Daily Archives

September 14, 2019

ପୁଣି ଛାଇଲେ ରାନୁ : ରିଲିଜ୍‌ର ୪ଦିନ ମଧ୍ୟରେ ଟ୍ରେଣ୍ଡିଂ ପାଲଟିଲା ଗୀତ

ମୁମ୍ବାଇ : ରାତାରାତି ଇଣ୍ଟରନେଟ୍‌ ସେନ୍‌ସେସନ୍‌ ବନିଥିବା ରାନୁ ମଣ୍ଡଳ ପୁଣି ଥରେ ସୋସିଆଲ ମିଡିଆରେ ଛାଇବାରେ ଲାଗିଛନ୍ତି । ୪ଦିନ ପୂର୍ବରୁ ତାଙ୍କର ଗୀତ ତେରି ମେରି କାହାନୀ ରିଲିଜ୍‌ ହୋଇଥିବା ବେଳେ ଏତେ କମ ଦିନରେ ତାଙ୍କୁ ଦର୍ଶକଙ୍କ ଭଲ ପାଇବା ମିଳୁଥିବା ଦେଖାଯାଇଛି । ୪ଦିନ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ନେଟ୍‌ଫ୍ଲିକ୍ସ, ଆମାଜନକୁ ଟକ୍କର ଦେବ ଜୋମାଟୋ, ବଜାରକୁ ଛାଡ଼ିବାକୁ ଯାଉଛି ଭିଡିଓ ଷ୍ଟ୍ରିମିଙ୍ଗ୍‌ ସର୍ଭିସ୍‌

ନୂଆଦିଲ୍ଲୀ : ଆଜିକାଲି ଲୋକଙ୍କ ପାଖରେ ନିଜର ମନୋରଞ୍ଜନ କରିବା ପାଇଁ ଅନେକ ବିକଳ୍ପ ରହିଛି । ପୂର୍ବରୁ କେବଳ ଟିଭି, ରେଡିଓ ଏବଂ ସିନେମାହଲ୍ ଯାଇ ଲୋକେ ନିଜର ମନୋରଞ୍ଜନ କରୁଥିବା ବେଳେ ଏବେ ଲୋକମାନେ ଡିଜିଟାଲ ପ୍ଲାଟ୍‌ଫର୍ମ ଦ୍ୱାରା ମଧ୍ୟ ନିଜର ମନୋରଞ୍ଜନ କରି ପାରୁଛନ୍ତି । ଗୋଟେ ଆପ୍‌…
ଅଧିକ ଖବର ଦେଖନ୍ତୁ...

ଇଲିଆନାଙ୍କ ଚାଞ୍ଚଲ୍ୟକର ଖୁଲାସା : ମୁଁ ନିଦରେ ଚାଲେ, ସକାଳୁ ଉଠିବା ପରେ ଶରୀରରେ ଅନେକ ଆଘାତର ଚିହ୍ନ ଦେଖୁଛି

ମୁମ୍ବାଇ : ଏଇ କିଛି ଦିନ ହେବ ଫିଲ୍ମ ଅପେକ୍ଷା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ୍‌ । କିଛି ଦିନ ତଳେ ଇଲିଆନା ନିଜ ପ୍ରେମିକଙ୍କଠାରୁ ଅଲଗା ହୋଇ ଯାଇଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଏବେ ସେ କରିଥିବା ଟୁଇଟ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି…
ଅଧିକ ଖବର ଦେଖନ୍ତୁ...

ଚୋରୀ ସନ୍ଦେହରେ ବୃଦ୍ଧାଙ୍କୁ ନିର୍ମମ ହତ୍ୟା, ଅଭିଯୁକ୍ତ ଅଟକ

ଭଞ୍ଜନଗର/ବ୍ରହ୍ମପୁର: ସୋରଡା ଥାନା ଅନ୍ତର୍ଗତ ଅମୃତୁଲୁ ଗ୍ରାମରେ ଶନିବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚୋରୀ ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ନିର୍ମମ ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ସ୍ୱର୍ଗତ ମଙ୍ଗୁଳୁ ଦାସଙ୍କ ପତ୍ନୀ ମନାସ ଦାସ (୬୦)। ଏହି ହତ୍ୟା ମାମାଲାରେ ସୋରଡା…
ଅଧିକ ଖବର ଦେଖନ୍ତୁ...

ପଞ୍ଜାବରେ ପହଞ୍ଚିଲା ପୁରୀ ମଠ ଭଙ୍ଗାର କମ୍ପନ : ମଙ୍ଗୁ ମଠ ଭଙ୍ଗା ପ୍ରସ୍ତାବକୁ ପଞ୍ଜାବରେ ବିରୋଧ, ନବୀନଙ୍କୁ ପତ୍ର…

ଭୁବନେଶ୍ୱର : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଭଙ୍ଗାଯାଉଥିବା ବିଭିନ୍ନ ମଠର କମ୍ପନ ସୁଦୂର ପଞ୍ଜାବରେ ଅନୁଭୂତ ହୋଇଛି । ବଡ଼ଦାଣ୍ଡ ଦୋଳଗୋବିନ୍ଦ ସାହି ନିକଟସ୍ଥ ମଙ୍ଗୁ ମଠ ଭାଙ୍ଗିବାକୁ ସରକାର ପ୍ରସ୍ତୁତ ହେଉଥିବାବେଳେ ପଞ୍ଜାବରେ ଏହାକୁ ନେଇ ପ୍ରବଳ ବିରୋଧ…
ଅଧିକ ଖବର ଦେଖନ୍ତୁ...

