Daily Archives

September 9, 2019

ରିଭର୍ସ ଗିୟରରେ ଅଟୋମୋବାଇଲ କମ୍ପାନୀ : ଅଗଷ୍ଟ ମାସରେ ୨୩.୫୫ପ୍ରତିଶତ ହ୍ରାସ ପାଇଛି ଯାନବାହାନ ବିକ୍ରି

ନୂଆଦିଲ୍ଲୀ : ଚଳିତ ଅଗଷ୍ଟ ମାସରେ ଯାନବହାନ ବିକ୍ରି ଅହେତୁକ ଭାବେ ହ୍ରାସ ପାଇଛି । କେବଳ କାର ନୁହେଁ, ଦୁଇଚକିଆ ବିକ୍ରି ମଧ୍ୟ ବହୁ ଭାବେ କମିଛି।  ଅଗଷ୍ଟ ମାସରେ ଲଗାତାର ବିକ୍ରି କମିବା ସହ ପ୍ରାୟ ୨୩.୫୫ପ୍ରତିଶତ ବିକ୍ରି କମ୍‌ ହୋଇଥିବା ନେଇ ସୂଚନା ମିଳିଛି । ତରଳ ପଦାର୍ଥର ଅଭାବ ଓ ଅଧିକ…
ଅଧିକ ଖବର ଦେଖନ୍ତୁ...

ଥକାପଣ ଏବଂ ଭଲ ନିଦ ହେବା ପାଇଁ ପିଅନ୍ତୁ ଗରମ କ୍ଷୀର, ଜାଣନ୍ତୁ ଏହାର ଅନେକ ଫାଇଦା

ପିଲା ହୁଅନ୍ତୁ କି ବୁଢ଼ା, ସମସ୍ତଙ୍କ ପାଇଁ କ୍ଷୀର ଲାଭଦାୟକ ହୋଇଥାଏ । ବିଶେଷ କରି ଶୀତଦିନେ ଲୋକମାନେ ଥଣ୍ଡା ଜ୍ୱରରୁ ବଞ୍ଚିବା ପାଇଁ ଗରମ କ୍ଷୀର ପିଇଥାନ୍ତି । ଏଥିରେ ଥିବା ପ୍ରୋଟିନ, କାର୍ବୋହାଇଡ଼୍ରେଟ୍‌,ଭିଟାମିନ୍‌ ଏବଂ ମିନେରାଲ୍‌ସ ଶରୀରକୁ ପୋଷଣ ଦେବା ସହ ସୁସ୍ଥ ରଖିଥାଏ । ଏବେ…
ଅଧିକ ଖବର ଦେଖନ୍ତୁ...

ସାଙ୍ଗକୁ ଚୁମ୍ବନ ଦେବାକୁ ମନା କରିବା ହେଲା କାଳ, ମୃତ୍ୟୁ ମୁଖରେ ପଡ଼ିଲେ ପୀଡ଼ିତା

ଜବାଲପୁର : ମଧ୍ୟପ୍ରଦେଶର ଜବାଲପୁର ଜିଲ୍ଲାରେ ଥିବା ବିଜାପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ନିଜର ବନ୍ଧୁଙ୍କୁ ଚୁମ୍ବନ ଦେବାକୁ ମନା କରିବାରୁ ପୀଡ଼ିତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ହତ୍ୟା ପରେ ପୀଡ଼ିତାଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଅଭିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ଏହି ନିର୍ଦ୍ଦେଶକଙ୍କ ପ୍ରେମରେ ହୁମା

ମୁମ୍ବାଇ : ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ହୁମା କୁରେଶୀଙ୍କ ପ୍ରେମ କାହାଣୀ । ପୂର୍ବରୁ ତାଙ୍କ ପ୍ରେମ ଜୀବନକୁ ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ ଏବେ ତାଙ୍କ ମନର ମଣିଷ କିଏ? ତାହା ଜଣା ପଡ଼ିଛି । ଫିଲ୍ମ ପତି ପତ୍ନୀ ଔର୍‌ ଓର ନିର୍ଦ୍ଦେଶକ ମୁଦ୍ଦସର୍‌ ଅଜିଜ୍‌ଙ୍କ ସହ ସେ ପ୍ରେମ…
ଅଧିକ ଖବର ଦେଖନ୍ତୁ...

୨୦୦ବର୍ଷ ପୁରୁଣା ମସ୍‌ଜିଦ୍‌ର ଦେଖାଶୁଣା କରୁଛନ୍ତି ବିହାରର ଏହି ଗାଁ ଲୋକେ

ପାଟ୍‌ନା : ଦେଶରେ ଧର୍ମ-ଧର୍ମ ମଧ୍ୟରେ ଲଢ଼େଇ କିଛି ନୂଆ ନୁହେଁ । ଅନେକ ବର୍ଷରୁ ନିଜ ଧର୍ମକୁ ସର୍ବୋଚ୍ଚ ପ୍ରମାଣ କରିବା ପାଇଁ ବିଭିନ୍ନ ଧର୍ମର ଲୋକ ନିଜ ନିଜ ମଧ୍ୟରେ ଯୁଦ୍ଧ କରି ଆସିଛନ୍ତି । କିନ୍ତୁ ଦେଶରେ ଏଭଳି ଅନେକ ସ୍ଥାନ ରହିଛି, ଯେଉଁଠି ଲୋକେ ପ୍ରତି ଧର୍ମକୁ ସମ୍ମାନ ଦେଉଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଜାହ୍ନବୀଙ୍କ ଖୁଲାସା : ପୁରୁଷମାନଙ୍କୁ ନେଇ ନିଜର ନିଷ୍ପତ୍ତିକୁ ଭରସା କରୁ ନ ଥିଲେ ଶ୍ରୀଦେବୀ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ନିଜ ଫିଲ୍ମକୁ ଛାଡ଼ିଦେଲେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ଜାହ୍ନବୀଙ୍କ ମା’ ତଥା ବଲିଉଡ୍‌ର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀ ଆଜି ଏ ଦୁନିଆରେ ନ ଥିଲେ ମଧ୍ୟ ନିଜ ପରିବାର ଲୋକଙ୍କ କଥାରେ ସେ ସବୁବେଳେ ରହିବେ…
ଅଧିକ ଖବର ଦେଖନ୍ତୁ...

