Daily Archives

September 22, 2019

‘ହାଓଡ଼ି ମୋଦୀ’ କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ, ଏନ୍‌ଆରଜି ଷ୍ଟାଡିୟମ୍‌ରେ ଝୁମିଲେ ଦର୍ଶକ

ହ୍ୟୁଷ୍ଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ଟେକ୍ସାସ୍‌ରେ ଉଦ୍‌ବୋଧନ ଦେବା ପୂର୍ବରୁ ଭାରତୀୟ ନୃତ୍ୟ ପ୍ରଦର୍ଶନ କରାଯାଇଛି। ହ୍ୟୁଷ୍ଟନସ୍ଥିତ ଏନ୍‌ଆରଜି ଷ୍ଟାଡିୟମ୍‌ରେ ପ୍ରାୟ ୫୦ ହଜାର ଦର୍ଶକଙ୍କ ଆଗରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ଏଥିରେ ଶାସ୍ତ୍ରୀୟ ନୃତ୍ୟକୁ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକଙ୍କ ସହ ସବୁ ସଂପର୍କ ଭାଙ୍ଗି ଘରକୁ ଫେରିଲେ ସୁନୈନା

ମୁମ୍ବାଇ : ଗତ କିଛି ଦିନ ହେଲାଣି ରୋଶନ ପରିବାର ବିବାଦରେ ରହିଛି । ଅଭିନେତା ରିତିକ୍‌ ରୋଶନଙ୍କ ଭଉଣୀ ସୁନୈନା ରୋଶନ ନିଜ ପରିବାର ଉପରେ ନିର୍ଯ୍ୟାତନାର ଗମ୍ଭୀର ଆରୋପ ଲଗାଇବା ପରେ ବିବାଦରେ ଛନ୍ଦି ହୋଇ ପଡ଼ିଥିଲା ରୋଶନ ପରିବାର । ନିଜ ପ୍ରେମିକ ସହ ସଂପର୍କ ଛିନ୍ନ କରିବାକୁ ବାଧ୍ୟ କରୁଥିବା…
ଅଧିକ ଖବର ଦେଖନ୍ତୁ...

ନଜରବନ୍ଦୀ ନୁହେଁ ଅତିଥି ଭାବରେ ରହୁଛନ୍ତି ଏହି କଶ୍ମୀର ନେତା, ମିଳୁଛି ଏହି ସବୁ ସୁବିଧା

ନୂଆଦିଲ୍ଲୀ : ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବା ପରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲେ କଶ୍ମୀର ଅନେକ ବଡ଼ ବଡ଼ ନେତା । ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ବିରୋଧ କରୁଥିବା ନେତାଙ୍କୁ ଗିରଫ କରାଯାଇ ନଜରବନ୍ଦୀ ରଖାଯାଇଥିଲା । ତେବେ ସେମାନଙ୍କୁ ନଜରବନ୍ଦୀ ରଖାଯାଇଥିଲେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟରେ ଅଟକିଥିବା ପଇସା ପାଇବେ। ଉଚ୍ଚ ଅଧିକାରୀଙ୍କ ସହିତ ଭଲ ସମ୍ବନ୍ଧ ବଜାୟ ରଖନ୍ତୁ। ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯। ବୃଷ: ଊର୍ଜାବାନ ଓ ସକ୍ରିୟ ରହିବେ। ଘନିଷ୍ଠ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହୋଇପାରେ। ବ୍ୟବସାୟରେ ଅର୍ଥ…
ଅଧିକ ଖବର ଦେଖନ୍ତୁ...

ବେଙ୍ଗାଲୁରୁ ଟି-୨୦: ଭାରତକୁ ୧୩୪ ରନ୍‌ରେ ଅଟକାଇଲା ଦକ୍ଷିଣ ଆଫ୍ରିକା, ରବାଦା ନେଲେ ୩ ଓ୍ଵିକେଟ୍‌

ବେଙ୍ଗାଲୁରୁ: ଟି-୨୦ ଶୃଙ୍ଖଳାର ତୃତୀୟ ତଥା ଶେଷ ମୁକାବିଲାରେ ଦକ୍ଷିଣ ଆଫ୍ରିକା ରବିବାର ଭାରତକୁ ୧୩୪ ରନ୍‌ରେ ଅଟକାଇଛି। ସ୍ଥାନୀୟ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ଭାରତୀୟ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୯ଟି ଓ୍ଵିକେଟ ହରାଇ ଏହି ରନ୍‌…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲା ମୋଦୀ-ଟ୍ରମ୍ପଙ୍କ ମେଗା କାର୍ଯ୍ୟକ୍ରମ ‘ହାଓଡି ମୋଦୀ’, ଲାଇଭ ଦେଖନ୍ତୁ

