Daily Archives

September 21, 2019

ଭାରତ ପକ୍ଷରୁ ଓସ୍କାର ୨୦୨୦ରେ ପ୍ରବେଶ କଲା ‘ଗଲି ବଏ’

ମୁମ୍ବାଇ : ଫେବୃଆରୀ ୧୪, ୨୦୧୯ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଗଲି ବଏ’କୁ ଏକ ବଡ଼ ସଫଳତା ମିଳିଛି । ୨୦୨୦ ଓସ୍କାର ପାଇଁ ଭାରତର ଆଧିକାରୀକ ଚଳଚ୍ଚିତ୍ର ଭାବେ  ‘ଗଲି ବଏ’କୁ ଏଣ୍ଟ୍ରି ମିଳିଛି । ବେଷ୍ଟ ଇଣ୍ଟରନ୍ୟାସ୍‌ନାଲ ଫିଚର ଫିଲ୍ମ ବର୍ଗରେ ସାମିଲ ହେବାକୁ  ଏହା ମନୋନୀତ ହୋଇଛି  । ଏ ନେଇ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ବକ୍ସିଂ ଚାମ୍ପିଅନସିପ: ଇତିହାସ ରଚିଲେ ଅମିତ ପଙ୍ଘଳ, ହାସଲ କଲେ ରୌପ୍ୟପଦକ

ଏକାତେରିନବର୍ଗ (ଋଷିଆ): ନିକଟରେ ଏସିଆନ୍‌ ଗେମ୍‌ସରେ ସ୍ୱର୍ଣ୍ଣପଦକ ଜିତିଥିବା ଭାରତର ଷ୍ଟାର ବକ୍ସର ଅମିତ ପଙ୍ଘଳ (୫୨ କିଲୋ ବର୍ଗ)ରେ ଶନିବାର ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ରୌପ୍ୟ ପଦକ ହାସଲ କରି ଇତିହାସ ରଚିଛନ୍ତି। ସେ ପ୍ରଥମ ଭାରତୀୟ ପୁରୁଷ ବକ୍ସର ଭାବେ ଏହି ପ୍ରତିଯୋଗିତାରେ…
ଅଧିକ ଖବର ଦେଖନ୍ତୁ...

ମୋବାଇଲ୍‌ ଫୋନ୍‌ ଓ ଇଣ୍ଟରନେଟ୍‌ ସେବା ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ଜମ୍ମୁ-କଶ୍ମୀର ବାସିନ୍ଦାଙ୍କ ପାଖକୁ ଆସୁଛି…

ଜମ୍ମୁ : ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇ ଦିଆଯିବା ସହ ତାକୁ କେନ୍ଦ୍ର ଶାସିତ ଅଞ୍ଚଳ ବୋଲି ଘୋଷଣା କରାଯାଇଥିଲା । ଯାହା ପରେ ହିଂସା ଆଶଙ୍କାରେ ଜମ୍ମୁ-କଶ୍ମୀରରୁ ମୋବାଇଲ୍‌ ଫୋନ୍‌ ସେବା ଓ ଇଣ୍ଟରନେଟ୍‌ ସେବା ଅଚଳ କରି ଦିଆଯାଇଥିଲା । ଲୋକେ ନିଜ ନିଜର ପରିଜନକଙ୍କୁ ସଂପର୍କ କରି…
ଅଧିକ ଖବର ଦେଖନ୍ତୁ...

ନର୍ସ ନୀହାରିକା ହତ୍ୟା ମାମଲା: ଏସଡିଜେଏମ କୋର୍ଟରେ ଜାମିନ ଆବେଦନ ଖାରଜ, ଜେଲ ଗଲା ରାଜା

ଜଗତସିଂହପୁର: ବହୁ ଚର୍ଚ୍ଚିତ ନର୍ସ ନୀହାରିକା ହତ୍ୟା ମାମଲା ସହିତ ସଂପୃକ୍ତ ଅଭିଯୁକ୍ତ ପ୍ରେମିକ କିଶୋର ଆଞ୍ଚଲ ଓରଫ ରାଜା ଶନିବାର ଜେଲ ଯାଇଛି। ଜଗତସିଂହପୁର ଜିଲ୍ଲାର ଏସ୍‌ଡିଜେଏମ୍‌ କୋର୍ଟ ରାଜାର ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ରାଜାକୁ ଆଳିପିଙ୍ଗଳ ଜେଲକୁ ପଠାଇ ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ପରସ୍ପର ସହ ଫିଲ୍ମ କରିବାକୁ ନେଇ ମନା କଲେ ରଣବୀର-ଆଲିଆ, ଜୋର୍‌ ଧରିଲା ବିଚ୍ଛେଦ ଖବର

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁରଙ୍କ ମଧ୍ୟରେ ଥିବା ସଂପର୍କ ବିଷୟରେ ସମସ୍ତଙ୍କୁ ଜଣା । ଦୁହେଁ ପରସ୍ପର ସହ ପ୍ରେମ ସଂପର୍କରେ ଥିବା ବେଳେ ଖୁବ୍‌ ଶୀଘ୍ର ବିବାହ କରି ପାରନ୍ତି । କିନ୍ତୁ ଏବେ ଏଭଳି ଚର୍ଚ୍ଚା ମଧ୍ୟରେ କିଛି ଭିନ୍ନ ଖବର ସାମ୍ନାକୁ ଆସିଛି ।…
ଅଧିକ ଖବର ଦେଖନ୍ତୁ...

