Monthly Archives

August 2019

ଅର୍ଜୁନ ପୁରସ୍କାର ବିଜେତା ଓଡ଼ିଆ ପୁଅ ପ୍ରମୋଦଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଅର୍ଜୁନ ପୁରସ୍କାରରେ ସମ୍ମାନିତ ହେବା ପରେ ଓଡ଼ିଶା ଫେରିଛନ୍ତି ପ୍ରମୋଦ ଭଗତ | ପ୍ରମୋଦଙ୍କୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସମ୍ବର୍ଦ୍ଧନା ଦିଆଯାଇଛି | ବହୁ ସଂଖ୍ୟାରେ କ୍ରୀଡା ପ୍ରେମୀ ଓ ଶୁଭେଛୁ ପ୍ରମୋଦଙ୍କୁ ଶୁଭକାମନା ଜଣାଇଛନ୍ତି | ଏଠାରେ ସୂଚନା ଥାଉ କି…
ଅଧିକ ଖବର ଦେଖନ୍ତୁ...

ଧାରା ୩୭୦ ଉଚ୍ଛେଦ ହେବା ପୂର୍ବଦିନ ମାଙ୍ଗାଲୁରୁ ଫୋନ କରି ପୂଜାରୀଙ୍କୁ ଏହି ହୋମ କରିବାକୁ କହିଥିଲେ ନିର୍ମଳା ସୀତାରମଣ

ମାଙ୍ଗାଲୁରୁ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପୂର୍ବଦିନ ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ ମାଙ୍ଗାଲୁରୁକୁ ଫୋନ କରିଥିଲେ ବୋଲି ଜଣାପଡ଼ିଛି । ମାଙ୍ଗାଲୁରୁରେ ଥିବା ମୁକ୍କାବିଙ୍କା ମନ୍ଦିରର ପୂଜାରୀଙ୍କୁ ସେ ଏକ ସ୍ୱତନ୍ତ୍ର ପୂଜା କରିବା ପାଇଁ କହିଥିଲେ । ଅର୍ଥମନ୍ତ୍ରୀଙ୍କ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଫୁଟବଲ କ୍ଲବ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷର

ଭୁବନେଶ୍ୱର: କ୍ରୀଡ଼ାର ବିକାଶ ପାଇଁ ଓଡ଼ିଶା ଆଉ ଏକ ପାଦ ଅଗ୍ରସର ହେଉଛି। ଓଡ଼ିଶା ଫୁଟବଲ କ୍ଲବ ପାଇଁ ଶନିବାର ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଦିଲ୍ଲୀ ସକ୍କର ପ୍ରାଇଭେଟ୍‌ ଲିମିଟେଡ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି। ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…
ଅଧିକ ଖବର ଦେଖନ୍ତୁ...

‘ବାହୁବଲୀ’ ରେକର୍ଡ ଭାଙ୍ଗିବାରେ ବିଫଳ ହେଲା ‘ସାହୋ’, ପ୍ରଥମ ଦିନରେ ଆୟ କଲା ୬୮କୋଟି

ମୁମ୍ବାଇ : ଗତକାଲି ରିଲିଜ୍‌ ହୋଇଥିଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାହୋ’ । ଫିଲ୍ମ ରିଲିଜ୍‌ ଦିନ ବିଭିନ୍ନ ସ୍ଥାନରେ ଅନେକ ସମସ୍ୟା ଦେଖା ଦେଇଥିଲେ ମଧ୍ୟ ଫିଲ୍ମ ପ୍ରଥମ ଦିନରେ ୬୮କୋଟି ଟଙ୍କା ଆୟ କରିଥିବା ଜଣାପଡ଼ିଛି । ରିଲିଜ୍‌ ଦିନ ଅନେକ ସ୍ଥାନରେ ମର୍ଣ୍ଣିଙ୍ଗ୍‌ ସୋ’ ରଦ୍ଦ ହୋଇଯିବା ସହ…
ଅଧିକ ଖବର ଦେଖନ୍ତୁ...

ରେଳ ଯାତ୍ରୀଙ୍କୁ ବଡ଼ ଝଟ୍‌କା : ଆସନ୍ତାକାଲିଠାରୁ ପୁଣି ଥରେ ଇ-ଟିକେଟରେ ଲାଗୁ ହେବ ସର୍ଭିସ୍‌ ଚାର୍ଜ

