Daily Archives

September 11, 2019

ଭଦ୍ରକ ଜିଲ୍ଲାରୁ ହସ୍ତଶିଳ୍ପ କାରିଗରମାନଙ୍କର ଗଣନା ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ତରଫରୁ ରାଜ୍ୟର କାର୍ଯ୍ୟରତ ସମସ୍ତ ହସ୍ତଶିଳ୍ପ କାରିଗରମାନଙ୍କର ଗଣନା କାର୍ଯ୍ୟ ବୁଧବାର ଠାରୁ ଭଦ୍ରକ ଜିଲ୍ଲାରେ ଆରମ୍ଭ ହୋଇଅଛିା ଭଦ୍ରକ ସଦର ବ୍ଲକର ଉଗାଲପୁରଠାରେ କାର୍ଯ୍ୟରତ ଟେରାକୋଟା ଶିଳ୍ପୀମାନଙ୍କର ଗଣନା କାର୍ଯ୍ୟର…
ଅଧିକ ଖବର ଦେଖନ୍ତୁ...

ନୂଆ ନିୟମ ଲାଗୁ ହେବା ପରେ ପ୍ରଥମ : ରାଜସ୍ଥାନ ଟ୍ରକ୍‌ ଚାଳକଙ୍କ କଟିଲା ସର୍ବାଧିକ ଚାଲାଣ, ଟ୍ରକ୍‌ରେ ନେଉଥିଲେ…

ନୂଆଦିଲ୍ଲୀ : ସେପ୍ଟେମ୍ବର ୧ରେ ଲାଗୁ ହୋଇଥିଲା ନୂଆ ମୋଟରଯାନ ଆଇନ । ଏହି ଆଇନ ଲାଗୁ ହେବା ପରେ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଲାଗୁଥିବା ଜରିମାନାକୁ ବଢ଼ାଇ ଦିଆଯାଇଥିଲା । ଯାହା ପରେ ଦେଶର ବିଭିନ୍ନ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଟ୍ରାଫିକ ପୁଲିସ ଲକ୍ଷ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଥିଲା ।…
ଅଧିକ ଖବର ଦେଖନ୍ତୁ...

ଓଜନ କମ କରିବା ସହ ହୃଦୟକୁ ସୁସ୍ଥ ରଖିଥାଏ ଲେମ୍ବୁ, ଜାଣନ୍ତୁ ଏହାର ଅନେକ ବିଶେଷତ୍ୱ

ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣରେ ଭରପୂର ଥିବା ଲେମ୍ବୁ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଏଥିରେ ଥିବା ପୋଷକ ତତ୍ତ୍ୱ କୋଷ୍ଠକାଠିନ୍ୟ, କିଡ୍‍ନି ସମସ୍ୟା ଏବଂ ଗଳା ଖରାପ ହେବା ସମସ୍ୟାଠାରୁ ଆରମ୍ଭ କରି ଆହୁରି ଅନେକ ସମସ୍ୟା ଦୂର କରିଥାଏ । ଏହା ଛଡ଼ା ଲେମ୍ବୁ ରକ୍ତଚାପ ଏବଂ ଅବସାଦ ମଧ୍ୟ ଦୂର କରିଥାଏ ।…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ଫୋନ କଲ ବଦଳାଇଲା ଜୀବନ, ଚାହୁଁ ଚାହୁଁ ବନିଗଲେ କୋଟିପତି

ନୂଆଦିଲ୍ଲୀ : କଥାରେ ଅଛି- ଭାଗ୍ୟ ବଦଳିବାରେ ସମୟ ଲାଗେ ନାହିଁ । ଜଣଙ୍କ ଭାଗ୍ୟ କାହାକୁ ନେଇ କେଉଁଠି ପହଞ୍ଚାଇବ, ତାହା କେହି କହି ପାରିବେ ନାହିଁ । ଏବେ ସେଭଳି କିଛି ଘଟିଛି ପଞ୍ଜାବର ଅବତାର୍‌ ସିଂହଙ୍କ ସହ । ତାଙ୍କ ପାଖକୁ ଆସିଥିବା ଏକ ଫୋନ କଲ୍‌ ତାଙ୍କର ଭାଗ୍ୟ ବଦଳାଇ ଦେଇଛି । ଚାହୁଁ…
ଅଧିକ ଖବର ଦେଖନ୍ତୁ...

