Daily Archives

September 22, 2019

ବୟସ କମ ହେଲେ ସ୍ୱପ୍ନ ବଡ଼ : ଭବିଷ୍ୟତରେ ରେସ୍ତୋରାଁ ଖୋଲିବାର ଇଚ୍ଛା ନେଇ ରାସ୍ତା କଡ଼ରେ ରଙ୍ଗୀନ ପଥର ଓ ଚିତ୍ର ବିକ୍ରି…

ନୂଆଦିଲ୍ଲୀ : ପାଠ ପଢ଼ିବା ଆରମ୍ଭ କରିବା ପରେ ସବୁ ପିଲାମାନଙ୍କର କିଛି ନା କିଛି ବନିବାର ସ୍ୱପ୍ନ ମନକୁ ଆସିଥାଏ । ଯାହାକୁ ସଫଳ କରିବା ପାଇଁ ସେମାନେ ଲାଗି ପଡ଼ିଥାନ୍ତି । ପାଠ ପଢ଼ା ସାରି ନିଜ ନିଜର ସ୍ୱପ୍ନର ପଥରେ ଆଗେଇ ଚାଲିବା ସହ ସ୍ୱପ୍ନକୁ ସାକାର କରନ୍ତି । କିନ୍ତୁ ନିଜ ସ୍ୱପ୍ନକୁ ପୂରା…
ଅଧିକ ଖବର ଦେଖନ୍ତୁ...

ହାଉଡି ମୋଦୀ ! ସବୁ ଭଲ ଅଛି… ଓଡିଆ ସମେତ ବିଭିନ୍ନ ଭାରତୀୟ ଭାଷାରେ କହିଲେ ମୋଦୀ

ହ୍ୟଷ୍ଟନ : ହାଉଡି ମୋଦୀର ଅର୍ଥ ହେଉଛି ମୋଦୀ କିପରି ଅଛ ? କିନ୍ତୁ ମୋଦି ଏକ ସାଧାରଣ ବ୍ୟକ୍ତି,ସେ ୧୩୦ କୋଟି ଜନତାଙ୍କ ପ୍ରତିନିଧି । ଏଣୁ ହାଉଡି ମୋଦୀର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଆ ସମେତ ବିଭିନ୍ନ ଭାରତୀୟ ଭାଷାରେ ଉତ୍ତର ଦେଇ କହିଛନ୍ତି ଯେ ଭାରତରେ ସବୁ ଭଲ ଅଛି । ଆମେରିକାର…
ଅଧିକ ଖବର ଦେଖନ୍ତୁ...

ସାବଧାନ କରାଇଲା ପ୍ରତିରକ୍ଷା ମନ୍ତ୍ରାଳୟ : କେବିସି ନାଁରେ ଲୋକଙ୍କୁ ଫସାଉଛି ପାକିସ୍ତାନ

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରାଳୟ ଏବେ ପାକିସ୍ତାନର କାର୍ଯ୍ୟକଳାପକୁ ନେଇ ଭାରତୀୟ ଜନସାଧାରଣଙ୍କୁ ସତର୍କ କରାଇଛି । ପାକିସ୍ତାନ କିଭଳି ଭାରତର ଲୋକପ୍ରିୟ କୁଇଜ୍‌ ସୋ’ କୌନ୍‌ ବନେଗା କରୋଡ୍‌ପତିକୁ ନେଇ ଭାରତୀୟଙ୍କୁ ଠକିବାର ଯୋଜନା ଚଳାଇଛି ସେ ବିଷୟରେ ସତର୍କ ସୂଚନା ଜାରି କରିଛି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ରକ୍ତଦାନ କରିବାର ଏହି ୩ଟି ଫାଇଦା

