Daily Archives

September 13, 2019

ସିଜିନ୍‌-୧୩ରେ ଶୁଭିବନି ବିଗ୍‌ ବସ୍‌ଙ୍କ ସ୍ୱର!

ମୁମ୍ବାଇ : ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ରିୟାଲିଟି ସୋ’ ବିଗ୍‌ ବସ୍‌ । ସେପ୍ଟେମ୍ବର ୨୯ରେ ସୋ’ ଆରମ୍ଭ ହେବାକୁ ଥିବା ବେଳେ ଚଳିତ ବର୍ଷ ସୋ’ରେ ଅନେକ ବଡ଼ ବଡ଼ ପରିବର୍ତ୍ତନ ଦେଖାଯିବ ବୋଲି ଜଣା ପଡ଼ିଛି । ଚଳିତ ବର୍ଷ କେବଳ ସେଲିବ୍ରିଟିମାନେ ସୋ’ରେ ଭାଗ ନେବା ସହ ଜଲ୍ଲାଦ ଭୂମିକାରେ…
ଅଧିକ ଖବର ଦେଖନ୍ତୁ...

ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରୀ ଟିମ୍‌ର ଖୁଲାସା : ଏହି କାରଣରୁ ହୋଇଥିଲା ତବ୍‌ରେଜ୍‌ଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଝାଡ଼ଖଣ୍ଡରେ ଭିଡ଼ ହିଂସାର ଶିକାର ହୋଇ ମୃତ୍ୟୁବରଣ କରିଥିଲେ ତବ୍‌ରେଜ୍‌ ଅନ୍‌ସାରୀ । ଏବେ ତାଙ୍କ ମୃତ୍ୟୁକୁ ନେଇ ଏକ ବଡ଼ ଖୁଲାସା ହୋଇଛି । ତବ୍‌ରେଜ୍‌ଙ୍କ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରୀ ଟିମ୍‌ ତାଙ୍କ ମୃତ୍ୟୁକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ଯଦି ଘଟଣାର ତୁରନ୍ତ ପରେ…
ଅଧିକ ଖବର ଦେଖନ୍ତୁ...

ଅକ୍ଷୟଙ୍କ କ୍ୟାରିୟରରେ ପ୍ରଥମ: ୨୦୦କୋଟି କ୍ଲବ୍‌ରେ ସାମିଲ ହେଲା ମିଶନ ମଙ୍ଗଲ

ମୁମ୍ବାଇ : ରିଲିଜ୍‌ ହେବାର ୪ସପ୍ତାହ ପରେ ମଧ୍ୟ ବକ୍ସ ଅଫିସରେ ରାଜ୍‌ କରି ଚାଲିଛି ଫିଲ୍ମ ମିଶନ ମଙ୍ଗଲ । ବଡ଼ ବଜେଟ୍‌ ଫିଲ୍ମ ସାହୋ ଓ ଛିଛୋରେ ଭଳି ଫିଲ୍ମ ମିଶନ ମଙ୍ଗଲର ଆୟରେ କୌଣସି ପ୍ରଭାବ ପକାଇ ନାହିଁ । ୨୯ଦିନ ମଧ୍ୟରେ ୨୦୦କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଛି ଫିଲ୍ମ । ୨୦୦କୋଟି…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ, କିଛି ଦିନ ତଳେ କରିଥିଲେ ବିବାହ

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଦିଘି ଗ୍ରାମରେ ଶୁକ୍ରବାର ଅଘଟଣ ଘଟିଛି। ତିନି ଦିନ ହେଲା ଗ୍ରାମର ୧୦ଟି ପରିବାର ଅନ୍ଧାରରେ ଥିଲେ। ଅନ୍ଧାରରେ ଅତିଷ୍ଠ ହୋଇ ଗ୍ରାମର ଯୁବକ ଅନିରୁଦ୍ଧ ବିଦ୍ୟୁତ ଖୁଣ୍ଟରେ ଚଢ଼ି ସଜାଡୁ ଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇ…
ଅଧିକ ଖବର ଦେଖନ୍ତୁ...

ଶିବସେନାରେ ମିଶିଲେ ଏନକାଉଣ୍ଟର ସ୍ପେଶିଆଲିଷ୍ଟ ପ୍ରଦୀପ ଶର୍ମା

ମୁମ୍ବାଇ : ମୁମ୍ବାଇ ପୁଲିସର ଏନକାଉଣ୍ଟର ସ୍ପେଶିଆଲିଷ୍ଟଭାବେ ପରିଚିତ ପ୍ରଦୀପ ଶର୍ମା ଶିବସେନାରେ ଯୋଗ ଦେଇଛନ୍ତି । ନିକଟରେ ସେ ଚାକିରିରୁ ଇସ୍ତଫା ଦେଇଥିଲେ । ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି । ମୁମ୍ବାଇ ଉପକଣ୍ଠରେ ଥିବା ନାଲାସୁପାରା ବିଧାନସଭା…
ଅଧିକ ଖବର ଦେଖନ୍ତୁ...