ଠାକୁର ଦର୍ଶନ ବେଳେ ଚୋରି ହୋଇଗଲା ସ୍ୱରାଙ୍କ ଚପଲ, ଭିଡିଓରେ ଦେଖନ୍ତୁ ତା’ପରର ଦୃଶ୍ୟ

ମୁମ୍ବାଇ : ଚର୍ଚ୍ଚାରେ ସ୍ୱରାଙ୍କ ଚପଲ ଚୋରି ହେବା ଖବର । ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବା ବେଳେ ତାଙ୍କ ସହ ଏଭଳି ଘଟଣା ଘଟିଥିଲା । ଦର୍ଶନ ପାଇଁ ଭିତରକୁ ଯାଇଥିବା ବେଳେ ବାହାରୁ ତାଙ୍କର କୋହ୍ଲାପୁରୀ ଚପଲ ଚୋରି ହୋଇ ଯାଇଥିଲା । ଯାହା ପାଇଁ ତାଙ୍କୁ ଖାଲି ପାଦରେ ରାସ୍ତାରେ ଚାଲିବାକୁ…
ଅଧିକ ଖବର ଦେଖନ୍ତୁ...

ବକେୟା ଟଙ୍କା ନେବାକୁ ଆସିବା ମହଙ୍ଗା ପଡ଼ିଲା, ଦୁଷ୍କର୍ମ କରି ଦେହଜୀବୀଙ୍କ ମେଳରେ ଛାଡ଼ି ଦେଲେ ବ୍ୟବସାୟୀ

ମୁମ୍ବାଇ : ମୁମ୍ବାଇର ନାଗପାଡ଼ାରେ ପୁଲିସ ଜଣେ ୨୭ବର୍ଷୀୟ ବ୍ୟବସାୟୀଙ୍କୁ ଗିରଫ କରିଛି । ନିଜର ଜଣେ ପୂର୍ବ କର୍ମଚାରୀଙ୍କ ସହ ଦୁଷ୍କର୍ମ କରି ପରେ ତାଙ୍କୁ ଦେହ ବ୍ୟବସାୟୀଙ୍କ ପାଖରେ ଛାଡ଼ିଥିଲେ ଅଭିଯୁକ୍ତ । ଅଭିଯୁକ୍ତଜଣଙ୍କ ପୀଡ଼ିତାଙ୍କୁ ନିଶା ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ ଏବଂ ପରେ…
ଅଧିକ ଖବର ଦେଖନ୍ତୁ...

ଜିଓକୁ ଟକ୍କର ଦେବାକୁ ଏୟାରଟେଲ ଆଣିଲା ଏକ୍ସଟ୍ରିମ୍

ମୁମ୍ବାଇ:ଜିଓର ଜିଓଫାଇବରକୁ ଟକ୍କର ଦେବାକୁ ଏୟାରଟେଲ୍ ପକ୍ଷରୁ ଏକ୍ସଟ୍ରିମ୍ ସେବାର ଶୁଭାରମ୍ଭ କରାଯାଇଛି। କଂପାନି ଏକ୍ସଟ୍ରିମ୍ ଷ୍ଟିକ୍ ଓ ଏକ୍ସଟ୍ରିମ୍ ସେଟ୍‌-ଟପ୍ ବକ୍ସ ଆଣିଛି। ଏୟାରଟେଲ୍‌ ଏକ୍ସଟ୍ରିମ୍‌ରେ ଉପଭୋକ୍ତା ୧ ଜିବିପିଏସର ଇଣ୍ଟରନେଟ ପାଇପାରିବେ | ଏୟାରଟେଲ୍‌ର ଉଭୟ ଷ୍ଟିକ୍ ଓ…
ଅଧିକ ଖବର ଦେଖନ୍ତୁ...

