Daily Archives

September 3, 2019

ରାତିରେ ଭଲ ନିଦ ହେଉ ନ ଥିଲେ ଶୋଇବା ଘରେ ରଖନ୍ତୁ ଏହି ୪ଟି ଗଛ

ଘରେ ଲଗାଯାଇଥିବା ଗଛଗୁଡ଼ିକ ଘରର ସୌନ୍ଦର୍ଯ୍ୟ ବଢ଼ାଇବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ତେବେ ଏମିତି କିଛି ଗଛ ରହିଛି ଯାହାକୁ ଶୋଇବା ଘରେ ଲଗାଇଲେ ଭଲ ନିଦ ଆସିଥାଏ । କେବଳ ସେତିକି ନୁହେଁ,ଏହି ଗଛଗୁଡ଼ିକ ଅମ୍ଲଜାନ ଛାଡ଼ିବା ସହ ବାୟୁମଣ୍ଡଳରେ ଥିବା ବିଷାକ୍ତ ପାଦାର୍ଥକୁ ବିଶୁଦ୍ଧ…
ଅଧିକ ଖବର ଦେଖନ୍ତୁ...

ବିଶ୍ବର ସର୍ବବୃହତ ଝୋଟ ବ୍ୟାଗ୍‌ ସିଲେଇ କରି ରେକର୍ଡ ସୃଷ୍ଟି କଲେ ୯ ଦୃଷ୍ଟିହୀନ, ଗିନିଜ୍‌ ବୁକ୍‌ରେ ସାମିଲ ହେଲା ନାଁ

କୋଏମ୍ବାଟୁର : ଗିନିଜ୍‌ ବୁକ୍‌ରେ ନାଁ ସାମିଲ କରିବା ଓ ଲୋକମାନଙ୍କୁ ପ୍ଲାଷ୍ଟିକ ବ୍ୟବହାର ନ କରିବା ନେଇ ସଚେତନ କରିବା ପାଇଁ କୋଏମ୍ବାଟୁରର ୯ଜଣ ଦୃଷ୍ଟିହୀନ ଏକ ଭିନ୍ନ ପ୍ରୟାସ କରିଛନ୍ତି । ୬୬ଫୁଟ୍‌ ଉଚ୍ଚ ଓ ୩୩ଫୁଟ ଚଉଡ଼ାର ଝୋଟ ବ୍ୟାଗ୍‌ ତିଆରି କରି ରେକର୍ଡ଼ ସୃଷ୍ଟି କରିଛନ୍ତି  । ୯…
ଅଧିକ ଖବର ଦେଖନ୍ତୁ...

ଭାଇ ହବ ତ ଏମିତି ! ଦୁଇ ଭଉଣୀଙ୍କ ନାଁ ପିଠିରେ ଟାଟୁ କରି ଚର୍ଚ୍ଚାରେ ହର୍ଷବର୍ଦ୍ଧନ

ମୁମ୍ବାଇ : ବଲିଉଡ୍‌ ଅଭିନେତା ହର୍ଷବର୍ଦ୍ଧନ କପୁର ନିଜ ଇନ୍‌ଷ୍ଟା ଆକାଉଣ୍ଟରେ କରିଥିବା ପୋଷ୍ଟକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସେ ପୋଷ୍ଟ କରିଥିବା ଫଟୋରେ ତାଙ୍କ ପିଠିରେ କରିଥିବା ଟାଟୁକୁ ଦେଖାଇଛନ୍ତି । ତେବେ ଟାଟୁ ସେ କୌଣସି ପ୍ରେମିକାଙ୍କ ପାଇଁ ନୁହେଁ ବରଂ ନିଜର ଦୁଇ ଭଉଣୀଙ୍କ ପାଇଁ…
ଅଧିକ ଖବର ଦେଖନ୍ତୁ...

ଧାରା ୩୭୦ଉଚ୍ଛେଦ ପରେ କଶ୍ମୀରରେ ରିସର୍ଟ ଓ ଲଦାଖରେ ଇନ୍‌ଷ୍ଟିଚ୍ୟୁଟ୍‌ ଖୋଲିବେ ମହାରାଷ୍ଟ୍ର ସରକାର

ମୁମ୍ବାଇ : ଜମ୍ମୁ-କଶ୍ମୀରର  ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ହଟାଇ ଦିଆଯିବା ପରେ ଏବେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରର ବିକାଶ ବିଷୟରେ ଚିନ୍ତା କରୁଛନ୍ତି । ବିଭିନ୍ନ କମ୍ପାନୀ ନିଜ ନିଜର ବ୍ୟାବସାୟିକ ଶାଖା ସେଠାରେ ଖୋଲିବାର ଘୋଷଣା କରୁଥିବା ବେଳେ ମେଟ୍ରୋ ଟ୍ରେନର ସୁବିଧା ମଧ୍ୟ କରାଯାଉଛି…
ଅଧିକ ଖବର ଦେଖନ୍ତୁ...

