Daily Archives

September 5, 2019

ଅବ୍ୟବସ୍ଥାରେ ଲକ୍ଷ୍ମୀପୁର ଡାକ୍ତରଖାନା, କାମକୁ ନୁହଁ ନାମକୁ ମାତ୍ର ରୋଗୀ କଲ୍ୟାଣ ସମିତି ବୈଠକ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଡାକ୍ତରଖାନା ଉପରେ ବନ୍ଧୁଗାଁ ନାରାୟଣପାଟଣା ସମେତ ଲକ୍ଷ୍ମୀପୁର ବ୍ଲକର ୫୦ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ନିର୍ଭର କରିଥାନ୍ତିା ରାୟଗଡା ଠାରୁ କୋରାପୁଟ ଜାତୀୟ ରାଜପଥ ହେବା ପରେ ନିୟମିତ ଭାବେ ଦୁର୍ଘଟଣା ବଢୁଥିବା ବେଳେ ଡାକ୍ତରଖାନାରେ…
ଅଧିକ ଖବର ଦେଖନ୍ତୁ...

ପୁରୀ ପାଇଁ ୩ ପ୍ରକଳ୍ପକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ପୁରୀରେ ନୂଆ ପ୍ରକଳ୍ପର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ଏକ ସମୀକ୍ଷା ବୈଠକରେ ୩ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଜଗନ୍ନାଥ ସଂସ୍କୃତିର ଗବେଷଣା ପାଇଁ ନବୀନ ଗୁରୁତ୍ୱ ଦେଇଛନ୍ତି। ସେହିପରି ଐତିହ୍ୟ ସୁରକ୍ଷା…
ଅଧିକ ଖବର ଦେଖନ୍ତୁ...

ଡାଏଟିଙ୍ଗ ବେଳେ ଖାଆନ୍ତୁ ନାହିଁ ଏହି ୪ଟି ଖାଦ୍ୟ,ବଢ଼ିପାରେ ଓଜନ

ମିଠା ଖାଇବା ସମସ୍ତଙ୍କୁ ପସନ୍ଦ ହୋଇଥାଏ । କିନ୍ତୁ ଡ଼ାଏଟିଙ୍ଗ କରିବା ସମୟରେ ଲୋକମାନେ ପ୍ରାୟ ମିଠା ଜାତୀୟ ଖାଦ୍ୟ ବା ଅଧିକ କ୍ୟାଲୋରି ଥିବା ଖାଦ୍ୟ ଖାଇ ନଥାନ୍ତି । ଡ଼ାଏଟିଙ୍ଗ କରୁଥିବା ବେଳେ ଆପଣ କୌଣସି ଜିନିଷ ଖାଇବା ପୂର୍ବରୁ ସେଥିରେ କେତେ କ୍ୟାଲୋରି ରହିଛି ତାହା ନିଶ୍ଚୟ ଦେଖନ୍ତି ।…
ଅଧିକ ଖବର ଦେଖନ୍ତୁ...

ମିଛ ଦୁଷ୍କର୍ମର ଆରୋପ ଲଗାଇ ପତ୍ନୀ ବ୍ଲାକ୍‌ମେଲ କରୁଥିବାରୁ ଆତ୍ମହତ୍ୟା କଲେ ଫାର୍ମାସିଷ୍ଟ

ପାନିପତ : ହରିୟାଣାର ପାନିପତରେ ଜଣେ ଫାର୍ମାସିଷ୍ଟି ପତ୍ନୀଙ୍କ ଦ୍ୱାରା ବ୍ଲାକ୍‌ମେଲିଂର ଶିକାର ହୋଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ନିଜକୁ ବିଷାକ୍ତ ଇଞ୍ଜେକ୍ସନ୍‌ ଦେଇ ପୀଡ଼ିତ ଏଭଳି ପଦକ୍ଷେପ ନେଇଥିବା ନେଇ ସୂଚନା ମିଳିଛି । ମୃତ୍ୟୁ ପୂର୍ବରୁ ୬ପୃଷ୍ଠା ବିଶିଷ୍ଟ ସୁଇସାଇଡ୍‌ ନୋଟ୍‌ରେ…
ଅଧିକ ଖବର ଦେଖନ୍ତୁ...

ମଦ୍ୟପ ଚାଳକ ସାବଧାନ!, ଟୋଲ୍‌ଗେଟ୍‌ରେ ବି ହେବ ତଦାରଖ, ନିୟମ ବିରୋଧରେ ଗଲେ ନିଶାଡ଼ି ଚାଳକ ହେବେ ଗିରଫ

ଭୁବନେଶ୍ୱର: ନୂତନ ଆଇନ ଲାଗୁ ହେବା ପରେ ସଡ଼କ ସୁରକ୍ଷା ପାଇଁ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାର ଏଣିକି ସବୁ ଟୋଲ୍‌ଗେଟ୍‌ରେ ମଦ୍ୟପ ଯାନବାହନ ଚାଳକଙ୍କୁ ତଦାରଖ କରିବ। ରାଜପଥ ବ୍ୟତୀତ ଅନ୍ୟାନ୍ୟ ରାସ୍ତାରେ ଥିବା ଟୋଲଗେଟ୍‌ରେ ତଦାରଖ କରିବ। ନିୟମ ବିରୋଧରେ ଥିଲେ ନିଶାଡ଼ି…
ଅଧିକ ଖବର ଦେଖନ୍ତୁ...

