Daily Archives

September 14, 2019

ବ୍ୟବସାୟୀଙ୍କ ୨ କେଜି ରୂପା ଚୋରୀ

ଭଞ୍ଜନଗର: ଭଞ୍ଜନଗର ଥାନା ଅନ୍ତର୍ଗତ ଉଡ୍ରା ଗ୍ରାମରେ ଜଣେ ରୂପା ବ୍ୟବସାୟୀଙ୍କ ୨ କିଲୋ ରୂପା ଚୋରୀ ହୋଇଛି। ଉଡ୍ରା ଗ୍ରାମର ବ୍ୟବାସୀୟ ଲକ୍ଷ୍ମଣ ଦାସଙ୍କ ରୂପା ବ୍ୟାଗ ଦୁର୍ବୃତ୍ତ ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ମାମାଲା ରୁଜୁ ହୋଇଥିବା ବେଳେ ପୁଲିସ ତଦନ୍ତ…
ଅଧିକ ଖବର ଦେଖନ୍ତୁ...

ସନ୍ଦେହଜନକ ଅବସ୍ଥାରେ ଶିକାରୀଙ୍କ ମୃତ୍ୟୁ, ଥାନାରେ ୮ ଜଣ ଅଟକ, ୨ ବନ୍ଧୁକ ଜବତ

କେସିଙ୍ଗା: କଳହାଣ୍ଡି ଜିଲ୍ଲାର କେସିଙ୍ଗା ଥାନା ରାଇଦୁନିପଦର ଗ୍ରାମରେ ବାରାହା ଶିକାର ପାଇଁ ନିକଟ ଜଙ୍ଗଲକୁ ଯାଇଥିବାବେଳେ ରାଜୁ ମାଝୀ (୪୫) ତାଙ୍କ ସାଥୀଙ୍କ ଗୁଳିରେ ମୃତ୍ୟୁ ବରଣ କରିଥିଲେ। ଅନ୍ୟପଟେ ଗୁଳି କରିଥିବା ସାଥୀମାନେ ରାଜୁଙ୍କ ପରିବାର ସହ ଆପୋଷ ବୁଝାମଣା କରି ମୃତଦେହକୁ…
ଅଧିକ ଖବର ଦେଖନ୍ତୁ...

ଓଜନ କମ କରିବାଠାରୁ ଆରମ୍ଭ କରି କେଶର ଘନତ୍ୱ ବଢ଼ାଇବାରେ ସାହାଯ୍ୟ କରେ ଭୃସଙ୍ଗ ପତ୍ର

ଭୃସଙ୍ଗ ଏମିତି ଏକ ପତ୍ର ଯାହା ଆପଣଙ୍କ ଖାଦ୍ୟର ସ୍ୱାଦ ବଢ଼ାଇବା ସହ ଶରୀରକୁ ଅନେକ ଫାଇଦା ଦେଇଥାଏ । ଭୃସଙ୍ଗ ପତ୍ରରେ ଆଣ୍ଟି-ଅକ୍ସିଡ଼ାଣ୍ଟ, ଆଣ୍ଟି-ଫଙ୍ଗଲ,ଭିଟାମିନ୍‌ ଏ,ଫାଇବର,କ୍ୟାଲ୍‌ସିୟମ ଭଳି ଅନେକ ପୋଷକ ତତ୍ତ୍ୱ ରହିଥାଏ । ଯାହା ଶରୀରକୁ ସୁସ୍ଥ ରଖିଥାଏ । ତେବେ ଆଜି ଆମେ ଜାଣିବା ଏଥିରୁ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ କରିବାକୁ ରୋକିଥିବାରୁ ଯୁବକଙ୍କୁ ଜଳାଇ ହତ୍ୟା ଉଦ୍ୟମ କଲେ ୩ ଦୁର୍ବୃତ୍ତ

ଗ୍ରେଟର ନୋଏଡା : କିଛି ଦିନ ତଳେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବାରୁ ରୋକିଥିଲେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଯୁବକ । କିନ୍ତୁ ତାଙ୍କୁ ଜଣା ନ ଥିଲା, ଏହାର ପରବର୍ତ୍ତୀ ପରିଣାମ କ’ଣ ହେବ? ଯେଉଁ ୩ଜଣଙ୍କୁ ସେ ପାପ କରିବାକୁ ରୋକିଥିଲେ, ସେହି ୩ଜଣ ତାଙ୍କୁ ହତ୍ୟା କରିବାର ଉଦ୍ୟମ…
ଅଧିକ ଖବର ଦେଖନ୍ତୁ...

ଓଡିଶାର ପଖାଳ ମୋ ମନ କିଣିନିଏ: କମେଡି କିଙ୍ଗ ଜିଭେଶୁ

ଭୁବନେଶ୍ୱର: ଓଡ଼ିଶାର ପଖାଳ ମୋ ମନ କିଣିନିଏ | ୧୦୦୦ ବର୍ଷର ସହର କଟକ ଓ ଓଡିଶାର ଖାଦ୍ୟକୁ ଢେର ପସନ୍ଦ କରିଛନ୍ତି ଜିଭେଶୁ ଆଲୁଓ୍ଵାଲିଆ | କଟକ ରାଉଣ୍ଡ ଟେବୁଲ୍‌ ୧୩୭ ଓ ରାଉଣ୍ଡ ଟେବୁଲ୍‌ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଏବଂ ଫାଲକନ୍‌ ରିଏଲ ଇଷ୍ଟେଟ୍‌ ସହଯୋଗରେ ‘କମେଡି ନାଇଟ୍‌ ଜିଭେଶୁ…
ଅଧିକ ଖବର ଦେଖନ୍ତୁ...