ଜାତୀୟ ରାଜପଥରେ ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଜୀବନ ବିକଳରେ ଗାଡ଼ି ଛାଡି ଦୌଡ଼ି ପଳାଇଲେ ଚାଳକ

ଭଦ୍ରକ: ୧୬ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ଏକ ଚଳନ୍ତା କାର୍‌ରେ ନିଆଁ ଲାଗିଛି। ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଡାହାଲା ଛକ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ଯାଜପୁର ଜିଲ୍ଲାର ପାଣିକୋଇଲି ଅଭିମୁଖେ ଯାଉଥିବା କାର୍‌ (ହୋଣ୍ଡା ସିଟି)ରେ ଅଚାନକ୍‌ ନିଆଁ ଲାଗିବା ପରେ…
ଅଧିକ ଖବର ଦେଖନ୍ତୁ...

୩ ବର୍ଷ ତଳେ ଥିଲା ଅଭାବ, ଏବେ ୧୦୦ରୁ ଅଧିକ ଦେଶକୁ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ରପ୍ତାନି କରୁଛି ଭାରତ

ନୂଆଦିଲ୍ଲୀ : ଭାରତକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । କିଛି ବର୍ଷ ତଳେ ଯେଉଁ ଜିନିଷର ଅଭାବ ଭାରତରେ ଥିଲା ଏବେ ସେହି ଜିନିଷର ରପ୍ତାନି ଆରମ୍ଭ କରିଛି ଭାରତ । ପୂର୍ବରୁ ଭାରତର ସେନା ଓ ଅର୍ଦ୍ଧସାମରିକ ବଳ ପାଇଁ ପର୍ଯ୍ୟାପ୍ତ ପରିମାଣରେ ବୁଲେଟ ପ୍ରୁଫ୍‌ ଜ୍ୟାକେଟ୍‌ ମିଳି ପାରୁ ନଥିଲା ।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସକାରାତ୍ମକ ପରିବର୍ତ୍ତନ ଆପଣଙ୍କ ଜୀବନକୁ ବଢ଼ିଆ କରିବ। କାହାରି ସହିତ କଥାବାର୍ତ୍ତା ବେଳେ ବିନମ୍ର ଭାବ ରଖନ୍ତୁ। ପଇସା ସମ୍ବନ୍ଧୀୟ ଫଇସଲା ଭାବିଚିନ୍ତି ନିଅନ୍ତୁ। ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ। ବୃଷ: ସ୍ଥଗିତ ଥିବା କାମ…
ଅଧିକ ଖବର ଦେଖନ୍ତୁ...

ଚତୁର ପୁଲିସ୍‌ବାବୁଙ୍କ ନିଆରା ଅନ୍ଦାଜ ! ଗ୍ରାହକ ସାଜିଲେ, ଅଗ୍ରୀମ ଦେଲେ ଓ ସେକ୍ସ୍‍ ର‍୍ୟାକେଟ୍‌ର ପର୍ଦାଫାଶ କଲେ

ସିମ୍‌ଲା: ହିମାଚଳ ପ୍ରଦେଶରର ରାଜଧାନୀ ସିମ୍‌ଲାଠାରେ ଜଣେ ଚତୁର ପୁଲିସ୍‌ ତାଙ୍କର ବୁଦ୍ଧି ଖର୍ଚ୍ଚ କରି ଏକ ସେକ୍ସ୍‍ ର‍୍ୟାକେଟ୍‌ର ପର୍ଦାଫାସ କରିଥିବା ଜାଣିବାକୁ ମିଳିଛି। ପୁଲିସ୍‌ ବାବୁ ଜଣକ ଛଦ୍ମବେଶ ଧରି ଗ୍ରାହକ ସାଜି ପହଞ୍ଚିବା ପରେ ର‍୍ୟାକେଟ୍‌ରୁ ଅଭିଯୁକ୍ତକୁ ଗିରଫ କରିବା ସହ ଦୁଇ…
ଅଧିକ ଖବର ଦେଖନ୍ତୁ...

ନାରୀ ନୁହେଁ ନାରାୟଣୀ! ଜେଜେଙ୍କ ଯତ୍ନରେ ଥିବା ୪ ଭୋକିଲା ପିଲାଙ୍କ ପେଟରେ ଦାନା ଦେବାକୁ ଦୁଆରେ ପହଞ୍ଚିଲେ ଆଇଆଇସି…

କେନ୍ଦୁଝର : ଖାକି ବର୍ଦି ଖାଲି ଦଣ୍ଡ ଦିଏନି ବରଂ ଦୟା ବି ଦେଖାଏ। ଖାକି ପିନ୍ଧିଥିବା ପୋଲିସ ଉପରୁ ଯେତିକି ଶକ୍ତ ଦେଖାଯାଆନ୍ତି ଭିତରେ ସେତିକି ଦରଦୀ ଥାଆନ୍ତି। ପୋଲିସ ଅପରାଧୀକୁ ସିନା ଦଣ୍ଡ ଦିଏ ହେଲେ ଅସହାୟଙ୍କୁ ଆପଣେଇନିଏ। ତେବେ ସେମିତି ଏକ ଦରଦୀ କାହାଣୀର ନାୟିକା ହେଉଛନ୍ତି କେନ୍ଦୁଝର…
ଅଧିକ ଖବର ଦେଖନ୍ତୁ...