Daily Archives

September 19, 2019

ଦେଶର ସବୁଠାରୁ ବଡ଼ ଏତଲା! ୪ଦିନ ହେଲାଣି ଲେଖୁଛି ପୁଲିସ, ଶେଷ ହେବାକୁ ଲାଗିବ ଆହୁରି ୩ଦିନ

କାଶୀପୁର(ଉତ୍ତରାଖଣ୍ଡ) : ଉତ୍ତରାଖଣ୍ଡର କାଶୀପୁର କୋତଓ୍ଵାଲିରେ ଦେଶର ସବୁଠାରୁ ବଡ଼ ଏତଲା ଲେଖାଯାଉଥିବା ଜଣା ପଡ଼ିଛି । ରିପୋର୍ଟ ଲେଖା ଆରମ୍ଭ ୪ଦିନ ପୂର୍ବରୁ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା ଶେଷ ହୋଇ ନାହିଁ । ତେବେ ଏହାକୁ ଶେଷ କରିବା ପାଇଁ ଆହୁରି ୨-୩ଦିନ ସମୟ ଲାଗିବ ବୋଲି ଜଣା ପଡ଼ିଛି…
ଅଧିକ ଖବର ଦେଖନ୍ତୁ...

ଫାର୍ମ ହାଉସ୍‌ରୁ ମୃତଦେହ ମିଳିବା ପରେ ବିବାଦରେ ଅଭିନେତା ନାଗାର୍ଜୁନ

ନୂଆଦିଲ୍ଲୀ : ତେଲୁଗୁ ସୁପରଷ୍ଟାର ନାଗାର୍ଜୁନଙ୍କ ଫାର୍ମ ହାଉସ୍‌ରୁ ବୁଧବାର ଏକ ଅଜଣା ଶବ ଉଦ୍ଧାର ହେବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜୈବିକ ଚାଷ ପାଇଁ ନାଗାର୍ଜୁନ ନିଜର ଫାର୍ମର ସର୍ଭେ କରିବାକୁ ଜଣେ ବ୍ୟକ୍ତିଙ୍କୁ ପଠାଇଥିଲେ । ସର୍ଭେ ସମୟରେ ଯୁବକଜଣଙ୍କ ଅଜଣା ଶବ ଦେଖି…
ଅଧିକ ଖବର ଦେଖନ୍ତୁ...

‘ଅନ୍ତର୍ଜାତୀୟ ଶିଶୁ ଶାନ୍ତି ପୁରସ୍କାର’ ଦୌଡରେ ଓଡ଼ିଆ ଝିଅ ଶୁଭସ୍ମିତା

ରାଜନଗର: ଅନ୍ତର୍ଜାତୀୟ ପୁରସ୍କାର ଦୌଡ଼ରେ ଓଡ଼ିଆ ଝିଅ ଶୁଭସ୍ମିତା ତ୍ରିପାଠୀ ସାମିଲ ହୋଇପାରିଛନ୍ତି। କେନ୍ଦ୍ରାପଡା ଜିଲ୍ଲାର ରାଜନଗରର ଅଷ୍ଟମ ଶ୍ରେଣୀ ଛାତ୍ରୀ ସୁନାଝିଅ ଶୁଭସ୍ମିତା ତ୍ରିପାଠୀ ‘ଅନ୍ତର୍ଜାତୀୟ ଶିଶୁଶାନ୍ତି ପୁରସ୍କାର’ ପାଇଁ ସମଗ୍ର ବିଶ୍ୱରେ ୧୧୯ ଜଣ ଶିଶୁ ସାମିଲ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଗ୍ରେଟର ନୋଏଡାରେ ନିର୍ମାଣ ହେବ ଦେଶର ପ୍ରଥମ ରାଷ୍ଟ୍ରୀୟ ପୁଲିସ ବିଶ୍ୱବିଦ୍ୟାଳୟ

ଗ୍ରେଟର ନୋଏଡା : ନିର୍ମାଣ ହେବାକୁ ଯାଉଛି ଦେଶର ପ୍ରଥମ ରାଷ୍ଟ୍ରୀୟ ପୁଲିସ ବିଶ୍ୱବିଦ୍ୟାଳୟ । ଗ୍ରେଟର ନୋଏଡାରେ ଏହାକୁ ନିର୍ମାଣ କରାଯିବା ସହ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହାର ସମସ୍ତ ଖର୍ଚ୍ଚ ବହନ କରିବେ । ବିଶ୍ୱସ୍ତରୀୟ ରାଷ୍ଟ୍ରୀୟ ପୁଲିସ ବିଶ୍ୱବିଦ୍ୟାଳୟ ନିର୍ମାଣ କରିବା ପାଇଁ ଗୃହ…
ଅଧିକ ଖବର ଦେଖନ୍ତୁ...

