Daily Archives

September 1, 2019

ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ରବି କିଶନ

ଗ୍ଵାଲିୟର : ଉତ୍ତରପ୍ରଦେଶର ଗୋରଖପୁରରୁ ଲୋକସଭା ସାଂସଦ ଥିବା ରବି କିଶନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରବିବାର ସେ ବିମାନ ଯୋଗେ ଗ୍ଵାଲିୟରରୁ ଆସୁଥିବା ସମୟରେ ବିମାନରେ ତ୍ରୁଟି ଯୋଗଁ ମଝି ଆକାଶରେ ଅଟକି ଯାଇଥିଲା ବିମାନ । ଯାହା ପରେ ପାଇଲଟ୍‌ ନିଜର ଉପସ୍ଥିତ ବୁଦ୍ଧି ଖଟାଇ…
ଅଧିକ ଖବର ଦେଖନ୍ତୁ...

‘ବଲ୍ଲେ ସେ ଛକା ମାର୍‌ ସକତା ହୁଁ, ତଲ୍‌ଓ୍ଵାର ସେ ଇନ୍‌ସାନ’ କିଛି ଏଭଳି କହି ଭାରତକୁ ଧମକାଇଲେ ପୂର୍ବତନ ପାକ୍‌…

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଭାରତ-ପାକ୍‌ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଲଗାତାର ଭାବେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଯୁଦ୍ଧ ପାଇଁ ଭାରତକୁ ଧମକ ଦେଇ ଆସୁଥିବା ବେଳେ ଏବେ ପାକିସ୍ତାନର ପୂର୍ବତନ କ୍ରିକେଟରଙ୍କ ବିବାଦୀୟ ଭିଡିଓ ଭାଇରାଲ ହେବାରେ…
ଅଧିକ ଖବର ଦେଖନ୍ତୁ...

ଆଠଗଡ଼ ଗୁରୁଡ଼ିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ପ୍ରସବ ଓ ନବଜାତକ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ…

ଆଠଗଡ଼ : ଆଠଗଡ଼ ଗୁରୁଡ଼ିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ପ୍ରସବ ଓ ନବଜାତକର ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଏହି ଘଟଣାର ତଦନ୍ତ କରି ୩ ଦିନ ଭିତରେ ରିପୋର୍ଟ ଦେବାକୁ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ଉଲ୍ଲେଖଯୋଗ୍ୟ…
ଅଧିକ ଖବର ଦେଖନ୍ତୁ...

ଯୋଗ କରିବା ପରେ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଜିନିଷ, ମିଳିବ ଦୁଇ ଗୁଣ ଫାଇଦା

ବ୍ୟାୟାମ କରିବା ଶରୀର ପାଇଁ କେତେ ଭଲ ତାହା ଆମେ ସମସ୍ତେ ଜାଣିଛେ । ସେଥିପାଇଁ ସ୍ୱାସ୍ଥ୍ୟ ସଚେତନ ଲୋକେ ଜିମ୍‌ ଯାଇ ପ୍ରତିଦିନ ବ୍ୟାୟାମ କରିଥାନ୍ତି । କିନ୍ତୁ ବ୍ୟାୟାମ କରିବା ପରେ କ’ଣ ଖାଇବା ଉଚିତ ଏବଂ କ’ଣ ଖାଇବା ଉଚିତ ନୁହଁ, ତାହା ଜାଣି ରଖିବା ନିତାନ୍ତ ଆବଶ୍ୟକ । ବ୍ୟାୟାମ କରିବା…
ଅଧିକ ଖବର ଦେଖନ୍ତୁ...

ଲୁଟେରୀ ଦୁହ୍ଲନ ସାଜିଲେ ନବବଧୂ, ଶାଶୁଘର ଲୋକଙ୍କୁ ନିଶା ଦେଇ ଲୁଟି ନେଲେ ଟଙ୍କା-ଗହଣା

ଅଲିଗଡ଼ : ଉତ୍ତରପ୍ରଦେଶର ଅଲିଗଡ଼ରେ ଥିବା ଶାଦିପୁର ଅଞ୍ଚଳରେ ନବବଧୂ ଲୁଟେରି ଦୁହ୍ଲନ ସାଜିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହର ସପ୍ତାହେ ପରେ ଘରର ବୋହୂ ସୁନାଗହଣା ଓ ଟଙ୍କା ନେଇ ଫେରାର ହେବା ଘଟଣାକୁ ନେଇ ଜୋରଦାର ଆଲୋଚନା ଜାରି ରହିଛି । ଏହି ଘଟଣାର ଖବର ପାଇ ଅଭିଯୁକ୍ତ ବୋହୂ…
ଅଧିକ ଖବର ଦେଖନ୍ତୁ...

