Daily Archives

September 18, 2019

ଡାବୁଗାଁ ସଂରକ୍ଷିତ ଜଙ୍ଗଲରୁ କାଠ ଚୋରୀ ଅଭିଯୋଗରେ ଜଣେ ଗିରଫ

ଡାବୁଗାଁ: କୋରାପୁଟ ଜିଲ୍ଲାର ଡାବୁଗାଁ ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ କାଠ ଚୋରୀ ଅଭିଯୋଗରେ ଡାବୁଗାଁ ବନ ବିଭାଗ ତରଫରୁ ଜଣକୁ ଗିରଫ କରାଯାଇଛି। ବନ ବିଭାଗ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟା ସମୟରେ ଡାବୁଗାଁ ସଂରକ୍ଷିତ…
ଅଧିକ ଖବର ଦେଖନ୍ତୁ...

ସ୍ତନ କର୍କଟରେ ପୀଡ଼ିତା ମହିଳା କେବିସିରୁ ଜିତିଲେ ଏତିକି ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ମେଗା ରିୟାଲିଟି ସୋ’ ‘କୌନ୍‌ ବନେଗା କରୋଡପତି’ ସିଜିନ୍‌-୧୧ରେ ସେପ୍ଟେମ୍ବର ୧୭ ତାରିଖରେ ପ୍ରସାରିତ ହୋଇଥିବା ଅଧ୍ୟାୟରେ ହଟସିଟ୍‌ରେ  ବସି ଏମିତି ଜଣେ ପ୍ରତିଯୋଗୀ ଭାଗ ନେଇଥିଲେ, ଯିଏକି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଥିଲେ। ଏହି ପ୍ରତିଯୋଗୀଙ୍କ ନାମ ଆରତୀ କୁମାରୀ। ଆରତୀ…
ଅଧିକ ଖବର ଦେଖନ୍ତୁ...

ତେଜପତ୍ର ଖାଇବା ଦ୍ୱାରା ଓଜନ ହ୍ରାସ ହେବା ସହ ଶରୀରକୁ ମିଳିଥାଏ ଏସବୁ ଫାଇଦା

ତେଜପତ୍ରର ବ୍ୟବହାର ଭାରତରେ ଅଧିକାଂଶ ଘରେ ମସଲା ଭାବେ କରାଯାଇଥାଏ। କିନ୍ତୁ ତେଜପତ୍ରକୁ ମସଲା ବ୍ୟତୀତ ମଧୁମେହ, କର୍କଟ, ଓଜନହ୍ରାସ ଓ ଭଲ ନିଦ ପାଇଁ ବି ବ୍ୟବହାର କରି ପାରିବା। ଆସନ୍ତୁ ଜାଣିବା ତେଜପତ୍ରର ଉପକାରିତା ବିଷୟରେ... ମଧୁମେହ: ମଧୁମେହ ରୋଗୀଙ୍କ ପାଇଁ ତେଜପତ୍ର ଏକ ମହୋଷଧୀ ।…
ଅଧିକ ଖବର ଦେଖନ୍ତୁ...

ଥାନାରେ ତିନିଜଣ ଭଉଣୀଙ୍କୁ ବିବସ୍ତ୍ର କରି ନିର୍ଯାତନା ଦେଇଥିଲା ପୁଲିସ

ନୂଆଦିଲ୍ଲୀ: ଆସାମର ଦାରଙ୍ଗ ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ପୁଲିସ ଷ୍ଟେସନ୍‌ ଭିତରେ ଜଣେ ଅନ୍ତସତ୍ତ୍ୱା ମହିଳା ଓ ତାଙ୍କ ଦୁଇ ଭଉଣୀଙ୍କୁ ବିବସ୍ତ୍ର କରି ନିର୍ଯାତନା ଦିଆଯିବା ଅଭିଯୋଗ ହୋଇଛି। ପୁଲିସ ଅଧିକାରୀ ଅନ୍ତସତ୍ତ୍ୱା ମହିଳାଙ୍କ ପେଟରେ ଲାତ ମାରିବା…
ଅଧିକ ଖବର ଦେଖନ୍ତୁ...

ରିଲିଜ ପୂର୍ବରୁ ଏହି ସିନେମାକୁ ସହିବାକୁ ପଡ଼ିଲା ଦୁଇକୋଟି ଟଙ୍କାର କ୍ଷତି !

ମୁମ୍ବାଇ: ଅଭିନେତା ବରୁଣ ଧାଓ୍ଵନ୍‌ ଓ ଅଭିନେତ୍ରୀ ସାରା ଅଲି ଖାନ୍‌ ପ୍ରଥମ ଥର  ‘କୁଲି ନମ୍ବର୧’ରେ  ପରଦାରେ ନଜର ଆସିବେ। ଦୁହେଁ ଏହି ସିନେମାର ସୁଟିଂରେ ବ୍ୟସ୍ତ ଥିଲେ, କିନ୍ତୁ କିଛିଦିନ ପୂର୍ବେ ସେଟରେ ହୋଇଥିବା ଦୁର୍ଘଟଣା କାରଣରୁ ବର୍ତ୍ତମାନ ସୁଟିଂ ଅଟକାଇ ଦିଆଯାଇଛି। କେବଳ ଏତିକି…
ଅଧିକ ଖବର ଦେଖନ୍ତୁ...