ହ୍ୟୁଷ୍ଟନ : ଆଜି ଆମେରିକାର ଟେକ୍ସାସ ରାଜ୍ୟର ହ୍ୟୁଷ୍ଟନ ସହରରେ ବହୁପ୍ରତିକ୍ଷୀତ ମେଗା କାର୍ଯ୍ୟକ୍ରମ ହାଉଡି ମୋଦୀ ଆରମ୍ଭ ହୋଇଯାଇଛି । ପ୍ରଥମେ ଶିଖମାନଙ୍କ ପବିତ୍ର ଗୁରୁବାଣୀ ପ୍ରାର୍ଥନା ସହ ଏହା ଆରମ୍ଭ ହୋଇଛି । ଏହାର ଅବ୍ୟବହିତ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…
ଅଧିକ ଖବର ଦେଖନ୍ତୁ...

୧୪ମାସର ଶିଶୁକୁ ମା’ ଏହି କାରଣରୁ ପ୍ରତିଦିନ କ୍ଷୀର ବଦଳରେ ପିଆଉଛନ୍ତି ଦେଢ଼ ଲିଟର କଫି

ନୂଆଦିଲ୍ଲୀ: ଛୋଟପିଲାଙ୍କ ସ୍ୱାସ୍ଥ୍ୟର ପୋଷଣ ପାଇଁ କ୍ଷୀରର ଅନେକ ଆବଶ୍ୟକତା ରହିଛି। କିନ୍ତୁ ଇଣ୍ଡୋନେସିଆର ଯେଉଁ ଲୋକମାନଙ୍କ ଅର୍ଥାଭାବ ରହିଛି ସେମାନେ ତାଙ୍କ ପିଲାଙ୍କୁ କ୍ଷୀର ବଦଳରେ କଫି ପିଆଉଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଛୋଟ ପିଲାର ଏକ କାହାଣୀ ଭାଇରାଲ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ବିଦେଶରେ ଥିବାବେଳେ ମୋଦୀଙ୍କୁ ସମାଲୋଚନା କରିବା ଠିକ ନୁହେଁ : ଶଶୀ ଥରୁର

ହଷ୍ଟନ : ଆଉ ମାତ୍ର ୩୦ ମିନିଟ ପରେ ଅର୍ଥାତ ଭାରତୀୟ ସମୟ ୮ଟା ୩୦ ମିନିଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତିଙ୍କ ମେଗା କାର୍ଯ୍ୟକ୍ରମ ହାଉଡି ମୋଦୀ ଆରମ୍ଭ ହେବ । ଏହା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର କହିଛନ୍ତି ଯେ ମୋଦୀ ଦେଶ ବାହାରେ ଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ଭୂତ ଭୟରେ ବିଦ୍ୟାଳୟ ଛାତ୍ରାବାସ ଛାଡ଼ିଲେ ସମସ୍ତ ପିଲା!

ଖଇରା: ଭୂତ ଭୟରେ ବିଦ୍ୟାଳୟର ଛାତ୍ରାବାସ ଛାଡ଼ି ସମସ୍ତ ଛାତ୍ର ଘରକୁ ପଳାଇଛନ୍ତି। ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକ ଅନ୍ତର୍ଗତ ଦହିପୁରସ୍ଥିତ ବାଞ୍ଛାକଳ୍ପ ସଂସ୍କୃତ ବିଦ୍ୟାଳୟର ଛାତ୍ରାବାସରେ ଏହି ଘଟଣା ରବିବାର ପୂର୍ବାହ୍ଣରେ ଦେଖାଯାଇଛି। ଷଷ୍ଠ ଓ ୭ମ ଶ୍ରେଣୀର ଚାରି ଜଣ ଛାତ୍ର ଆଜି ସକାଳୁ…
ଅଧିକ ଖବର ଦେଖନ୍ତୁ...

ବଦଳି ହେବାରୁ ମାଡିବସିଲା ଶିକ୍ଷକମାନଙ୍କୁ ରୋଗ, ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ରାୟପୁର: ଛତିଶଗଡ଼ ଏକ ଆଦିବାସୀ ବହୁଳ ରାଜ୍ୟ ହୋଇଥିବାବେଳେ ଏଠାରେ ସାକ୍ଷରତା ଓ ଶିକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି | କିନ୍ତୁ ରାଜ୍ୟରେ ଏବେ ଏଭଳି ଏକ ସ୍ଥିତି ଦେଖିବାକୁ ମିଳିଛି ଯାହାକୁ ନେଇ ଶିକ୍ଷାବିତ ଚିନ୍ତା ପ୍ରକଟ କରିଛନ୍ତି | ପ୍ରକୃତରେ ରାଜ୍ୟ ସରକାରଙ୍କ ଶିକ୍ଷା…
ଅଧିକ ଖବର ଦେଖନ୍ତୁ...