ବିବାହର ୪୬ବର୍ଷ ପରେ ମଧ୍ୟ ଏହି କଥାକୁ ନେଇ ଝଗଡ଼ା କରୁଛନ୍ତି ଅମିତାଭ-ଜୟା

ମୁମ୍ବାଇ : ବଲିଉଡ୍‌ର ସବୁଠାରୁ ଲୋକପ୍ରିୟ ଯୋଡ଼ି ମଧ୍ୟରେ ରହିଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ ଓ ଜୟା ବଚ୍ଚନ । ଦୁହିଁଙ୍କ ଜୀବନରେ ଅନେକ ଝଡ଼ ଆସିବା ସହ ଅନେକ ତାଙ୍କ ବିବାହକୁ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ସବୁ ପରେ ବି ଆଜି ସେମାନେ ୪୬ବର୍ଷ ସାଥୀରେ ବିତାଇ ସାରିଲେଣି । କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ମଧ୍ୟାହ୍ନ ଭୋଜନରେ ରୁଟି ଓ ଲୁଣ ଦେବା ଘଟଣା: ସାମ୍ବାଦିକଙ୍କ ବିରୋଧରେ ରୁଜୁ ହୋଇଥିବା ଏତଲାର ଯାଞ୍ଚ କରିବେ…

ଲକ୍ଷ୍ନୌ : ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାରେ ଥିବା ଏକ ସରକାରୀ ସ୍କୁଲର ଘଟଣାକୁ ନେଇ ଏବେ ବିବାଦ ବଢ଼ିବାରେ ଲାଗିଛି । ରାଜ୍ୟ ସରକାରଙ୍କ ଛବିକୁ ନଷ୍ଟ କରିବା ପାଇଁ ଜଣେ ସାମ୍ବାଦିକ ଓ ଗାଁର ମୁଖିଆ କରିଥିବା କାମକୁ ନେଇ ଏବେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି । ସାମ୍ବାଦିକଙ୍କୁ ପୁଲିସ…
ଅଧିକ ଖବର ଦେଖନ୍ତୁ...

ନିକ୍‌ଙ୍କ ବୟସ ଭୁଲ କହି ଟ୍ରୋଲ ହେଲେ ପ୍ରିୟଙ୍କା

ମୁମ୍ବାଇ : ଦୀର୍ଘ ଦିନ ହେଲାଣି ବଲିଉଡ୍‌ ଫିଲ୍ମରେ ନଜର ଆସି ନ ଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକ୍‌ଙ୍କ ସହ ବିବାହ ପରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ଫଟୋ ପୋଷ୍ଟ କରି ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ।…
ଅଧିକ ଖବର ଦେଖନ୍ତୁ...

ସ୍କୁଟି ୧୫,୦୦୦ଟଙ୍କାର ହୋଇଥିବା ବେଳେ ଫାଇନ୍ ୨୩,୦୦୦ ଟଙ୍କା ! ଚିନ୍ତାରେ ଚାଳକ, ଜରିମାନା ଦେଇ ଗାଡ଼ି ମୁକାଳିବେ ନା…

ନୂଆଦିଲ୍ଲୀ : ସେପ୍ଟେମ୍ବର ୧ରୁ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଦିଲ୍ଲୀରେ ଜଣେ ଯୁବକଙ୍କ ୨୩,୦୦୦ ଟଙ୍କାର ଚାଲାଣ କଟିଥିବା ଜଣାପଡ଼ିଛି । ବିନା ହେଲ୍‌ମେଟରେ ସେ ଗାଡ଼ି ଚଳାଉଥିବା ଦେଖି ଟ୍ରାଫିକ ପୁଲିସ ତାଙ୍କୁ ଅଟକାଇଥିଲେ । ଯାହା ପରେ ତାଙ୍କ ପାଖରେ ଗାଡ଼ିର କୌଣସି କାଗଜପତ୍ର ନ ଥିବା…
ଅଧିକ ଖବର ଦେଖନ୍ତୁ...

ପୂର୍ବ ଶତ୍ରୁତାରୁ ଯୁବକକୁ ହତ୍ୟା; ଅଭିଯୁକ୍ତ ଗିରଫ

ରାୟଗଡା: ଚାନ୍ଦିଲି ଥାନା ତାଣ୍ଡିପୁର ଛକରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଥିବା ଯୁବକଙ୍କ ନାମ ଅର୍ଜୁନ କଣ୍ଡାଗିରି (୨୩)। ଘର କୁମୁଟିପେଣ୍ଠ ପଞ୍ଚାୟତର ଶାନ୍ତି ନଗରରେ ବୋଲି ଜଣା ପଡିଛି। ହତ୍ୟାକାଣ୍ଡ ଘଟାଇଥିବା…
ଅଧିକ ଖବର ଦେଖନ୍ତୁ...

ରାନୁ ମଣ୍ଡଳଙ୍କ ସଫଳତା ଦେଖି ଲତାଜୀଙ୍କ ପ୍ରତିକ୍ରିୟା: କାହାର ନକଲ କରି ପାଇଥିବା ସଫଳତା ଅଧିକ ଦିନ ତିଷ୍ଠି ପାରେନା

ମୁମ୍ବାଇ : ବଲିଉଡ୍‌ର କୋକିଳକଣ୍ଠୀ  ଲତା ମଙ୍ଗେସକରଙ୍କ ଗୀତ ଗାଇ ଚର୍ଚ୍ଚାକୁ ଆସିଥିଲେ ରାନୁ ମଣ୍ଡଳ । ‘ଏକ ପ୍ୟାର୍‌ କା ନଗ୍‌ମା ହେ..’ ଗୀତ ଗାଇ ରାତାରାତି ଲୋକପ୍ରିୟ ହୋଇଥିବା ରାନୁ ମଣ୍ଡଳଙ୍କ ସଫଳତା ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି । ତେବେ ଯାହାଙ୍କ ଗୀତ ଗାଇ ସେ ଚର୍ଚ୍ଚିତ…
ଅଧିକ ଖବର ଦେଖନ୍ତୁ...