ସଲମାନଙ୍କ ପଛରେ ଧାଇଁଲା ବୁଲା କୁକୁର, ଭାଇରାଲ ହେଲା ଭିଡିଓ

ମୁମ୍ବାଇ : ଗତକାଲି ମୁମ୍ବାଇରେ ଆଇଫା ଆଓ୍ଵାର୍ଡସ୍‌ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବଲିଉଡ୍‌ କଳାକାରମାନେ ଡିଜାଇନର ପୋଷାକ ପିନ୍ଧି ଷ୍ଟାଇଲିସ୍‌ ଅନ୍ଦାଜରେ ନଜର ଆସିଥିଲେ । ତେବେ ଏହି ସମୟରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଥିଲା । କଡ଼ା ସୁରକ୍ଷା ବଳୟ ଥାଇ ମଧ୍ୟ ଏକ ବୁଲା କୁକୁର…
ଅଧିକ ଖବର ଦେଖନ୍ତୁ...

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର : ଟିକେଟ ସୁନିଶ୍ଚିତ ପାଇଁ କରିବାକୁ ପଡ଼ିବ ନାହିଁ ଅପେକ୍ଷା

ନୂଆଦିଲ୍ଲୀ : ଟିକେଟ୍‌ ବୁକ୍‌ କରିବା ସମୟରେ ଯାତ୍ରୀଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ସେ ମଧ୍ୟରୁ ସବୁଠାରୁ ବଡ଼ ସମସ୍ୟା ହେଉଛି ଟିକେଟ ସୁନିଶ୍ଚିତ ନ ହେବା । ତେବେ ଯାତ୍ରୀଙ୍କ ଏଭଳି ସମସ୍ୟାର ସମାଧାନ କରିବାକୁ ଯାଇ ଭାରତୀୟ ରେଳବାଇ ମାଲବାହୀ ଗାଡ଼ି ଯିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ସବୁ ଦୃଷ୍ଟିରୁ ଭଲ ରହିବ। ଛାତ୍ରଛାତ୍ରୀ ପରିଶ୍ରମର ସୁଫଳ ପାଇବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଭଦ୍ରକାଳୀ। ବୃଷ: ଖୁସିଭରା ବାତାବରଣରେ ସାରା ଦିନ ବିତିବ। ଜୀବନସାଥୀଙ୍କ ସହ ନିବିଡ଼ ପ୍ରେମରେ ବାନ୍ଧିହେବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ବରୀ। ମିଥୁନ:…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ ଗୁଳିମାଡ଼ ଘଟଣାରେ ୪ ଗିରଫ, ମାରଣାସ୍ତ୍ର-ମୋବାଇଲ ସହ ୩ ବାଇକ ଜବତ

ବାଲେଶ୍ୱର: ରେମୁଣାସ୍ଥିତ ବାଲେଶ୍ୱର ସରକାରୀ ମେଡିକାଲ କଲେଜ ଛକରେ ଜଣେ ଯୁବକଙ୍କୁ ଗୁଳିମାଡ଼ ଘଟଣାର ପର୍ଦାଫାଶ କରିଛି ପୁଲିସ। ଶିଳ୍ପାଞ୍ଚଳ ଥାନା ପୁଲିସ ଏହି ଘଟଣାରେ ୪ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଚାନ୍ଦିପୁର ଥାନା ଅଧୀନ ନୂଆନଈ ଗ୍ରାମର ସେଖ୍‌…
ଅଧିକ ଖବର ଦେଖନ୍ତୁ...

କୋଲକତା : ଯାଦବପୁର ବିଶ୍ୱବିଦ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ତୀବ୍ର ବିରୋଧ

କୋଲକତା : ଆଜି କୋଲକତାର ଯାଦବପୁର ବିଶ୍ୱବିଦ୍ୟାଳୟରେ ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ହଟହଟାହେବାକୁ ପଡିଛି । ବାମପନ୍ଥୀ ଛାତ୍ର ସଂଗଠନ ଷ୍ଟୁଡେଣ୍ଟ ଫେଡେରେସନ ଅଫ ଇଣ୍ଡିଆ ଓ ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ୍ସ ଆସୋସିଏସନର ଛାତ୍ରମାନେ ଘେରିଯାଇ ତାଙ୍କୁ ଅସଦାଚରଣ କରିବା…
ଅଧିକ ଖବର ଦେଖନ୍ତୁ...

ଭାରତରେ ଲଞ୍ଚ ହେଲା ଉଡ଼ନ୍ତା ହୋଟେଲ

ନୋଏଡା: ରେସ୍ତୋରାଁ ଓ ହୋଟେଲରେ ଖାଇବା ଆଜିକାଲି ଅତି ସାଧାରଣ ହୋଇଗଲାଣି | ପରିବାର ଓ ବନ୍ଧୁଙ୍କ ସହ ରେସ୍ତୋରାଁରେ ଖାଦ୍ୟ ଖାଇବା ସହ କିଛି ସମୟ ବିତାଇବା ଏବେ ସମସ୍ତେ ପସନ୍ଦ କରୁଛନ୍ତି | ତେବେ ଆପଣ କେବେ ଭୂମି ଉପରେ ଆକାଶରେ ଖାଇଛନ୍ତି କି | ଆପଣ ଭାବିବେ ଆମେ ବିମାନ ଯାତ୍ରା ସମୟରେ ଖାଦ୍ୟ…
ଅଧିକ ଖବର ଦେଖନ୍ତୁ...