Daily Archives

September 2, 2019

ପାକିସ୍ତାନ କେବେ ମଧ୍ୟ ଭାରତ ଉପରେ ପ୍ରଥମେ ଆକ୍ରମଣ କରିବ ନାହିଁ : ଇମ୍ରାନ

ଇସ୍ଲାମାବାଦ : ଗତ କାଲି ପର୍ଯ୍ୟନ୍ତ ପରମାଣୁ ଯୁଦ୍ଧ କଥା କହି ଡରେଇବାକୁ ଚେଷ୍ଟା କରୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଆଜି ଶାନ୍ତିର କଥା କହିଛନ୍ତି । ସେ କହିଛନ୍ତି ପାକିସ୍ତାନ କେବେ ମଧ୍ୟ ଭାରତ ଉପରେ ପ୍ରଥମେ ଆକ୍ରମଣ କରିବ ନାହିଁ । ଉଭୟ ଭାରତ ଓ ପାକିସ୍ତାନ ଅଣୁଅସ୍ତ୍ର…
ଅଧିକ ଖବର ଦେଖନ୍ତୁ...

ହଲିଉଡ୍‌ର ଏହି ଫିଲ୍ମର ନକଲ ହେଉଛି ସାହୋ! ଜାଣିବା ପରେ ହଲିଉଡ୍‌ ନିର୍ଦ୍ଦେଶକ ରଖିଲେ ଏଭଳି ପ୍ରତିକ୍ରିୟା

ମୁମ୍ବାଇ : ସାଉଥ୍‌ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ସାହୋକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ଫିଲ୍ମ ରିଲିଜ୍‌ ପୂର୍ବରୁ ଫିଲ୍ମଟି ବ୍ଲକ୍‌ବଷ୍ଟର ହେବ ବୋଲି ଚର୍ଚ୍ଚା ହେଉଥିବା ବେଳେ ରିଲିଜ୍‌ ପରେ ଫିଲ୍ମଟି ଦର୍ଶକଙ୍କୁ ନିରାଶ କରିଛି ।…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ଦିଲ୍ଲୀର ହାଇପ୍ରୋଫାଇଲ ଅପହରଣ, ଫ୍ରିଜ୍‌ରେ ଭର୍ତ୍ତି କରି ମାଲିକକୁ ଅପହରଣ କଲା ଗୃହ ସହାୟକ

ନୂଆଦିଲ୍ଲୀ : ଦିଲ୍ଲୀର ଗ୍ରେଟର କୈଳାଶରେ ଏକ ହାଇ ପ୍ରୋଫାଇଲ ଅପହରଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜଣେ ବୃଦ୍ଧଙ୍କୁ ଅଚେତ କରି ଘରେ ଥିବା ଫ୍ରିଜ୍‌ରେ ଭର୍ତ୍ତି କରି ଅପହରଣ କରିବା ଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଭଳି କାମ ବୃଦ୍ଧଙ୍କ ଘରେ ଥିବା ଗୃହ ସହାୟକ କରିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

୭୩ବର୍ଷୀୟ ଡାକ୍ତରଙ୍କ ହତ୍ୟା ଅଭିଯୋଗରେ ୨୧ଜଣ ଗିରଫ, ଆନ୍ଦୋଳନ ଡ଼ାକରା ଦେଲେ ଡ଼ାକ୍ତରୀ ସଂଘ

ନୂଆଦିଲ୍ଲୀ : କିଛି ଦିନ ତଳେ ଜଣେ ୭୩ବର୍ଷୀୟ ଡାକ୍ତରଙ୍କୁ ପିଟି ପିଟି କିଛି ଯୁବକ ହତ୍ୟା କରିଥିଲେ । ଏବେ ସେହି ଘଟଣାକୁ ଆଧାର କରି ପୁଲିସ ୨୧ଜଣଙ୍କୁ ଗିରଫ କରିଥିବା ଜଣା ପଡ଼ିଛି । ଏହା ସହ ଏହି ଘଟଣାର ବିରୋଧ କରି ଭାରତୀୟ ଡାକ୍ତରୀ ସଂଘ ଏବେ ଆନ୍ଦୋଳନର ଡ଼ାକରା ଦେଇଛି । ମଙ୍ଗଳବାର ଏହି…
ଅଧିକ ଖବର ଦେଖନ୍ତୁ...

ଅଣ୍ଡା ଆଣିବାକୁ ଯାଇଥିଲେ ମହିଳା, କୁକୁଡ଼ା ଆକ୍ରମଣରେ ପ୍ରାଣ ଗଲା

ନୂଆଦିଲ୍ଲୀ : ଦକ୍ଷିଣ ଅଷ୍ଟ୍ରେଲିଆରେ ଏକ ଅଜବ ଘଟଣା ଘଟିଛି । ଜଣେ ମହିଳା ଅଣ୍ଡା ଆଣିବାକୁ ଯାଇଥିବା ବେଳେ ପୋଷା କରି ରଖିଥିବା କୁକୁଡ଼ା ଆକ୍ରମଣରେ ତାଙ୍କ ଜୀବନ ଯାଇଛି । କୁକୁଡ଼ା ହିଂସ୍ର ପଶୁରେ ଗଣା ଯାଉ ନ ଥିବା ବେଳେ ଏଭଳି ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଘଟଣା ପରେ…
ଅଧିକ ଖବର ଦେଖନ୍ତୁ...

ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ଆମେରିକାର ସମ୍ମାନଜନକ ପୁରସ୍କାରରେ ସମ୍ମାନିତ ହେବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଣି ଥରେ ଏକ ବଡ଼ ସମ୍ମାନ ମିଳିବାକୁ ଯାଉଛି । ଆମେରିକାର ସବୁଠାରୁ ସମ୍ମାନଜନକ ଗେଟ୍‌ସ ପୁରସ୍କାରରେ ପୁରସ୍କୃତ ହେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସ୍ୱଚ୍ଛ ଭାରତ ଅଭିଯାନର ସଫଳତା ପାଇଁ ମୋଦୀଜୀଙ୍କୁ ଏହି ପୁରସ୍କାର ମିଳିବ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରୁ ଡାକ୍ତରୀ ଡିଗ୍ରି ହାସଲ କରିବା ପଡ଼ିଲା ମହଙ୍ଗା, ଏବେ ଚାକିରି ହରାଇବେ ସାଉଦି ଆରବରେ ଚାକିରି କରୁଥିବା…

ନୂଆଦିଲ୍ଲୀ : ସାଉଦି ଆରବରେ କାମ କରୁଥିବା ଶହ ଶହ ପାକିସ୍ତାନୀ ଡାକ୍ତର ନିଜ ନିଜର ଚାକିରି ହରାଇଥିବା ଜଣାପଡ଼ିଛି । ପାକିସ୍ତାନର ମେଡିକାଲ ଡିଗ୍ରି ମାନ୍ୟତା ରଦ୍ଦ କରିବାର ନିଷ୍ପତ୍ତି ସାଉଦି ଆରବ ନେବା ପରେ ଏବେ ପାକିସ୍ତାନରୁ ଡାକ୍ତରୀ ଡିଗ୍ରି ହାସଲ କରିଥିବା ଡାକ୍ତରଙ୍କ ଚାକିରି ବିପଦରେ…
ଅଧିକ ଖବର ଦେଖନ୍ତୁ...

ପର୍ଯ୍ୟଟନ କ୍ଷେତ୍ର ହେବାକୁ ଯାଉଛି ମୋଦୀଙ୍କ ଚା’ ଦୋକାନ, ଆରମ୍ଭ ହେଲା କାମ

ଅହମଦାବାଦ୍‌ : ପିଲାଦିନେ ଗୁଜୁରାଟର ବହନଗରରେ ଯେଉଁ ଚା’ ଦୋକାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚା’ ବିକୁଥିଲେ ଏବେ ତା’ର ପୂରା ନକ୍ସା ବଦଳିବାକୁ ଯାଉଛି । ଚା’ ଦୋକାନଟିକୁ ପର୍ଯ୍ୟଟନସ୍ଥଳ କରିବା ପାଇଁ କାମ ଆରମ୍ଭ ହୋଇ ସାରିଥିବା ବେଳେ କାଚରେ ପୂରା ଘରକୁ ଛାଉଁଣୀ କରାଯିବ ବୋଲି…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନର କଥା କହିବା ପାଇଁ କୁଳଭୂଷଣଙ୍କୁ ବାଧ୍ୟ କରାଯାଇଥିଲା : ଭାରତ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ନ୍ୟାୟାଳୟର ନିର୍ଦ୍ଦେଶ ଅନୁସାରେ ପାକିସ୍ତାନ ଆଜି କୁଳଭୂଷଣ ଯାଦବଙ୍କୁ ଦୂତାବାସ ସହାୟତା ବା କନସୁଲାର ଆକସେସ ପ୍ରଦାନ କରିଛି । ଇସ୍ଲାମାବାଦରେ ଥିବା ଭାରତୀୟ ହାଇକମିଶନର ଡେପୁଟୀ କନସୁଲେଟ ଜେନେରାଲ ଗୌରବ ଆଲୁଓ୍ଵାଲିଆ ଜେଲରେ ଯାଇ ଯାଦବଙ୍କୁ ଭେଟିଛନ୍ତି । ତେବେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସୌଭାଗ୍ୟ ପ୍ରାପ୍ତିର ଦିନଟିଏ। ଆପଣଙ୍କୁ ବଡ଼ କ˚ପାନିର ସଉଦାର ସୁଯୋଗ ମିଳିବ। ରାଜନୀତିରେ ଆର୍ଥିକ ଲାଭ ହେବ। ଜୀବନସାଥୀଙ୍କ ସହିତ ପ୍ରୀତିଭୋଜନକୁ ଯିବେ। ଛାତ୍ର ଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ବାବା ଲିଙ୍ଗରାଜ। ବୃଷ: ଆପଣଙ୍କ ଭିତରେ ନୂଆ…
ଅଧିକ ଖବର ଦେଖନ୍ତୁ...