Daily Archives

September 10, 2019

ଇଂଲଣ୍ଡର ୨ କ୍ରିକେଟରଙ୍କୁ ‘ନାଇଟ୍‌ହୁଡ’ ଉପାଧୀ

ଲଣ୍ଡନ: ଇଂଲଣ୍ଡର ବରିଷ୍ଠ କ୍ରିକେଟର ଜ୍ୟୋଫ୍ରି ବଏକଟ୍‌ ଏବଂ ଆଣ୍ଡ୍ର୍ୟୁ ଷ୍ଟ୍ରାସ୍‌ଙ୍କୁ ଇଂଲଣ୍ଡର ସବୁଠାରୁ ବଡ଼ ନାଗରିକ ସମ୍ମାନ ‘ନାଇଟ୍‌ହୁଡ’ ଉପାଧୀ ମିଳିଛି। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଥେରେସା ମେ’ ଇସ୍ତଫା ଦେବା ସହ ନିଜର ସମ୍ମାନ ତାଲିକାରେ ନାଇଟ୍‌ହୁଡ ପାଇଁ ଏହି ଦୁଇ ଖେଳାଳିଙ୍କୁ…
ଅଧିକ ଖବର ଦେଖନ୍ତୁ...

ରେଡିଓ୍‌ ଚକ୍ଲେଟ୍‌ ୧୦୪ ଏଫ୍‌ ଏମ୍‌ ଧୁମ୍‌ ମିଠା ଆୟୋଜନ କରୁଛି ‘ଚକ୍ଲେଟ୍‌ ଅଲରାଉଣ୍ଡର’

ଭୁବନେଶ୍ୱର: ମହାବିଦ୍ୟାଳୟ ସ୍ତରରେ ଛାତ୍ର ଛାତ୍ରୀମାନଙ୍କର ଗୀତ, ନୃତ୍ୟ, ଅଭିନୟ, ଆଙ୍କରିଙ୍ଗ ଇତ୍ୟାଦିରେ ଥିବା ପ୍ରତିଭାର ଚିହ୍ନଟ ଏବଂ ବିକାଶ ପାଇଁ ଓଡିଶାର ସବୁଠାରୁ ଅଧିକ ଲୋକପ୍ରିୟ ରେଡିଓ୍‌ ଚକ୍ଲେଟ୍‌ ୧୦୪ ଏଫ୍‌ ଏମ୍‌ ଧୁମ୍‌ ମିଠା ଆୟୋଜନ କରୁଛି ‘ଚକ୍ଲେଟ୍‌ ଅଲରାଉଣ୍ଡର’। ଏହି…
ଅଧିକ ଖବର ଦେଖନ୍ତୁ...

ଗଣ୍ଠି ଦରଜ ପାଇଁ ରାମବାଣ ସାଜିପାରେ ଲେମ୍ବୁ

ବର୍ତ୍ତମାନ ସମୟରେ ଗଣ୍ଠି ଦରଜ ଏକ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି। ଯଦି ଆପଣଙ୍କ ଘରେ କୌଣସି ବରିଷ୍ଠ ସଦସ୍ୟଙ୍କ ଗଣ୍ଠି ଦରଜ ସମସ୍ୟା ରହିଛି ତେବେ ଲେମ୍ବୁ ସେମାନଙ୍କ ପାଇଁ ଉପକାର ସାବ୍ୟସ୍ତ ହୋଇପାରେ। ବିଶେଷଜ୍ଞଙ୍କ କହିବାନୁସାରେ ଲେମ୍ବୁ ବ୍ୟବହାର କରି ଗଣ୍ଠି ଦରଜକୁ ଉପଶମ କରାଯାଇପାରିବ।…
ଅଧିକ ଖବର ଦେଖନ୍ତୁ...

ଦର୍ଶକଙ୍କୁ ପସନ୍ଦ ଆସୁଛି ଫିଲ୍ମ ‘ଛିଛୋରେ’

ମୁମ୍ବାଇ: ଦର୍ଶକଙ୍କ ଭଲପାଇବା ସାଉଁଟିବାରେ ଲାଗିଛି ଫିଲ୍ମ ଛିଛୋରେ | ଗତ ଶୁକ୍ରବାର ଏହି ଫିଲ୍ମ ରିଲିଜ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଫିଲ୍ମଟି ୪୪ କୋଟି ଟଙ୍କା ଇନକମ କରିସାରିଲାଣି | କମେଡି-ଇମୋସନାଲ କାହାଣୀ ଥିବା ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ କେଦାରନାଥ ଫେମ ସୁଶାନ୍ତ ସିଂ…
ଅଧିକ ଖବର ଦେଖନ୍ତୁ...

