Daily Archives

September 10, 2019

ଫେସବୁକ ଜାଣୁଛି ଆପଣ କେବେ ରଖୁଛନ୍ତି ଶାରୀରିକ ସମ୍ପର୍କ

ଆପଣ କେବେ ରଖୁଛନ୍ତି ଶାରୀରିକ ସମ୍ପର୍କ ଏ ବାବଦରେ ଆପଣଙ୍କ ନିକଟତର ବନ୍ଧୁ ନ ଜାଣିଲେ ବି ଫେସବୁକ ସବୁ ଜାଣୁଛି | କିଛି ଏଭଳି ସାଙ୍ଘାତିକ ତଥ୍ୟ ଏବେ ସାମ୍ନାକୁ ଆସିଛି | ବ୍ରିଟେନ ସ୍ଥିତ ପ୍ରାଇଭେସି ଇଣ୍ଟରନ୍ୟାଶନାଲ ପକ୍ଷରୁ କୁହାଯାଇଛି ଯେ ମହିଳାଙ୍କ ଗର୍ଭାବସ୍ଥା ଓ ଋତୁସ୍ରାବ ଟ୍ରାକ…
ଅଧିକ ଖବର ଦେଖନ୍ତୁ...

ଇଣ୍ଟରଭିୟୁ ପାଇଁ ଚପଲ ଘୋରି ହୋଇଯାଇଥିଲା, ଏବେ ୩ ଲକ୍ଷ କୋଟି ଟଙ୍କାର ମାଲିକ 

ଜ୍ୟାକ ମା, ବିଶ୍ୱର ଜଣେ ସଫଳ ଉଦ୍ୟୋଗପତିଙ୍କ ତାଲିକାରେ ଏକ ଚର୍ଚ୍ଚିତ ନାମ | କଠିନ ପରିଶ୍ରମ କରି ଜଣେ ଗରିବ ଶିକ୍ଷକରୁ ବିଶାଳ ସାମ୍ରାଜ୍ୟ ଛିଡ଼ା କରିପାରିଥିଲେ । ଚୀନର ସବୁଠାରୁ ବଡ଼ ଇ-କମର୍ସ କମ୍ପାନୀ ଅଲିବାବାରୁ ଅବସର ନେଇଛନ୍ତି ଜ୍ୟାକ। ସେ ଗତବର୍ଷ ଜନ୍ମଦିନରେ ନିଜ ପଦରୁ ଇସ୍ତଫା ଦେବେ…
ଅଧିକ ଖବର ଦେଖନ୍ତୁ...

ବିପ୍ଳବୀ ବୀର ବାଘାଯତୀନଙ୍କ ବଳିଦାନ ଦିବସରେ ରକ୍ତଦାନ ଶିବିର, ୬୫ ୟୁନିଟ୍‌ ରକ୍ତ ସଂଗୃହୀତ

ବାଲେଶ୍ୱର: ବିପ୍ଳବୀ ବୀର ସହୀଦ ବାଘାଯତୀନଙ୍କର ମଙ୍ଗଳବାର ୧୦୪ ତମ ପବିତ୍ର ବଳିଦାନ ଦିବସରେ ବାଲେଶ୍ୱର ସହର ବାରବାଟୀ ସ୍ଥିତ ବାଘାଯତୀନ କ୍ଲବ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଉତ୍ତମ ଶିକ୍ଷକ ଖୋଜିବାକୁ ୪.୫ କୋଟି ଡଲାର ଦାନ କଲେ ଜ୍ୟାକ ମା

ନୂଆଦିଲ୍ଲୀ: ଆଲିବାବା ଗ୍ରୁପର ମୁଖ୍ୟ ଜ୍ୟାକ ମା ଅବସର ନେଇଛନ୍ତି । ନିଜ ୫୫ତମ ଜନ୍ମଦିନରେ ଆଲିବାବା ଗ୍ରୁପର ଅଧ୍ୟକ୍ଷ ପଦରୁ ଅବସର ଗ୍ରହଣ କରିଛନ୍ତି ଚୀନର ବିଶିଷ୍ଟ ପୁଞ୍ଜିପତି । ତାଙ୍କ ଉଦ୍ୟମରେ ଆଲିବାବା ଚୀନ ବଜାରର ସବୁଠାରୁ ସଫଳ ଅନଲାଇନ ରିଟେଲ ମାର୍କେଟ ହୋଇପାରିଛି ତେବେ ଅବସର ପରେ ସେ…
ଅଧିକ ଖବର ଦେଖନ୍ତୁ...

କାରର ପଛ ସିଟରେ ବସିଲେ ବି ବାନ୍ଧନ୍ତୁ ସିଟବେଲ୍ଟ, ନଚେତ ଦେବାକୁ ପଡିବ ଫାଇନ

ନୂଆଦିଲ୍ଲୀ: କାରର ପଛସିଟରେ ବସୁଥିଲେ ସିଟ ବେଲ୍ଟ ବାନ୍ଧିବା ଆବଶ୍ୟକ ନାହିଁ ବୋଲି ଆପଣ ଭାବୁଛନ୍ତି କି ? ଯଦି ଏପରି କିଛି ଭାବୁଛନ୍ତି ଓ ବିନା ସିଟ ବେଲ୍ଟରେ ବସୁଛନ୍ତି ତେବେ ଆପଣ ବି ଦେଇପାରନ୍ତି ଫାଇନ | ଏଠାରେ ସୂଚନା ଥାଉ କି ମୋଟର ଯାନ ଆଇନରେ ପଛରେ ବସିଲେ ବି ସିଟ ବେଲ୍ଟ ବାନ୍ଧିବା ନେଇ…
ଅଧିକ ଖବର ଦେଖନ୍ତୁ...

