Daily Archives

September 23, 2019

ଏହି ସବୁ ଦିଗକୁ ଧ୍ୟାନ ଦେଲେ ହେବ ନାହିଁ ହୃଦ୍‌ଘାତ! ଆପଣାନ୍ତୁ ଏପରି ଉପାୟ

ଦିନକୁ ଦିନ ହୃଦ୍‌ଘାତ ହେତୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ଏକ ମହାମାରୀ ବେମାର ହୋଇ ଛିଡ଼ା ହେବାକୁ ଲାଗିଲାଣି। ଏହାକୁ ଅୟତ୍ତରେ ନରଖିଲେ ନିମିଷକରେ ଜୀବନ ଯାଇପାରେ। ନିଜର ଦୈନନ୍ଦିନ ଜୀବନର ଖାଦ୍ୟପେୟ ଏହି ରୋଗ ସହ ଅଙ୍ଗାଅଙ୍ଗି ଭାବେ ଯଡ଼ିତ। ଖାଇବା ପିଇବାର ଠିକ୍‌ଠିକଣା ନରହିଲେ…
ଅଧିକ ଖବର ଦେଖନ୍ତୁ...

ଭାବି ପତିଙ୍କ ସନ୍ତାନକୁ ଜନ୍ମ ଦେଲେ ଆମି ଜାକ୍‌ସନ, ଇନ୍‌ଷ୍ଟାରେ ସେୟାର୍‌ କଲେ ନବଜାତ ପୁତ୍ରର ଫଟୋ ସହ ନାମ

ନୂଆଦିଲ୍ଲୀ: ହଲିଉଡ୍‌ ଅଭିନେତ୍ରୀ ତଥା ମଡେଲ୍‌ ଆମି ଜାକ୍‌ସନ ଏକ ପୁତ୍ର ସନ୍ତାନର ଜନନୀ ସାଜିଛନ୍ତି। ସେ ତାଙ୍କ ଭାବି ସ୍ୱାମୀ ଜର୍ଜ ପନାୟୀଓଟୁଙ୍କ ସନ୍ତାନକୁ ଜନ୍ମ ଦେଇଛନ୍ତି। ଅଭିନେତ୍ରୀ ଆମି ତାଙ୍କ ନବଜାତକ ଶିଶୁ ଓ ସ୍ୱାମୀଙ୍କ ସହ ସୋସିଆଲ୍‌ ମିଡିଆରେ ତାଙ୍କର ଏକ ଫଟୋ ସେୟାର୍‌…
ଅଧିକ ଖବର ଦେଖନ୍ତୁ...

ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଦ ହେଉନାହିଁ କି? ଆପଣାନ୍ତୁ ଏହି ସବୁ ଉପାୟ

ନିଦ୍ରାହୀନତା ଆଜିକାଲି ଏକ ସାଧାରଣ ସମସ୍ୟା। ବିଶେଷ କରି ଯୁବପିଢ଼ିଙ୍କ ଭିତରେ ପ୍ରବଳ ମାତ୍ରାରେ ଏହି ସମସ୍ୟା ଦେଖିବାକୁ ମିଳୁଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଦ ନ ଆସିବା ପ୍ରାୟ ଅଧାରୁ ଅଧିକ ବ୍ୟକ୍ତିଙ୍କ ସମସ୍ୟା ପାଲଟି ଗଲାଣି। ଯଦି ନିଜ ଜୀବନ ଶୈଳୀକୁ ଏକ ନିର୍ଦ୍ଦିଷ୍ଟ ନୀତିରେ ପକାଇ…
ଅଧିକ ଖବର ଦେଖନ୍ତୁ...