ନୋଟିଫିକେସନ ଚିନ୍ତାରେ ପକାଉଛି କି ? ଏମିତି କରନ୍ତୁ

ଦିନକୁ ଦିନ ବଦଳୁଛି ଜୀବନ, ଏହାରି ସହ ବଦଳୁଛି ଯୁବପିଢ଼ିଙ୍କର ନିତିଦିନିଆ ଜୀବନ | ବର୍ତ୍ତମାନ ଯୁବପିଢ଼ି ସ୍ମାର୍ଟଫୋନ୍‌ ପ୍ରେମରେ ପାଗଳ ହୋଇଥିବା ବେଳେ ସକାଳୁ ଉଠିବାଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ପ୍ରତ୍ୟେକ ସମୟରେ ମୋବାଇଲ ହିଁ ବ୍ୟବହାର କରୁଛନ୍ତି । ସାରାଦିନ ଇ-ମେଲ, ଚାଟ୍‌, ସୋସିଆଲ…
ଅଧିକ ଖବର ଦେଖନ୍ତୁ...

ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ଗବେଷଣା ନିମନ୍ତେ ୫ ଜଣଙ୍କୁ ଆର୍ଥିକ ସହାୟତା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ଉଚ୍ଚତର ଗବେଷଣା ପାଇଁ ୫ ଜଣ ଗବେଷକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ବିଭାଗ ପକ୍ଷରୁ ପ୍ରଦତ୍ତ ପ୍ରସ୍ତାବକୁ ବିଜ୍ଞାନ କାରିଗରୀ, ସାଧାରଣ ଉଦ୍ଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ…
ଅଧିକ ଖବର ଦେଖନ୍ତୁ...

ପୂର୍ବ ଶତ୍ରୁତାରୁ ରାଜଧାନୀରେ ଯୁବକଙ୍କୁ ନିର୍ମମ ହତ୍ୟା 

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ରଙ୍ଗମାଟିଆରେ ମଙ୍ଗଳବାର ସନ୍ଧ୍ୟାରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଥିବା ସୂଚନା ମିଳିଛି। ରଙ୍ଗମାଟିଆର ତଳସାହିରେ ଥିବା ଏକ ସ୍କୁଲ ପରିସରରେ ସ୍ଥାନୀୟ ଯୁବକ ଦିପକ ବେହେରା ଓରଫ ଲଣ୍ଡାକୁ ହତ୍ୟା କାରଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କର…
ଅଧିକ ଖବର ଦେଖନ୍ତୁ...

ରିଲିଜ ହେଲା ଦି ସ୍କାଇ ଇଜ ପିଙ୍କର ଟ୍ରେଲର, ମୁଖ୍ୟ ଭୂମିକାରେ ପ୍ରିୟଙ୍କା ଓ ଫରହାନ

ନୂଆଦିଲ୍ଲୀ: ଫିଲ୍ମ ଦି ସ୍କାଇ ଇଜ ପିଙ୍କର ଟ୍ରେଲର ରିଲିଜ ହୋଇଯାଇଛି | ଏହି ଫିଲ୍ମର ନିର୍ଦ୍ଦେଶନା ସୋନାଲି ବୋଷ ଦେଇଥିବାବେଳେ ମୁଖ୍ୟ ଭୂମିକାରେ ପ୍ରିୟଙ୍କା ଚୋପ୍ରା ଓ ଫରହାନ ଅଖତାରଙ୍କୁ ଦେଖିବାକୁ ମିଳିବ | ଏହି ଫିଲ୍ମରେ ପ୍ରିୟଙ୍କା ଚୋପ୍ରା ୩ ବର୍ଷ ପରେ ବଲିଉଡକୁ ଫେରୁଛନ୍ତି |…
ଅଧିକ ଖବର ଦେଖନ୍ତୁ...

୧୮ ଦିନ କାରଖାନା ବନ୍ଦ ରଖିବ ଅଶୋକ ଲେଲ୍ୟାଣ୍ଡ

ନୂଆଦିଲ୍ଲୀ: ଦେଶର ଜଣାଶୁଣା ଓଜନିଆ ଗାଡି ଉତ୍ପାଦନ କରୁଥିବା କମ୍ପାନୀ ଅଶୋକ ଲେଲ୍ୟାଣ୍ଡ ଏହାର ୫ଟି କାରଖାନାକୁ ସାମୟିକ ସମୟ ପାଇଁ ବନ୍ଦ ଘୋଷଣା କରିଛି | ଅଗଷ୍ଟ ମାସରେ କମ୍ପାନୀର ୪୭ ପ୍ରତିଶତ ବିକ୍ରି କମିଯାଇଛି | ଯାହାକୁ ନେଇ କମ୍ପାନୀ ଏହାର କାରଖାନା ବନ୍ଦ କରିବାକୁ ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ତସିଫ, ସୋଆଇବ ଓ ଆବୁଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୩ ସାହସୀ ବାଳକ-ତସଫ, ସୋଆଇବ ଓ ଆବୁଲଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ତସିଫ ଓ ସୋଆଇବଙ୍କ ସାହସିକତାର ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିଧାନ, ବ୍ୟାକରଣ ପୁସ୍ତକ ଓ ଅନ୍ୟାନ୍ୟ ପାଠ୍ୟଉପକରଣ ଓ ଚକଲେଟ ଉପହାର…
ଅଧିକ ଖବର ଦେଖନ୍ତୁ...