Daily Archives

September 18, 2019

ସରକାରୀ ଚାକିରିର ଲୋଭ: ଖାଉଥିବା ସମୟରେ ମା’ ପୁଅ ମିଶି ବାପାକୁ କୁରାଢ଼ିରେ କଲେ ତିନିଖଣ୍ଡ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ବୁଲନ୍ଦସହରରେ ଜଣେ ବ୍ୟକ୍ତିଙ୍କୁ ଅତି ନର୍ମମ ଭାବେ ହତ୍ୟା କରି ତିନିଖଣ୍ଡ କରି ଅଳିଆରେ ଫିଙ୍ଗି ଦେବାର ଘଟଣା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ସ୍ଥାନୀୟ ବିବିନଗର ଅଞ୍ଚଳରେ ୫୯ବର୍ଷିଅ ତେଜରାମ ନିଜର ପତ୍ନୀ ଓ ପୁଅ ସହିତ ବସବାସ କରୁଥିଲେ। ତେଜରାମ ବହୁପୁର ଆଦର୍ଶ…
ଅଧିକ ଖବର ଦେଖନ୍ତୁ...

ହାଜତ୍‌ ମୃତ୍ୟୁ ନେଇ ପଟ୍ଟାମୁଣ୍ଡାଇ ଥାନାରେ ତୀବ୍ର ଉତ୍ତେଜନା

ପଟ୍ଟାମୁଣ୍ଡାଇ: ହାଜତ୍‌ ମୃତ୍ୟୁକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନାରେ ବୁଧବାର ରାତି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ଦେଇଥିବା ସୂଚନା ଅନୁସାରେ ଚୋରା ମଦ ବିକ୍ରି ନେଇ ପୁଲିସ ହରଡ଼ପଲି ଗାଁର ସୁଶାନ୍ତ ବେହେରା (୪୦)ଙ୍କୁ ଆଜି ଅପରାହ୍ଣ ୩ଟାରେ ଥାନାକୁ ଆଣିଥିଲା।…
ଅଧିକ ଖବର ଦେଖନ୍ତୁ...

୧୦୦ଟି ପ୍ଲାଷ୍ଟିକ୍‌ ବ୍ୟାଗରୁ ୨୯ଟି ମୃତଦେହକୁ ଜବତ କଲା ପୁଲିସ, ଆହୁରି ମୃତଦେହ ମିଳିବା ଆଶଙ୍କା

ମେକ୍ସିକୋ: ମେକ୍ସିକୋର ଜଲିସ୍କୋସ୍ଥିତ ଜୈପୋପେନ୍‌ ନଗରପାଳିକା ଅଞ୍ଚଳରେ ଥିବା ଏକ ଗୁପ୍ତ କବରସ୍ତାନରୁ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏହି କବରସ୍ତାନରୁ ପୁଲିସ ୨୯ଟି ଶବକୁ ଜବତ କରିଛି। ଜବତ ହୋଇଥିବା ଶବଗୁଡ଼ିକ ୧୦୦ରୁ ଅଧିକ ପ୍ଲାଷ୍ଟିକ୍‌ ବ୍ୟାଗରେ ଭର୍ତ୍ତି କରାଯାଇ ଫିଙ୍ଗି…
ଅଧିକ ଖବର ଦେଖନ୍ତୁ...

ଥାନା ଭିତରେ ଟିକ୍‌ଟକ୍‌ ଭିଡିଓ ବନାଇ ଫସିଲେ ସବ୍‌-ଇନ୍ସପେକ୍ଟର, କହୁଛନ୍ତି ଅମିତାଭ ବଚ୍ଚନଙ୍କ ସଂଳାପ

ଲକ୍ଷ୍ମୌ: କିଛିଦିନ ତଳେ ଜଣେ ପୁଲିସ କନେଷ୍ଟବଳ ୟୁନିଫର୍ମରେ ଥାଇ ଟିକ୍‌ଟକ୍‌ ଭିଡିଓ କରୁଥିବା ନଜର ଆସିବା ବେଳେ ଏବେ ଜଣେ ସବ୍‌-ଇନ୍ସପେକ୍ଟରଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ ହୋଇଛି। ଏବେ ଥାନା ଭିତରେ ଦୁଇଟି ଟିକ୍‌ଟକ୍‌ ଭିଡିଓ ବନାଇ ଚର୍ଚ୍ଚାକୁ ଆସିଥିବା ସବ୍‌-ଇନ୍ସପେକ୍ଟରଙ୍କ ନାମ ମହମ୍ମଦ…
ଅଧିକ ଖବର ଦେଖନ୍ତୁ...

