Daily Archives

September 15, 2019

୨ କିଲୋ ବାରାହା ମାଂସ ଜବତ, ଜଣେ ଗିରଫ

ସୁନ୍ଦରଗଡ଼: ସଦର ରେଞ୍ଜ ଅନ୍ତର୍ଗତ ଗୁରାବସା ଗ୍ରାମରୁ ରବିବାର ବନ ବିଭାଗର କର୍ମଚାରୀମାନେ ୨ କିଲୋ ବାରାହା ମାଂସ ଜବତ କରିଛନ୍ତି। ଏହି ଘଟଣାରେ ବନ ବିଭାଗ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ସୁନ୍ଦରଗଡ଼ ବନଖଣ୍ଡର ସଦର ରେଞ୍ଜର କର୍ମଚାରୀମାନେ ଗୁରାବସା…
ଅଧିକ ଖବର ଦେଖନ୍ତୁ...

ଗୋଟେ ମିନିଟ୍‌ରେ ୪୨୬ଟି ଟ୍ରେନ୍‌ ଟିକେଟ୍‌ ବୁକ୍‌ କରିଥିବାରୁ ଏଜେଣ୍ଟଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ : ଗୋଟେ ମିନିଟ୍‌ରେ ୪୨୬ଟି ଟ୍ରେନ୍‌ ଟିକେଟ ବୁକ୍‌ ହେବାର ମାମଲା ସାମ୍ନାକୁ ଆସିଛି । ଅହମଦାବାଦ୍‌ର ଏକ ବୁକିଂ ଏଜେଣ୍ଟ ଗୋଟେ ମିନିଟ୍‌ରୁ କମ ସମୟ ମଧ୍ୟରେ ୪୨୬ଟି ଟ୍ରେନ୍‌ ଟିକେଟ୍‌ ବୁକ୍‌ କରିଥିବା ନେଇ ଦାବି କରିଛି ଆଇଆର୍‌ସିଟିସି । ଏଭଳି ଦାବି କରାଯିବା ପରେ ଆର୍‌ପିଏଫ୍‌…
ଅଧିକ ଖବର ଦେଖନ୍ତୁ...

ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ୪ଟି ଜିନିଷ, ହୋଇପାରନ୍ତି ଅନେକ ସମସ୍ୟାର ଶିକାର

ଶରୀରକୁ ଶକ୍ତି ଯୋଗାଇବା ସହ ବିଭିନ୍ନ ରୋଗରୁ ଦୂରରେ ରଖିବା ପାଇଁ ହେଲେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ । ଉପଯୁକ୍ତ ଖାଦ୍ୟ ଖାଇବା ସହ ଠିକ୍‌ ସମୟରେ ଖାଦ୍ୟ ଖାଇବା ମଧ୍ୟ ଅତ୍ୟନ୍ତ ଆବଶ୍ୟକ । ବେଳେ ବେଳେ କୌଣସି ଜିନିଷକୁ ଭୁଲ ସମୟରେ ଖାଇବା ଦ୍ୱାରା ତାହାର ଭଲ ପ୍ରଭାବ ଶରୀର…
ଅଧିକ ଖବର ଦେଖନ୍ତୁ...

ବାପା-ମା’ଙ୍କ ପାଦ ଛୁଇଁ ଘରୁ ବାହାରିଥିଲା ପୁଅ, ୬ଦିନ ପରେ…..

ଜମ୍ମୁ : ଜମ୍ମୁ-କଶ୍ମୀରରେ ଏକ ପରିବାର ସହ ହୃଦୟ ବିଦାରକ ଘଟଣା ଘଟିଛି । ବିବାହର ମାସେ ପୂର୍ବରୁ ଆର ପାରିକୁ ଚାଲି ଯାଇଛି ପୁଅ । ମୃତ୍ୟୁର ୬ଦିନ ପୂର୍ବରୁ ଘରୁ ବାହାରିଥିଲା ପୁଅ । କିନ୍ତୁ ଆଉ ଫେରି ନଥିଲା । ଅନେକ ଖୋଜିବା ପରେ ପୁଲିସରେ ଏତଲା ଦେଇଥିଲେ ପରିବାର ଲୋକେ । କିିିଛି ଦିନ ପରେ…
ଅଧିକ ଖବର ଦେଖନ୍ତୁ...

ଛେଳି ଚରାଳିଙ୍କୁ ଦଳିଦେଲା ହାତୀ, ମୃତଦେହ ଦେଖି ଚେତା ହରାଇଲେ ରେଞ୍ଜର

ଅନୁଗୁଳ: ଆଠମଲ୍ଲିକ ବନଖଣ୍ଡର ହଣ୍ଡପା ବନାଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ହଣ୍ଡପା ବନାଞ୍ଚଳ ଅନ୍ତର୍ଗତ ପ୍ରତାପପୁର ଗ୍ରାମର ଛେଳି ଚରାଳି ବିଦ୍ୟାଧର ସାହୁ (୬୫)ଙ୍କୁ ରବିବାର ଏକ ହାତୀ ଦଳିଦେଇଛି। ଏହି ଖବର ପ୍ରଚାର ହେବା ପରେ ପ୍ରତାପପୁର ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।…
ଅଧିକ ଖବର ଦେଖନ୍ତୁ...