ନୂଆଦିଲ୍ଲୀ : ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯାହା ବିଷୟରେ ଜାଣିବା ପରେ ସେମାନଙ୍କୁ ଝଟ୍‌କା ଲାଗିବା ନିଶ୍ଚିତ । ବିମୁଦ୍ରିକରଣ ପରେ ଟ୍ରେନ୍‌ ଟିକେଟ୍‌ରୁ ସର୍ଭିସ୍‌ ଚାର୍ଜ ହଟାଇ ଦିଆଯାଇଥିବା ବେଳେ ସେପ୍ଟେମ୍ବର ୧ରୁ ଏହାକୁ ପୁଣି ଥରେ ଲାଗୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: କମ୍‌ ପରିଶ୍ରମରେ ଯଥେଷ୍ଟ ଫଳ ପାଇବେ। ମଙ୍ଗଳ ଓ ବୁଧବାର: ସରକାରୀ ଚାକିରିଆଙ୍କ ଲାଗି ସମୟ ଭଲ। ଗୁରୁ ଓ ଶୁକ୍ରବାର: କ୍ୟାରିୟରକୁ ଏକ ନୂଆ ଦିଶା ମିଳିବ। ଶନିବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ରବି ଓ ସୋମବାର: ଘରର ସୁଖ ସମୃଦ୍ଧି ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର:…
ଅଧିକ ଖବର ଦେଖନ୍ତୁ...

କଶ୍ମୀର ଗସ୍ତରେ ସେନାଧ୍ୟକ୍ଷ ବିପିନ ରାଓ୍ଵତ, ସେନା ପ୍ରସ୍ତୁତିର ସମୀକ୍ଷା କଲେ

ଶ୍ରୀନଗର : ଭାରତର ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ବିପିନ ସିଂ ରାଓ୍ଵତ ଆଜି ଏକ ଦୁଇଦିନିଆ କଶ୍ମୀର ଗସ୍ତରେ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି । ସେ ନିୟନ୍ତ୍ରଣ ରେଖା ଗସ୍ତରେ ଯାଇ ସେଠାରେ ମୁତୟନ ଥିବା ସେନାର ପ୍ରସ୍ତୁତିର ତଦାରଖ କରିଛନ୍ତି । ଏହି ଗସ୍ତ ଅବସରରେ ତାଙ୍କ ସହିତ ଉତ୍ତରାଞ୍ଚଳ…
ଅଧିକ ଖବର ଦେଖନ୍ତୁ...

ସେପ୍ଟେମ୍ବର ୫ରେ କାର୍ଯ୍ୟକାରୀ ହେବ ଟିମ୍‌ ଇଣ୍ଡିଆର ନୂତନ କୋଚିଂ ଷ୍ଟାଫଙ୍କ ଚୁକ୍ତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ନୂଆ କୋଚିଂ ଟିମ୍‌ଙ୍କ କାର୍ଯ୍ୟକାଳ ଆଗାମୀ ସେପ୍ଟେମ୍ବର ୫ରୁ ଆରମ୍ଭ ହେବ। ଏହି ଚୁକ୍ତି ୨୦୨୧ରେ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଟି-୨୦ ବିଶ୍ୱକପ୍‌ ଯାଏଁ ବଳବତ୍ତର ରହିବ। କପିଳ ଦେବଙ୍କ ଅଧ୍ୟକ୍ଷତାରେ ୩ ସଦସ୍ୟ ବିଶିଷ୍ଟ ସିଓସି ମୁଖ୍ୟକୋଚ ରବି…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଓ ଲୁଟ ଅଭିଯୋଗ

ଚାନ୍ଦିପୁର: ଜଣେ ଯୁବକଙ୍କୁ ରାସ୍ତାରେ ଅଟକାଇ ସଂଘବଦ୍ଧ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟ ଅଭିଯୋଗରେ ଶନିବାର ବାଲେଶ୍ୱର ଚାନ୍ଦିପୁରସ୍ଥିତ ବଳରାମଗଡ଼ି ସାମୁଦ୍ରିକ ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାମ ବସିର ସାହା। ସେ ଏବେ ବଳରାମଗଡ଼ି ଶୁଖୁଆ ବ୍ୟବସାୟୀ…
ଅଧିକ ଖବର ଦେଖନ୍ତୁ...

ପୁରୁଷ ସାଥୀ କିମ୍ବା ସ୍ୱାମୀଙ୍କ ଶରୀରର ବାସ୍ନା ଚାପ ହ୍ରାସ କରିବାରେ ସହାୟକ ହୋଇଥାଏ: ଗବେଷଣା

ଓ୍ଵାଶିଂଟନ: ପ୍ରତି ମଣିଷ ଶରୀରର ବାସ୍ନା ଭିନ୍ନ। ସେମାନେ ପୁରୁଷ ହୁଅନ୍ତୁ ଅବା ମହିଳା ସେମାନଙ୍କ ଶରୀରର ଏକ ବାସ୍ନା ରହିଛି। ଏହା ମୁଖ୍ୟତ ବ୍ୟବହୃତ ପୋଷାକ କିମ୍ବା ବିଛଣାରୁ ବାରି ହୋଇ ପଡ଼ିଥାଏ। ସଂପ୍ରତି କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି କି ଶରୀରର ବାସ୍ନା ମାନସିକ ଉତ୍ତେଜନା ଓ…
ଅଧିକ ଖବର ଦେଖନ୍ତୁ...