କେବେ ଧୂମପାନ କରି ନଥିବା ଅଭିନେତା ଫିଲ୍ମ ‘ଛିଛୋରେ’ ପାଇଁ ପିଇଲେ ୨୦୦ଟି ହର୍ବାଲ ସିଗାରେଟ୍‌

ମୁମ୍ବାଇ : ଫିଲ୍ମ ସାହୋ ପରେ ଏବେ ନିଜର ଆଗାମୀ ଫିଲ୍ମ 'ଛିଛୋରେ' ଜରିଆରେ ଦର୍ଶକଙ୍କ ମନୋରଞ୍ଜନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଅଭିନେତ୍ରୀ ଶ୍ରଦ୍ଧା କପୁର । ଏହି ଫିଲ୍ମରେ ତାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ । ଫିଲ୍ମର ନିର୍ଦ୍ଦେଶନା ନିତେଶ…
ଅଧିକ ଖବର ଦେଖନ୍ତୁ...

ଜୋରିମାନା ଆଦାୟରେ ଓଡ଼ିଶା ୧ ନମ୍ବର, ୪ ଦିନରେ ଆଦାୟ ହୋଇଛିି ୮୮ ଲକ୍ଷ ୯୦ ହଜାର ୧୦୭ ଟଙ୍କା

ଭୁବନେଶ୍ବର: ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ସାରା ଦେଶରେ ଚାଲିଛି ଜୋରଦାର ଚେକିଂ । ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଗାଡି ଚାଳକଙ୍କଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରୁଛନ୍ତି ଆରଟିଓ ଏବଂ ଟ୍ରାଫିକ୍ ପୋଲିସ । ଆଉ ଜୋରିମାନା ଆଦାୟ କରିବାରେ ଦେଶର ୨୭ଟି ରାଜ୍ୟକୁ ପଛରେ ପକାଇ ୧…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଗଞ୍ଜାମ ଜିଲ୍ଲାର ସବୁ ସ୍କୁଲ-ଅଙ୍ଗନବାଡ଼ି ଛୁଟି, ହୋଇପାରେ ପ୍ରବଳ ବର୍ଷା

ଛତ୍ରପୁର: ସମ୍ଭାବିତ ବନ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଶୁକ୍ରବାର ଜିଲ୍ଲାର ସବୁ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ସ୍କୁଲ ଓ ଅଙ୍ଗନବାଡ଼ିକୁ ପିଲାମାନେ ପାଠପଢ଼ିବାକୁ ଯିବେ ନାହିଁ କିନ୍ତୁ ଶିକ୍ଷକ ଯିବେ। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି…
ଅଧିକ ଖବର ଦେଖନ୍ତୁ...

ଟ୍ରାଫିକ୍‌ରେ ଫସିବା ପରେ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସକର୍ମୀଙ୍କ ପୋଷାକ ଫାଡ଼ି ମାଡ଼ ମାରିଲେ ବିଚାରପତି

କଟିହାର: ବୁଧବାର ଜଣେ ବିଚାରପତି ଟ୍ରାଫିକ୍‌ରେ ଫସିବା ପରେ ନିଜ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସକର୍ମୀଙ୍କୁ ମାଡ଼ ମାରିଥିବା ଜଣା ପଡ଼ିଛି । ମାଡ଼ ମାରିବା ସହ ସେ ପିନ୍ଧିଥିବା ଖାକି ବର୍ଦିକୁ ମଧ୍ୟ ବିଚାରପତି ଫାଡ଼ି ଦେଇଥିଲେ ବୋଲି ଅଭିଯୋଗ ଆଣିଛନ୍ତି ପୀଡ଼ିତ ପୁଲିସକର୍ମୀ । ତେବେ ଏ ନେଇ…
ଅଧିକ ଖବର ଦେଖନ୍ତୁ...

ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣା : ସଲମାନଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବାକୁ ଆଦେଶ ଦେଲେ ଅଦାଲତ

ମୁମ୍ବାଇ : ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ ବିବାଦରେ ଛନ୍ଦି ହେବା କିଛି ନୂଆ କଥା ନୁହେଁ । ଅନେକ ସମୟରେ ତାଙ୍କୁ ନେଇ ବିଭିନ୍ନ ପ୍ରକାରର ବିବାଦ ଦେଖାଯାଇଥାଏ । ଗତ ଜୁନ୍‌ ମାସରେ ଜଣେ ସାମ୍ବାଦିକ ସଲମାନ ଓ ତାଙ୍କ ସୁରକ୍ଷାକର୍ମୀଙ୍କ ଉପରେ ମାର୍‌ପିଟ୍‌ର ଅଭିଯୋଗ ଆଣିଥିଲେ । ଦୁହେଁ…
ଅଧିକ ଖବର ଦେଖନ୍ତୁ...