Daily Archives

September 16, 2019

ଏହି ଘରୋଇ ଉପାୟ ଆପଣାଇ ପାଆନ୍ତୁ ଥାଇରଏଡ୍‌ ରୋଗରୁ ମୁକ୍ତି

ଥାଇରଏଡ୍‌ ଗ୍ରନ୍ଥି ଥାଇରକ୍ସିନ୍‌ ନାମକ ହର୍‌ମୋନ ତିଆରି କରିଥାଏ । ଥାଇରଏଡ୍‌କୁ କିଛି ଲୋକ ସାଇଲେଣ୍ଟ କିଲର ବୋଲି କୁହନ୍ତି । କାରଣ ଏହାର ଲକ୍ଷଣ ବହୁତ ବିଳମ୍ବରେ ଜଣାପଡ଼ିଥାଏ । ଯେତେବେଳେ ଏହି ରୋଗ ବିଷୟରେ ଜଣାପଡ଼ିଥାଏ, ଲୋକମାନେ ଡ଼ାକ୍ତରଖାନା ଯାଇ ଏହାର ଚିକିତ୍ସା କରାଇଥାନ୍ତି । କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ସହିଦ୍‌ଙ୍କ ଝିଅର ଭିଡିଓ ବନାଇ ଦେଢ଼ ବର୍ଷ ପର୍ଯ୍ୟନ୍ତ ଦୁଷ୍କର୍ମ କରୁଥିଲେ ପୁଲିସକର୍ମୀ

ବୋକାରୋ(ଝାଡ଼ଖଣ୍ଡ) : ଝାଡ଼ଖଣ୍ଡର ବୋକାରୋରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଏଠାରେ ଜଣେ ପୁଲିସକର୍ମୀ ଜଣେ ସହିଦ୍‌ଙ୍କ ଝିଅ ସହ ଦେଢ଼ ବର୍ଷ ପର୍ଯ୍ୟନ୍ତ ଦୁଷ୍କର୍ମ କରୁଥିବାର ଘଟଣା ସମସ୍ତଙ୍କୁ ଚମକାଇ ଦେଇଛି । ତେବେ ଏହାର  ଖୁଲାସା ହେବା ପରେ ପୁଲିସକର୍ମୀଙ୍କୁ ନିଲମ୍ବିତ କରି…
ଅଧିକ ଖବର ଦେଖନ୍ତୁ...

ହେଜଲ କିଚ୍‌ଙ୍କ ଖୁଲାସା : ଏହି କାରଣରୁ ମୁଁ ବଲିଉଡ୍‌ ଛାଡ଼ିବାକୁ ବାଧ୍ୟ ହୋଇଥିଲି

ମୁମ୍ବାଇ : ପୂର୍ବ ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ପତ୍ନୀ ତଥା ଅଭିନେତ୍ରୀ ହେଜଲ କିଚ୍‌ଙ୍କ ବଲିଉଡ୍‌ ଯାତ୍ରା ଏତେ ଲମ୍ବା ନଥିଲା । ଖୁବ୍‌ କମ ଦିନ ମଧ୍ୟରେ ସେ ନିଜକୁ ବଲିଉଡ୍‌ରୁ ଦୂରେଇ ନେଇଥିଲେ । ତେବେ ବିବାହ ପାଇଁ ହେଜଲ ବଲିଉଡ୍‌ରେ କାମ କରୁ ନଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ପୁଲିସ ହେଲ୍‌ପଲାଇନ୍‌ ନମ୍ବରକୁ କଲ୍‌ କରି ପିଜ୍ଜା ଓ ବର୍ଗର ଅର୍ଡର ଦେଉଛନ୍ତି ଲୋକେ!

ନୂଆଦିଲ୍ଲୀ : ଦିଲ୍ଲୀରେ ଘଟୁଥିବା ଏକ ଅଜବ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୁଲିସ ତରଫରୁ ଜାରି କରାଯାଇଥିବା ହେଲ୍‌ପଲାଇନ୍‌ ନମ୍ବରକୁ ଫୋନ କରି ଲୋକେ ଯେଉଁ ସବୁ ଦାବି କରୁଛନ୍ତି, ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦିଲ୍ଲୀ ରେଲ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ପ୍ରତିଦିନ ୨୦୦ଟି…
ଅଧିକ ଖବର ଦେଖନ୍ତୁ...

ଭଦ୍ରକର ପୁରୁଣା ବଜାର ଅଞ୍ଚଳରେ ପୁଲିସ ପକ୍ଷରୁ ଲାଠିଚାର୍ଜ

ଭଦ୍ରକ : ଭଦ୍ରକର ପୁରୁଣା ବଜାର ଅଞ୍ଚଳରେ ପୁଲିସ ପକ୍ଷରୁ ଲାଠିଚାର୍ଜ ହୋଇଥିବା ଖବର ହସ୍ତଗତ ହୋଇଛି । ଜଣେ ଲୁଗାଦୋକାନୀଙ୍କ ପ୍ରତି ଥାନା ଅଧିକାରୀଙ୍କ ଦୁର୍ବ୍ୟବହାରକୁ ବିରୋଧ କରି ଦୋକାନା ଓ ସାଧାରଣ ଲୋକ କରୁଥିବା ବିରୋଧକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଲାଠିଚାର୍ଜ କରିଥିବା ଜଣାଯାଇଛି…
ଅଧିକ ଖବର ଦେଖନ୍ତୁ...