କୁହାଯାଏ, ରକ୍ତଦାନ ମହାପୁଣ୍ୟ । ରକ୍ତଦାନ କରିବା ଦ୍ୱାରା ଜଣଙ୍କ ଜୀବନ ବଞ୍ଚିବା ସହ ରକ୍ତଦାନ କରିଥିବା ଲୋକ ପାଇଁ ମଧ୍ୟ ଏହା ଲାଭଦାୟକ ହୋଇଥାଏ । ରକ୍ତଦାନ କରିବା ପରେ ଫଳ ଏବଂ ପନିପରିବା ଖାଇବା ଦ୍ୱାରା ଶରୀରରେ ନୂଆ ରକ୍ତ ସୃଷ୍ଟି ହୋଇଥାଏ । ଯାହା ଶରୀରକୁ ସୁସ୍ଥ ରଖିବା ସହ ତ୍ୱଚାରେ ଚମକ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକ-ପ୍ରେମିକା ନଥିଲେ ପିଲାମାନଙ୍କ ମାନସିକ ଅବସ୍ଥା ଭଲ ରହିବା ସହ ପରୀକ୍ଷାରେ ମିଳିଥାଏ ଅଧିକ ମାର୍କ : ଗବେଷଣା

ନୂଆଦିଲ୍ଲୀ : ଜର୍ଜିଆରେ ଥିବା ଏକ ବିଶ୍ୱବିଦ୍ୟାଳୟର ଗବେଷଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଗବେଷଣା ପରେ ମାତା-ପିତାଙ୍କୁ ନିଜ ପିଲାମାନଙ୍କୁ ପ୍ରେମଠାରୁ ଦୂରେଇ ରଖିବାର ଆଉ ଏକ କାରଣ ମିଳି ଯାଇଛି । ଜର୍ଣ୍ଣାଲ ସ୍କୁଲ ଅଫ୍‌ ହେଲ୍‌ଥ ପକ୍ଷରୁ କରାଯାଇଥିବା ଅନୁସନ୍ଧାନ ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...

ସୁନୀଲ ସେଟ୍ଟୀଙ୍କ ଖୁଲାସା : ବଲିଉଡ୍‌ର ଦ୍ୱିତୀୟ ଅମିତାଭ ବଚ୍ଚନ ବନିବାକୁ ଚାହୁଁଥିଲି, କିନ୍ତୁ…….

ମୁମ୍ବାଇ : ବଲିଉଡ୍‌ର ଲୋକପ୍ରିୟ କଳାକାରଙ୍କ ନାଁ ଉଠିଲେ ଅଭିନେତା ସୁନୀଲ ସେଟ୍ଟୀଙ୍କ ନାଁ ମଧ୍ୟ ସେଥିରେ ଆସେ । ଏବେ ସେ ପୂର୍ବ ଭଳି ଫିଲ୍ମରେ ସକ୍ରିୟ ନଥିଲେ ମଧ୍ୟ କିଛି କିଛି ଫିଲ୍ମରେ କାମ କରୁଛନ୍ତି । ବଲିଉଡ୍‌ରେ ଡେବ୍ୟୁ ପୂର୍ବରୁ ସେ ନିଜ ଫିଟ୍‌ନେସ୍‌ ଉପରେ ଅଧିକ ଧ୍ୟାନ ଦେଇଥିଲେ ।…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଖାନାରେ ଚିକିତ୍ସା ନାଁରେ ଚାଲିଥିଲା ବେଶ୍ୟାବୃତ୍ତି, ଆପତ୍ତିଜନକ ଅବସ୍ଥାରେ ମିଳିଲେ ଯୁବକ-ଯୁବତୀ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଉଜ୍ଜେନରେ ଥିବା ଚରକ ଡାକ୍ତରଖାନାରେ ପୁଲିସ ଚଢ଼ଉ କରି ୧୦ଜଣ ଯୁବକ-ଯୁବତୀ ଙ୍କୁ ଗିରଫ କରିଛି । ୪ଜଣ ଯୁବତୀ ଓ ୬ଜଣ ଯୁବକଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ପୁଲିସ ଗିରଫ କରିଥିବା ବେଳେ ଡାକ୍ତରଖାନାର ଉପର ମହଲାକୁ ବେଶ୍ୟାଳୟ କରି ଦିଆଯାଇଥିଲା ବୋଲି ଜଣା ପଡ଼ିଛି ।…
ଅଧିକ ଖବର ଦେଖନ୍ତୁ...

