Daily Archives

September 8, 2019

ଅଣ ଓଡ଼ିଆ ପହେଲମାନଙ୍କୁ ମଦଭାଟିରେ ନୃଶଂସ ଭାବେ ହତ୍ୟା, ଦୁର୍ବୃତ୍ତ ଫେରାର

ବରଗଡ଼: ପଦ୍ମପୁର ଉପଖଣ୍ଡ ବିରିପାଲି ଦେଶୀ ମଦଭାଟି ଦୋକାନରେ ରବିବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଛୁରୀ ଭୁସି ଜଣେ ଭାଟି କର୍ମଚାରୀଙ୍କୁ ହତ୍ୟା କରାଯାଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବାରଣ ଦେଖାଯାଇଛି। ସୂଚନା ଅନୁସାରେ ବିରିପାଲି ମଦଭାଟିରେ କାର୍ଯ୍ୟରତ ପହେଲମାନ ଝାଡ଼ଖଣ୍ଡ…
ଅଧିକ ଖବର ଦେଖନ୍ତୁ...

ମନ କିଣିନେଲା ସାହେବଙ୍କ କାମ, ବାଃ ବାଃ ଉପଜିଲ୍ଲାପାଳ !

'ନାମରେ କଣ ଥାଏ, କାମରେ ତ ସମସ୍ତେ ଜାଣନ୍ତି ହୃଦୟ କିଣିନିଏ ସେହି ଲୋକ ଯିଏ ପ୍ରତିବନ୍ଧକକୁ ନିଜର କରନ୍ତି' ଭୁବନେଶ୍ବର( ବୋୖଦ୍ଧାୟନ ଆଚାର୍ଯ୍ୟ ) :  ହୁଏତ କବିତାଟି ଏହି ଆଇଏଏସ ଅଫିସରଙ୍କ କାମକୁ ଯଥାର୍ଥତା ଦେବ | ଆଜି ଆମେ ଆପଣଙ୍କୁ ଏମିତି ଜଣେ ଅଫିସରଙ୍କ କାହାଣୀ କହିବୁ ଯିଏ କି ନିଜ…
ଅଧିକ ଖବର ଦେଖନ୍ତୁ...

ରାନୁ ମଣ୍ଡଳଙ୍କ ସହ କାମ କରିବା ପାଇଁ ଚାହାନ୍ତି ବଲିଉଡର ଏହି ଅଭିନେତ୍ରୀ

ମୁମ୍ବାଇ: ସୋସିଆଲ୍‌ ମିଡିଆ ଜରିଆରେ ରାତାରାତି ଷ୍ଟାର ପାଲଟିଥିବା ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନରେ ଗୀତ ଗାଇ ଭିକ୍ଷାବୃତ୍ତି କରି ନିଜର ଜୀବିକା ନିର୍ବାହ କରୁଥିବା ରାନୁ ମଣ୍ଡଳଙ୍କୁ ନେଇ ପ୍ରତିଦିନ ନୂଆନୂଆ ଖବର ସାମ୍ନାକୁ ଆସୁଛି। ରାନୁଙ୍କ ଗୀତ ଗାଇବାର ଶୈଳୀ ଦେଖି ବଲିଉଡ୍‌…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୂଜାପାଠରେ ଆପଣଙ୍କ ମନ ଅଧିକ ଲାଗି ରହିବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ବ୍ୟାବସାୟିକ କାର୍ଯ୍ୟ ଲାଗି ଭଲ ଦିନଟିଏ। ଆପଣଙ୍କୁ କୌଣସି ମହତ୍ବପୂର୍ଣ୍ଣ ସମାଚାର ମିଳିବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ବାବା ଚନ୍ଦନେଶ୍ବର। ବୃଷ: କାମ ପ୍ରତି ଆପଣଙ୍କର…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ: ବର୍ଷା ହେତୁ ଦିଶିଲାନି ରାସ୍ତାରେ ଥିବା ଗାତ; ନିଜ ଗାଡ଼ି ତଳେ ଚାପି ହୋଇ ଅଟୋ ଚାଳକଙ୍କ ଜୀବନ ଗଲା

ମୁମ୍ବାଇ: ସଡ଼କ ଦୁର୍ଘଟଣାରେ ଅନେକ ଜୀବନ ଯାଉଥିବା କଥା ଆପଣ ଶୁଣିଥିବେ। ମାତ୍ର ନିଜ ଗାଡ଼ି ତଳେ ନିଜ ଜୀବନ ଯିବା କଥା କେବେ ଶୁଣିଛନ୍ତି। ମୁମ୍ବାଇରେ ଘଟିିଛି ଏପରି ଏକ ଅଭାବନୀୟ ଘଟଣା। ୪୭ ବର୍ଷିଅ ଅଟୋ ରିକ୍ସା ଚାଳକ ଶନିବାର ନିଜ ଅଟୋ ତଳେ ଚାପି ହୋଇଯାଇ ମୃତ୍ୟୁ ବରଣ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବୁଢ଼ାବଳଙ୍ଗରେ ବୁଡ଼ିଲା ଡଙ୍ଗା, ଅନେକ ଯାତ୍ରୀ ନିଖୋଜ ସୂଚନା