ଭାରତ ସରକାରଙ୍କ ମଞ୍ଜୁରୀ ଲାଗି ଅଟକି ଥିବା ବିଭିନ୍ନ ପ୍ରସଙ୍ଗର ଅଗ୍ରଗତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ସରକାରଙ୍କ ମଞ୍ଜୁରୀ ଲାଗି ଅଟକି ଥିବା ବିଭିନ୍ନ ପ୍ରସଙ୍ଗର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସମୀକ୍ଷା କରିଛନ୍ତି। ଦୁଇ ଦିନିଆ ଗସ୍ତରେ ନବୀନ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପୁରୁଣା ପ୍ରସଙ୍ଗକୁ ନେଇ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ…
ଅଧିକ ଖବର ଦେଖନ୍ତୁ...

ମହିଳା ହଷ୍ଟେଲର କବାଟ ଖୋଲା ଦେଖି ଛାତ୍ରୀଙ୍କ ପଲଙ୍କ ତଳେ ପଶିଯାଇଥିଲା ଯୁବକ, ଆଉ ତା’ପରେ..

ନୂଆଦିଲ୍ଲୀ: ବିହାରର ରାଜଧାନୀ ପାଟନାରେ ଥିବା ଏକ ମହିଳା ହଷ୍ଟେଲରୁ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ମହିଳା ହଷ୍ଟେଲର କବାଟ ଖୋଲା ଥିବା ଦେଖି ଜଣେ ଯୁବକ ଛାତ୍ରୀଙ୍କ ପଲଙ୍କ ତଳେ ପଶି ଯାଇଥିଲା। ପୁଲିସ ଏହି ଘଟଣାରେ ଉକ୍ତ ଯୁବକକୁ ଗିରଫ କରିଛି। ଗିରଫ ଯୁବକଙ୍କ ନାମ ରବି କୁମାର ବୋଲି…
ଅଧିକ ଖବର ଦେଖନ୍ତୁ...

୩୫ବର୍ଷ ହେବ ଏହି ବ୍ୟକ୍ତି ଟଙ୍କାକୁ ଲଗାଇ ନାହାନ୍ତି ହାତ, କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଆଜିକା ସମୟରେ ଟଙ୍କା ଥିଲେ ସବୁକିଛି ହାସଲ କରାଯାଇ ପାରୁଛି ବୋଲି କୁହାଯାଉଛି। କାରଣ ଛୋଟରୁ ଛୋଟ ଜିନିଷଟିଏ ପାଇଁ ଆମକୁ ଟଙ୍କାର ଆବଶ୍ୟକତା ପଡ଼ିଥାଏ। ସାଧାରଣ ଜୀବନରେ ଟଙ୍କା ମନୁଷ୍ୟର ପ୍ରଥମ ଆବଶ୍ୟକତା ପାଳଟିଛି । ଏହି କ୍ରମରେ ବଡ଼ଓ୍ଵାନି ସନ୍ଧେଓ୍ଵାରେ ଏମିତି ଜଣେ ବ୍ୟକ୍ତି…
ଅଧିକ ଖବର ଦେଖନ୍ତୁ...

ମୋହାଲି ଟି-୨୦: ଦକ୍ଷିଣ ଆଫ୍ରିକାକୁ ୭ ଓ୍ଵିକେଟ୍‌ରେ ପରାସ୍ତ କଲା ଭାରତ, କୋହଲିଙ୍କ ୭୨ ରନ୍‌

ମୋହାଲି: ଅଧିନାୟକ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ (ଅପରାଜିତ ୭୨ ରନ୍‌, ୫୨ ବଲ, ୪ ଚୌକା, ୩ ଛକା) ବଳରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟି-୨୦ ଶୃଙ୍ଖଳାର ୨ୟ ମୁକାବିଲାକୁ ବୁଧବାର ଭାରତ ଜିତିଛି। ଭାରତ ୧୯ ଓଭରରେ ୩ଟି ଓ୍ଵିକେଟ ହରାଇ ୧୫୧ ରନ୍‌ କରିଛି। ଟିମ୍‌ ଦ୍ୱିତୀୟ…
ଅଧିକ ଖବର ଦେଖନ୍ତୁ...

କାଲିମେଳାରେ ଲଜ୍ଜା: ବାପାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲା ନାବାଳିକା, ଅଭିଯୁକ୍ତ ଫେରାର

କାଲିମେଳା: ମାଲକାନଗିିରି ଜିଲ୍ଲାର କାଲିମେଳା ଥାନାରୁ ଲଜ୍ଜାଜନିତ ଖବର ଆସିଛି। ନିଜ ଜନ୍ମକଲା ନାବାଳିକା ଝିଅକୁ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି। ଏହି ଅଞ୍ଚଳର ଏକ ଗ୍ରାମରେ ଜଣେ ୩୫ବର୍ଷିଅ ବଂଗୀୟ ଯୁବକ ନିଜ ୧୩ ବର୍ଷର ନାବାଳିକା ଝିଅକୁ ଦୁଷ୍କର୍ମ କରିଥିବାର ପୀଡ଼ିତା ନିଜ ମା’ଙ୍କ…
ଅଧିକ ଖବର ଦେଖନ୍ତୁ...