Daily Archives

September 11, 2019

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ଚିନ୍ତା, ଚିଠି ଲେଖି ଜରିମାନା କମାଇବାକୁ ଦାବି

ମୁମ୍ବାଇ: ଜରିମାନା କମାଅ, ନଚେତ ଆମେ ରାଜ୍ୟରେ ବର୍ଦ୍ଧିତ ଜରିମାନାକୁ ଲାଗୁ କରିବୁ ନାହିଁ | କିଛି ଏଭଳି ଢଙ୍ଗରେ ମହାରାଷ୍ଟ୍ର ସରକାର କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି | କୁହାଯାଉଛି ଆଗାମୀ ବର୍ଷ ଶେଷ ବେଳକୁ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ…
ଅଧିକ ଖବର ଦେଖନ୍ତୁ...

‘ଦ ସ୍କାଏ ଇଜ୍‌ ପିଙ୍କ୍‌’ର ଟ୍ରେଲର ଦେଖି ପ୍ରିୟଙ୍କା-ଫର୍‌ହାନଙ୍କୁ ଚେତାବନୀ ଦେଲା ମହାରାଷ୍ଟ୍ର ପୁଲିସ

ମୁମ୍ବାଇ : ସୋନାଲୀ ବୋଷଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ର ଟ୍ରେଲର ଗତକାଲି ରିଲିଜ୍‌ ହୋଇ ସାରିଛି । ଟ୍ରେଲର ରିଲିଜ୍‌ ପରେ ଏହା ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସୁଥିବା ଦେଖାଯାଇଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି, ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ଜାଇରା…
ଅଧିକ ଖବର ଦେଖନ୍ତୁ...

୧ ଟଙ୍କାରେ ଇଡ୍‌ଲି-ସମ୍ବର ବିକୁଥିବା ଦାଦୀଙ୍କୁ ଖୋଜୁଛନ୍ତି ଆନନ୍ଦ ମହିନ୍ଦ୍ରା, ଜାଣନ୍ତୁ କାରଣ

କୋଏମ୍ବାଟୁର : ନିଜର ଟୁଇଟ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା । ଜଣେ ସଫଳ ଶିଳ୍ପପତି ହେବା ସହ ସେ ସବୁ ବେଳେ ଲୋକଙ୍କ ଭିନ୍ନ ଭିନ୍ନ ଜ୍ଞାନକୌଶଳକୁ ସାମ୍ନାକୁ ଆଣିଥାନ୍ତି । ପୂର୍ବରୁ ତାଙ୍କର ଅନେକ ଟୁଇଟ୍‌ ଚର୍ଚ୍ଚାର…
ଅଧିକ ଖବର ଦେଖନ୍ତୁ...

ଏମଡିଏଚ ସମ୍ବର ମସଲାରେ ବ୍ୟାକ୍ଟେରିଆ ଚିହ୍ନଟ କଲା ଆମେରିକା, ବିକ୍ରି ବନ୍ଦ ନିର୍ଦ୍ଦେଶ

ନ୍ୟୁୟର୍କ : ଭାରତର ଲୋକପ୍ରିୟ ମସଲା ବ୍ରାଣ୍ଡ ଏମଡିଏଚକୁ ଆମେରିକାରେ ଏକ ବଡ଼ ଧକ୍କା ଲାଗିଛି । ଏହାର ମସଲାରେ ବ୍ୟାକ୍ଟେରୀଆ ଥିବା ଆମେରିକାର ଖାଦ୍ୟ ଓ ଔଷଧ ନିୟନ୍ତ୍ରକ ସଂସ୍ଥା ୟୁଏସଏଫଡିଏ ରିପୋର୍ଟ ଦେଇଛି । ଏମଡିଏଚର ଗତ ୩ଟି ବ୍ୟାଚ୍‌ ସମ୍ବର ମସାଲାରେ ସାଲମନେଲା ବ୍ୟାକ୍ଟେରିଆ ଥିବା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନିତି ଦିନିଆ ଅଶାନ୍ତିର ନିବାରଣ ହେବ। କଳା ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଚାକିରି ମିଳିପାରେ। ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ପ୍ରେମ ସମ୍ବନ୍ଧରେ ମଜଭୁତ ଆସିବ। ଛାତ୍ରମାନେ ପଢ଼ିବା ସହିତ ଖେଳକୁଦରେ ଭାଗ ନେବେ। ଶୁଭରଙ୍ଗ: ଧଳା। ଆରାଧନା: ମହାଦେବ। ବୃଷ:…
ଅଧିକ ଖବର ଦେଖନ୍ତୁ...

ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ଦିଗରେ ସଂସ୍କୃତି ଅଧିକାରୀମାନେ ନେତୃତ୍ୱ ନିଅନ୍ତୁ: ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ହେଉଛି ଓଡ଼ିଶାର ପ୍ରମୁଖ ପରିଚୟ ଓ ଏହି କ୍ଷେତ୍ରରେ ନେତୃତ୍ୱ ନେବା ନିମନ୍ତେ ସଂସ୍କୃତି ଅଧିକାରୀମାନେ ନିଷ୍ଠାପର ଉଦ୍ୟମ କରିବାକୁ ପର୍ଯ୍ୟଟନ, ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପରାମର୍ଶ…
ଅଧିକ ଖବର ଦେଖନ୍ତୁ...

ଚୁଲ୍‌ବୁଲ୍‌ ପାଣ୍ଡେ ରିଟର୍ଣ୍ଣ! ପ୍ରସ୍ତୁତ ହୁଅନ୍ତୁ ଭାଇଜାନ୍‌ ଫ୍ୟାନ୍ସ

ମୁମ୍ବାଇ: ପୁଣି ଥରେ ଦର୍ଶକଙ୍କର ଜବରଦସ୍ତ ମନୋରଞ୍ଜନ କରାଇବେ ସଲମାନ ଖାନ୍‌। ଲୋକପ୍ରିୟ ଚୁଲ୍‌ବୁଲ୍‌ ପାଣ୍ଡେ ଚରିତ୍ରରେ ‘ଦବଙ୍ଗ୍‌-୩’ରେ ଆସୁଛନ୍ତି ସିପର୍‌ଷ୍ଟାର୍‌ ଦବଙ୍ଗବୟ। ସଲମାନଙ୍କ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ୍‍ କରି ଲେଖିଛନ୍ତି, ‘ଆସୁଛି ଚୁଲ୍‌ବୁଲ୍‌ ରବିନ୍‌ହୁଡ୍‌…
ଅଧିକ ଖବର ଦେଖନ୍ତୁ...

ସେପ୍ଟେମ୍ବର ୨୮ରେ ନୌସେନାରେ ସାମିଲ ହେବ ଭାରତର ୨ୟ ସ୍କରପିନ କ୍ଲାସ ସବମେରିନ ଆଇଏନଏସ ଖଣ୍ଡେରୀ

ନୂଆଦିଲ୍ଲୀ : ଭାରତର ୨ୟ ସ୍କରପିନ କ୍ଲାସ ଲଢୁଆ ବୁଡ଼ାଯାହାଜ ଆଇଏନଏସ ଖଣ୍ଡେରୀ ଆସନ୍ତା ୨୮ ତାରିଖରେ ଭାରତୀୟ ନୌସେନାରେ ସାମିଲ ହେବ । ମୁମ୍ବାଇଠାରେ ଏକ ସ୍ୱତନ୍ତ୍ର ସମାରୋହରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହାକୁ ଜାତି ଉଦ୍ଦେଶ୍ୟରେ ସମର୍ପିତ କରିବେ । ଏହି ଅବସରରେ ନୌସେନା…
ଅଧିକ ଖବର ଦେଖନ୍ତୁ...

ଦୌଡ଼ରାଣୀ ହେବା ସ୍ୱପ୍ନ: ଦୂତିଙ୍କୁ ଅନୁସରଣ କରୁଛନ୍ତି ଆଉ ଜଣେ ଓଡ଼ିଆ ଝିଅ, ଅର୍ଥ ସାଜୁଛି ବାଧକ

ଭୁବନେଶ୍ୱର: ଦୌଡରାଣୀ ହେବା ପାଇଁ ଆଉ ଜଣେ ଓଡ଼ିଆ ଝିଅ ନିଜକୁ ପ୍ରସ୍ତୁତ କରୁଛନ୍ତି। ସେ ହେଲେ ଯାଜପୁର ଜିଲ୍ଲାର ବଡ଼ଚଣା ଅଞ୍ଚଳର ଦୀପ୍ତିମୟୀ ମହାନ୍ତ। ମନ ଭିତରେ ପିଲାଟି ଦିନରୁ ପ୍ରବଳ ଆଗ୍ରହ ଥିଲା। ସ୍କୁଲ ସମୁହ ଦୌଡ ପ୍ରତିଯୋଗିତାରେ ସଫଳ ହେବା ପରେ ଏହି ଇଚ୍ଛା ଆହୁରି ଆଗକୁ ବଢ଼ିଥିଲା। ଏବେ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ପଟ୍ଟନାୟକ ପଡ଼ାରୁ ପିଏମ୍‌ଓ : ପ୍ରମୋଦଙ୍କ ଜୟଯାତ୍ରା

ସମ୍ବଲପୁର (ଜ୍ଞାନରଞ୍ଜନ ମିଶ୍ର) : ଆଜି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଓଡ଼ିଆ ଆଇଏଏସ୍‌ ଅଧିକାରୀ ଡ଼.ପ୍ରମୋଦ କୁମାର ମିଶ୍ର । ଏଥିପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅତିରିକ୍ତ ପ୍ରମୁଖ ସଚିବ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ।…
ଅଧିକ ଖବର ଦେଖନ୍ତୁ...