Daily Archives

September 19, 2019

ପୁଣି ଥରେ ମାମୁଁ ବନିବେ ସଲମାନ, ସ୍ପଷ୍ଟ କଲେ ଭିଣୋଇ ଆୟୁଷ

ମୁମ୍ବାଇ : ପୁଣି ଥରେ ମାମୁଁ ବନିବେ ଦବଙ୍ଗ ଷ୍ଟାର ସଲମାନ ଖାନ୍‌ । ତାଙ୍କ ଭଉଣୀ ଅର୍ପିତା ଦ୍ୱିତୀୟ ଥର ପାଇଁ ମା’ ବନିବାକୁ ଯାଉଥିବା ନେଇ ଅନେକ ଚର୍ଚ୍ଚା ହେଉଥିଲେ ମଧ୍ୟ ଖବରକୁ ନେଇ ପୂର୍ବରୁ କୌଣସି ସ୍ପଷ୍ଟିକରଣ ମିଳି ନଥିଲା । ଏବେ ଅନେକ ଚର୍ଚ୍ଚା ପରେ ଅର୍ପିତା ମା’ ହେବା ଖବର ସତ ବୋଲି…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଗର୍ଭବତୀ ମାମଲା: ଅଭିଯୁକ୍ତ ଗିରଫ

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାର ବେଲଘର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗର୍ଭବତୀ କରିବା ଓ କାହାରିକୁ କହିଲେ ଜୀବନ ମାରିଦେବା କହିଥିବା ମାମଲାରେ ସେହି ଗ୍ରାମର ଜଣେ ଯୁବକ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି। ଘଟଣାରୁ ପ୍ରକଶ ଯେ ୯ ମାସ ପୂର୍ବରୁ ଲଙ୍କାଗଡ ଅଞ୍ଚଳରେ ଜଣେ ନାବାଳିକା ତା’…
ଅଧିକ ଖବର ଦେଖନ୍ତୁ...

ସବୁ କାଗଜପତ୍ର ଥାଇ ମଧ୍ୟ ଦିଲ୍ଲୀରେ ୪୦ଲକ୍ଷ ଟଙ୍କାର ଗାଡ଼ି ହାର୍ଲେ ଡେଭିଡ୍‌ସନ୍‌ର କଟିଲା ଚାଲାଣ!

ନୂଆଦିଲ୍ଲୀ : ଦିଲ୍ଲୀରେ ସୌଖୀନ ଓ ଦାମୀ ଗାଡ଼ିରେ ଗଣା ଯାଉଥିବା ହାର୍ଲେ ଡେଭିଡ୍‌ସନର ମାଲିକଙ୍କ ଉପରେ ଦିଲ୍ଲୀ ଟ୍ରାଫିକ ପୁଲିସ ବିନା କାରଣରେ ଜରିମାନା ଲଗାଇଥିବା ଜଣା ପଡ଼ିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଦିଲ୍ଲୀର ଟ୍ରାଫିକ ପୁଲିସ ବେଆଇନ୍‌ ଭାବରେ ଏଭଳି କରିଥିବା ନେଇ…
ଅଧିକ ଖବର ଦେଖନ୍ତୁ...

ଜୁଲାଇରେ ଓଡ଼ିଶାରେ ୩.୫୩ ଲକ୍ଷ ଗ୍ରାହକ ଯୋଗ କଲା ରିଲାଏନ୍ସ ଜିଓ: ଟ୍ରାଇ

ଭୁବନେଶ୍ୱର:  ମୋବାଇଲ ସେବା ପ୍ରଦାନକାରୀ ଭାବେ ଜୁଲାଇ ମାସରେ ଓଡ଼ିଶାରେ ରିଲାଏନ୍ସ ଜିଓ ସର୍ବାଧିକ ସଂଖ୍ୟକ ମୋବାଇଲ ଗ୍ରାହକ ଯୋଡ଼ିଛି ବୋଲି ଭାରତୀୟ ଦୂର ସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜୁଲାଇ ୨୦୧୯ ପାଇଁ ଜାରି କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି । ରିଲାଏନ୍ସ ଜିଓ ଏହି ମାସରେ…
ଅଧିକ ଖବର ଦେଖନ୍ତୁ...

ଓଜନ କମ କରିବା ସହ ହୃଦୟକୁ ସୁସ୍ଥ ରଖିଥାଏ ଲେମ୍ବୁ, ଜାଣନ୍ତୁ ଏହାର ଅନେକ ବିଶେଷତ୍ୱ

ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣରେ ଭରପୂର ଥିବା ଲେମ୍ବୁ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଏଥିରେ ଥିବା ପୋଷକ ତତ୍ତ୍ୱ କୋଷ୍ଠକାଠିନ୍ୟ, କିଡ୍‍ନି ସମସ୍ୟା ଏବଂ ଗଳା ଖରାପ ହେବା ସମସ୍ୟାଠାରୁ ଆରମ୍ଭ କରି ଆହୁରି ଅନେକ ସମସ୍ୟା ଦୂର କରିଥାଏ । ଏହା ଛଡ଼ା ଲେମ୍ବୁ ରକ୍ତଚାପ ଏବଂ ଅବସାଦ ମଧ୍ୟ ଦୂର କରିଥାଏ ।…
ଅଧିକ ଖବର ଦେଖନ୍ତୁ...

