Daily Archives

September 24, 2019

ଜନସଚେତନତା ଦ୍ୱାରା ଏଡସ୍‌ ନିରାକରଣ ସମ୍ଭବ : ମନ୍ତ୍ରୀ ନବ ଦାସ

ଭୁବନେଶ୍ୱର: ବିଗତ କିଛି ଦଶନ୍ଧି ଧରି ଏଡସ୍‌ ଏକ ମାରାତ୍ମକ ସଂକ୍ରାମକ ରୋଗ ଭାବେ ଉଭା ହୋଇଛିା ଏଡସ୍‌ ଭଳି ଦୁରାରୋଗ୍ୟ ବ୍ୟାଧିର ଚିକିତ୍ସା ଏକ ଦୀର୍ଘସୂତ୍ରୀ ତଥା ବ୍ୟୟ ବହୁଳ ଅଟୋ ଏହା ଅର୍ଥନୈତିକ ତଥା ସାମାଜିକ କ୍ଷେତ୍ରରେ ଏଡସ୍‌ ରୋଗୀ ଉପରେ ବହୁତ କୁପ୍ରଭାବ ପକାଇଥାଏା ଏଡସ୍‌ ସଂକ୍ରମିତ…
ଅଧିକ ଖବର ଦେଖନ୍ତୁ...

ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ, ତୁରନ୍ତ ଶିକ୍ଷାଦାନ ପ୍ରକ୍ରିୟା ଆରମ୍ଭ ପାଇଁ…

ଭୁବନେଶ୍ୱର: ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥବା ଅଭିଯୋଗ କରି ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ କରିଥବା ଆନ୍ଦୋଳନ ପ୍ରତ୍ୟାହୃତ ମଙ୍ଗଳବାର ହୋଇଛିା ସରକାର ଛାତ୍ରଛାତ୍ରୀଙ୍କ ସମସ୍ୟା ସଂପର୍କରେ ଅବଗତ ଅଛନ୍ତି ଏବଂ ଖୁବ୍‌ ଶୀଘ୍ର ମଧ୍ୟରେ ଛାତ୍ରଛାତ୍ରୀଙ୍କ ସମସ୍ତ…
ଅଧିକ ଖବର ଦେଖନ୍ତୁ...

ଓଜନ ହ୍ରାସ ପାଇଁ ପ୍ରତିଦିନ ସକାଳୁ ରସୁଣକୁ ଏପରି ଖାଆନ୍ତୁ

ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁ ଆଜିକା ସମୟରେ ମେଦବହୁଳତା ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ସକାଳୁ ଖାଲି ପେଟରେ ଦୁଇ କୋଲା ରସୁଣ ଚୋବାଇ ଖାଇବା ଅଭ୍ୟାସ କରନ୍ତୁ । ଏହାଦ୍ୱାରା କିଛିଦିନ ମଧ୍ୟରେ ଆପଣ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ଆଖିରୁ ଲୁହ ବଦଳରେ ବାହାରୁଛି କ୍ରିଷ୍ଟାଲ ! କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ୟେରେଭାନ୍‌: ଆର୍ମେନିଆର ସ୍ପେଣ୍ଡରିଆନରେ ଜଣେ ମହିଳାଙ୍କ ଆଖିରୁ ଲୁହ ବଦଳରେ କ୍ରିଷ୍ଟାଲ ଭଳି ପଥର ବାହାରୁ ଥିବା ଦେଖିବାକୁ ମିଳୁଛି। ସ୍ପେଣ୍ଡରିଆନରେ ବସବାସ କରୁଥିବା ୨୨ବର୍ଷୀୟ ସାଟନିକ୍‌ କାଜର଼୍ୟାନ୍‌ଙ୍କ କହିବାନୁସାରେ, ମୋ ଆଖିରୁ ପ୍ରତିଦିନ ଲୁହ ବଦଳରେ ୫୦ଟି କ୍ରିଷ୍ଟାଲ ଭଳି…
ଅଧିକ ଖବର ଦେଖନ୍ତୁ...

ଦୀପିକାଙ୍କ ଫିଟନେସ୍‌ ସିକ୍ରେଟ : ଦିନରେ ଅଳ୍ପ ଅଳ୍ପ କରି ୬ଥର ଖାଇ ଥାଆନ୍ତି

ନୂଆଦିଲ୍ଲୀ: ବଲିଉଡ୍‌ର ସବୁଠାରୁ ଫିଟ୍‌ ଅଭିନେତ୍ରୀ ତାଲିକାରେ ଦୀପିକା ପାଦୁକୋନ୍‌ଙ୍କ ନାମ ରହିଛି। ଖାଦ୍ୟ ପ୍ରେମୀ ହେବା ସତ୍ତ୍ୱେ ଦୀପିକା ନିଜ ଡାଏଟ୍ ଓ ଫିଟନେସ୍‌ ଉପରେ ବି ବିଶେଷ ଧ୍ୟାନ ଦେଇ ଥାଆନ୍ତି। ସଠିକ୍‌ ଶରୀର ଓ ଉଜ୍ଜ୍ବଳ  ତ୍ୱଚା ପାଇବା ଦୀପିକାଙ୍କ ପାଇଁ ଏତେ ସହଜ ନ ଥିଲା।…
ଅଧିକ ଖବର ଦେଖନ୍ତୁ...

ଦେଶର ସବୁଠାରୁ ବଡ଼ ରାବଣ ପୁତ୍ତଳିକାର ଜୋତାର ଉଚ୍ଚତା ୪୦ଫୁଟ ଓ ନିଶର ଲମ୍ବ ୨୪ ଫୁଟ, ଜାଣନ୍ତୁ ଉଚ୍ଚତା କେତେ ?

