ଆମେ ଚନ୍ଦ୍ରରେ ପହଞ୍ଚିଛୁ କିନ୍ତୁ ପାକିସ୍ତାନ ଗଧ ପିଠିରେ ଜିନିଷ ପରିବହନ କରୁଛି: ଗିରିରାଜ ସିଂହ
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଚନ୍ଦ୍ରଯାନ-୨କୁ ନେଇ ପାକିସ୍ତାନର ବୈଜ୍ଞାନିକ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଚୌଧୁରୀ ଫଓ୍ଵାଦ ହୁସେନଙ୍କ ଟିପ୍ପଣୀକୁ କଡ଼ା ଜବାବ ଦେଇଛନ୍ତି। ସିଂହ କହିଛନ୍ତି, ପାକିସ୍ତାନର ଅବସ୍ଥା ଖରାପସ୍ଥିତିରେ ପହଂଚିଛି ଓ ଭାରତର ସଫଳତା ଓ ବିଫଳତା ନେଇ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...