ପ୍ରେମିକ ସହ ଫିଲ୍ମ ଦେଖୁଥିବା ବେଳେ ସ୍ୱାମୀ ହାତରେ ଧରା ପଡ଼ିଲା ସ୍ତ୍ରୀ, ତା’ ପରେ…..

ଗାଜିଆବାଦ୍‌ : ଗାଜିଆବାଦ୍‌ ଜିଲ୍ଲାର ମୋଦୀନଗରରେ ପ୍ରେମ ପ୍ରସଙ୍ଗକୁ ନେଇ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ବିବାହିତ ହୋଇ ମଧ୍ୟ ଅନ୍ୟ ପୁରୁଷ ସହ ଅନୈତିକ ସଂପର୍କ ରଖିଥିଲେ ମହିଳା । ସ୍ୱାମୀଙ୍କ ଅନୁପସ୍ଥିତିରେ ପ୍ରେମିକ ସହ ବୁଲି ଯାଉଥିବା ପତ୍ନୀଙ୍କ ପର୍ଦ୍ଦାଫାସ ସେତେବେଳେ ହୋଇଥିଲା,…
ଅଧିକ ଖବର ଦେଖନ୍ତୁ...

କାଜୁ ବୋଝେଇ ଟ୍ରକକୁ ଧକ୍କା ଦେଇ ବାଇକ ଆରୋହୀ ମୃତ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବାରିଗୁଡ଼ା ଗ୍ରାମ ରାଜ୍ୟ ରାଜପଥ ଉପରେ ସନ୍ଧ୍ୟା ସାଢ଼େ ୬ଟାରେ ଠିଆ ହୋଇଥିବା ଏକ କାଜୁ ବୋଝେଇ ଗାଡ଼ିକୁ ଧକ୍କା ଦେବା ଫଳରେ ଏକ ବାଇକ ଚାଳକର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମୃତ ବାଇକ ଚାଳକ ଜଣକ ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ…
ଅଧିକ ଖବର ଦେଖନ୍ତୁ...

କର ଆଦାୟ ନାମରେ ଠକାମିର ଶିକାର ହେଲେ ଅଭିନେତ୍ରୀ

ନୂଆଦିଲ୍ଲୀ : ଆୟକର ଆଦାୟକୁ ନେଇ ଠକାମିର ଶିକାର ହୋଇଥିଲେ ଅଭିନେତ୍ରୀ ଇଶା ସର୍‌ଭାନି । ଏ ନେଇ ଅଭିଯୋଗ କରାଯାଇଥିବା ବେଳେ ଦିଲ୍ଲୀ ପୁଲିସ ୩ଜଣ ନକଲି ଆୟକର ବିଭାଗ ଅଧିକାରୀଙ୍କୁ ଗିରଫ କରି ନେଇଥିବା ଜଣା ପଡ଼ିଛି । ଦିଲ୍ଲୀରେ ଥିବା ଏହି ଗ୍ୟାଙ୍ଗ୍‌ ଅଷ୍ଟ୍ରେଲିଆନ୍‌ ନାଗରିକମାନଙ୍କୁ ଟାର୍ଗେଟ…
ଅଧିକ ଖବର ଦେଖନ୍ତୁ...

ବାଲି ରଖିବାକୁ କେନ୍ଦ୍ର କରି ଯୁବକଙ୍କୁ ଲୁହା ରଡ୍‌ରେ ପିଟିପିଟି ମାରିଦେଲେ

ଭଦ୍ରକ: ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କାଉପୁର ପଞ୍ଚାୟତ ଆର୍ଜିପାଟଣା ଗାଁରେ ଗୁରୁବାର ଘଟିଛି ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗାଁରେ ନକୁଳ ବେହେରା ଏକ ଇନ୍ଦିରା ଆବାସ ଘର ପାଇଥିବା ବେଳେ ଘର ନିର୍ମାଣ ପାଇଁ ବାଲି ଆଣି ଘର ସମୁଖରେ ରଖିଥିଲେ। ବାଲି ରଖିବାକୁ କେନ୍ଦ୍ରକରି ଆଜି ସେହି ଗାଁର…
ଅଧିକ ଖବର ଦେଖନ୍ତୁ...

ସହକାରୀ ଶିକ୍ଷୟତ୍ରୀଙ୍କୁ ନିର୍ଯାତନା ଘଟଣା: ପ୍ରଧାନଶିକ୍ଷକ ଗିରଫ

କ. ନୂଆଗାଁ: କନ୍ଧମାଳ ଜିଲ୍ଲା କ. ନୂଆଗାଁ ଥାନାର କୁଡୁତୁଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁନିତା ପ୍ରଧାନଙ୍କୁ ନର୍ଯାତନା ଦେବା ଘଟଣାରେ ଗୁରୁବାର ପୁଲିସ ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ମହାରଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାରୁ ଜଣାପଡ଼ିଛି ଯେ, ଗତ ଅଗଷ୍ଟ ୨୫ରେ…
ଅଧିକ ଖବର ଦେଖନ୍ତୁ...