Daily Archives

September 20, 2019

ଅଫିସର ଅଭାବ ଯୋଗୁଁ ଅକଳରେ ପୁଲିସ, ୬ ଲକ୍ଷ ଲୋକରେ ମାତ୍ର ୬୦ ଅଧିକାରୀ

ଝାରସୁଗୁଡ଼ା (ପ୍ରଶାନ୍ତ କୁମାର ମିଶ୍ର): ଖଣି ଓ ଶିଳ୍ପରେ ସମୃଦ୍ଧ ଝାରସୁଗୁଡ଼ା ଜିଲ୍ଲାରେ ଅପରାଧିକ ମାମଲା ସମେତ ବିଭିନ୍ନ ମାମଲା ବହୁଗୁଣରେ ବୃଦ୍ଧି ପାଉଥିବା ବେଳେ ସେହି ଅନୁପାତରେ ପୁଲିସ ଅଫିସର ଓ କର୍ମଚାରୀ ନାହାନ୍ତି। ଫଳରେ ଜନସାଧାରଣଙ୍କୁ ଏକ ଶୃଙ୍ଖଳିତ ପୁଲିସ ସେବା ଯୋଗାଇ ଦେବାରେ…
ଅଧିକ ଖବର ଦେଖନ୍ତୁ...

ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ

ଭୁବନେଶ୍ୱର: କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଶନିବାର ଓଡ଼ିଶା ଗସ୍ତରେ ଆସୁଛନ୍ତିା ଶେଖାୱତ ଓଡିଶା ଗସ୍ତରେ ଆସି ଭୁବନେଶ୍ୱର ହୋଟେଲ ନିୟୁ ମ୍ୟାରିଅନଠାରେ ସକାଳ ୧୦.୩୦ରେ ରାଷ୍ଟ୍ରୀୟ ଏକତା ଅଭିଯାନ ଅନ୍ତର୍ଗତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଅନୁଛେଦ ୩୭୦ ଓ ୩୫ (ଏ) ଉଚ୍ଛେଦ…
ଅଧିକ ଖବର ଦେଖନ୍ତୁ...

ଦିନରେ କେତେବେଳେ ଏବଂ ଖାଇବାର କେତେ ସମୟ ପରେ ପାଣି ପିଇବା ଦରକାର, ଆସନ୍ତୁ ଜାଣିବା

ପାଣି ପିଇବା ଶରୀର ପାଇଁ ନିତାନ୍ତ ଆବଶ୍ୟକ । ଗୋଟେ ଦିନରେ ଅତି କମରେ ୮ଗ୍ଲାସ ପାଣି ପିଇବା ନିହାତି ଦରକାର । ଖରାଦିନେ ଶରୀରରେ ପାଣିର ଅଂଶ କମ ହେବାରୁ ଅନେକ ପ୍ରକାରର ଶାରୀରିକ ସମସ୍ୟା ଦେଖା ଦେଇଥାଏ । ସେଭଳି ଭାବରେ ଭୁଲ ସମୟରେ ପାଣି ପିଇବା ମଧ୍ୟ ଶରୀର ପାଇଁ ହାନିକାରକ ହୋଇଥାଏ । ଖାଇବାର…
ଅଧିକ ଖବର ଦେଖନ୍ତୁ...

ବାରମ୍ବାର ବ୍ଲାକ୍‌ମେଲିଂର ଶିକାର ହେଉଥିବାରୁ ଆତ୍ମହତ୍ୟାକୁ ବାଛିଲେ ଯୁବତୀ

ନୂଆଦିଲ୍ଲୀ : ଶୁକ୍ରବାର ତିଲକ ନଗରରେ ରହୁଥିବା ଜଣେ ୧୯ବର୍ଷୀୟ ଯୁବତୀ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ବାରମ୍ବାର ବ୍ଲାକ୍‌ମେଲ ହେଉଥିବାରୁ ସେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି ପରିବାର ଲୋକେ । ପୀଡ଼ିତାଙ୍କ ନାଁ ମୁସ୍କାନ ବୋଲି ଜଣା ପଡ଼ିଥିବା ବେଳେ ସେ ଆମିଟି ଓ୍ଵାଇଡବ୍ଲ୍ୟୁସିଏରେ…
ଅଧିକ ଖବର ଦେଖନ୍ତୁ...

ଡେଙ୍ଗୁର ଶିକାର ହେଲେ ‘ୟେ ରିସ୍ତା କ୍ୟା କେହ୍‌ଲାତା ହେ’ର ଦୁଇ କଳାକାର

ନୂଆଦିଲ୍ଲୀ : ଷ୍ଟାରପ୍ଲସ୍‌ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ୟେ ରିସ୍ତା କ୍ୟା କେହ୍‌ଲାତା ହେ’ର ଦୁଇ କଳାକାର ଏବେ ଡେଙ୍ଗୁର ଶିକାର ହୋଇଥିବା ଜଣା ପଡ଼ିଛି । ପ୍ରଥମେ ଧାରାବାହିକର ମୁଖ୍ୟ ଅଭିନେତା କାର୍ତ୍ତିକ ଓରଫ୍‌ ମୋହସିନ୍‌ ଖାନ୍‌ଙ୍କୁ ଡେଙ୍ଗୁ ହୋଇଥିବା ବେଳେ ଏବେ…
ଅଧିକ ଖବର ଦେଖନ୍ତୁ...