ଚାକିରି ମାଗିବାକୁ ଆସିଥିଲେ ୧୨ ଦିବ୍ୟାଙ୍ଗ, କାଫେ ଖୋଲି ରୋଜଗାର ଯୋଗାଇ ଦେଲେ ଆଇଏଏସ୍‌ ଅଧିକାରୀ

ଥିରୁବନନ୍ତପୁରମ୍‌ : ତାମିଲନାଡୁର ଥୋଠୁକୁଡି ଜିଲ୍ଲାପାଳ କରିଥିବା କାମକୁ ନେଇ ଏବେ ଚର୍ଚ୍ଚା । ଚାକିରି ମାଗିବାକୁ ଆସିଥିବା ୧୨ଜଣ ଦିବ୍ୟାଙ୍ଗଙ୍କୁ ସେ ଯେଉଁଭଳି ଭାବରେ ରୋଜଗାର ଦେଇଥିଲେ, ତାହା ତାଙ୍କୁ ପ୍ରଶଂସାର ପାତ୍ର ବନାଇଛି । ଏବେ ଆସନ୍ତୁ ଜାଣିବା ଜିଲ୍ଲାପାଳ ସନ୍ଦିପ ନନ୍ଦୁରୀ କିଭଳି…
ଅଧିକ ଖବର ଦେଖନ୍ତୁ...

ମୋ ସରକାର କାର୍ଯ୍ୟକ୍ରମ ସଂପର୍କରେ ପୋଲିସ ବାବୁଙ୍କୁ ପାଠ ପଢ଼ାଇଲେ ଫାଇଭ୍-ଟି ସଚିବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଫାଇଭ ‘ଟି’ ମନ୍ତ୍ରକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଗାନ୍ଧୀ ଜୟନ୍ତୀରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେଉଛି । ପ୍ରଶାସନକୁ  ଅଧିକ ଉତ୍ତରଦାୟୀ ଓ ଲୋକାଭିମୁଖୀ କରିବା ପାଇଁ ଏହି ଉଦ୍ୟମ ଆରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ନୂଆ ଚାକିରି ପାଇଁ ଡାକରା ଆସିପାରେ। ମଙ୍ଗଳ, ବୁଧ ଓ ଗୁରୁବାର: କୌଣସି ମିତ୍ରଙ୍କୁ ସହାୟତା କରିବେ। ଶୁକ୍ର ଓ ଶନିବାର: ଜୀବନକୁ ବଢ଼ିଆ କରିବା ଲାଗି ସୁଯୋଗ ମିଳିବ। ରବି ଓ ସୋମବାର: ଘରୋଇ କାମରେ ବ୍ୟସ୍ତ ରହିବେ। ମଙ୍ଗଳ, ବୁଧ ଓ ଗୁରୁବାର: କୌଣସି ଗୁରୁତ୍ଵପୂର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

ପାଣି ଘେରରେ ଥିବା ଷ୍ଟାଚ୍ୟୁ ଅଫ୍‌ ୟୁନିଟିର ନିଆରା ଦୃଶ୍ୟ, ପର୍ଯ୍ୟଟକଙ୍କ ଜମୁଛି ଭିଡ

ଅହମ୍ମଦାବାଦ: ଗୁଜୁରାଟର ନର୍ମଦା ସରୋବର ଡ୍ୟାମ୍‌ ଉପରେ ନିର୍ମିତ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍‌ ୟୁନିଟିକୁ ଦେଖିବା ପାଇଁ ପ୍ରତିଦିନ ପର୍ଯ୍ୟଟକଙ୍କ ଭିଡ ଲାଗି ରହିଛି। ଅନ୍ୟପକ୍ଷରେ ବିଦେଶରେ ମଧ୍ୟ ଏହି ସର୍ଦ୍ଦାର ବଲ୍ଳଭ ଭାଇ ପଟେଲ୍‌ଙ୍କ ପ୍ରତିମୂର୍ତ୍ତିକୁ ନେଇ…
ଅଧିକ ଖବର ଦେଖନ୍ତୁ...

କର୍ତ୍ତାରପୁର କରିଡର ସଂପର୍କରେ ଭାରତ-ପାକିସ୍ତାନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସହମତି, ପ୍ରତିଦିନ ୫ ହଜାରରୁ ଅଧିକ…

ଲାହୋର : ପାକିସ୍ତାନରେ ଥିବା ଶିଖ ଧର୍ମର ପ୍ରସିଦ୍ଧ ତୀର୍ଥକ୍ଷେତ୍ର କର୍ତ୍ତାରପୁର ସାହେବ ଗୁରୁଦ୍ୱାର ପ୍ରସଙ୍ଗରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପାକିସ୍ତାନ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ଗୁରୁଦ୍ୱାରକୁ ପ୍ରତିଦିନ ୫ ହଜାରରୁ ଅଧିକ…
ଅଧିକ ଖବର ଦେଖନ୍ତୁ...