#ମିଠୁ ଟ୍ରେଣ୍ଡ ଉପରେ ମୁହଁ ଖୋଲିଲେ କ୍ରିତି ସନନ, ପ୍ରତ୍ୟେକ ଇଣ୍ଡଷ୍ଟ୍ରିରେ ଏହି ଅଭିଯାନ ଭୟ ସୃଷ୍ଟି କରିଛି

ମୁମ୍ବାଇ: ଗୋଟାଏ ବର୍ଷ ପୂର୍ବରୁ, ୨୦୧୮ ମସିହାରେ ଦେଶରେ ଚାଲିଥିଲା #ମିଠୁ ଟ୍ରେଣ୍ଡ୍‌। ପ୍ରତି ଦିନ କେଉଁ ନା କେଉଁ ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ କିମ୍ବା ପ୍ରଯୋଜକଙ୍କ ନାମ ଏଥିରେ ଯୋଡ଼ି ହେଉଥିବାର ଦେଖିବାକୁ ମିଳିଥିଲା। ଅନେକ ପୀଡ଼ିତା ଗଣମାଧ୍ୟମରୁ ନେଇ ସାମାଜିକ ଗଣମାଧ୍ୟମରେ #ମିଠୁ…
ଅଧିକ ଖବର ଦେଖନ୍ତୁ...

ସହକର୍ମୀଙ୍କ ମାନସିକ ନିର୍ଯାତନା ସହିନପାରି ଆତ୍ମହତ୍ୟା କଲେ ମହିଳା କନ୍‌ଷ୍ଟେବଲ୍‌, ଛାଡ଼ିଗଲେ ସୁଇସାଇଡ୍‌ ନୋଟ୍‌

ବାଲିଆ: ଉତ୍ତରପ୍ରଦେଶର ବାଲିଆଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳା କନ୍‌ଷ୍ଟେବଲ୍‌ ତାଙ୍କର ଦୁଇ ସହଯୋଗୀଙ୍କ ନିର୍ଯାତନା ସହ୍ୟ ନକରି ପାରି ଆତ୍ମହତ୍ୟା କରିଛନ୍ତି ବୋଲି ସୋମବାର ଜଣେ ବରିଷ୍ଠ ଅଧିକାରୀ କହିଥିବା ଜାଣିବାକୁ ମିଳିଛି। ମୃତକ ଜଣକ ହେଉଛନ୍ତି ୨୨ ବର୍ଷୀୟା ନିତୁ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ୨୬ ଓ ୨୭ ତାରିଖରେ ହେବନି ବ୍ୟାଙ୍କ ଧର୍ମଘଟ, ଅର୍ଥ ସଚିବଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୨୬ ଓ ୨୭ ତାରିଖରେ ହେବାକୁ ଥିବା ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି | ଏହି ଦୁଇ ଦିନ ବ୍ୟାଙ୍କ ଧର୍ମଘଟ କରିବାକୁ ନେଇ ବ୍ୟାଙ୍କ ୟୁନିୟନ ପକ୍ଷରୁ ଘୋଷଣା କରାଯାଇଥିଲେ ବି ଅର୍ଥ ସଚିବଙ୍କ ସହ ଆଲୋଚନା ପରେ ଏହି ଦାବିରୁ ବ୍ୟାଙ୍କ କର୍ମଚାରୀ ୟୁନିୟନ…
ଅଧିକ ଖବର ଦେଖନ୍ତୁ...

ସାମ୍ନାକୁ ଆସିଲା ଓଡ଼ିଆ କ୍ଷୁଦ୍ର ଫିଲ୍ମ ‘ରେବତୀ’ର ଟିଜର

ଭୁବନେଶ୍ୱର: ରିଲିଜ ହୋଇଯାଇଛି ଓଡ଼ିଆ କ୍ଷୁଦ୍ର ଫିଲ୍ମ 'ରେବତୀ'ର ଟିଜର | ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ବର୍ଷା ପଟ୍ଟନାୟକ ଅଭିନୟ କରିଥିବାବେଳେ ସହଯୋଗୀ କଳାକାର ଭାବେ ଚୌଧୁରୀ ଜୟପ୍ରକାଶ ଦାଶ, ବିଶ୍ୱଦୀପ ଦାସ, ଭୂପତି ତ୍ରିପାଠୀ ପ୍ରମୁଖଙ୍କୁ ଦେଖିବାକୁ ମିଳିବ | ଏହି ଫିଲ୍ମର…
ଅଧିକ ଖବର ଦେଖନ୍ତୁ...