ମୃତ ବ୍ୟକ୍ତିଙ୍କଠାରୁ ବାଇଟ୍‌ ଆଣିବା କଥା କହି ଟ୍ରୋଲ ହେଲେ ସାମ୍ବାଦିକା, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ : କଥା କହିବା ସମୟରେ ଅନେକ ଥର ଲୋକଙ୍କ ପାଟିରୁ ଗୋଟେ ଗୋଟେ କଥା ଖସି ଯାଇଥାଏ । ଯାହା ପାଇଁ ପରେ ସେମାନଙ୍କୁ ନିଜ କଥା ପାଇଁ ପଶ୍ଚାତାପ କରିବାକୁ ପଡ଼ିଥାଏ । ଠିକ୍‌ ସେଭଳି କିଛି ଘଟିଛି ଆମେରିକାର ଜଣେ ସାମ୍ବାଦିକାଙ୍କ ସହ । ତାଙ୍କର ଏକ ପୁରୁଣା ଭିଡିଓ ଟୁଇଟ୍‌ରରେ ଭାଇରାଲ…
ଅଧିକ ଖବର ଦେଖନ୍ତୁ...

ଯଦି ମୁଁ କଙ୍ଗନା ରାଣାଓ୍ଵତ୍‌ ହୋଇଥାନ୍ତି, କେବଳ ଅଭିନୟରେ ଧ୍ୟାନ ଦେଇଥାନ୍ତି : କରଣ ଜୋହର

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ଓ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ମଧ୍ୟରେ ବିବାହ ନୂଆ ନୁହେଁ । ପୂର୍ବରୁ ଅନେକ ଥର ଦୁହିଁଙ୍କ ମଧ୍ୟରେ କଥା କଟା କଟି ହୋଇଥିବାର ଦୃଶ୍ୟ ସାମ୍ନାକୁ ଆସି ସାରିଛି । ଦୁହେଁ ଅନେକ ସମୟରେ ପରସ୍ପର ବିରୋଧରେ ମତ ରଖୁଥିବାର ଦେଖାଯାଇଥାଏ…
ଅଧିକ ଖବର ଦେଖନ୍ତୁ...

ଘରେ ନିଆଁ ଲାଗିବାରୁ ସତର୍କ କରାଇବାକୁ ଯାଇ ନିଜର ଜୀବନ ହାରିଲା ପୋଷା କୁକୁର

ନୂଆଦିଲ୍ଲୀ : କୁକୁର ମଣିଷର ଅସଲ ବନ୍ଧୁ ବୋଲି ପୂର୍ବରୁ ଅନେକ ଉଦାହରଣ ଦେଖିବାକୁ ମିଳି ସାରିଛି । ଏବେ ଓ୍ଵାଶିଂଟନରେ ପୁଣି ଏକ ସେଭଳି ଉଦାହରଣ ଦେଖିବାକୁ ମିଳିଛି । ନିଜ ଜୀବନକୁ ବାଜି ଲଗାଇ କୁକୁର ନିଜ ମାଲିକର ପରିବାରକୁ ଯେଉଁ ଭଳି ଭାବରେ ବଞ୍ଚାଇଥିଲା, ତାହା ଏବେ ସମସ୍ତଙ୍କ ଆଖିରେ ଲୁହ…
ଅଧିକ ଖବର ଦେଖନ୍ତୁ...

ବିଗ୍‌ ବସ୍‌-୧୩କୁ ନେଇ ଆସିଲା ବଡ଼ ଖବର : ଘର ଭିତରେ ବିବାହ କରିବେ ରଶ୍ମୀ ଦେଶାଇ

ମୁମ୍ବାଇ : ବିଗ୍‌ ବସ୍‌ ସିଜିନ୍‌-୧୩ର ପ୍ରମୋ ରିଲିଜ୍‌ ହେବା ପରଠାରୁ ପ୍ରିମିୟର ଆରମ୍ଭକୁ ନେଇ ଏବେ ଉତ୍ସାହିତ ଅଛନ୍ତି ଲୋକେ । ସୋ’ର ହୋଷ୍ଟିଂ ସବୁ ବର୍ଷ ଭଳି ସଲମାନ କରୁଥିବା ବେଳେ ଚଳିତ ବର୍ଷ ଅନେକ କିଛି ବଦଳିବାକୁ ଯାଉଥିବା ଜଣା ପଡ଼ିଛି । ସୋ’ର ଟିଆର୍‌ପିକୁ ବଢ଼ାଇବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ କଣ୍ଡୋମ ରଖି ଗାଡ଼ି ଚଳାଉଛନ୍ତି କ୍ୟାବ୍‌ ଚାଳକ!

ନୂଆଦିଲ୍ଲୀ : ନୂଆ ମୋଟରଯାନ ଆଇନ ଲାଗୁ ହେବା ପରଠାରୁ ଦେଶରେ ଟ୍ରାଫିକ ନିୟମକୁ ନେଇ ଲୋକେ ସଚେତନ ହେବାରେ ଲାଗିଛନ୍ତି । ନିୟମ ଉଲ୍ଲଂଘନ କଲେ ଲାଗୁଥିବା ଜରିମାନାକୁ ଡ଼ରି ଲୋକେ ନିଜ ସହ ଗାଡ଼ିର ଜରୁରୀ କାଗଜପତ୍ର ଧରି ଯିବା ଆସିବା କରୁଛନ୍ତି । କିନ୍ତୁ ଏ ମଧ୍ୟରେ କିଛି ଟ୍ରାଫିକ ପୁଲିସ…
ଅଧିକ ଖବର ଦେଖନ୍ତୁ...