ଛୋଟବେଳେ ଏହି କାରଣରୁ ନିଜ ବାପାଙ୍କ ଫିଲ୍ମ ଦେଖୁ ନଥିଲେ ସୋନମ

ମୁମ୍ବାଇ : ସେପ୍ଟେମ୍ବର ୨୦ରେ ରିଲିଜ୍‌ ହେବାକୁ ଯାଉଛି ଅଭିନେତ୍ରୀ ସୋନମ କପୁରଙ୍କ ଅଭିନୀତ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ । ଏହି ଫିଲ୍ମରେ ସୋନମ କପୁର ସାଉଥ୍‌ ସୁପରଷ୍ଟାର ଦୁଲକର ସଲମାନଙ୍କ ସହ ନଜର ଆସୁଛନ୍ତି । ତେବେ ଫିଲ୍ମର ରିଲିଜ୍‌ ଡେଟ୍‌ ପାଖେଇ ଆସୁଥିବା ବେଳେ ଏବେ ପ୍ରମୋସନରେ ବ୍ୟସ୍ତ…
ଅଧିକ ଖବର ଦେଖନ୍ତୁ...

ନଜର କେ ସାମ୍‌ନେ….ଗୀତ ଗାଇ ସୋସିଆଲ ମିଡିଆରେ ଛାଇଲେ ଉବେର ଚାଳକ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନରେ ଗୀତ ଗାଇ ରାତାରାତି ଲୋକପ୍ରିୟ ବନିଥିଲେ ରାନୁ ମଣ୍ଡଳ । ଯାହା ପରେ ତାଙ୍କୁ ବଲିଉଡ୍‌ରେ ଗୀତ ଗାଇବାର ସୁଯୋଗ ମିଳିଥିଲା । ରାନୁଙ୍କ ପରେ ଏବେ ଜଣେ ଉବେର ଚାଳକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ…
ଅଧିକ ଖବର ଦେଖନ୍ତୁ...

ନିର୍ଦ୍ଦେଶକଙ୍କ ଖୁଲାସା : ସୁଟିଂ ସମୟରେ ଏହି କାରଣ ପାଇଁ ବାରମ୍ବାର କାନ୍ଦି ପକାଉଥିଲେ ପ୍ରିୟଙ୍କା

ମୁମ୍ବାଇ : ଅନେକ ଦିନର ବ୍ୟବଧାନ ପରେ ବଲିଉଡ୍‌କୁ ଫେରୁଛନ୍ତି ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ ଜରିଆରେ ସେ ଦର୍ଶକଙ୍କ ମନୋରଞ୍ଜନ କରିବା ସହ ତାଙ୍କ ସହ ନଜର ଆସୁଛନ୍ତି ଅଭିନେତା ଫର୍‌ହାନ ଅଖ୍‌ତାର ଓ ଅଭିନେତ୍ରୀ ଜାଇରା ଓ୍ଵସିମ୍‌ । ତେବେ ରିଲିଜ୍‌…
ଅଧିକ ଖବର ଦେଖନ୍ତୁ...

ନିଜ ସହ ଚେୟାର ଓ ଖାଦ୍ୟ ଆଣି ଆସିବେ; ଜାଣନ୍ତୁ ନିମନ୍ତ୍ରଣ କାର୍ଡରେ ଏଭଳି କାହିଁକି ଛପାଗଲା

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଏକ ବିବାହର ନିମନ୍ତ୍ରଣ ପତ୍ର ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ନିମନ୍ତ୍ରଣ ପତ୍ରରେ ଅତିଥିମାନଙ୍କ ପାଇଁ ଯେଉଁ କଥା ଲେଖାଯାଇଛି, ସେ ନେଇ ପତ୍ରଟି ଭାଇରାଲ ହେବାରେ ଲାଗିଛି । ନିମନ୍ତ୍ରଣ ପତ୍ରରେ ଲେଖାଯାଇଛି, ଯଦି ସମୟ ପୂର୍ବରୁ ଆପଣମାନେ ବିବାହରେ ଯୋଗ…
ଅଧିକ ଖବର ଦେଖନ୍ତୁ...

ପଥର ଖଣିରେ ଅଘଟଣ, ବିସ୍ଫୋରଣରେ ଛାତ୍ରଙ୍କର ମୃତ୍ୟୁ 

ଜୟପୁର (ଇମିସ): ବେଆଇନ ପଥର ଖଣିରେ ବିସ୍ଫୋରଣ ହେବା ଫଳରେ ଆଜି ଜଣେ ଛାତ୍ରଙ୍କର ଜୀବନ ଯାଇଛି। ଛାତ୍ରଜଣକ ହେଲେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ କୁସୁମୀ ପଥର କୁଆଁରୀରେ କାର୍ଯ୍ୟରତ ଖୁତୁଗୁଡା ଗାଁର ନିରଞ୍ଜନ ନାଇକ(୧୮)। ଆଜି ଦିନ ପ୍ରାୟ ୧୧ଟାବେଳେ କୁଆଁରୀରେ ପଥର ଖଣି ବା କୁଆଁରୀରେ…
ଅଧିକ ଖବର ଦେଖନ୍ତୁ...