ରେମୁଣା/ଭୁବନେଶ୍ୱର: ବୁଢ଼ାବଳଙ୍ଗରେ କିଛି ଯାତ୍ରୀ ନଦୀ ପାର ହେଉଥିବା ବେଳେ ରବିବାର ଡଙ୍ଗା ବୁଡ଼ିଛି। ବାଲେଶ୍ୱର ଜିଲ୍ଲାର ରେମୁଣା ବ୍ଲକର ନିଜାମପୁର ହଳଦିଆ ଘାଟରେ ଆଜି ସନ୍ଧ୍ୟାରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ ଡଙ୍ଗାରେ ୨୫ରୁ ଉର୍ଦ୍ଧ୍ୱ ଯାତ୍ରୀ ନଦୀ ଆରପାରିକୁ ଯାଉଥିଲେ। ଭାରସାମ୍ୟ…
ଅଧିକ ଖବର ଦେଖନ୍ତୁ...

ନିରାଶା ଭିତରେ ଆସିଲା ଆଶାର ଝଲକ

ନୂଆଦିଲ୍ଲୀ: ମିଳିଛି ବିକ୍ରମର ସନ୍ଧାନ ଆଉ ଯୋଗାଯୋଗ ପାଇଁ ଇସ୍ରୋ ଆଶାବାଦୀ ହୋଇପଡିଛି । ଯଦି ଲାଣ୍ଡର ବିକ୍ରମ ସୁରକ୍ଷିତ ଭାବେ ଧୀର ଅବତରଣ କରିଥାଏ ଏବଂ କେବଳ ଯଦି ଯୋଗାଯୋଗ ବିଚ୍ଛିନ୍ନ ହୋଇଥାଏ, ତେବେ ହୁଏତ ଯୋଗାଯୋଗ ପୁନଃସ୍ଥାପନର ସମ୍ଭାବନା ବି ରହିଛି । ଶେଷ ମୁହୂର୍ତରେ ବିକ୍ରମ ସହ…
ଅଧିକ ଖବର ଦେଖନ୍ତୁ...

ଓଲଟିଲା ଗୋରୁ ବୋଝେଇ ଭ୍ୟାନ୍‌: ଘଟଣାସ୍ଥଳରେ ୧୪ ଗୋରୁ ମୃତ

ପାଇକସାହି: ଅନୁଗୁଳ ରାସ୍ତାର ଅନ୍ତଳିଆ ଶିବ ମନ୍ଦିର ନିକଟରେ ଗତ ଶନିବାର ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ ପିକ୍‌-ଅପ୍‌ ଭ୍ୟାନ୍‌ ଓଲଟି ପଡ଼ିବା ହେତୁ ୧୪ଗୋରୁଙ୍କ ମୃତ୍ୟୁ ହୋଇଥିଲା। ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ଓଡ଼ି-୦୧-ପି-୮୧୧୧ନମ୍ବର ଥିବା ପିକ୍‌-ଅପ୍‌ ଭ୍ୟାନ୍‌ ୨୦ରୁ…
ଅଧିକ ଖବର ଦେଖନ୍ତୁ...

ଯାତ୍ରୀବାହୀ ବସ୍‌-ସିମେଣ୍ଟ ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା, ୨ ଗୁରୁତର

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ ସହ ସିମେଣ୍ଟ ବୋଝେଇ ଟ୍ରକ ମୁହାଁମୁଁହି ଧକ୍କା ହୋଇଛି। ଫଳରେ ରାସ୍ତା ମଝିରେ ୨ଟି ଟ୍ରକ ଓଲଟି ପଡିଛି। ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି।। ଟ୍ରକ ଡ୍ରାଇଭର ଏବଂ ହେଲପରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ…
ଅଧିକ ଖବର ଦେଖନ୍ତୁ...

ଇଞ୍ଜିନ୍‌ରେ ତ୍ରୁଟି ପରିଲକ୍ଷିତ ହେବା ବାରଣାସୀ ବିମାନବନ୍ଦରରେ ଜରୁରିକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ

ଗୋରଖପୁର: ଗୋରଖପୁରର ଇଣ୍ଡିଗୋ ଏୟାର୍‌ବସ୍‌ ୩୨୦ ନିଓ ଏୟାର୍‌କ୍ରାଫ୍ଟ ରବିବାର ବାରଣାସୀ ବିମାନ ବନ୍ଦରରେ ଜରୁରିକାଳୀନ ଅବତରଣ କରିଛି। ବିମାନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବା ପରେ ବିମାନଟିକୁ ଜରୁରିକାଳୀନ ଅବତରଣ କରାଯାଇଛି। ବିମାନଟି ହାଇଦ୍ରାବାଦ୍‌ରୁ ଗୋରଖପୁର ଉଡ଼ାଣ ଭରୁଥିବା…
ଅଧିକ ଖବର ଦେଖନ୍ତୁ...