ଯାତ୍ରା କରୁଥିବା ବେଳେ ଆରମ୍ଭ ହେଲା ପ୍ରସବ ଯନ୍ତ୍ରଣା, ମୁମ୍ବାଇ ଲୋକାଲ ଟ୍ରେନ୍‌ରେ ନବଜାତକୁ ଜନ୍ମ ଦେଲେ ମହିଳା

ମୁମ୍ବାଇ : ଶନିବାର ମୁମ୍ବାଇ ଲୋକାଲ ଟ୍ରେନ୍‌ରେ ଜଣେ ମହିଳାଙ୍କ ପ୍ରସବ କରାଯାଇଥିବା ଜଣା ପଡ଼ିଛି । ଯାତ୍ରା ସମୟରେ ଯନ୍ତ୍ରଣା ଆରମ୍ଭ ହୋଇଯିବାରୁ ମହିଳାଙ୍କର ଟ୍ରେନ୍‌ ମଧ୍ୟରେ ହିଁ ପ୍ରସବ କରାଇବାକୁ ପଡ଼ିଥିଲା । ପ୍ରସବ ପରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ଜଣା ପଡ଼ିଛି । ସୂଚନା…
ଅଧିକ ଖବର ଦେଖନ୍ତୁ...

ଚିଲିକାରେ ଜାହାଜ ଫସିବା ଘଟଣା: ୩୬ ଦିନ ପରେ ସମୁଦ୍ରକୁ ଗଲା ମାଲେସିଆ ଜାହାଜ

ବ୍ରହ୍ମଗିରି: ଚିଲିକା ହ୍ରଦର ରାଜହଂସ ନିକଟରେ ଫସିବାର ୩୬ ଦିନ ପରେ ମାଲେସିଆ ଜାହାଜ ‘ଜିନ୍‌ ହ୍ଵା-୩୨’ ରବିବାର ଉଦ୍ଧାର ହୋଇଛି। ସିଙ୍ଗାପୁରରୁ ଏକ ସ୍ୱତନ୍ତ୍ର ଜାହାଜ ଆସିବା ପରେ ବାଲିରେ ପୋତି ହୋଇଯାଇଥିବା ଜାହାଜକୁ ଉଦ୍ଧାର କରାଯାଇଛି। ବାଲିରେ ପୋତି ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ…
ଅଧିକ ଖବର ଦେଖନ୍ତୁ...

ପ୍ରିୟଙ୍କାଙ୍କ ପୂର୍ବରୁ ଏହି ୫ଜଣ ଅଭିନେତ୍ରୀଙ୍କୁ ଡେଟ୍‌ କରିଥିଲେ ନିକ୍‌

ମୁମ୍ବାଇ : ଗତ ଡିସେମ୍ବର ୨, ୨୦୧୮ରେ ବଲିଉଡ୍‌-ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ବିବାହ କରିଥିଲେ ନିକ୍‌ ଜୋନସ । ତେବେ ପ୍ରିୟଙ୍କାଙ୍କୁ ବିବାହ କରିବା ପୂର୍ବରୁ ସେ ହଲିଉଡ୍‌ର ୫ଜଣ ଅଭିନେତ୍ରୀଙ୍କୁ ଡେଟ୍‌ କରିଥିଲେ । ୧. ପ୍ରଥମେ ୨୦୦୬ରେ ଟିଭି ଓ ଚଳଚ୍ଚିତ୍ର ଅଭିନେତ୍ରୀ…
ଅଧିକ ଖବର ଦେଖନ୍ତୁ...

ଅଜବ : ସିଟ୍‌ ବେଲ୍‌ଟ ପିନ୍ଧି ନଥିବାରୁ କଟିଲା ଅଟୋ ଚାଳକଙ୍କ ଚାଲାଣ

ନୂଆଦିଲ୍ଲୀ : ବିହାରରେ ଘଟିଥିବା ଏକ ଅଜବ ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ସେପ୍ଟେମ୍ବର ୧ରୁ ନୂଆ ମୋଟରଯାନ ଆଇନ୍‌ ଲାଗୁ ହେବା ପରଠାରୁ ଦେଶର ଅନେକ କୋଣରେ ଗାଡ଼ି ଚାଳକମାନେ ଭାରି ଜରିମାନା ଭରୁଥିବା ଦେଖାଯାଉଛି । ଲୋକେ ଟ୍ରାଫିକ ନିୟମକୁ ନେଇ ଗମ୍ଭୀର ହେବା ସହ ନିୟମ ପାଳନ…
ଅଧିକ ଖବର ଦେଖନ୍ତୁ...

ଭାରତ – ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ ବର୍ଷା ଯୋଗୁଁ ବାତିଲ, ୧୮ରେ ମୋହାଲିରେ ମୁକାବିଲା

ଧର୍ମଶାଳା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନ୍ତର୍ଜାତୀୟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌କୁ ବର୍ଷା ଯୋଗୁଁ ବାତିଲ କରିଦିଆଯାଇଛି। ମ୍ୟାଚ୍‌ ଆରମ୍ଭ ହେବାର ନିର୍ଦ୍ଧାରିତ ସମୟ ରାତି ୭ଟାରେ ଥିଲା। ଏଥି ପାଇଁ ସାଢ଼େ ୬ଟାରେ ଟସ୍‌ ହେବାର ଥିଲା। ବର୍ଷା ଯୋଗୁଁ ଟସ୍‌ ମଧ୍ୟ ପଡ଼ିପାରି ନଥିଲା।…
ଅଧିକ ଖବର ଦେଖନ୍ତୁ...