ଟ୍ରାଫିକ୍‌ ପୁଲିସର ଜରିମାନା ଭୟରେ ଅଦ୍ଭୁତ ଉପାୟ ଆପଣାଇଲେ ଇନସ୍ୟୁରାନ୍‌ସ ଏଜେଣ୍ଟ, ହେଲମେଟରେ ଗାଡ଼ିର କାଗଜପତ୍ରକୁ ଅଠା…

ନୂଆଦିଲ୍ଲୀ: ନୂଆ ମୋଟରଯାନ ନିୟମ ପରେ ପୁଲିସ- ପବ୍ଲିକ ମଧ୍ୟରେ ଛକାପଞ୍ଝା ଚାଲିଛି । ନିୟମରେ ଟିକେ ଭୁଲ ହେଲେ ସମସ୍ତଙ୍କୁ ଜରିମାନା ଦେବାର ଭୟ ଘାରିଛି । ତେଣୁ ଫାଇନ ଡରରେ ରାସ୍ତା ଉପରକୁ ଗାଡି କାଢିବାକୁ କେହି ଚାହୁଁନାହାନ୍ତି । Gujarat: R Shah, a resident of Vadodara…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କର କାମ ବଡ଼ ଆରାମରେ ପୂରା ହେବ। ରାଜନୀତିରେ ସାକ୍ଷାତ୍‌ ଆଲୋଚନା ଭଲ ରହିବ। ସନ୍ତାନଙ୍କ ପକ୍ଷରୁ ଶୁଭ ସମାଚାର ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ। ବୃଷ: ଆପଣଙ୍କର ମନ ପୂଜାପାଠରେ…
ଅଧିକ ଖବର ଦେଖନ୍ତୁ...

ଆସୁଛି ମୋଦୀଙ୍କ ମିସନ୍‌ ‘ସେଓ’, ସରକାର ଖର୍ଚ୍ଚ କରିବେ ୮ହଜାର କୋଟି

ଜମ୍ମୁ-କାଶ୍ମୀର: ଧାରା ୩୭୦ ଉଚ୍ଛେଦ ପରେ ମୋଦୀ ସରକାର କାଶ୍ମୀରର ବିକାଶ ପାଇଁ ଯୋଜନା କରୁଛନ୍ତି । କାଶ୍ମୀରରେ ସେଓ ଚାଷକୁ ବଢାଇବା ପାଇଁ କେନ୍ଦ୍ରସରକାରଙ୍କ ପକ୍ଷରୁ ଯୋଜନା କରାଯାଉଛି । ଯାହା ଦ୍ୱାରା କାଶ୍ମୀରର ବିକାଶ ହେବା ସହ ସେଠାରେ ସେଓ ଚାଷ କରି ନିଜର ଗୁଜୁରାଣ ମେଣ୍ଟାଉଥିବା ଚାଷୀ…
ଅଧିକ ଖବର ଦେଖନ୍ତୁ...

ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଅଭିଯୋଗ

ନବରଙ୍ଗପୁର: ପାପଡ଼ାହାଣ୍ଡି ଥାନା ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ ଆସିଛି। ବିବାହର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ୧୨ ବର୍ଷୀୟ ନାବାଳିକାକୁ ବିଭିନ୍ନ ସମୟରେ ଦୁଷ୍କର୍ମ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ସପ୍ତମ ଶ୍ରେଣୀର ଛାତ୍ରୀ ପାଠ ପଢିବା ପାଇଁ…
ଅଧିକ ଖବର ଦେଖନ୍ତୁ...

କାଶ୍ମୀର ଆମର ଆଭ୍ୟନ୍ତରୀଣ ମାମଲା, ଅନ୍ୟ କାହାର ହସ୍ତକ୍ଷେପ ଗ୍ରହଣ କରିବୁନାହିଁ : ଭାରତ

ଜେନିଭା : ଜେନିଭାଠାରେ ଅନୁଷ୍ଠିତ ଜାତିସଂଘ ମାନବ ଅଧିକାର ଆୟୋଗ(ୟୁଏନଏଚଆରସି)ର ବୈଠକରେ ପାକିସ୍ତାନୀ ମିଛର ପର୍ଦ୍ଦାଫାସ କରିଛି ଭାରତ । ଭାରତ ପକ୍ଷରୁ କୁହାଯାଇଛି ଯେ ବିଶ୍ୱ ଆତଙ୍କବାଦର କେନ୍ଦ୍ରସ୍ଥଳୀ ପାକିସ୍ତାନ କଶ୍ମୀର ବିଷୟରେ ମିଥ୍ୟା ପ୍ରଚାର ଚଳାଇଛି । ଭାରତୀୟ ସମ୍ବିଧାନ ପ୍ରଦତ୍ତ…
ଅଧିକ ଖବର ଦେଖନ୍ତୁ...