Daily Archives

September 21, 2019

କନ୍ଧମାଳ ଜିଲ୍ଲାରେ ସରକାରୀ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି

ଘୁ.ଉଦୟଗିରି: ଆଦିବାସୀ ଅଧ୍ୟ୍ୟୁଷିତ କନ୍ଧମାଳ ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆଖି ଆଗରେ ରଖି ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ମିଳିତ ନାଗରିକ କମିଟି ପକ୍ଷରୁ କିଛି ଦିନ ହେଲା ଦାବି ଜୋର ଧରି ଥିବା ବେଳେ ଶନିବାର ଏକ ଶାନ୍ତି ଶୋଭାଯାତ୍ରା ମାଧ୍ୟମରେ ରାଜ୍ୟ ଏବଂ…
ଅଧିକ ଖବର ଦେଖନ୍ତୁ...

ଜାହ୍ନବୀ କପୁରଙ୍କ ଅନ୍ଧବିଶ୍ୱାସ; ଫିଲ୍ମର ସେଟ୍‌କୁ ଯିବା ପୂର୍ବରୁ କରନ୍ତି ଏଭଳି ଅଜବ କାମ

ମୁମ୍ବାଇ : ସବୁବେଳେ ଚର୍ଚ୍ଚାରେ  ରହୁଥିବା ବଲିଉଡ୍‌ ଷ୍ଟାରମାନଙ୍କର ବ୍ୟକ୍ତିଗତ ଜୀବନ ମଧ୍ୟ ରହିଥାଏ । ଏହା  ସେମାନଙ୍କ ପେସାଦାର ଜୀବନଠାରୁ ସଂପୂର୍ଣ୍ଣ ଭିନ୍ନ ହୋଇଥାଏ । କିଛି ଅଭିନେତ୍ରୀ ପରଦାରେ ଅନ୍ଧବିଶ୍ୱାସ ରଖିବାକୁ ମନା କରୁଥିଲେ ମଧ୍ୟ ନିଜ ବ୍ୟକ୍ତିଗତ ଜୀବନରେ ସେମାନେ…
ଅଧିକ ଖବର ଦେଖନ୍ତୁ...

ଏହି ୫ଟି ଲକ୍ଷଣ ହୋଇପାରେ ହୃଦ୍‌ଘାତର କାରଣ

ଦେଶରେ ହୃଦ୍‌ଘାତରେ ମୃତ୍ୟୁବରଣ କରୁଥିବା ଲୋକମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ ପାଖରେ ଏହି ସମସ୍ୟା ଅଧିକ ଦେଖାଯାଉଛି । ଏହି ସବୁ ସମସ୍ୟାର ସମାଧାନ ପାଇଁ ମହିଳାମାନଙ୍କୁ ପୂର୍ବରୁ ଦେଖାଯାଉଥିବା ଲକ୍ଷଣ ବିଷୟରେ ଜାଣିବା ନିହାତି ଆବଶ୍ୟକ…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଙ୍କ ଧମକ : ଟଙ୍କା ନ ଦେଲେ ଗୋଡ଼ରୁ କାଢ଼ିଦେବି ରଡ୍

ଜୟପୁର : ରାଜସ୍ଥାନରେ ଥିବା ଏକ ଡାକ୍ତରଖାନାରେ ଜଣେ ଡାକ୍ତର ରୋଗୀଙ୍କ ସହ ଦୁର୍ବ୍ୟବହାର କରିଥିବା ଘଟଣା ସାମ୍ନାକୁ ଆସିଛି । ସାମାନ୍ୟ କେଇ ଟଙ୍କା ପାଇଁ ଡାକ୍ତର ରୋଗୀଙ୍କୁ ଧମକ ଦେବା ଖବରକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ଦୁର୍ବ୍ୟବହାର କରୁଥିବା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…
ଅଧିକ ଖବର ଦେଖନ୍ତୁ...

ସିନେମା ଘରେ ନୁହେଁ ଏଠାରେ ରିଲିଜ୍‌ ହେବ ଜାକ୍‌ଲିନ୍‌ ଓ ସୁଶାନ୍ତଙ୍କ ଫିଲ୍ମ ‘ଡ୍ରାଇଭ୍‌’

ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ଓ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଡିଜ୍‌ଙ୍କ ଫିଲ୍ମ 'ଡ୍ରାଇଭ୍‌' ବିଗତ କିଛି ଦିନ ହେଲାଣି ଚର୍ଚ୍ଚାରେ ରହିଛି । ତେବେ ଫିଲ୍ମକୁ ନେଇ ଏବେ ବଡ଼ ଘୋଷଣା କରାଯାଇଛି । ଫିଲ୍ମଟି ସିନେମା ଘରରେ ନୁହେଁ ବରଂ ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହେବ ବୋଲି…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକର୍ମା ମେଢ ଭସାଣିରେ ନାଚୁଥିଲା ବାଳକ, ଟଳିପଡ଼ିବାରୁ ମୃତ୍ୟୁ