ଚାଲାଣ କଟିବାରୁ ବିଚ୍‌ ରାସ୍ତାରେ ଉତ୍ପାତ କଲେ କନେଷ୍ଟବଳ, ହତ୍ୟା ଧମକ ଦେଲେ

ନୂଆଦିଲ୍ଲୀ : ନୂଆ ମୋଟରଯାନ ଆଇନ୍‌ ପରେ ଏବେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପୁଲିସକର୍ମୀମାନଙ୍କ ଉପରେ ମଧ୍ୟ ଭାରି ଜରିମାନା ଲାଗୁଥିବା ଦେଖାଯାଇଛି । ନିୟମ ସମସ୍ତଙ୍କ ପାଇଁ ସମାନ ଓ ଜଣେ ପୁଲିସକର୍ମୀ ମଧ୍ୟ ନିୟମ ଭାଙ୍ଗିଲେ ତାଙ୍କୁ ଜରିମାନା ଦେବାକୁ ହେବ ବୋଲି କହିଛନ୍ତି ସରକାର ।…
ଅଧିକ ଖବର ଦେଖନ୍ତୁ...

ମୋ ମନର ମଣିଷକୁ ଭେଟିବା ପୂର୍ବରୁ ମୁଁ ଅନେକ ବେଙ୍ଗକୁ ଚୁମ୍ବନ ଦେଇଛି : ତାପ୍‌ସୀ ପନ୍ନୁ

ମୁମ୍ବାଇ : ନିଜର ଭିନ୍ନ ଅଭିନୟର ଦକ୍ଷତା ପାଇଁ ଆଜି ବଲିଉଡ୍‌ରେ ରାଜ୍‌ କରିବା ଆରମ୍ଭ କରିଛନ୍ତି ଅଭିନେତ୍ରୀ ତାପ୍‌ସୀ ପନ୍ନୁ । ସାଉଥ୍‌ ଇଣ୍ଡଷ୍ଟ୍ରୀରୁ ଆସି ବଲିଉଡ୍‌ରେ ନାଁ କରିବାର ଯାତ୍ରା ସହଜ ନଥିଲେ ମଧ୍ୟ ତାପ୍‌ସୀ ସମୟ ସହ ନିଜକୁ ପ୍ରମାଣ କରିବାରେ ସଫଳ ହୋଇଛନ୍ତି । ଏବେ ବଲିଉଡ୍‌ରେ…
ଅଧିକ ଖବର ଦେଖନ୍ତୁ...

୩୫୬ ବର୍ଷରେ ସମ୍ବଲପୁର ପଢ଼ିଆରୀ ଘର ତାଜିଆ ହିନ୍ଦୁ ପରିବାରର ନିଆରା ସଂସ୍କୃତି

ସମ୍ବଲପୁର: ବିଶ୍ୱର ଏକମାତ୍ର ସହରଭାବେ ସମ୍ବଲପୁରରେ ସର୍ବପ୍ରଥମେ ହିନ୍ଦୁ ମାନଙ୍କ ପକ୍ଷରୁ ତାଜିଆ ଶୋଭାଯାତ୍ରାର ପରଂପରା ଆରମ୍ଭ ହୋଇଥିଲା। ଏହି ଅନନ୍ୟ ପରଂପରା ଏଥର ୩୫୬ ବର୍ଷରେ ପହଞ୍ଚିଛି। ସବୁ ଝଡ଼ଝଞ୍ଜା ଓ ପାରିବାରିକ ସମସ୍ୟା ସତ୍ତ୍ୱେ ବି ଏହାକୁ ଅକ୍ଷୁଣ୍ଣ ରଖିଛନ୍ତି ମୁଦିପଡ଼ାର ପଢ଼ିଆରୀ…
ଅଧିକ ଖବର ଦେଖନ୍ତୁ...