Daily Archives

September 12, 2019

ଦିଲ୍ଲୀର ଏହି ଯୁବକଙ୍କୁ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି କାମ୍ୟା

ମୁମ୍ବାଇ : ଛୋଟ ପରଦାର ଖୁବ୍‌ ଲୋକପ୍ରିୟ ଅଭିନେତ୍ରୀ କାମ୍ୟା ପଞ୍ଜାବୀ । ଖଳନାୟିକା ଚରିତ୍ର ପାଇଁ ସେ ବେଶ୍‌ ଜଣାଶୁଣା । ବିଗ୍‌ ବସ୍‌ ସିଜିନ୍‌-୭ରେ ନଜର ଆସି ସେ ଅଧିକରୁ ଅଧିକ ଲୋକପ୍ରିୟ ହେବା ସହ ଏବେ ତାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରଥମ ବିବାହ ୨୦୧୩ରେ ଭାଙ୍ଗିବା ପରେ…
ଅଧିକ ଖବର ଦେଖନ୍ତୁ...

ସୁରଟରେ ଦେଖିବାକୁ ମିଳିଲା ଅଜବ ଦୃଶ୍ୟ, ହେଲ୍‌ମେଟ୍‌ ପିନ୍ଧି ଗଜାନନଙ୍କୁ ବିଦାୟ ଦେଲେ ଭକ୍ତ

ଅହମଦାବାଦ୍‌ : ଦେଶରେ ଟ୍ରାଫିକ ନିୟମ କଡ଼ାକଡି ହେବା ସହ ଜନସାଧାରଣ ସତର୍କ ଓ ସଚେତନ ହୋଇଛନ୍ତି । ନିୟମ ଲାଗୁ ହେବା ପରଠାରୁ ଭାରୀ ଜରିମାନା ଦେବା ଡ଼ରରେ ଲୋକେ ଏବେ ହେଲ୍‌ମେଟ୍‌ ପିନ୍ଧିବା ସହ ଗାଡ଼ିର ସବୁ କାଗଜପତ୍ର ନେଇ ଯାଉଥିବା ଦେଖିବାକୁ ମିଳିଛି । କିନ୍ତୁ ଗୁଜୁରାଟର ସୁରଟରେ ଥିବା ଗଣେଶ…
ଅଧିକ ଖବର ଦେଖନ୍ତୁ...

କ୍ଷୀରକୁ ଏହି ସବୁ ଜିନିଷ ସହ ମିଶାଇ କରନ୍ତୁ ବ୍ୟବହାର, ଦୂର ହେବ ଆଖି ତଳେ ଦେଖାଯାଉଥିବା କଳା ଦାଗ

ଅଖି ତଳେ ଦେଖାଯାଉଥିବା କଳାଦାଗ ପୂରା ଚେହେରାର ଚମକକୁ ଫିକା କରି ଦେଇଥାଏ । ସାଧାରଣତଃ ଠିକ୍‌ ଭାବରେ ନ ଶୋଇଲେ ବା ସୂର୍ଯ୍ୟ କିରଣର ସଂସ୍ପର୍ଶରେ ଅଧିକ ଆସିଲେ ଏହି ସମସ୍ୟା ଦେଖାଯାଇଥାଏ । ନିଜର ଏହି ସମସ୍ୟାକୁ ଲୁଚାଇବା ପାଇଁ କିଛି ଲୋକ ବିଭିନ୍ନ ପ୍ରକାରର କ୍ରିମ୍‌ର ବ୍ୟବହାର କରିଥାନ୍ତି ।…
ଅଧିକ ଖବର ଦେଖନ୍ତୁ...

ଗର୍ଭପାତ ସମୟରେ ପ୍ରେମିକା ମୃତ୍ୟୁବରଣ କରିବାରୁ ଜଙ୍ଗଲରେ ନେଇ ପୋଡ଼ିଦେଲା ପ୍ରେମିକ

ହାଇଦ୍ରାବାଦ୍‌ : ତେଲେଙ୍ଗାନାର ପାରିଗି ଜଙ୍ଗଲରେ ଯୁବତୀଙ୍କ ପୋଡ଼ି ଯାଇଥିବା ଶବ ଉଦ୍ଧାର ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୀଡ଼ିତା ଗର୍ଭବତୀ ଥିବା ଜାଣି ତା’ର ପ୍ରେମିକ ଗର୍ଭପାତ କରାଇବାକୁ ନେଇଥିଲା । କିନ୍ତୁ ଗର୍ଭପାତ ସମୟରେ ପୀଡ଼ିତାଙ୍କ ମୃତ୍ୟୁ ହେବାରୁ…
ଅଧିକ ଖବର ଦେଖନ୍ତୁ...

ମହେନ୍ଦ୍ର ସିଂହ ଧୋନି ଏବେ ଅବସର ନେଉ ନାହାନ୍ତି: ଏମ୍‌ଏସ୍‌କେ ପ୍ରସାଦ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ସୋସିଆଲ ମିଡିଆରେ ଗୁରୁବାର ଏକ ଫଟୋ ସେୟାର କରିବା ପରେ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥିଲା ଯେ, ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅବସର ନେଉଛନ୍ତି। ମାତ୍ର ବିସିସିଆଇ ପକ୍ଷରୁ ସ୍ୱଷ୍ଟ ଭାବେ କୁହାଯାଇଛି ଯେ, ଖବରର…
ଅଧିକ ଖବର ଦେଖନ୍ତୁ...