ବୃଦ୍ଧଙ୍କ ମୁଣ୍ଡରେ ଶିଙ୍ଗ ! ଜାଣନ୍ତୁ ଏଭଳି ଅଜବ ସମସ୍ୟାର କିଭଳି ସମାଧାନ କଲେ ଡାକ୍ତର

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ରହୁଥିବା ଜଣେ ବୃଦ୍ଧଙ୍କ ମୁଣ୍ଡରେ ଶିଙ୍ଗ ଉଠିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ନିଜର ଏହି ସମସ୍ୟା ନେଇ ବୃଦ୍ଧ ବିଭିନ୍ନ ଡାକ୍ତରଖାନା ବୁଲିବା ପରେ ଏବେ ତାଙ୍କର ସଫଳ ଅସ୍ତ୍ରୋପଚାର କରାଯାଇ ଶିଙ୍ଗଟିକୁ ବାହାର କରାଯାଇଥିବା ଜଣା…
ଅଧିକ ଖବର ଦେଖନ୍ତୁ...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଗୁଳିମାଡ଼, ଆହତଙ୍କୁ ମେଡିକାଲରେ ଭର୍ତ୍ତି

ବାଲେଶ୍ୱର: ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଧିନ ମେଡିକାଲ କଲେଜ ନିକଟରେ ଶନିବାର ରାତି ଏକ ଗୁଳିକାଣ୍ଡ ଘଟଣା ଘଟିଛି। ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁଳିକାଣ୍ଡର ଶିକାର ହୋଇଥିବା ଯୁବକର ନାମ ସମ୍ଭବ ସାହୁ(୨୭)। ଆହତ ପରେ ତାଙ୍କୁ ବାଲେଶ୍ୱର ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ, ଫାଣ୍ଡି ସମ୍ମୁଖରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ ଲୋକେ

ବିନିକା: ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଅନ୍ତର୍ଗତ ମହାଦେବପାଲି ନିକଟରେ ଗାଡ଼ି ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ମହାଦେବପାଲି ଫାଣ୍ଡି ସମ୍ମୁଖରେ ସ୍ଥାନୀୟ ଲୋକେ ସାଇକେଲ ଆରୋହୀଙ୍କର ମୃତଦେହ ରଖି କ୍ଷତିପୂରଣ ଦାବି କରିଛନ୍ତି। ବିନିକା ତହସିଲଦାର ଘଟଣାସ୍ଥଳରେ…
ଅଧିକ ଖବର ଦେଖନ୍ତୁ...

ସ୍ପ୍ଲିଟ୍‌ସ୍‌ଭିଲା ପ୍ରତିଯୋଗୀଙ୍କୁ ଖୁବ୍‌ ଶୀଘ୍ର ବିବାହ କରିବେ ଅଧ୍ୟୟନ!

ମୁମ୍ବାଇ : ବଲିଉଡ୍‌ ଅଭିନେତା ଶେଖର ସୁମନଙ୍କ ପୁଅ ଅଧ୍ୟୟନ ଖୁବ୍‌ ଶୀଘ୍ର ବିବାହ କରି ପାରନ୍ତି । ସ୍ପ୍ଲିଟ୍‌ସ ଭିଲା ପ୍ରତିଯୋଗୀ ମାୟରା ମିଶ୍ରାଙ୍କୁ ସେ ବିବାହ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଦୁହିଁଙ୍କ ମଧ୍ୟରେ ବଢ଼ୁଥିବା ନିବିଡ଼ତା ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରାଯାଉଥିବା ଫଟୋକୁ…
ଅଧିକ ଖବର ଦେଖନ୍ତୁ...

କେରଳରେ ନଡ଼ପୁରମ୍‌ରେ ପରସ୍ପରର ଶିଶୁକୁ ସ୍ତନ୍ୟପାନ କରାଉଥିଲେ ହିନ୍ଦୁ ଓ ମୁସ୍‌ଲିମ୍‌ ମହିଳା, ଏହା ପଛରେ ଥିଲା ଅଜବ…

ନଡ଼ପୁରମ୍‌ : ବହୁ ବର୍ଷ ଧରି କେରଳର  ନଡ଼ପୁରମ୍‌ରେ ସାଂପ୍ରଦାୟିକ ସଦ୍‌ଭାବନାର ଏକ ଭିନ୍ନ ଉଦାହରଣ ଦେଖିବାକୁ ମିଳୁଛି । ଏଠାରେ ଉଭୟ ହିନ୍ଦୁ ଓ ମୁସ୍‌ଲିମ୍‌ ଏକାଠି ରହୁଥିବା ବେଳେ ଦୁଇ ଧର୍ମର ମହିଳା ପରସ୍ପରର ଶିଶୁଙ୍କୁ ସ୍ତନ୍ୟପାନ କରାଇଥାଆନ୍ତି। ସ୍ତନ୍ୟପାନ ସମୟରେ ଏଠାରେ ଧର୍ମ ଦେଖାଯାଇ ନ…
ଅଧିକ ଖବର ଦେଖନ୍ତୁ...