ଲତା ମଙ୍ଗେସକରଙ୍କ ପରେ ସଲମାନ ଖାନ୍‌ଙ୍କ ଫିଲ୍ମର ଗୀତ ଗାଇ ଚର୍ଚ୍ଚାରେ ରାନୁ, ଦେଖନ୍ତୁ ଭିଡିଓ

ମୁମ୍ବାଇ : କିଛି ସେକେଣ୍ଡର ଭିଡିଓ ଭାଇରାଲ ହେବା ପରେ ସାରା ଦେଶବାସୀଙ୍କ ହୃଦୟରେ ରାଜ୍‌ କରିବା ଆରମ୍ଭ କରିଥିଲେ ରାନୁ ମଣ୍ଡଳ । ରାଣାଘାଟ ରେଳ ଷ୍ଟେସନରୁ ଉଠି ସେ ବଲିଉଡ୍‌ର ବଡ଼ ବଡ଼ କଣ୍ଠଶିଳ୍ପୀ ଗାଉଥିବା ଷ୍ଟୁଡ଼ିଓରେ ପହଞ୍ଚି ଯାଇଥିଲେ । ଲତାଜୀଙ୍କ ଗୀତ ପ୍ୟାର୍‌ କା ନଗ୍‌ମା ତାଙ୍କୁ ନୂଆ…
ଅଧିକ ଖବର ଦେଖନ୍ତୁ...

ଭାରତ ବିପକ୍ଷରେ ବେଙ୍ଗାଲୁରୁ ଟି-୨୦କୁ ୯ ଓ୍ଵିକେଟ୍‌ରେ ଜିତିଲା ଦକ୍ଷିଣ ଆଫ୍ରିକା, ୧-୧ରେ ଶୃଙ୍ଖଳା ଡ୍ର

ବେଙ୍ଗାଲୁରୁ: ଟି-୨୦ ଶୃଙ୍ଖଳାର ତୃତୀୟ ତଥା ଶେଷ ମୁକାବିଲାରେ ଦକ୍ଷିଣ ଆଫ୍ରିକା ରବିବାର ଉଭୟ ବୋଲିଂ ଓ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିଛି। ପ୍ରଥମେ ଭାରତକୁ ୧୩୪ ରନ୍‌ରେ ଅଟକାଇବା ପରେ ଦକ୍ଷିଣ ଆଫ୍ରିକା ୧୩୫ ରନ୍‌ ବିଜୟ ଲକ୍ଷ୍ୟକୁ ୧୬.୫ ଓଭରରେ ମାତ୍ର ଗୋଟିଏ ଓ୍ଵିକେଟ ହରାଇ ପୂରା କରିଛି।…
ଅଧିକ ଖବର ଦେଖନ୍ତୁ...

ଫର୍‌ଚ୍ୟୁନ୍‌ ଇଣ୍ଡିଆର ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ସୂଚୀରେ ସ୍ଥାନ ପାଇଲା ଅନୁଷ୍କାଙ୍କ ନାଁ

ମୁମ୍ବାଇ : ଫର୍‌ଚ୍ୟୁନ୍‌ ଇଣ୍ଡିଆ ୨୦୧୯ର ୫୦ ଶକ୍ତିଶାଳୀ ମହିଳାଙ୍କ ସୂଚୀରେ ସ୍ଥାନ ବନାଇବାରେ ସଫଳ ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା । ଫିଲ୍ମ ରବ୍‌ ନେ ବନା ଦି ଯୋଡ଼ିରୁ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିବା ଅନୁଷ୍କା ୩୯ତମ ସ୍ଥାନରେ ରହିଛନ୍ତି । ଖୁବ୍‌ କମ ବୟସରେ ସେ ଏହି…
ଅଧିକ ଖବର ଦେଖନ୍ତୁ...