Daily Archives

September 7, 2019

ବଡନାଳ ଜଳଭଣ୍ଡାରରୁ ୪ଟି ଗେଟ ମାଧ୍ୟମରେ ବଂଶଧାରା ନଦୀକୁ ବନ୍ୟାଜଳ ନିଷ୍କାସିତ, ଗୁଣପୁରରେ ଟପିଲା ବିପଦ ସଂକେତ

ରାୟଗଡ଼ା: ବଡନାଳ ଜଳଭଣ୍ଡାରରୁ ୪ଟି ଗେଟ ମାଧ୍ୟମରେ ଶନିବାର ବନ୍ୟାଜଳ ବଂଶଧାରା ନଦୀକୁ ନିଷ୍କାସିତ କରାଯାଇଛି। ଦୁଇଦିନର ଲଘୁଚାପ ଜନିତ ଲଗାଣ ବର୍ଷାରେ ବଡ଼ନାଳ ଜଳଭଣ୍ଡାରର ଜଳସ୍ତର ବଢିବାରେ ଲାଗିଛି। ବଂଶଧାରାରେ ବନ୍ୟାଜଳ ପ୍ରବେଶ କରିଥିବାରୁ ଗୁଣପୁରରେ ବିପଦ ସଂକେତ ଟପିଛି। ବନ୍ୟାପାଣିରେ…
ଅଧିକ ଖବର ଦେଖନ୍ତୁ...

ସମସ୍ତଙ୍କ ପାଇଁ ଆଦର୍ଶ ପାଲଟିଥିବା ଅମିତାଭ ବଚ୍ଚନଙ୍କ ଆଦର୍ଶ କିଏ ?

ମୁମ୍ବାଇ : ନିଜ ଅଭିନୟର ଦକ୍ଷତା, ଜ୍ଞାନ ଓ ସୃଜନଶୀଳତା ପାଇଁ ଆଜି ସମସ୍ତଙ୍କ ଆଦର୍ଶ ପାଲଟିଛନ୍ତି ବଲିଉଡ୍‌ ଅଭିନେତା ବିଗ୍‌ ବି ଅମିତାଭ ବଚ୍ଚନ । ତାଙ୍କ ମୁହଁରୁ ବାହାରୁଥିବା ପଦୁଟିଏ କଥା ଲୋକମାନଙ୍କ ପାଇଁ ପ୍ରେରଣାର ସ୍ରୋତ ବନି ଯାଇଥାଏ । ତେବେ ଏତେ ଲୋକଙ୍କ ପାଇଁ ଆଦର୍ଶ ବନିଥିବା ବିଗ୍‌…
ଅଧିକ ଖବର ଦେଖନ୍ତୁ...

ପେଟଜନିତ ସମସ୍ୟା ଥିଲେ କିଛି ସମୟ ମଧ୍ୟରେ ଠିକ୍‌ କରିଥାଏ ଏହି ୪ଟି ସୁପରଫୁଡ଼୍‍

ଆଜିକାଲିର ପରିବର୍ତ୍ତନଶୀଳ ଜୀବନଶୈଳୀ ପାଇଁ ଖାଇବା ପିଇବାରେ ଠିକ୍‌ ଠିକଣା ରହୁ ନାହିଁ । ସମୟ ଅଭାବ ହେତୁ ଠିକ୍‌ ସମୟରେ ନ ଖାଇବା ବା ବାହାର ଖାଦ୍ୟ ଖାଇବା ଦ୍ୱାରା ଅନେକ ଶାରୀରିକ ସମସ୍ୟା ଦେଖା ଦେଉଛି । ମୁଖ୍ୟତଃ ବାହାର ଖାଦ୍ୟ ଖାଇ ଅତ୍ୟଧିକ ଲୋକଙ୍କର ପେଟ ଖରାପ ହେଉଥିବାର ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ବିଜେଡିର ସଦସ୍ୟ ସଂଗ୍ରହ ପାଇଁ ୭ ନେତାଙ୍କୁ ଜିଲ୍ଲା ବଣ୍ଟନ

ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ତ୍ୱରାନିତ କରିବା ପାଇଁ ୭ ଜଣ ବରିଷ୍ଠ ନେତାଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି । ଏହି ନେତା ମାନେ ଜିଲ୍ଲା ପର୍ଯ୍ୟବେକ୍ଷକ, ଜିଲ୍ଲା ସଭାପତି, ସାଂସଦ, ବିଧାୟକ ଓ ନିର୍ବାଚନ ମଣ୍ଡଳିର ଛାମୁଆ ନେତାମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା…
ଅଧିକ ଖବର ଦେଖନ୍ତୁ...

ଥରେ ଭିତରକୁ ଯିବା ପରେ ଫେରନ୍ତି ନାହିଁ ଲୋକେ, ଏବେ ନର୍କ ଦ୍ୱାରର ଗୁମର ଖୋଲିଲେ ବୈଜ୍ଞାନିକ

ନୂଆଦିଲ୍ଲୀ : ଚର୍ଚ୍ଚାରେ ରହସ୍ୟମୟ ନର୍କ ଦ୍ୱାର । ବିଶ୍ୱରେ ଥିବା ଅନେକ ଦେଶରେ ଏଭଳି ଅନେକ ସ୍ଥାନ ରହିଛି, ଯାହାର ରହସ୍ୟର ଖୁଲାସା ଏ ପର୍ଯ୍ୟନ୍ତ ହୋଇ ପାରି ନାହିଁ । ତେବେ ତୁର୍କୀର ପ୍ରାଚୀନ ସହର ହେରାପୋଲିସରେ ମଧ୍ୟ ସେଭଳି ଏକ ରହସ୍ୟମୟ ସ୍ଥାନ ରହିଛି, ଯାହାର ରହସ୍ୟର ଖୁଲାସା କରିଛନ୍ତି…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଫିଲ୍ମ ରିଲିଜ୍‌ ପୂର୍ବରୁ ଚମକିଲା କରଣ ଦେଓଲଙ୍କ ଭାଗ୍ୟ

ମୁମ୍ବାଇ : ବଲିଉଡ୍‌ ଅଭିନେତା ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ ଖୁବ୍‌ ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମ ‘ପଲ୍‌ ପଲ୍‌ ଦିଲ୍‌କେ ପାସ୍‌’ ଜରିଆରେ ସେ ବଲିଉଡ୍‌ରେ ପ୍ରବେଶ କରିବେ । ଫିଲ୍ମର ନିର୍ଦ୍ଦେଶନା  ସନ୍ନି ଦେଓଲ ଦେଇଥିବା ବେଳେ ଫିଲ୍ମଟି ସେପ୍ଟେମ୍ବର ୨୦ରେ…
ଅଧିକ ଖବର ଦେଖନ୍ତୁ...

ଝାଡ଼ଖଣ୍ଡ ସ୍କୁଲର ଅଜବ ଦୃଶ୍ୟ : କଲମ ବା ପେନ୍‌ସିଲ ନୁହେଁ ଛତା ଧରି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ

ଝାଡ଼ଖଣ୍ଡ : ପିଲାମାନଙ୍କ ଭବିଷ୍ୟତ ଗଢ଼ିବାରେ ସ୍କୁଲ ସବୁଠାରୁ ବଡ଼ ଭୂମିକା ନିର୍ବାହ କରିଥାଏ । କିନ୍ତୁ ଏବେ ଅନେକ ସ୍କୁଲରେ ପିଲାମାନଙ୍କ ଭବିଷ୍ୟତ ସହ ଖେଳାଯାଉଛି । ଯାହାର ଅନେକ ଦୃଶ୍ୟ ଆଗରୁ ଆସି ସାରିଥିବା ବେଳେ ଏବେ ଝାଡ଼ଖଣ୍ଡର ଏକ ସ୍କୁଲର ଦୃଶ୍ୟ ସାମ୍ନାକୁ ଆସିଛି । ଯେଉଁଠି ପିଲା କଲମ ବା…
ଅଧିକ ଖବର ଦେଖନ୍ତୁ...

