Daily Archives

September 6, 2019

ନୂଆ ଟ୍ରାଫିକ୍‌ ନିୟମ: ଚପଲ କିମ୍ବା ସ୍ୟାଣ୍ଡେଲ୍‌ ପିନ୍ଧି ଗାଡ଼ି ଚଳାଇଲେ ଜରିମାନା!

ଲକ୍ଷ୍ନୌ: ସେପ୍ଟେମ୍ବର ପହିଲାରୁ ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବା ପରେ ଗାଡ଼ି ଚାଳକ ବେହାଲ୍‌, ଟ୍ରାଫିକ୍‌ ପୁଲିସ୍‌ ମାଲାମାଲ୍‌। ବିଭିନ୍ନ କାରଣକୁ ନେଇ ଯାତ୍ରୀଙ୍କ ଠାରୁ ଜରିମାନା ଆଦୟ କରିବାରେ ବ୍ୟସ୍ତ ଟ୍ରାଫିକ୍‌ ପୁଲିସ୍‌। ମାତ୍ର ଚପଲ କିମ୍ବା ସ୍ୟାଣ୍ଡେଲ୍‌ ପିନ୍ଧି ଗାଡ଼ି ଚଳାଇଲେ ବି…
ଅଧିକ ଖବର ଦେଖନ୍ତୁ...

କିଙ୍ଗ୍‌ ଖାନ୍‌ଙ୍କ ପାଇଁ ଫସିଗଲା କି ଛାତ୍ର-ଛାତ୍ରୀଙ୍କ ଭବିଷ୍ୟତ!

କୋଲକାତା : ବିବାଦରେ ଫସିଲେ ଶାହାରୁଖ୍‌ । ଏକ କଲେଜ ପାଇଁ ବିଜ୍ଞାପନ କରିବା ତାଙ୍କୁ ଭାରି ପଡ଼ିଥିବା ବେଳେ ଏବେ କୋଲକାତା ହାଇକୋର୍ଟ ତାଙ୍କୁ ଏ ନେଇ ଜବାବ ମାଗିଛି । ଶହ ଶହ ଛାତ୍ର-ଛାତ୍ରୀ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପ୍ଲାନିଂ ଆଣ୍ଡ ମ୍ୟାନେଜ୍‌ମେଣ୍ଟରେ ପାଠ ପଢ଼ି ଠକାମିର ଶିକାର…
ଅଧିକ ଖବର ଦେଖନ୍ତୁ...

ଏବେଠୁ ସାବଧାନ ହୋଇ ଯାଆନ୍ତୁ ! ନଚେତ୍‌ ଯୁବାବସ୍ଥାରେ ହିଁ ଏହି ସବୁ ଶାରୀରିକ ସମସ୍ୟାର ଶିକାର ହୋଇପାରନ୍ତି ଆପଣ

ବୟସ ବଢ଼ିବା ସହ ତା’ର ପ୍ରଭାବ ତ୍ୱଚା ଏବଂ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ । ବୟସ ବଢ଼ିବା ସଙ୍ଗେ ସଙ୍ଗେ ଶରୀରରେ ଅନେକ ସମସ୍ୟା ଦେଖା ଦେଇଥାଏ । କିନ୍ତୁ ଆଜିକାଲି ଖାଦ୍ୟ ଖାଇବାରେ କିଛି ଠିକ୍‌ ଠିକଣା ନଥିବାରୁ ଯୁବାବସ୍ଥାରେ ହିଁ ବୃଦ୍ଧା ଅବସ୍ଥାରେ ହେଉଥିବା ରୋଗ ଗୁଡ଼ିକ ଦେଖା ଦେଇଥାଏ । ଆଜି ଆମେ…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀଙ୍କ ପାଇଁ ସ୍ୱାମୀର ଉନ୍ମୁକ୍ତ କାଣ୍ଡ : ପଦୋନ୍ନତି ପାଇଁ ପାହାଡ଼ ଉପରକୁ ଚଢ଼ି ଦେଲେ ଆତ୍ମହତ୍ୟାର ଧମକ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ମହୋବାରେ ଏକ ଅଜବ ଘଟଣା ଘଟିଛି । ଏଠାରେ ଥିବା ଏକ ସରକାରୀ ସ୍କୁଲରେ ପ୍ରିନ୍ସିପାଲ ପଦକୁ ନେଇ ଦୁଇ ମହିଳା ଶିକ୍ଷୟତ୍ରୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଦୁଇ ମହିଳାଙ୍କ ମଧ୍ୟରେ ବିବାଦ ହେଉଥିବା ଦେଖି ଜଣଙ୍କ ସ୍ୱାମୀ ନିଜ ସ୍ତ୍ରୀଙ୍କ ସପକ୍ଷରେ ବାହାରିଥିଲେ ।…
ଅଧିକ ଖବର ଦେଖନ୍ତୁ...

ରାନୁ ମଣ୍ଡଳଙ୍କ ପରେ ଏହି ଯୁବକଙ୍କ ଭିଡିଓ ସେୟାର କଲେ ଅତିନ୍ଦ୍ର, କିଶୋର କୁମାରଙ୍କ ସହ ତୁଳନା କଲେ ଲୋକେ

ମୁମ୍ବାଇ : ରାତାରାତି ଚର୍ଚ୍ଚାକୁ ଆସିଥିବା ରାନୁ ମଣ୍ଡଳଙ୍କ ଆଗରେ ଏବେ ବଲିଉଡ୍‌ ଅଫରର ଲମ୍ବା ଧାଡ଼ି ଲାଗିଛି । ତାଙ୍କୁ ରାଣାଘାଟ ରେଳ ଷ୍ଟେସନରୁ ବଲିଉଡ୍‌ରେ ପହଞ୍ଚାଇବା ପାଇଁ ସପ୍ଟେଓ୍ଵୟାର ଇଞ୍ଜିନିୟର ଅତିନ୍ଦ୍ରଙ୍କ ବଡ଼ ହାତ ରହିଥିବା ବେଳେ ଏବେ ସେ ଆଉ ଜଣେ ଯୁବକଙ୍କୁ ଷ୍ଟାର ବନାଇବା…
ଅଧିକ ଖବର ଦେଖନ୍ତୁ...

