ ରାଜ୍ୟ କଂଗ୍ରେସର ମଙ୍ଗ

ନୂଆଦିଲ୍ଲୀ: ଓଡ଼ିଶା  ପିସିସି ସଭାପତି ବଦଳିବେ ନାହିଁ। ପୂର୍ବଭଳି ନିରଞ୍ଜନ ପଟ୍ଟନାୟକଙ୍କ  ହାତରେ କଂଗ୍ରେସର ମଙ୍ଗ  । ଏଆଇସିସି ପକ୍ଷରୁ ଏକ ପ୍ରେସ ରିଲିଜ ଜାରି କରାଯାଇ ଏହି ସୂଚନା ଦିଆଯାଇଛି । ଆଉ ଏହାସହ ପିସିସି ସଭାପତି ପଦରୁ ନିରଞ୍ଜନଙ୍କ ଇସ୍ତଫାକୁ ମଧ୍ୟ ଅଗ୍ରାହ୍ୟ କରିଛି ଏଆଇସିସି ।…
ଅଧିକ ଖବର ଦେଖନ୍ତୁ...

ଜଳପଥରେ ଆସି ଭାରତ ଉପରେ ଆତଙ୍କୀ ହାମ୍‌ଲା କରିବା ପାଇଁ ଆତଙ୍କବାଦୀଙ୍କୁ ତାଲିମ୍‌ ପ୍ରଦାନ କରୁଛି ଜୈସ୍‌-ଇ- ମହମ୍ମଦ:…

ପୁଣେ: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ୍‌-ଇ- ମହମ୍ମଦ ନୂଆ ନୂଆ ଆତଙ୍କବାଦୀମାନଙ୍କୁ ନିଜ ସଂଗଠନରେ ନିଯୁକ୍ତି ଦେବା ସହ ଜଳପଥ ବ୍ୟବହାର କରି ଭାରତରେ କିଭଳି ଆତଙ୍କୀ ହାମ୍‌ଲା କରାଯାଇ ପାରିବ, ସେଥିନେଇ ବ୍ୟାପକ ଯୋଜନା ପ୍ରସ୍ତୁତ କରି ନବ ନୁଯୁକ୍ତ ଆତଙ୍କବାଦୀମାନଙ୍କୁ ଟ୍ରେନିଂ ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନ ଶିକ୍ଷକଙ୍କ ବଦଳି ଦାବିରେ ସ୍କୁଲ୍‌ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ପାଇକସାହି: ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ୍‌ ଅନ୍ତର୍ଗତ କେଞ୍ଚିଧବଳା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଘୁନାଥ ନାୟକଙ୍କୁ ବଦଳି କରିବା ଦାବିରେ ସୋମବାର ଗ୍ରାମବାସୀମାନେ ଆନ୍ଦୋଳନ କରି ବିଦ୍ୟାଳୟ ଫାଟକରେ ତାଲା ପକାଇଛନ୍ତି। ଗ୍ରାମବାସୀମାନେ ଅଭିଯୋଗ ଆଣି କହିଛନ୍ତି ଯେ ଶନିବାର ଦିନ…
ଅଧିକ ଖବର ଦେଖନ୍ତୁ...

ସବୁ ଅନ୍ତର୍ଜାତୀୟ ମଞ୍ଚରେ କଶ୍ମୀର ପ୍ରସଙ୍ଗ ଉଠାଇବୁ, କଶ୍ମୀର ପାଇଁ ଯେକୌଣସି ସ୍ତରକୁ ଯିବୁ : ଇମ୍ରାନ

ଇସ୍ଲାମାବାଦ : ଜମ୍ମୁ ଓ କଶ୍ମୀରରୁ ଭାରତ ସରକାର ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ହତାଶ ହୋଇପଡିଛି । ଅନ୍ତର୍ଜାତୀୟ ସମୁଦାୟ, ଜାତିସଂଘ ସବୁଆଡୁ ବିଫଳ ହେବା ସତ୍ତ୍ୱେ କଶ୍ମୀର ପ୍ରସଙ୍ଗ ନେଇ ନିଜ ଲୋକମାନଙ୍କୁ ଭୁତେଇବା ଛାଡ଼ିପାରୁନାହିଁ ପାକିସ୍ତାନ । ଆଜି ପାକିସ୍ତାନ…
ଅଧିକ ଖବର ଦେଖନ୍ତୁ...