Daily Archives

September 23, 2019

ଅଟୋକୁ ଅପେକ୍ଷା କରି ସ୍କୁଲ୍‌ ସାମ୍ନାରେ ଛିଡ଼ା ହେଉଥିବା ବେଳେ ୭ ବର୍ଷୀୟା ନାବାଳିକାକୁ ଟେକି ନେଉଥିଲେ ଦୁଷ୍କର୍ମକାରୀ,…

ମୁମ୍ବାଇ: ମହାରାଷ୍ଟ୍ରର କଲ୍ୟାଣ ଜିଲ୍ଲାର ଜଣେ ୭ ବର୍ଷୀୟା ନାବାଳିକା ଗତ ଆଠ ମାସ ହେବ ଗଣଦୁଷ୍କର୍ମର ଶିକାର ହୋଇ ଆସୁଥିବା ଅଭିଯୋଗ ହୋଇଛି। ଏହି ନାବାଳିକାକୁ ଦୀର୍ଘ ମାସ ଧରି ଦୁଷ୍କର୍ମ କରୁଥିବା ନାବାଳିକାକୁ ପୁଲିସ୍‌ ଗିରଫ କରିଛି। ସେପ୍ଟେମ୍ବର ୨୦ ତାରିଖରେ ପୀଡ଼ିତା ନାବାଳିକା ନିଜ…
ଅଧିକ ଖବର ଦେଖନ୍ତୁ...

ଅସୁସ୍ଥ ହୋଇପଡିଲେ ଆଶୀର୍ବାଦ ବେହେରା, ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଅସୁସ୍ଥ ହୋଇପଡିଛନ୍ତି | ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଅର୍ଥତତ୍ୱ ଚିଟ୍‌ଫଣ୍ଡ ଲିଙ୍କ୍‌ରେ ଆଶୀର୍ବାଦ ଗିରଫ ହୋଇଥିଲେ | ଏଠାରେ ସୂଚନା ଥାଉ କି ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ଓଡ଼ିଶା…
ଅଧିକ ଖବର ଦେଖନ୍ତୁ...

କେଦାରନାଥ: ଏକ ନିଶ୍ଚିତ ହେଲିକପ୍ଟର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୫ ଯାତ୍ରୀ ଓ ଚାଳକ

ଡେରାଡୁନ୍‌: ରୁଦ୍ରପରାଗ ଜିଲ୍ଲାର ଏକ ନିଶ୍ଚିତ ହେଲିକପ୍ଟର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ପାଇଲଟଙ୍କ ସହ ବିମାନରେ ଥିବା ୫ ଯାତ୍ରୀ। ହେଲିପ୍ୟାଡ୍‌ରେ ହେଲିକପ୍ଟର ପକ୍ଷୀ ବାଜିବାରୁ ଏହି ଦୁର୍ଘଟଣା ଘଟିଥିଲା। ରୁଦ୍ରପରାଗର ଜିଲ୍ଲା ମାଜିଷ୍ଟ୍ରେଟ୍‌ ମଙ୍ଗେସ୍‌ ଘିଲ୍‌ଦିଆଲ୍‌ କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଜଳବାୟୁ ପରିବର୍ତ୍ତନ ବିରୋଧରେ ସମଗ୍ର ବିଶ୍ୱ ଏକାଠି ହେବାର ସମୟ ଆସିଛି : ମୋଦୀ

ନ୍ୟୁୟର୍କ : ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ସଂପର୍କରେ କେବଳ କଥା କହିବାର ସମୟ ଶେଷ ହୋଇଯାଇଛି । ଏବେ କିଛି କାମ କରିବାର ସମୟ ଆସିଛି । ସମଗ୍ର ବିଶ୍ୱ ଏବେ ଏକାଠି ହୋଇ ଏ ଦିଗରେ କାମ କରିବା ଆବଶ୍ୟକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନ୍ୟୁୟର୍କଠାରେ ଅନୁଷ୍ଠିତ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କୁ ପରିଶ୍ରମର ସ˚ପୂର୍ଣ୍ଣ ଫଳ ମିଳିବ। ନୂଆ ଲୋକ ଓ ବିଦେଶୀଙ୍କ ସହିତ ମିଶିବେ। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଖୁସି ଖବର ମିଳିବ। ଧର୍ମସ୍ଥାନକୁ ଯାତ୍ରାରେ ଯିବେ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୮। ବୃଷ: ଦିନଟି ବ୍ୟସ୍ତତାରେ କଟିବ। ଗୁରୁତ୍ବପୂର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