ବୈତରଣୀରେ ବନ୍ୟା: ବିପଦ ସଙ୍କେତ ୧୮.୧୭ ଉପରେ ପ୍ରବାହିତ

ଭଦ୍ରକ: ଭଦ୍ରକ ଜିଲ୍ଲାର ଆଖୁଆପଦା ଆନିକଟ ନିକଟରେ ଶନିବାର ବୈତରଣୀ ନଦୀର ଜଳସ୍ତର ବିପେଦ ସଙ୍କେତ ୧୭.୮୩ ଉପରେ ପ୍ରବାହିତ ହେଉଛି। ଆଜି ଦିନ ତମାମ ଜଳସ୍ତର ବୃଦ୍ଧି ପାଇ ଅପରାହ୍ନ ସାଢେ ୩ଟା ବେଳେ ଏହାର ଜଳସ୍ତର ବିପଦ ସଙ୍କେତ ଉପରକୁ ଉଠିଥିଲା। ସଂଧ୍ୟା ସୁଦ୍ଧା ଏହାର ଜଳସ୍ତର ୧୮. ୧୭ ଉପରେ…
ଅଧିକ ଖବର ଦେଖନ୍ତୁ...

ସଲମାନଙ୍କ ସହ ବିଗ୍‌ବସ୍‌-୧୩ରେ ନଜର ଆସିବେ ରାକ୍ଷୀ, ଭିଡିଓ ସେୟାର କରି ଦେଲେ ସୂଚନା 

ମୁମ୍ବାଇ : ବଲିଉଡ୍‌ର ବିବାଦୀୟ କୁଇନ୍‌ ରାକ୍ଷୀ ସାଓ୍ଵନ୍ତ ଅନେକ ବିବାଦୀୟ କାରଣ ପାଇଁ ପୂର୍ବରୁ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ବିବାହକୁ ନେଇ ହେଉ ବା କୌଣସି ବିଷୟକୁ ନେଇ ନିଜର ମତ ଦେବା ହେଉ, ତାଙ୍କର ପ୍ରତିଟି ଶବ୍ଦ ବିବାଦ ଆରମ୍ଭ କରିଥାଏ । ଏବେ ସେ କରିଥିବା ଖୁଲାସା ପାଇଁ ତାଙ୍କୁ ନେଇ…
ଅଧିକ ଖବର ଦେଖନ୍ତୁ...

ବ୍ରାହ୍ମଣୀରେ ୩ ନିଖୋଜ, ପାଣିରେ ପହଁରି କୂଳକୁ ଆସିଲେ ୪ଜଣ, ଉଦ୍ଧାର କାର୍ଯ୍ୟ ଜାରି

ଅନୁଗୁଳ/ଢେଙ୍କାନାଳ: ବ୍ରାହ୍ମଣୀ ନଦୀରେ ଶନିବାର ବୁଡ଼ିଯିବାରୁ ୩ ଜଣ ଲୋକ ନିଖୋଜ ହୋଇଛନ୍ତି। ମଝି ନଦୀରେ ଡଙ୍ଗା ବୁଡ଼ିଯାଇଥିଲେ ମଧ୍ୟ ୪ ଜଣ ଲୋକ ପହଁରି ୪ କୁନ୍ଦନଦେଇପୁର କୂଳକୁ ପହଞ୍ଚି ପାରିଛନ୍ତି। ସୂଚନା ଅନୁସାରେ ପର୍ଜଙ୍ଗ ବ୍ଲକର ମୋଟଙ୍ଗା ଥାନା ଖଡ଼ଗାପ୍ରସାଦ ଗାଁ ନିକଟ ଦେଇ ଯାଇଥିବା…
ଅଧିକ ଖବର ଦେଖନ୍ତୁ...