Daily Archives

September 15, 2019

ସଫଳ ସର୍ଜରୀ ପରେ ଭାରତ ଫେରିଲେ ଇର୍‌ଫାନ

ମୁମ୍ବାଇ : ଗତକାଲି ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ ବଲିଉଡ୍‌ ଅଭିନେତା ଇର୍‌ଫାନ ଖାନ୍‌ । ହ୍ଵିଲ୍‌ଚେୟାରରେ ବସି ସେ ବିମାନବନ୍ଦରରୁ ବାହାରୁଥିବା ବେଳେ କ୍ୟାମେରାକୁ ଦେଖି ନିଜର ମୁହଁ ଲୁଚାଉଥିବାର ଅନେକ ଫଟୋ ଓ ଭିଡିଓ ଭାଇରାଲ ହୋଇଥିଲା । ତାଙ୍କର ଏଭଳି ଫଟୋ ଭାଇରାଲ ହେବା ପରେ…
ଅଧିକ ଖବର ଦେଖନ୍ତୁ...

ଦିବ୍ୟାଙ୍ଗ ଯୁବତୀ ଗର୍ଭବତୀ, ବିଧାୟକଙ୍କ ପିଏସଓ ଅଟକ

ଫୁଲବାଣୀ: ଦିବ୍ୟାଙ୍ଗ ଯୁବତୀଙ୍କ ସହ ଶାରୀରିକ ସଂପର୍କ ରଖିବା ଓ ସେ ଗର୍ଭବତୀ ହେବା ଅଭିଯୋଗରେ ରବିବାର ବିବାଦ ଘେରକୁ ଆସିଛନ୍ତି ଫୁଲବାଣୀ ବିଧାୟକଙ୍କ ପିଏସଓ ତଥା କନେଷ୍ଟବଳ ହରିହର ବେହେରା ଓରଫ ପିଣ୍ଟୁ। ଏନେଇ ଖଜୁରୀପଡ଼ା ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ପିଣ୍ଟୁଙ୍କୁ ଅଟକ ରଖି…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀକୁ ନିର୍ଯାତନା ଦେଇ ସ୍ୱାମୀ ଗିରଫ

ପାଇକସାହି: ସ୍ତ୍ରୀକୁ ନିର୍ଯାତନା ଦେଇ ରବିବାର ଜଣେ ସ୍ୱାମୀ ଗିରଫ ହୋଇଛି। ଆଠମଲ୍ଲିକ ବ୍ଳକ ଠାକୁରଗଡ଼ ଥାନା ଅରଖକୁଦ ଗ୍ରାମର ବୈଜୟନ୍ତୀ ଭୋଇ (୨୬)ଙ୍କୁ ତାଙ୍କ ସ୍ୱାମୀ ଅକ୍ଷୟ ଭୋଇ, ଶାଶୁ ଉମା ଭୋଇ, ଶ୍ୱଶୁର ସଂଜୟ ଭୋଇ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି…
ଅଧିକ ଖବର ଦେଖନ୍ତୁ...

ଚିନ୍ମୟାନନ୍ଦଙ୍କ ସପକ୍ଷରେ ବାହାରିଲେ ବିବାଦୀୟ ବାବା ସ୍ୱାମୀ ଓମ୍‌, କହିଲେ; ମାଲିସ୍‌ କରିବା କୌଣସି ଅପରାଧ ନୁହେଁ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଚିନ୍ମୟାନନ୍ଦଙ୍କୁ ନେଇ ବିବାଦ ଘନେଇବାରେ ଲାଗିଛି । ତାଙ୍କ ଉପରେ ଜଣେ ସ୍ନାତକୋତ୍ତର ଛାତ୍ରୀ ଦୁଷ୍କର୍ମର ଅଭିଯୋଗ ଆଣିବା ପରେ ଦିନକୁ ଦିନ ଗୋଟେ ପରେ ଗୋଟେ କଥା ସାମ୍ନାକୁ ଆସିବାରେ ଲାଗିଛି । ଗତକାଲି ପୀଡ଼ିତା ତଦନ୍ତ କରୁଥିବା…
ଅଧିକ ଖବର ଦେଖନ୍ତୁ...

ରାନୁ ମଣ୍ଡଳଙ୍କୁ ମାତ ଦେବେ କି ଓଡ଼ିଶାର ଏହି ସ୍କୁଲ ପିଲା !