ଗରିବ ହୋଇ ଜନ୍ମିବା ଏକ ଦୋଷ ନୁହେଁ, ଗରିବ ହୋଇ ମରିବା ଏକ ଭୟଙ୍କର ଦୋଷ: ଜାଣନ୍ତୁ ଧୀରୁଭାଇ ଅମ୍ବାନୀ କହିଥିବା ଏହି ସବୁ…

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିର ନିର୍ମାତା ଧୀରୁଭାଇ ଅମ୍ବାନୀଙ୍କୁ କିଏ ବା ନ ଜାଣେ! ଏହି ବିଜିନେସ୍‌ ଟାଇକନ୍‌ ତାଙ୍କ ଦୃଢ଼ ସଂପଳ୍ପ ପାଇଁ ଅନେକଙ୍କ ଆଦର୍ଶ ପାଲଟିଛନ୍ତି। ଚାଲନ୍ତୁ ଜାଣିବା ସେ କହିଥିବା କିଛି ଆଦର୍ଶ ବାଣୀ। : ବଡ଼ ଚିନ୍ତା କର, ଶୀଘ୍ର ଚିନ୍ତା କର, ଆଗକୁ ଚିନ୍ତା କରି…
ଅଧିକ ଖବର ଦେଖନ୍ତୁ...

ଟିକ୍‌ ଟକ୍‌ ଭିଡିଓ କରୁଥିବା ବେଳେ ଝରଣା ପାଣିରେ ବୁଡ଼ି ଜୀବନ ଗଲା, ସାଙ୍ଗ ମୋବାଇଲ୍‌ରେ ରେକର୍ଡ ହେଲା ସଂପୂର୍ଣ୍ଣ…

ନିଜାମାବାଦ୍‌: ପୂର୍ବରୁ ଟିକ୍‌ ଟକ୍‌ ଭିଡିଓ କରୁଥିବା ବେଳେ ଅନେକ ଦୁର୍ଘଟଣା ଘଟିଥିବାର ଉଦାହରଣ ରହିଛି। ଟିକ୍‌ ଟକ୍‌ ଭିଡିଓ କରି ମଜା ନେଉଥିବା ବେଳେ କିଏ ଉପର ସ୍ଥାନରୁ ପଡ଼ି ଖଣ୍ଡିଆ ଖାପରା ହୋଇଛି ଆଉ କାହାର ଜୀବନ ଯାଇଛି। ନିକଟରେ ତେଲେଙ୍ଗାନାରେ ସେପରି ଏକ ଅନୁରୂପ ଘଟରା ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

୮୩ ବର୍ଷ ବୟସରେ ଇଂରାଜୀରେ ଏମ୍‌ଏ ପାସ୍‌ କରି ଅଧୁରା ଇଚ୍ଛାକୁ ପୂରା କଲେ ସୋହନ ସିଂହ ଗିଲ୍‌

ହୋସିଆରପୁର: ଜଳନ୍ଧରର ହୋସିଆର୍‌ପୁରରେ ଜଣେ ୮୩ ବର୍ଷିଅ ବୃଦ୍ଧ ତାଙ୍କର ସ୍ନାତକତ୍ତୋର ପୂରା କରିଛନ୍ତି। ନିଜ ଅଧା ଥିବା ଇଚ୍ଛାକୁ ପୂରା କରିବା ପାଇଁ ଏହି ବ୍ୟକ୍ତି ଜଣକ ଜଳନ୍ଧରର ଏକ ବିଶ୍ୱବିଦ୍ୟାଳୟରେ ଇଂରାଜୀରେ ପିଜି କରିଥିଲେ। ବ୍ୟକ୍ତି ଜଣକ ହେଉଛନ୍ତି ସୋହନ ସିଂହ ଗିଲ୍‌। ଦୀର୍ଘ ବର୍ଷ…
ଅଧିକ ଖବର ଦେଖନ୍ତୁ...