୨ମାସ ମଧ୍ୟରେ ଭାରତକୁ ପ୍ରବେଶ କରିଛନ୍ତି ୬୦ଆତଙ୍କବାଦୀ, ପାର୍ବଣ ଋତୁରେ ରହିଛି ଆକ୍ରମଣର ଯୋଜନା : ଗୁଇନ୍ଦା ବିଭାଗ

ନୂଆଦିଲ୍ଲୀ : ଏଇ କିଛି ଦିନ ମଧ୍ୟରେ ଆତଙ୍କବାଦୀ ଏବଂ ସେମାନଙ୍କ କାର୍ଯ୍ୟକଳାପକୁ ନେଇ ଗୁଇନ୍ଦା ବିଭାଗ ଅନେକ ସୂଚନା ଦେଇଥିବା ବେଳେ ଆଜି ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦୁଇ ମାସ ମଧ୍ୟରେ ନିୟନ୍ତ୍ରଣ ରେଖା ଦେଇ ଭାରତରୁ ୬୦ଜଣ ଆତଙ୍କବାଦୀ ପ୍ରବେଶ କରିଥିବା ନେଇ ସୂଚନା ଦେଇଛି ଗୁଇନ୍ଦା…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରୀୟ ଯୋଜନା ହଡପ ନେଇ ବ୍ଲକ ଓ ମ୍ୟୁନିସିପାଲିଟି ଘେରାଉ କରିବ ବିଜେପି

ଭୁବନେଶ୍ୱର, ରାଜ୍ୟ ସରକାର କ୍ରମାଗତ ଭାବରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ନିଜ ନାଁରେ କରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ପକ୍କାଘର ସବୁକୁ ରାଜ୍ୟସରକାର ‘ବିଜୁ ପକ୍କା ଘର’ ଯୋଜନାରେ ହେଉଛି ବୋଲି କହି…
ଅଧିକ ଖବର ଦେଖନ୍ତୁ...

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ କାମ୍ପାଲା ଯାତ୍ରା

ଭୁବନେଶ୍ୱର : ଆଜି ଓଡିଶାର ବିଧାନସଭା ବାଚସ୍ପତି ଡଃ ସୂର୍ଯ୍ୟନାରାୟଣ ପାତ୍ର ୬୪ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସମ୍ମିଳନୀରେ ଯୋଗ ଦେବା ପାଇଁ ଉଗାଣ୍ଡାର ରାଜଧାନୀ କାମ୍ପାଲା ଅଭିମୁଖେ ଯାତ୍ରା କରିଛନ୍ତି । ଡଃ ପାତ୍ର ସେଠାରେ ଚଳିତ ୨୪ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବେ । ଏହାପରେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଦକ୍ଷିଣ କୋରିଆ ଆଗ୍ରହୀ, ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି

ଭୁବନେଶ୍ବର: ପୋସ୍କୋ ଷ୍ଟିଲ କମ୍ପାନି ବିଫଳ ହୋଇ ଫେରିଯିବା ସତ୍ତ୍ବେ ପୁଣି ଓଡ଼ିଶାରେ ନିବେଶ କରିବାକୁ ଆଗ୍ରହୀ ହୋଇଛି ଦକ୍ଷିଣ କୋରିଆ । ଆଜି ଦକ୍ଷିଣ କୋରିଆର ରାଷ୍ଟ୍ରଦୂତ ସିନ୍ ବଙ୍ଗ କିଲଙ୍କ ନେତୃତ୍ବରେ ଏକ ୯ ଜଣିଆ ପ୍ରତିନିଧି ଦଳ ଭୁବନେଶ୍ବରଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ…
ଅଧିକ ଖବର ଦେଖନ୍ତୁ...

ମାର୍ଚ୍ଚ ସୁଦ୍ଧା ଏୟାରଇଣ୍ଡିଆ ସମେତ ୩ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଞ୍ଜିପ୍ରତ୍ୟାହାର କରିବେ ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା କ୍ଷତିରେ ଚାଲୁଥିବା ବିମାନସେବା କମ୍ପାନି ଏୟାର ଇଣ୍ଡିଆ ସମେତ ଭାରତ ପେଟ୍ରୋଲିୟମ ଓ କଣ୍ଟେନର କର୍ପୋରେସନ ଅଫ ଇଣ୍ଡିଆକୁ ଦେଶୀ କିମ୍ବା ବିଦେଶୀ କମ୍ପାନିମାନଙ୍କୁ ବିକ୍ରିକରିବାକୁ ଯୋଜନା କରୁଛନ୍ତି । ଏହା ମାଧ୍ୟମରେ ସରକାର…
ଅଧିକ ଖବର ଦେଖନ୍ତୁ...