ଖୁବ୍‌ ଜୋର୍‌ରେ ହସିବା ମହଙ୍ଗା ପଡ଼ିଲା, ବାହାରକୁ ବାହାରି ଗଲା କଳ

ନୂଆଦିଲ୍ଲୀ : ସୁସ୍ଥ ରହିବା ପାଇଁ ହସିବା ଅତ୍ୟନ୍ତ ଜରୁରୀ । ସବୁ ଲୋକଙ୍କୁ ଡାକ୍ତର ହସିବା ପାଇଁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଚୀନ୍‌ରେ ରହୁଥିବା ଜଣେ ମହିଳାଙ୍କୁ ଖୁବ୍‌ ଜୋରରେ ହସିବା ଭାରି ପଡ଼ିଛି । ଜୋରରେ ହସିବା କାରଣରୁ ମହିଳାଙ୍କ କଳ ବାହାରକୁ ଆସି ଯାଇଥିବା ଜଣା ପଡ଼ିଛି ।…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ଆମୀର ଖାନ୍‌ଙ୍କ ଉପରେ ବର୍ଷିଲେ ତନୁଶ୍ରୀ

ମୁମ୍ବାଇ : ସବୁବେଳେ ନିଜର ନିଖୁଣ ଅଭିନୟ ପାଇଁ ଚର୍ଚ୍ଚାରେ ରହୁଥିବା ଅଭିନେତା ଆମୀର ଖାନ୍‌ ଏବେ ବିବାଦରେ ଛନ୍ଦି ହୋଇଛନ୍ତି । ଯୌନ ନିର୍ଯ୍ୟାତନାର ଅଭିଯୋଗ ଲାଗିଥିବା ସୁଭାଷ କପୁରଙ୍କ ଫିଲ୍ମ ମୋଗୁଲରେ କାମ କରିବା ନେଇ ହଁ ଭରିଥିବାରୁ ତାଙ୍କୁ ବିରୋଧ କରିଛନ୍ତି ଅଭିନେତ୍ରୀ ତନୁଶ୍ରୀ ଦତ୍ତା…
ଅଧିକ ଖବର ଦେଖନ୍ତୁ...

ମାତ୍ରାଧିକ ଲୋଡିଂ ମହଙ୍ଗା ପଡ଼ିଲା, ଟ୍ରକ ଚାଳକଙ୍କ ଉପରେ ୨ ଲକ୍ଷ ୫୦୦ ଟଙ୍କା ଜରିମାନ କଷିଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ମାତ୍ରଧିକ ଲୋଡିଂର ଫଳ ଭୋଗିଛନ୍ତି ଦିଲ୍ଲୀରେ ଜଣେ ଟ୍ରକ ଚାଳକ। ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ଜଣେ ଟ୍ରକ ଚାଳକଙ୍କ ନାମରେ ଦିଲ୍ଲୀ ପୁଲିସ ୨ ଲକ୍ଷ ୫୦୦ ଟଙ୍କା ଚାଲାଣ କାଟିଛି। ଦିଲ୍ଲୀର ମୁକର୍ବା ଛକରେ ମାତ୍ରାଧିକ ଲୋଡିଂ ପାଇଁ ପୁଲିସ ଟ୍ରକ ଚାଳକଙ୍କୁ…
ଅଧିକ ଖବର ଦେଖନ୍ତୁ...

ଶ୍ରେୟା ଘୋଷାଲ ଓ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ଚେତାବନୀ ଦେଲା ପଶ୍ଚିମ ଭାରତ ସିନେ-କର୍ମଚାରୀ ଫେ‌ଡେରେସନ୍

ମୁମ୍ବାଇ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଯିବା ପରଠାରୁ ଭାରତର ବଡ଼ ଶତ୍ରୁ ପାଲଟିଛି ପାକିସ୍ତାନ । ସ୍ୱତନ୍ତ୍ର ମାନ୍ୟତା ହଟିବାକୁ ବିରୋଧ କରି ପାକିସ୍ତାନ ଭାରତକୁ ହରାଇବା ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରୁ ନାହିଁ । ଧିରେ ଧିରେ ଭାରତ ଆଉ ପାକ୍‌ ମଧ୍ୟରେ ଥିବା ସଂପର୍କ…
ଅଧିକ ଖବର ଦେଖନ୍ତୁ...

ନୂଆ ରେକର୍ଡ : ୧୭.୬ ଲକ୍ଷ ଟଙ୍କାରେ ବିକ୍ରି ହେଲା ୨୧ କିଲୋ ଓଜନର ଗଣେଶଙ୍କ ପ୍ରସାଦ ଲଡୁ

ହାଇଦ୍ରାବାଦ୍‌ : ପ୍ରତିବର୍ଷ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥାଏ  । ଏହାର ଆୟୋଜନ କରୁଥିବା ପୂଜା କମିଟିମାନେ ଅନ୍ୟଠାରୁ ନିଜ ଗଣେଶ ପ୍ରତିମାକୁ ଭିନ୍ନ କରିବା ପାଇଁ ଚେଷ୍ଟା କରିବା ସହ ଗଣେଶଙ୍କର ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳିଥାଏ । କିନ୍ତୁ…
ଅଧିକ ଖବର ଦେଖନ୍ତୁ...