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଶ୍ୟାମସୁନ୍ଦରପୁର ଠାରେ ବିଶ୍ୱକର୍ମା ମେଢ ଭସାଣି ସମୟରେ ଜଣେ ନାବାଳକ ନାଚୁ ଥିବା ବେଳେ ତଳେ ପଡ଼ିଯିବାରୁ ତା’ର ମୃତ୍ୟୁ ଘଟିଛି। ନାବାଳକର ମୃତ୍ୟୁ ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଧୋବଣୀଶୋଳ ଗ୍ରାମର ଡାକ୍ତର ସିଂଙ୍କ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ଠାରୁ ସୁନାହାର ଲୁଟ୍‌ ଅଭିଯୋଗ

ଭଦ୍ରକ: ସଦର ବ୍ଲକ ଅନ୍ତର୍ଗତ ରାହାଞ୍ଜ ଛକରେ ଶନିବାର ସନ୍ଧ୍ୟାରେ ଜଣେ ବିଧବା ମହିଳାଙ୍କ ଠାରୁ ସୁନାହାର ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଅସୁରା ଗ୍ରାମର ସୂର୍ଯ୍ୟମଣି ସାହୁ (୫୭)ଙ୍କ ଠାରୁ ଲୁଟେରାମାନେ ସୁନାହାର ଲୁଟି ନେଇଛନ୍ତି। ସୂର୍ଯ୍ୟମଣି ନେସ୍କୋ ଭଦ୍ରକର ପିଅନ ଭାବେ କାମ କରନ୍ତି।…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରୁ ନିଖୋଜ ପ୍ରେମିକା-ପ୍ରେମିକଙ୍କ ଝୁଲନ୍ତା ମୃତଦେହ ଜଗଦଲପୁରରୁ ଉଦ୍ଧାର

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା କୁତୁକାଝୋଲା ଗାଁର ଜଣେ ନାବାଳିକା ନିଖୋଜ ଥିବା ନେଇ ପରିବାର ତରଫରୁ ଲକ୍ଷ୍ମୀପୁର ଥାନାରେ ଗତ ମାର୍ଚ୍ଚ ମାସରେ ଲିଖିତ ଅଭିଯୋଗ ହୋଇଥିଲା। ଛଅମାସ ପରେ ଛତିଶଗଡ଼ର ନାବାଳିକାର ମୃତଦେହ ଝୁଲନ୍ତା ଅବସ୍ଥାରେ ଜଗଦଲପୁର ଜିଲ୍ଲା ନଗରନାର ଥାନା ଅଚଂଳର…
ଅଧିକ ଖବର ଦେଖନ୍ତୁ...

ଦିବ୍ୟାଙ୍ଗ ଶିଶୁର ଭିଡିଓ ସେୟାର କରି ଭାବବିହ୍ଵଳ ହୋଇ ପଡ଼ିଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ : ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ନିଜ କାମ ସହ ସୋସିଆଲ ମିଡିଆରେ ଖୁବ୍‌ ସକ୍ରିୟ ରୁହନ୍ତି । ଅନେକ ସମୟରେ  ନିଜ ଟୁଇଟ୍‌ର ଆକାଉଣ୍ଟ ଜରିଆରେ ଆନନ୍ଦ ମହିନ୍ଦ୍ରା ବିଭିନ୍ନ ଭିଡିଓ ସେୟାର କରିଥାନ୍ତି । ଯାହା ପରବର୍ତ୍ତୀ ମୂହୁର୍ତ୍ତରେ ଭାଇରାଲ ହୋଇଥାଏ ।…
ଅଧିକ ଖବର ଦେଖନ୍ତୁ...

ଏହି ଭୋଜପୁରୀ ଅଭିନେତାଙ୍କୁ ଟୁଇଟ୍‌ରରେ ଫଲୋ କଲେ ମୋଦୀ

ନୂଆଦିଲ୍ଲୀ : ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସୋସିଆଲ ମିଡିଆ ଜରିଆରେ ସେ ବିଭିନ୍ନ ଅବସରରେ ଜନତାଙ୍କୁ ଶୁଭେଚ୍ଛା ଦେବା ସହ ସମସ୍ତଙ୍କ ସମସ୍ୟାର ସମାଧାନ କରିଥାନ୍ତି । କିନ୍ତୁ ଏବେ ମୋଦୀ ଜଣେ ଭୋଜପୁରୀ ଅଭିନେତାଙ୍କୁ ନିଜ ଆଡ଼ୁ ଫଲୋ କରିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...