ଲଦାଖ ପରେ ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନା ଦେଖାଇବ ନିଜ ଶକ୍ତି, ଶତ୍ରୁର ହଜିବ ନିଦ

ନୂଆଦିଲ୍ଲୀ: ଭାରତୀୟ ସେନା ଲଦାଖରେ ହଜାର ଫୁଟ ଉଚ୍ଚରେ ଚୀନ ସହିତ ଲାଗିଥିବା ସୀମାରେ ଏକ ବଡ଼ଧରଣର ସମରାଭ୍ୟାସ କରିଥିଲା। ଏହି ଯୁଦ୍ଧାଭ୍ୟାସରେ ସ୍ଥଳସେନା ସହିତ ବାୟୁସେନା ବି ସାମିଲ ରହିଥିଲା। ଏହି ଯୁଦ୍ଧାଭ୍ୟାସ ଜରିଆରେ ଆମର ସେନା ପୂରା ଦୁନିଆକୁ ଏହା ଦେଖାଇ ଦେଇଛି କି ଭାରତୀୟ ସେନା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣ ଅତ୍ୟଧିକ ଆତ୍ମବିଶ୍ବାସ ଅନୁଭବ କରିବେ। ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ପ୍ରସିଦ୍ଧି ଓ ପ୍ରଶ˚ସା ମିଳିବା ଯୋଗ ରହିଛି। କାରବାରୀଙ୍କ ପାଇଁ ଦିନଟି ବଢ଼ିଆ ରହିବ। ସ୍ବାସ୍ଥ୍ୟ ସମ୍ବନ୍ଧରେ ଟିକେ ସତର୍କ ରହନ୍ତୁ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ବାବା ଲିଙ୍ଗରାଜ। ବୃଷ: ମାନସିକ…
ଅଧିକ ଖବର ଦେଖନ୍ତୁ...

ମୋହାଲି ଟି-୨୦: ଭାରତକୁ ୧୫୦ ରନ୍‌ ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା, ଅର୍ଦ୍ଧଶତକ ହାସଲ କଲେ କ୍ୱିଣ୍ଟନ୍‌ ଡି’କକ୍‌

ମୋହାଲି: ମୋହାଲି ଟେଷ୍ଟରେ ବୁଧବାର ଭାରତକୁ ୧୫୦ ରନ୍‌ ଟାର୍ଗେଟ ମିଳିଛି। ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିଥିଲା। ଅଧିନାୟକ ଓ ଓ୍ଵିକେଟକିପର କ୍ୱିଣ୍ଟନ୍‌ ଡି’କକ୍‌ଙ୍କ ଅର୍ଦ୍ଧଶତକ (୫୨ ରନ୍‌, ୩୭ ବଲ, ୮ ଚୌକା) ବଳରେ ଦକ୍ଷିଣ ଆଫ୍ରିକା…
ଅଧିକ ଖବର ଦେଖନ୍ତୁ...

ନାଲକୋର ନେଟ୍ ଲାଭ ୧୭୩୨ କୋଟି ଟଙ୍କା, ୧୦୭୨ କୋଟିର ଡିଭିଡେଣ୍ଡ ଘୋଷଣା

ଭୁବନେଶ୍ୱର : ରାଷ୍ଟ୍ରାୟତ୍ତ ଆଲୁମିନିୟମ ଉତ୍ପାଦନକାରୀ କମ୍ପାନି ନାଲକୋ ୨୦୧୮-୧୯ ବର୍ଷରେ ୧୦୭୨.୭୩ କୋଟି ଟଙ୍କାର ରେକର୍ଡ୍ ଡିଭିଡେଣ୍ଡ୍ ପ୍ରଦାନ କରିବାକୁ ଘୋଷଣା କରିଛି । ୨୦୧୭-୧୮ର ୧୧୪ ପ୍ରତିଶତ ତୁଳନାରେ ଏହା ୨୦୧୮-୧୯ରେ ୧୧୫ ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ୫ ଟଙ୍କା ମୂଲ୍ୟର ଇକ୍ୱିଟୀ…
ଅଧିକ ଖବର ଦେଖନ୍ତୁ...

‘କୌଣସି ରାଷ୍ଟ୍ର ତା’ ନାଗରିକଙ୍କୁ ମୁତ୍ୟୁବରଣ କରିବାକୁ ଗ୍ୟାସ ଚ୍ୟାମ୍ବର ମଧ୍ୟକୁ ଛାଡ଼େ ନାହିଁ’: ସେପ୍‌ଟିକ୍‌ ଟାଙ୍କି…

ନୂଆଦିଲ୍ଲୀ: ହାତରେ ସେପ୍‌ଟିକ୍‌ ଟାଙ୍କି ବା ପାଇଖାନା ଟାଙ୍କି ସଫା କରିବା ପାଇଁ ତା’ ମଧ୍ୟକୁ ପ୍ରବେଶ କରି ବିଭିନ୍ନ ସମୟରେ ଏକାଧିକ ବ୍ୟକ୍ତି ଶ୍ୱାସରୁଦ୍ଧ ହୋଇ ମୁତ୍ୟୁମୁଖରେ ପଡ଼ୁଥିବା ଘଟଣାରେ ସୁପ୍ରିମ୍‌ କୋର୍ଟ ଆଜି ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ଏ ମାମଲାରେ କେନ୍ଦ୍ର ସରକାରଙ୍କ…
ଅଧିକ ଖବର ଦେଖନ୍ତୁ...