Daily Archives

September 17, 2019

ବୁର୍ଲା ହସ୍‌ପିଟାଲ: ମେଡିସିନ ୱାର୍ଡ ବାରଣ୍ଡାରେ ଗଡ଼ୁଛନ୍ତି ରୋଗୀ, ଗୁରୁତର ହେଉଛି ରୋଗୀଙ୍କ ଅବସ୍ଥା

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଲାଇଫ୍‌ଲାଇନ୍‌ ‘ବୀର ସୁରେନ୍ଦ୍ର ସାଏ ମେଡିକାଲ ଓ ଡାକ୍ତରଖାନାରେ ଦିନକୁ ଦିନ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ହସ୍‌ପିଟାଲରେ ରୋଗୀଙ୍କ ପାଇଁ ଆବଶ୍ୟକ ପରିମାଣରେ ବେଡ୍‌ର ବ୍ୟବସ୍ଥା ନଥିବାରୁ ବହୁ ଅସୁବିଧା ଦେଖାଯାଇଛି। ଏପରିକି ରୋଗୀଙ୍କୁ ବାରଣ୍ଡାରେ…
ଅଧିକ ଖବର ଦେଖନ୍ତୁ...

ଦ୍ଵାରଶୁଣୀ ଘାଟୀରେ ବେପରୁଆ ଗାଡି ଚାଳନା ଅଭିଯୋଗ: ନିଶାଶକ୍ତ ଡ୍ରାଇଭର ଗିରଫ

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ପୁଲିସ ଦ୍ଵାରା ନିଶାଗ୍ରସ୍ତ ବସ ଡ୍ରାଇଭର ଗିରଫ ହେବା ଚର୍ଚ୍ଚାର ବିଷୟ ହୋଇଛି। କରଂଜିଆ-ବାରିପଦା ଯାଇଥିବା ଅମ୍ବିକା ନାମକ ବସ (ଓଡି ୧୧ଏ ୭୬୬୯)ର ଡ୍ରାଇଭର ଦ୍ଵାରଶୁଣୀ ଘାଟୀରେ ବେପରୁଆ ଗାଡି ଚାଳନା କରୁଥିବାର ଯାତ୍ରୀମାନେ ବାଙ୍ଗିରିପୋଷି…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱରରେ ବିଭିନ୍ନ ସ୍ଥାନରେ ବିଶ୍ୱକର୍ମ ପୂଜା ଅନୁଷ୍ଠିତ

ବାଲେଶ୍ୱର: ପୂରା ଦେଶରେ ମଙ୍ଗଳବାର ଭଗବାନ ବିଶ୍ୱକର୍ମାଙ୍କୁ ପୂଜାର୍ଚ୍ଚନା କରାଯାଇଛି। ଏହି କ୍ରମରେ ବାଲେଶ୍ୱରରେ ମଧ୍ୟ ଆଜି ବିଭିନ୍ନ ଅନୁଷ୍ଠାନ ତରଫରୁ ବିଶ୍ୱକର୍ମାଙ୍କୁ ପୂଜା କରାଯାଇଛି। ପୂଜାକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ଶିଳ୍ପ ସଂସ୍ଥାମାନେ ଆକର୍ଷଣୀୟ ଭାବେ ସାଜସଜ୍ଜା…
ଅଧିକ ଖବର ଦେଖନ୍ତୁ...

ନିଦ ବଟିକା ନେଇଯାଇପାରେ ଜୀବନ !

ଉତ୍ତମ ନିଦ ହେବା ପାଇଁ ଆଜିକାଲି କିଛି ଲୋକ ନିଦ ବଟିକା ଖାଉଛନ୍ତି | ତେବେ ଆପଣ ନିଦ ବଟିକା ମନଇଚ୍ଛା ଖାଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ | କାରଣ ଏହି ଔଷଧ ଶାନ୍ତିରେ ଶୋଇବାକୁ ଦେଇଥାଏ ସତ, ମାତ୍ର ଏହାକୁ ଅଭ୍ୟାସରେ ପକାଇବା ଦ୍ବାରା ଏହା ମୃତ୍ୟୁର କାରଣ ମଧ୍ୟ ପାଲଟିପାରେ। ଜାଣନ୍ତୁ…
ଅଧିକ ଖବର ଦେଖନ୍ତୁ...

ଭାରତର ଏହି ସହରର ୪୬ ପ୍ରତିଶତ ଯୁବକ ଦେଖୁଛନ୍ତି ଅଶ୍ଳୀଳ ଭିଡିଓ

ମୁମ୍ବାଇ: ମାୟନଗରୀ ମୁମ୍ବାଇ | ଏବେ ମୁମ୍ବାଇ ସହରକୁ ନେଇ ଏଭଳି ଏକ ସର୍ଭେ ତଥ୍ୟ ସାମ୍ନାକୁ ଆସିଛି ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ | ଏକ ସଂସ୍ଥା ଦ୍ୱାରା କରାଯାଇଥିବା ସର୍ଭେରେ ଜଣାପଡିଛି ଯେ ମୁମ୍ବାଇରେ ପାଠ ପଢ଼ୁଥିବା ୧୬ରୁ ୨୨ ବର୍ଷର ଛାତ୍ରଙ୍କ ମଧ୍ୟରେ ଅଶ୍ଳୀଳ ଭିଡିଓ ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ମ୍ୟାଚ ଫିକ୍ସିଂ ପାଇଁ ଆତ୍ମହତ୍ୟା କଲେ କି କ୍ରିକେଟର ଚନ୍ଦ୍ରଶେଖର

