Daily Archives

September 13, 2019

ଭିତ୍ତିଭୂମିର ଅଭାବ: ଗୋଟିଏ ଶ୍ରେଣୀଗୃହରେ ଏକାଧିକ ଶ୍ରେଣୀର ଛାତ୍ରଛାତ୍ରୀ ପଢ଼ନ୍ତି ପାଠ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଓଡିଆପେଣ୍ଠ ଗ୍ରାମପଞ୍ଚାୟତ ଅଧିନସ୍ତ ଖାଲକଣା ନୋଡାଲ୍‌ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭରି ରହିଛି ଅନେକ ଅସୁବିଧା। ବିଦ୍ୟାଳୟରେ ୨୩୮ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଥିବା ବେଳେ ଛାତ୍ରଛାତ୍ରୀଙ୍କ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରେ ରାଜ୍ୟସ୍ତରୀୟ ମେଘ ଉତ୍ସବ

ଭଦ୍ରକ: ଭଦ୍ରକ ଟାଉନ ହଲଠାରେ ରାଜ୍ୟସ୍ତରୀୟ ମେଘ ଉତ୍ସବ ଶୁକ୍ରବାର ସଂଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦ୍‌ଘାଟକ ଭାବେ ଯୋଗଦେଇଥିଲେ। ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ଖରାପ ଅଭ୍ୟାସ ପାଇଁ ବଢ଼ିଥାଏ ପେଟ,କାରଣ ଜାଣି ହୁଅନ୍ତୁ ସାବଧାନ

୧.କୌଣସି ଜିନିଷ ଖାଇବା ପୂର୍ବରୁ ଏହାକୁ ଭଲ ଭାବରେ ଚୋବାଇ ଖାଇବା ନିହାତି ଆବଶ୍ୟକ । ଖାଇବାକୁ ଅତି କମରେ ୩୦ ଥର ଚୋବାଇବା ପରେ ଗିଳିବା ଦରକାର ବୋଲି କୁହାଯାଇଥାଏ । କିନ୍ତୁ କାର୍ଯ୍ୟବ୍ୟସ୍ତତା ହେତୁ ସମୟ ଅଭାବ ଥିବାରୁ ଲୋକମାନେ ଖାଇବାକୁ ଠିକ୍‌ ଭାବରେ ନ ଚୋବାଇ ଗିଳି ଦେଇଥାନ୍ତି ।…
ଅଧିକ ଖବର ଦେଖନ୍ତୁ...

ବେଆଇନ୍‌ ଭାବେ ଲଗାଯାଇଥିବା ବ୍ୟାନର ଉପରେ ଖସି ପଡ଼ିବାରୁ ମୃତ୍ୟୁବରଣ କଲେ ଇଞ୍ଜିନିୟରିଂ ଛାତ୍ରୀ

ନୂଆଦିଲ୍ଲୀ : ଚେନ୍ନାଇରେ ରହୁଥିବା ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କର ଦୁଃଖଦାୟକ ମୃତ୍ୟୁ ଘଟିଛି । ୨୩ବର୍ଷୀୟ ଶୁଭଶ୍ରୀ ନିଜର ସ୍କୁଟି ନେଇ ଯାଉଥିବା ବେଳେ ତାଙ୍କ ଉପରେ ରାସ୍ତା କଡ଼ରେ ଲାଗିଥିବା ଏକ ବ୍ୟାନର ଖସି ପଡ଼ିଥିଲା । ଯାହାଦ୍ୱାରା ସେ ନିୟନ୍ତ୍ରଣ ହରାଇ ତଳେ ପଡ଼ିଯିବା ପରେ ତାଙ୍କ ଉପରେ…
ଅଧିକ ଖବର ଦେଖନ୍ତୁ...

ସାଜିଦ୍‌ ଖାନ୍‌ଙ୍କ ସମର୍ଥନରେ ବାହାରିଲେ ଏହି ଅଭିନେତା, କହିଲେ; #ମି ଠୁ ଏକ ଋତୁ ଥିଲା

ମୁମ୍ବାଇ : ଗତ ବର୍ଷ ଚର୍ଚ୍ଚାରେ ରହିଥିଲା #ମି ଠୁ ଅଭିଯାନ । ଅନେକ ଅଭିନେତ୍ରୀ ନିଜ ସହ ହୋଇଥିବା ଯୌନ ଅସଦାଚରଣକୁ ନେଇ ମୁହଁ ଖୋଲିଥିଲେ । ସେ ସମୟରେ ବଲିଉଡ୍‌ର ଅନେକ ଲୋକପ୍ରିୟ ଚେହେରାରେ ଦାଗ ଲାଗିବା ସହ ଅସଲ ମୁଖା ସାମ୍ନାକୁ ଆସିଥିଲା । ସେ ମଧ୍ୟରେ ଥିଲା ନିର୍ଦ୍ଦେଶକ ସାଜିଦ୍‌…
ଅଧିକ ଖବର ଦେଖନ୍ତୁ...