କାର୍‌ ଭିତରେ ହେଲ୍‌ମେଟ୍‌ ପିନ୍ଧି ନଥିବାରୁ କଟିଲା ଚାଲାଣ!

ବରେଲି : ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଦେଶର ବିଭିନ୍ନ କୋଣରୁ ଆଦାୟ ହେଉଥିବା ଜରିମାନାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜଣେ ସ୍କୁଟି ଚାଳକ ୨୩,୦୦୦ଟଙ୍କା ଦେବା ହେଉ ବା ଜଣେ ଟ୍ରକ୍‌ ଚାଳକ ୫୯,୦୦୦ଟଙ୍କା ଦେବା ହେଉ, ଏ ସବୁ ଖବର ଲୋକଙ୍କ ନିଦ ହଜାଇ ଦେଇଛି । ତେବେ ଏ ସବୁ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

୫୨ ପାକିସ୍ତାନୀ ହିନ୍ଦୁ ପାଇଲେ ଭାରତର ନାଗରିକତା ଅଧିକାର, ରାଜସ୍ଥାନ ସରକାର ଦେଲେ ମଞ୍ଜୁରୀ

ଜୟପୁର: ରାଜସ୍ଥାନ ସରକାର ୫ଟି ଜିଲ୍ଲାରେ ବସବାସ କରୁଥିବା ୫୨ ଜଣ ପାକିସ୍ତାନୀ ହିନ୍ଦୁଙ୍କୁ ଭାରତର ନାଗରିକତା ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ଗୃହ ବିଭାଗର ୫ଟି ଟିମ ନାଗରିକ ପ୍ରମାଣ ପତ୍ର ନେଇ ଜୟପୁରରୁ ସଂପୃକ୍ତ ଜିଲ୍ଲାଗୁଡ଼ିକୁ ପହଂଚିଛନ୍ତି। ଗୃହ ବିଭାଗର ଅତିରିକ୍ତ ସଚିବ ଭବାନୀ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ ଆମିକସ୍‌କ୍ୟୁରୀ, ଆସନ୍ତାକାଲି ଯିବେ ପୁରୀ

ଭୁବନେଶ୍ୱର: ଆମିକସ୍‌କ୍ୟୁରୀ ରଣଜିତ କୁମାର ଓ ସଲିସିଟର ଜେନେରାଲ ତୁଷାର ମେହେଟା ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଆମିକସ୍‌କ୍ୟୁରୀ ରଣଜିତ କୁମାର କହିଛନ୍ତି- କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆମେ ଶନିବାର ପୁରୀ…
ଅଧିକ ଖବର ଦେଖନ୍ତୁ...

ଏହି ସମସ୍ୟା ପାଇଁ ଇଟାଲୀରେ ବିବାହ କରିଥିଲେ ବିରାଟ-ଅନୁଷ୍କା

ମୁମ୍ବାଇ : ଡିସେମ୍ବର ୨୦୧୭ରେ କାହାକୁ ନ ଜଣାଇ ଗୋପନୀୟ ଭାବରେ ବିବାହ କରିଥିଲେ ବିରୁଷ୍କା । ଦୁହିଁଙ୍କ ବିବାହ ପରେ ଯାଇ ବିରାଟ-ଅନୁଷ୍କା ବିବାହ କରିଥିବା ନେଇ ସୂଚନା ମିଳିବା ସହ ବିବାହର ଫଟୋ ଓ ଭିଡିଓ ସାମ୍ନାକୁ ଆସିଥିଲା । ତେବେ ଦେଶ ବାହାରକୁ ଯାଇ ଇଟାଲୀରେ ଦୁହେଁ କ’ଣ ପାଇଁ ବିବାହ…
ଅଧିକ ଖବର ଦେଖନ୍ତୁ...

ଚନ୍ଦ୍ରପୃଷ୍ଠରେ ‘ଚନ୍ଦ୍ରଯାନ-୨’ର ଅବତରଣ ଦେଖିବାକୁ ବେଙ୍ଗାଲୁରୁ ପହଂଚିଲେ ପ୍ରଧାନମନ୍ତ୍ରୀ ମୋଦୀ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବେଙ୍ଗାଲୁରୁ ପହଞ୍ଚିଛନ୍ତି। ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରଯାନ-୨ର ଅବତରଣ ଦେଖିବାକୁ ମୋଦି ବେଙ୍ଗାଲୁରୁସ୍ଥିତ ଇସ୍ରୋ ସେଣ୍ଟରରେ ପହଞ୍ଚିଛନ୍ତି। ଚନ୍ଦ୍ରଯାନର ଅବତରଣ ଶୁକ୍ରବାର-ଶନିବାର ମଧ୍ୟ ରାତି (ସେପ୍ଟେମ୍ବର ୭)ରେ ହେବ। ଏଥି ପାଇଁ…
ଅଧିକ ଖବର ଦେଖନ୍ତୁ...