ପରିବହନ ମନ୍ତ୍ରୀ ବି ଦେଇଥିଲେ ଜରିମାନା, ଗଡକରୀଙ୍କୁ ମଧ୍ୟ ଛାଡ଼ି ନ ଥିଲେ ପୁଲିସ ବାବୁ

ନୂଆଦିଲ୍ଲୀ : ଗତ ସେପ୍ଟେମ୍ବର ୧ରେ ଲାଗୁ ହୋଇଥିଲା ନୂଆ ମୋଟର ଯାନ ଆଇନ୍‌ । ଏହି ନୂଆ ନିୟମ ଲାଗୁ ହେବା ପରେ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଲାଗୁଥିବା ଜରିମାନାକୁ ବଢ଼ାଇ ଦିଆଯାଇଥିଲା । ତେବେ ଜରିମାନା ବଢ଼ିବା ପରେ ଅନେକ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କଠାରୁ ହଜାର ହଜାର ଟଙ୍କା ଜରିମାନା…
ଅଧିକ ଖବର ଦେଖନ୍ତୁ...

ପୁଣି ଥରେ ଚାଲାଣ କଟିବା ଡ଼ରରେ କାର୍‌ ଭିତରେ ହେଲ୍‌ମେଟ୍‌ ପିନ୍ଧୁଛନ୍ତି ଏହି ଯୁବକ !

ଅଲିଗଡ଼ : ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଲୋକମାନଙ୍କ ମଧ୍ୟରେ ଜରିମାନାକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି । ଚାଲାଣ କଟିବା ଡ଼ରରେ କିଛି ଲୋକ ଘରୁ ବିନା କାଗଜପତ୍ରରେ ବାହାରୁ ନଥିବା ବେଳେ କିଛି ଅଟୋ କିମ୍ବା ବସ୍‌ରେ ଯିବା ଆସିବା ଆରମ୍ଭ କଲେଣି । ନିୟମ କଡ଼ା କଡ଼ି ହେବା ପରେ ଲୋକେ କାର୍‌…
ଅଧିକ ଖବର ଦେଖନ୍ତୁ...

ସତର୍କ କରାଇଲା ଇସ୍ରୋ: ସୋସିଆଲ ମିଡିଆରେ ନାହାନ୍ତି କେ.ଶିବନ୍, ନକଲି ଆକାଉଣ୍ଟରେ ଜାରି କରାଯାଉଥିବା ତଥ୍ୟକୁ ଭରସା…

ନୂଆଦିଲ୍ଲୀ : ଗତ ଏକ ସପ୍ତାହ ମଧ୍ୟରେ ଚର୍ଚ୍ଚାର ଶୀର୍ଷରେ ରହିଛନ୍ତି ଭାରତୀୟ ଅନ୍ତରୀକ୍ଷ ଗବେଷଣା ପ୍ରତିଷ୍ଠାନର ମୁଖ୍ୟ କେ.ଶିବନ । ଚନ୍ଦ୍ରଯାନ-୨କୁ ନେଇ ସେ ଅଧିକ ଲୋକପ୍ରିୟ ହୋଇଥିବା ବେଳେ ଏବେ ତାଙ୍କ ନାଁକୁ ନେଇ ସୋସିଆଲ ମିଡିଆରେ ଏକାଧିକ ନକଲି ଆକାଉଣ୍ଟ ତିଆରି ହୋଇଥିବା ଜଣାପଡ଼ିଛି,…
ଅଧିକ ଖବର ଦେଖନ୍ତୁ...

ଅନେକ ଅପଚର୍ଚ୍ଚା ପରେ ରାନୁ ମଣ୍ଡଳଙ୍କ ସହ ଗୀତ ଗାଇଲେ ଝିଅ ଏଲିଜାବେଥ୍, ଭାଇରାଲ ହେଲା ଭିଡିଓ

ମୁମ୍ବାଇ : ରାତାରାତି ଲୋକପ୍ରିୟ ବନିଥିବା ରାନୁ ମଣ୍ଡଳ ଏବେ ଜଣେ ସେଲିବ୍ରିଟି । ରାଣାଘାଟ ରେଳ ଷ୍ଟେସନରୁ ବଲିଉଡ୍‌ରେ ପହଞ୍ଚିବାର ତାଙ୍କର ଯେଉଁ ଯାତ୍ରା ଥିଲା, ତାହାର ସମସ୍ତ ଶ୍ରେୟ ସୋସିଆଲ ମିଡିଆକୁ ଯାଉଛି । ବିଭିନ୍ନ ବାର୍‌ ଏବଂ ଷ୍ଟେଜ୍‌ ସୋ’ କରିବା ପରେ ଏବେ ତାଙ୍କୁ ତାଙ୍କର ଅସଲ…
ଅଧିକ ଖବର ଦେଖନ୍ତୁ...