ସମ୍ବାଦ ଡଟ୍‌ ଇନ୍‌ ପ୍ରଭାବ: ପ୍ଲାଷ୍ଟିକ ଅଣ୍ଡା ବିକ୍ରି ନେଇ ଖବର ପ୍ରକାଶ ପାଇବା ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ଖାଦ୍ୟ…

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାରେ ଶୁକ୍ରବାର ପୂର୍ବାହ୍ଣରେ ପ୍ଲାଷ୍ଟିକ ଅଣ୍ଡା ବିକ୍ରି ନେଇ ‘ସମ୍ବାଦ ଡଟ୍‌ ଇନ୍‌’ରେ ଖବର ପ୍ରକାଶ ପାଇଥିଲା। ଏହି ଖବର ନେଇ ସାମାଜିକ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହୋଇଥିଲା। ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶକ ଡ. ବିଜନ କିଶୋର ମହାନ୍ତି ପ୍ଲାଷ୍ଟିକ ଅଣ୍ଡା…
ଅଧିକ ଖବର ଦେଖନ୍ତୁ...

ବଳଦ ଖାଇଗଲା ଦେଢ଼ ଲକ୍ଷ ଟଙ୍କାର ମଙ୍ଗଳସୂତ୍ର, ଗୋବରରେ ନ ମିଳିବାରୁ ମାଲିକ ଆପଣାଇଲା ଏଭଳି ଉପାୟ

ନୂଆଦିଲ୍ଲୀ : ମହାରାଷ୍ଟ୍ର ସମେତ ଦେଶର ଅନେକ ରାଜ୍ୟରେ ପୋଲା ପର୍ବ ପାଳନ କରାଯାଇଥାଏ । ଏହି ପର୍ବରେ ବଳଦମାନଙ୍କୁ ସଜା ଯାଇ ଗାଁ ଗାଁ ବୁଲା ଯାଇଥାଏ ଏବଂ ସେମାନଙ୍କ ପୂଜା କରାଯାଇଥାଏ । ଏହି ପୂଜା ସମୟରେ ଘଟିଥିବା ଏକ ଅଜବ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୂଜା ସମୟରେ ଏକ ବଳଦ ଦେଢ଼…
ଅଧିକ ଖବର ଦେଖନ୍ତୁ...

ଏହି ଗମ୍ଭୀର ରୋଗରେ ପୀଡ଼ିତ ଶ୍ରଦ୍ଧା !

ମୁମ୍ବାଇ : ଗମ୍ଭୀର ରୋଗରେ ପୀଡ଼ିତ ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର । କିଛି ବର୍ଷ ତଳେ ତାଙ୍କୁ ନିଜର ଏହି ରୋଗ ବିଷୟରେ ଜଣା ପଡ଼ିଥିଲେ ମଧ୍ୟ ଏବେ ବି ସେ ରୋଗ ମୁକ୍ତ ହୋଇ ନଥିବା ଜଣାପଡ଼ିଛି । ନିଜର ଏହି ଗମ୍ଭୀର ସମସ୍ୟା ବିଷୟରେ ଶ୍ରଦ୍ଧା ଏକ ସାକ୍ଷାତକାରରେ ଜଣାଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଯୁକ୍ତ ୩ କଲେଜ ଶ୍ରେଣୀଗୃହରେ ଲାଗିବ ସିସିଟିଭି କ୍ୟାମେରା

ଭୁବନେଶ୍ୱର: ସମସ୍ତ ଯୁକ୍ତ ୩ କଲେଜରେ ଅଧ୍ୟୟନ ଓ ଅଧ୍ୟାପନା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଏଥି ପାଇଁ ସରକାର ଉଭୟ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ଗତିବିଧି ଉପରେ ନଜର ରଖିବେ। ଯୁକ୍ତ ୩ କଲେଜର ଶ୍ରେଣୀଗୃହଗୁଡ଼ିକରେ ସିସିଟିଭି କ୍ୟାମେରା ଲାଗିବ।…
ଅଧିକ ଖବର ଦେଖନ୍ତୁ...

ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ବିଚ୍‌ ରାସ୍ତାରେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ନିଲମ୍ବିତ ହେଲେ ଦୁଇ ପୁଲିସକର୍ମୀ

ଲକ୍ଷ୍ନୌ : ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଏହାକୁ ନେଇ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଚାଲାଣ କଟିବା ଡ଼ରରେ ଲୋକେ ଘରୁ ବାହାରୁ ନଥିବା ବେଳେ କିଛି ଲୋକ ନିଜର ସବୁ କାଗଜପତ୍ର ତିଆରି କରିବା ଆରମ୍ଭ କରିଛନ୍ତି । ତେବେ ଦେଶରେ ଏଭଳି ନିୟମ ଲାଗୁ କରାଯାଇ ସାଧାରଣ ଲୋକଙ୍କଠାରୁ ଏତେ…
ଅଧିକ ଖବର ଦେଖନ୍ତୁ...