ପେଟରେ ୧୩ଟି ଟ୍ୟୁମର, ଗର୍ଭାଶୟ ବାହାର କରିବା ପୂର୍ବରୁ ଏହି କଥା ଭାବୁଥିଲେ ଅନୁଷ୍କା

ମୁମ୍ବାଇ : ପ୍ରଖ୍ୟାତ ସଙ୍ଗୀତକାର ଅନୁଷ୍କା ଶଙ୍କର କିଛି ଦିନ ତଳେ ଏଭଳି ଏକ ପରିସ୍ଥିତି ଦେଇ ଗତି କରିଛନ୍ତି, ଯାହା କୌଣସି ମହିଳାଙ୍କ ଜୀବନ ବଦଳାଇ ଦେଇପାରେ । ଅନୁଷ୍କାଙ୍କର ଡବଲ ହିଷ୍ଟେରେକ୍ଟୋମି ଅସ୍ତ୍ରୋପଚାର କରାଯାଇଛି, ଯେଉଁଥିରେ ତାଙ୍କ ଗର୍ଭାଶୟକୁ ତାଙ୍କ ଶରୀରରୁ ବାହାର କରି…
ଅଧିକ ଖବର ଦେଖନ୍ତୁ...

ମଣିପୁରରେ ହେଲ୍‌ମେଟ ନ ପିନ୍ଧିଥିବା ଲୋକଙ୍କୁ ଅଟକାଇ ମିଠା ବାଣ୍ଟିଲେ ଟ୍ରାଫିକ ପୁଲିସ

ମଣିପୁର : ମଣିପୁରରେ ଥିବା ଚୁରାଚନ୍ଦପୁରର ଟ୍ରାଫିକ ପୁଲିସ ଲୋକମାନଙ୍କୁ ଟ୍ରାଫିକ୍‌ ନିୟମ ବିଷୟରେ ବୁଝାଇବା ପାଇଁ ଏକ ଭିନ୍ନ ଅଭିଯାନ ଆରମ୍ଭ କରିଛନ୍ତି । ଯେଉଁମାନେ ବିନା ହେଲ୍‌ମେଟରେ ଗାଡ଼ି ଚଳାଉଥିବାର ଟ୍ରାଫିକ ପୁଲିସ ଦେଖୁଛନ୍ତି, ସେମାନଙ୍କୁ ହେଲ୍‌ମେଟ୍‌ ଓ ଚକୋଲେଟ ଦେଉଛନ୍ତି । ତେବେ…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ପୃଥ୍ଵୀରାଜ୍‌ ଚୌହାନ୍‌ରେ ଅକ୍ଷୟଙ୍କ ସଂଯୁକ୍ତା ବନିବେ ବିଶ୍ୱ ସୁନ୍ଦରୀ ମାନୁଷୀ

ମୁମ୍ବାଇ : ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ଆଗାମୀ ଫିଲ୍ମ ପୃଥ୍ଵୀରାଜ୍‌ ଚୌହାନ୍‌ର କାଷ୍ଟିଙ୍ଗ୍‌ ପ୍ରାୟ ଶେଷ ହୋଇ ଆସିଥିବା ଜଣା ପଡ଼ିଛି । ଫିଲ୍ମରେ ପୃଥ୍ଵୀରାଜ୍‌ ଚୌହାନ୍‌ଙ୍କ ଭୂମିକାରେ ଅକ୍ଷୟ କୁମାର ନଜର ଆସିବାକୁ ଥିବା ବେଳେ ଖଳନାୟକ ମହମ୍ମଦ ଗୌରୀଙ୍କ ଭୂମିକାରେ ନଜର ଆସିବେ…
ଅଧିକ ଖବର ଦେଖନ୍ତୁ...

ଏମାର ମଠର ରଘୁନନ୍ଦନ ପାଠାଗାରକୁ ମିଳିବ ୫ କୋଟି ଟଙ୍କା: ଜିଲ୍ଲାପାଳ

ପୁରୀ: ଐତିହାସିକ ଏମାର ମଠର ‘ରଘୁନନ୍ଦନ ପାଠାଗାର’ ଅତ୍ୟାଧୁନିକ ପାଇଁ ୫ କୋଟି ଟଙ୍କା ମିଳିବ। ଅତ୍ୟାଧୁନିକ ପାଠାଗାର ନିର୍ମାଣ ପାଇଁ ଏହି ଅନୁଦାନ ଟଙ୍କା ଖର୍ଚ୍ଚ ହେବ । ସେହିଭଳି ପ୍ରାଚୀନ ପାଣ୍ଡୁଲିପି ଓ ପୋଥିର ଡିଜିଟାଇଜେସନ କରାଯିବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂହ ରବିବାର ଏହି ସୂଚନା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା-ଆନ୍ଧ୍ର ସୀମାରେ ମାଟି ଅତଡ଼ା ଖସିବାରୁ ଯାତାୟତ ପ୍ରଭାବିତ

ପଟାଙ୍ଗି: ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାରେ ଥିବା ସାଲୁର ଘାଟୀରେ ରବିବାର ମାଟି ଅତଡା ଖସିବାରୁ ୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ପ୍ରଭାବିତ ହୋଇଛି। ଆଜି ଅପରାହ୍‌ଣରେ ଏହି ଅଭାବନୀୟ ଘଟଣା ଘଟିବା ପରେ ଉଭୟ ଆନ୍ଧ୍ର ଓ ଓଡ଼ିଶାର ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ଫଳରେ ଲୋକେ ବହୁ ଅସୁବିଧାର…
ଅଧିକ ଖବର ଦେଖନ୍ତୁ...