ଭୁବନେଶ୍ୱର: ଆପଣ ଏବେକାର ସୋସିଆଲ ମିଡ଼ିଆ ସେନ୍ସେସନ ରାନୁ ମଣ୍ଡଳଙ୍କୁ ଶୁଣିଥିବେ, କିନ୍ତୁ କୁନି କଣ୍ଠରେ ସ୍ୱାଗତ ସଙ୍ଗୀତର ବର୍ଷାରେ କେବେ ଭିଜିଛନ୍ତି କି ? ଯଦି ଆପଣ ଏହି ସ୍କୁଲକୁ କେବେ ଯିବେ ନିଶ୍ଚିତ ଅନୁଭବ କରିବେ ଯେ ଏହି କୁନି କଣ୍ଠରେ କେତେ ଯାଦୁ ଥାଏ | କୁନି ପିଲାଙ୍କ କୋମଳ ସ୍ୱର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଧୈର୍ଯ୍ୟ ଓ ସାହସର ସହିତ ଆଗକୁ ବଢ଼ିବେ। ଅଫିସରେ ଆପଣଙ୍କର ଆତ୍ମବିଶ୍ବାସ ଦେଖି କର୍ତ୍ତୃପକ୍ଷ ପ୍ରସନ୍ନ ହେବେ। ଯଦି ଆପଣ କାହାରିକୁ ପସନ୍ଦ କରୁଛନ୍ତି ତେବେ ତାଙ୍କୁ ମନର କଥା କହିବା ଲାଗି ଦିନଟି ଭଲ। ସ୍ବାସ୍ଥ୍ୟ ପ୍ରତି ଧୢାନ ଦିଅନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମହାଦେବ। ବୃଷ:…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ଏନଏସୟୁଆଇ ଆବାହକ ତଥା ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ୍‌ ପ୍ରଧାନ ନିଲମ୍ବିତ

ଭୁବନେଶ୍ୱର: ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ୍‌ ଇଣ୍ଡିଆ (ଏନଏସୟୁଆଇ)ରୁ ରାଜ୍ୟ ଏନଏସୟୁଆଇ ଆବାହକ ତଥା ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ୍‌ ପ୍ରଧାନ ନିଲମ୍ବିତ ହୋଇଛନ୍ତି। ସଂଗଠନରେ ବିଶୃଙ୍ଖଳା ସୃଷ୍ଟି କରିଥିବା ଅଭିଯୋଗରେ ତାଙ୍କୁ ଏନଏସୟୁଆଇର ପ୍ରାଥମିକ ସଦସ୍ୟ ପଦରୁ ଏନଏସୟୁଆଇର…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀ ମୁଣ୍ଡରେ ବନ୍ଧୁକ ରଖି ଲକ୍ଷାଧିକ ଟଙ୍କା ଓ ୨୦୦ ଗ୍ରାମ ସୁନା ଗହଣା ଲୁଟିଲେ ୪ ଦୁର୍ବୃତ୍ତ

ଚାନ୍ଦବାଲି: ସ୍ୱାମୀ ମୁଣ୍ଡରେ ବନ୍ଧୁକ ରଖି ଶନିବାର ରାତି ୪ ଜଣ ଦୁର୍ବୃତ୍ତ ଜଣେ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଓ ୨୦୦ ଗ୍ରାମ ସୁନା ଗହଣା ଲୁଟି ନେଇଛନ୍ତି। ସୂଚନା ଅନୁସାରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକର ବାଂଶଡ଼ା ଥାନା ଅନ୍ତର୍ଗତ ତୋଟାପଡ଼ା ପଂଚାୟତ ଜି.ଆର.ଏସ.ଙ୍କ ଘରେ ରାତିରେ ୪…
ଅଧିକ ଖବର ଦେଖନ୍ତୁ...

କପି କରି କେହି ଆଗକୁ ଯାଇପାରେନା ବୋଲି ଲତା ମଙ୍ଗେସ୍‌କରଙ୍କ ବୟାନ ଉପରେ ଏପରି ପ୍ରତିକ୍ରିୟା ରଖିଲେ ରାନୁ ମଣ୍ଡଲ

ମୁମ୍ବାଇ: କୋକିଳ କଣ୍ଠୀ ତଥା ଇଣ୍ଟର୍‌ନେଟ୍‌ ସେନ୍‌ସେସନ୍‌ ରାନୁ ମଣ୍ଡଲଙ୍କ ସଂପର୍କରେ ଗତ କିଛି ଦିନ ଭିତରେ ଅନେକ ଖବର ପ୍ରକାଶ ପାଇଛି। ଲୋକେ ତାଙ୍କୁ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର୍‌ଙ୍କ ତୁଳନା କରିବା ପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ ଲତାଜୀ। ଲତା ତାଙ୍କ ପ୍ରତିକ୍ରିୟା ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ଟ୍ରାଫିକ୍‌ ନିୟମ ଭାଙ୍ଗି ଯୁବତୀ ଦେଖାଇଲେ ଦାଦାଗିରି, ପୁଲିସକୁ କହିଲେ ‘ଚାଲାଣ କାଟିଲେ ଫାଶି ଦେଇ ଦେବି’

ନୂଆଦିଲ୍ଲୀ: ନୂଆ ମୋଟର ଯାନ ଆଧାରରେ ଦିଲ୍ଲୀର ସଡ଼କରେ ଏବେ ଲୋକେ ଟ୍ରାଫିକ୍‌ ନିୟମକୁ ମାନୁ ଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ଟ୍ରାଫିକ ପୁଲିସକୁ ବି ଏହି ନିୟମ ପାଳନ କରାଇବା ପାଇଁ ଦିଲ୍ଲୀ ସଡ଼କରେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ଏଇ କିଛିଦିନ ହେବ ଟ୍ରାଫିକ୍‌ ପୁଲିସ ସହିତ…
ଅଧିକ ଖବର ଦେଖନ୍ତୁ...