ଚଣ୍ଡିଗଡ଼: ଦେଶର ସବୁଠାରୁ ଉଚ୍ଚ ରାବଣକୁ ଦଶହରା ଦିନ ଚଣ୍ଡିଗଡ଼ରେ ପୋଡ଼ାଯିବା ଦେଖିବାକୁ ମିଳିବ। ଏହି ରାବଣର ଉଚ୍ଚତା ୨୨୧ ଫୁଟ ରହିଛି ବୋଲି କୁହାଯାଉଛି। ଧନାସ ଅଞ୍ଚଳରେ ପୋଡ଼ା ହେବାକୁ ଥିବା  ଏହି ରାବଣ ପୁତ୍ତଳିକାକୁ ତିଆରି କରିବା ପାଇଁ ୪୦ଜଣ କାରିଗର ଲାଗିଥିଲେ। ଏହି କାମ ଶେଷ କରିବା…
ଅଧିକ ଖବର ଦେଖନ୍ତୁ...

ସ୍ୱଚ୍ଛତା ଅଭିଯାନ: ବିଯୁକ୍ତ ତାପମାତ୍ରାରେ ସିଆଚେନ ଗ୍ଲେସିୟରରୁ ଭାରତୀୟ ସେନା ୧୩୦ଟନ୍‌ ଅଳିଆ ସଫା କଲା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ‘ସ୍ୱଚ୍ଛତା’ ଅଭିଯାନକୁ ଆଗକୁ ବଢ଼ାଇବା ପାଇଁ  ଭାରତୀୟ ସେନା ବି ନିଜ ଯୋଗଦାନ ଦେଇଛନ୍ତି। ପୃଥିବୀର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ରୂପେ ପରିଚିତ ସିଆଚେନରେ ସ୍ୱଚ୍ଛତା ଅଭିଯାନ ଜରିଆରେ ଏଯାବତ ୧୩୦ଟନ୍‌ ଅଳିଆ ଏକାଠି କରି ସାରିଛନ୍ତ ସେନାର ଯବାନ । ଏଠାରେ ସବୁବେଳେ…
ଅଧିକ ଖବର ଦେଖନ୍ତୁ...

ସୁପରଷ୍ଟାର ରଜନୀକାନ୍ତ ଅଭୀନିତ ଫିଲ୍ମ ‘ଦରବାର’ରେ ଓଡ଼ିଆ ଝିଅ

ଭୁବନେଶ୍ୱର: ଓଡ଼ିଆ ଝିଅ ଦେବସ୍ମିତା ପଟ୍ଟନାୟକଙ୍କର ସ୍ୱପ୍ନ ସତରେ ପରିଣତ ହେବାକୁ ଯାଉଛି। ତାଙ୍କୁ ସୁପରଷ୍ଟାର ରଜନୀକାନ୍ତଙ୍କ ଅଭୀନିତ ଫିଲ୍ମ ‘ଦରବାର’ରେ ଦେଖିବାକୁ ମିଳିବ। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ନିବାସୀ ଦେବସ୍ମିତା ଆସନ୍ତାବର୍ଷ ଜାନୁଆରି ୧୪ରେ ଶୁଭମୁକ୍ତି କରିବାକୁ ଥିବା…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କୁ ନିଶା ବଟିକା ଦେଇ ଗଣଦୁଷ୍କର୍ମ, ଦୁଷ୍କର୍ମ ସମୟର ବନାଇଲେ ୬୬ଟି ଭିଡିଓ

ସୀକାର: ରାଜସ୍ଥାନର ସୀକାରର ଉଦ୍ୟୋଗ  ନଗର ପୁଲିସ ଥାନାରେ ଜଣେ ଯୁବତୀ ଗୁଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ପୁଲିସ ଦୁଷ୍କର୍ମକାରୀ ବିରୋଧରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି। ପୀଡିତ ଯୁବତୀଙ୍କ ଅଭିଯୋଗ ମୁତାବକ, ‘ ସେ ବି.କମ୍‌ ପ୍ରଥମ ବର୍ଷର ଛାତ୍ରୀ। …
ଅଧିକ ଖବର ଦେଖନ୍ତୁ...

ଚାଷୀଙ୍କ ଗୋଦାମ୍‌ରୁ ୧ ଲକ୍ଷ ଟଙ୍କାର ପିଆଜ ଚୋରି କରି ଦୁର୍ବୃତ୍ତ ଚମ୍ପଟ

ନାସିକ: ସମଗ୍ର ଦେଶରେ ବର୍ତ୍ତମାନ ପିଆଜ ଦର ଗତ ଚାରି ବର୍ଷ ମଧ୍ୟରେ ସବୁଠୁ ଅଧିକ ରହିଛି ବୋଲି ଜଣାପଡ଼ିଛି। ପିଆଜ ଦର ଆକାଶ ଛୁଆଁ ହୋଇଥିବା ବେଳେ ମହାରାଷ୍ଟ୍ରର ନାସିକରୁ ପିଆଜ ଚୋରିର ଏକ ଘଟଣା ସାମ୍ନାକୁ ଆସିଛି। ନାସିକରେ ବସବାସ କରୁଥିବା ଚାଷୀ ରାହୁଲ ବାଜିରାଓ ପୁଲିସରେ ସୋମବାର…
ଅଧିକ ଖବର ଦେଖନ୍ତୁ...