ଲିଭ୍‌ ଇନ ଅପେକ୍ଷା ବିବାହ କରି ଅଧିକ ଖୁସିରେ ରହୁଛନ୍ତି ମହିଳା

ନୂଆଦିଲ୍ଲୀ : ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ମଙ୍ଗଳବାର ଏକ ସର୍ଭେ ରିପୋର୍ଟ ଜାରି କରିବାକୁ ଯାଉଛନ୍ତି । ଯେଉଁଥିରେ କୁହାଯାଇଛି କି, ଲିଭ୍‌ ଇନ୍‌ ସଂପର୍କ ତୁଳନାରେ ବିବାହିତ ମହିଳାମାନେ ଅଧିକ ଖୁସିରେ ରହୁଛନ୍ତି । ଏହି ସର୍ଭେ ପୁଣେରେ ଥିବା ଦ୍ରିଷ୍ଟି ସ୍ତ୍ରୀ ଅଧ୍ୟୟନ ପ୍ରବୋଧନ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଆପଣଙ୍କ ମନରେ ନୂଆ ନୂଆ ବିଚାର ଜନ୍ମ ନେବ। ମଙ୍ଗଳ ଓ ବୁଧବାର: ଅଫିସ୍‌ରେ ବରିଷ୍ଠଙ୍କ ସହଯୋଗ ପାଇବେ। ଗୁରୁ ଓ ଶୁକ୍ରବାର: ଧନଲାଭ ହେବ। ଶନିବାର: ଶତ୍ରୁଙ୍କୁ ଜୟ କରିବେ। ରବି ଓ ସୋମବାର: ପଇସା ଚିନ୍ତା ଦୂର ହେବ। ମଙ୍ଗଳ ଓ ବୁଧବାର: ବୈବାହିକ ଜୀବନ ବଢ଼ିଆ ରହିବ। ଗୁରୁ ଓ…
ଅଧିକ ଖବର ଦେଖନ୍ତୁ...

ଜୀବଜନ୍ତୁଙ୍କୁ ନିର୍ଯାତନା ଦେବାର ପରିଣାମ: ଖେଳୁଖେଳୁ ଯୁବକଙ୍କ ମଥାକୁ କାମୁଡି ଧରିଲା ସାପ: ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ:କିଛିଦିନ ତଳର ଏକ ପୁରୁଣା ଭିଡିଓ ଏବେ ଭାଇରାଲ ହୋଇଛି।। ଫେସ୍‌ବୁକ୍‌ରେ ଭାଇରାଲ ହୋଇଥିବା ଏହି ଭିଡିଓ ଦେଖି ଆପଣ ବି ସ୍ତବ୍ଧ ହୋଇଯିବେ। ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଏକ ସାପ ଜଣେ ଯୁବକଙ୍କ ମଥା ଉପରକୁ ଆକସ୍ମିକ ଭାବେ ଚୋଟ ପକାଉଛି। ଯୁବକ ସାପ ମୁହଁକୁ ନିଜ ମଥାରୁ ଯେତେ…
ଅଧିକ ଖବର ଦେଖନ୍ତୁ...

କୋଲକତା : ୩ଟି ସିମ୍ପାଞ୍ଜି ଓ ୪ ବିରଳ ପ୍ରଜାତିର ମାଙ୍କଡ ଜବତ କଲା ଇଡି

କୋଲକତା : ଏକ ବିରଳ ଘଟଣାକ୍ରମରେ ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ ( ଇଡି) ଆଜି ୩ଟି ସିମ୍ପାଞ୍ଜି ଓ ୪ଟି ମର୍ମୋସେଟ ( ଏକ ବିରଳ ପ୍ରଜାତିର ମାଙ୍କଡ) କୁ ଜବତ କରିଛି । ବେଆଇନ ଅର୍ଥକାରବାର ନିରୋଧ ଆଇନ ଅଧିନରେ ଏହି ସିମ୍ପାଞ୍ଜି ଓ ମର୍ମୋସେଟଗୁଡ଼ିକୁ ଜବତ କରାଯାଇଛି ବୋଲି ଇଡି କହିଛି । ଗୋଟିଏ…
ଅଧିକ ଖବର ଦେଖନ୍ତୁ...

ଡ୍ରଗ୍ସ ମାଫିଆଙ୍କୁ ସୂଚନା ପ୍ରଦାନ କରି ଗିରଫ ହେଲେ ହାବିଲଦାର

ଭୁବନେଶ୍ୱର/ବାଲେଶ୍ୱର: କୁଖ୍ୟାତ ଡ୍ରଗ୍ସ ମାଫିଆଙ୍କ ସହ ସଂପର୍କ ରଖିଥିବା ବାଲେଶ୍ୱର ଜିଲ୍ଲାର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଭିତରଗଞ୍ଜ ଫାଣ୍ଡିର ହାବିଲଦାର ରଞ୍ଜନ କୁମାର ସାହୁଙ୍କୁ ପୁଲିସର ସ୍ବତନ୍ତ୍ର ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ବାଂଲାଦେଶରୁ…
ଅଧିକ ଖବର ଦେଖନ୍ତୁ...