ଚେନ୍ନାଇ: ଗତ ଅଗଷ୍ଟ ମାସରେ ଆତ୍ମହତ୍ୟା କରିଥିବା କ୍ରିକେଟର ଭିବି ଚନ୍ଦ୍ରଶେଖରଙ୍କ ଆତ୍ମହତ୍ୟାକୁ ନେଇ ଯାଞ୍ଚ କରୁଥିବା ତଦନ୍ତକାରୀ ଅଫିସରଙ୍କ ହାତରେ ଲାଗିଛି ସୁରାକ | ସେ ଆତ୍ମହତ୍ୟା ମ୍ୟାଚ ଫିକ୍ସିଂ ପାଇଁ କରିଥିବାର ତଦନ୍ତକାରୀ ଟିମ ସନ୍ଦେହ କରୁଛି | ଯାହାକୁ ନେଇ ଏବେ ପୁଲିସ ଏ ବାବଦରେ…
ଅଧିକ ଖବର ଦେଖନ୍ତୁ...

କଟକରୁ ନିଖୋଜ ନର୍ସଙ୍କୁ ହତ୍ୟା, ଜଗତସିଂହପୁରରେ ଅଖା ଭିତରୁ ଗଳିତ ମୃତଦେହ ଉଦ୍ଧାର

ଜଗତସିଂହପୁର: ଦୀର୍ଘ ଏକ ସପ୍ତାହ ଯାଏଁ ନିଖୋଜ ରହିବା ପରେ ମଙ୍ଗଳବାର ନିଖୋଜ ନର୍ସଙ୍କ ଗଳିତ ମୃତଦେହ ମିଳିଛି। ଜଗତସିଂହପୁର ଜିଲ୍ଲାର ବିଲୁଆଖାଇ ନଦୀକୂଳରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା…
ଅଧିକ ଖବର ଦେଖନ୍ତୁ...

ଅଗଷ୍ଟ ମାସରେ ୪ଜି ଡାଉନଲୋଡ ସ୍ପିଡ଼ ଚାର୍ଟରେ ପ୍ରଥମ ସ୍ଥାନରେ ରହିଛି ଜିଓ : ଟ୍ରାଇ

ନୂଆଦିଲ୍ଲୀ:  ୪ଜି ଇଣ୍ଟରନେଟ ଡାଉନଲୋଡ ସ୍ପିଡ଼ କ୍ଷେତ୍ରରେ ଭଲ ପ୍ରଦର୍ଶନ ଜାରି ରଖି ରିଲାଏନ୍ସ ଜିଓ ଅଗଷ୍ଟ ୨୦୧୯ ମାସ ପାଇଁ ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ସଦ୍ୟ ପ୍ରକାଶିତ ୪ଜି ଇଣ୍ଟରନେଟ ଡାଉନଲୋଡ ସ୍ପିଡ଼ ଚାର୍ଟରେ ପ୍ରଥମ ସ୍ଥାନରେ ରହିଛି | ଅଗଷ୍ଟ ମାସରେ ଜିଓ…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀଙ୍କ ସହ ବିଗବସରେ ନଜର ଆସିବେ ରାକ୍ଷୀ ସାୱନ୍ତ

ମୁମ୍ବାଇ : ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ରିୟାଲିଟି ସୋ’ ବିଗ୍‌ ବସ୍‌ । ସେପ୍ଟେମ୍ବର ୨୯ରେ ସୋ’ ଆରମ୍ଭ ହେବାକୁ ଥିବା ବେଳେ ଚଳିତ ବର୍ଷ ସୋ’ରେ ଅନେକ ବଡ଼ ବଡ଼ ପରିବର୍ତ୍ତନ ଦେଖାଯିବ ବୋଲି ଜଣା ପଡ଼ିଛି । ତେବେ ଏଥର ସୋ'ରେ ନିଜ ସ୍ୱାମୀ ରିତେଶଙ୍କ ସହ ରାକ୍ଷୀ ସାୱନ୍ତ ମଧ୍ୟ ସାମିଲ ହେବେ…
ଅଧିକ ଖବର ଦେଖନ୍ତୁ...

ଶିବସେନାରେ ସାମିଲ ହୋଇପାରନ୍ତି ଉର୍ମିଳା ମାତୋଣ୍ଡକର

ମୁମ୍ବାଇ: ଖୁବଶୀଘ୍ର ଶିବସେନାରେ ସାମିଲ ହୋଇପାରନ୍ତି ବଲିଉଡ ଅଭିନେତ୍ରୀ ତଥା କଂଗ୍ରେସ ଛାଡିଥିବା ଉର୍ମିଳା ମାତୋଣ୍ଡକର | ବର୍ତ୍ତମାନ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି | କାରଣ ଉର୍ମିଳା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଘନିଷ୍ଠ ସହଯୋଗୀ ମିଲିନ୍ଦ ନରଵେକରଙ୍କୁ ସାକ୍ଷାତ କରିଛନ୍ତି |…
ଅଧିକ ଖବର ଦେଖନ୍ତୁ...