Monthly Archives

September 2019

ବିଗ୍‌ ବିଙ୍କ ଉପଦେଶ ନ ମାନି ଆଜି ପଶ୍ଚାତାପ କରୁଛନ୍ତି ସାଉଥ୍‌ ସୁପରଷ୍ଟାର ଚିରଞ୍ଜିବୀ

ମୁମ୍ବାଇ : ଚଳିତ ବର୍ଷ ରିଲିଜ୍‌ ହେବାକୁ ଥିବା ଫିଲ୍ମ ସାୟରା ନର୍‌ସିହ୍ମା ରେଡ୍ଡୀକୁ ନେଇ ଦର୍ଶକେ ଉତ୍ସାହିତ ଅଛନ୍ତି । ଏହି ଫିଲ୍ମରେ ବଲିଉଡ୍‌ ଓ ସାଉଥ୍‌ ଇଣ୍ଡଷ୍ଟ୍ରିର ଦିଗ୍ଗଜ ଅଭିନେତା କାମ କରିଥିବା ବେଳେ ଫିଲ୍ମର କାହାଣୀକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଫିଲ୍ମରେ ବିଗ୍‌ ବି…
ଅଧିକ ଖବର ଦେଖନ୍ତୁ...

ମମତା ସରକାରଙ୍କ ନିଷ୍ପତ୍ତି: ଅକ୍ଟୋବର ୨ରେ ମିଳିବ ନାହିଁ ଛୁଟି, ସ୍କୁଲରେ ଗାନ୍ଧୀ ଜୟନ୍ତୀ ପାଳନ କରିବେ ଛାତ୍ରଛାତ୍ରୀ

କୋଲକାତା : ପୂର୍ବରୁ ପ୍ରତି ବର୍ଷ ଗାନ୍ଧୀ ଜୟନ୍ତୀରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଛୁଟି ମିଳୁଥିବା ବେଳେ ଏବେ ସେହି ବ୍ୟବସ୍ଥାରେ ପରିବର୍ତ୍ତନ ଅଣିଛନ୍ତି ମମତା ସରକାର । ପଶ୍ଚିମବଙ୍ଗ ସରକାର ସ୍କୁଲକୁ ବନ୍ଦ ନ ରଖି ସ୍କୁଲ ପରିସରରେ ଗାନ୍ଧୀ ଜୟନ୍ତୀ ପାଳନ କରିବା ପାଇଁ ସବୁ ପ୍ରାଥମିକ ଓ…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲା ବିଗ୍‌ ବସ୍‌: ଏହି କାରଣ ପାଇଁ କ୍ଷତି ସହିବେ ସଲମାନ୍‌ ଖାନ୍‌

ମୁମ୍ବାଇ : ସେପ୍ଟେମ୍ବର ୨୯ରେ ଆରମ୍ଭ ହୋଇଛି ବିଗ୍‌ ବସ୍‌-୧୩ । ରବିବାର ରାତି ୯ଟାରେ ସୋ’ର ପ୍ରିମିୟର ରଖାଯାଇଥିବା ବେଳେ ଷ୍ଟାଇଲିସ୍‌ ଅନ୍ଦାଜରେ ଘରେ ପ୍ରବେଶ କରିଥିଲେ ଭାଗ ନେଇଥିବା ଥିବା ସବୁ ପ୍ରତିଯୋଗୀ । ସୋ’ର ଆରମ୍ଭରୁ ହିଁ ଏହା ଟିଆର୍‌ପି ସୂଚୀରେ ରାଜ୍‌ କରିବ ବୋଲି ଜଣାପଡ଼ିଛି ।…
ଅଧିକ ଖବର ଦେଖନ୍ତୁ...

ନୀତି ଆୟୋଗ ଗୁଣାତ୍ମକ ଶିକ୍ଷା ସୂଚକାଙ୍କରେ ଓଡ଼ିଶା ୭ମ ସ୍ଥାନରେ

ଭୁବନେଶ୍ୱର : ନୀତି ଆୟୋଗ ପକ୍ଷରୁ ପ୍ରକାଶିତ ଗୁଣାତ୍ମକ ଶିକ୍ଷା ସୂଚକାଙ୍କରେ ଓଡ଼ିଶା ୨୦ଟି ବଡ଼ ରାଜ୍ୟମାନଙ୍କ ମଧ୍ୟରେ ୭ମ ସ୍ଥାନରେ ରହିଛି । ୨୦୧୫-୧୬ରେ ରାଜ୍ୟ ୧୩ତମ ସ୍ଥାନରେ ଥିବାବେଳେ ଏଥର ୭ମ ସ୍ଥାନକୁ ଉନ୍ନୀତ ହୋଇଛି । ୨୦ଟି ବଡ଼ ରାଜ୍ୟମାନଙ୍କ ମଧ୍ୟରୁ ଶିକ୍ଷା କ୍ଷେତ୍ରରେ କେରଳ ପ୍ରଥମ…
ଅଧିକ ଖବର ଦେଖନ୍ତୁ...

‘ସିବିଆଇ ଭଗବାନ ନୁହନ୍ତି’; ଜାଣନ୍ତୁ କ’ଣ ପାଇଁ ଏଭଳି ପ୍ରତିକ୍ରିୟା ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସିବିଆଇକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ପ୍ରତିକ୍ରିୟା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସମାଧାନ ହୋଇ ପାରୁ ନ ଥିବା ମାମଲା ବା କୌଣସି ହାଇପ୍ରୋଫାଇଲ ମାମଲାର ସମାଧାନ ପାଇଁ ସିବିଆଇକୁ ଦାୟିତ୍ୱ ଦିଆଯାଉଥିବା ବେଳେ ସିବିଆଇ ଭଗବାନ ନୁହନ୍ତି ବୋଲି ପ୍ରତିକ୍ରିୟା ରଖିଛି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନିଜର କାମକୁ ନେଇ ବ୍ୟସ୍ତତାରେ ରହି ପାରନ୍ତି। ବ୍ୟବସାୟର ନୂଆ ଉପାୟ ଗ୍ରହଣ କରନ୍ତୁ ଲାଭ ହେବ। ଟଙ୍କା ପଇସା ନେଣେଦେଣେରେ ସାବଧାନ ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା :୮। ବୃଷ: ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ବରଦାନ ସାବ୍ୟସ୍ତ ହେବ। ପଇସା ସମ୍ବନ୍ଧୀୟ ମାମଲା ସହଜରେ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ଶ୍ରୀଲଙ୍କା ୨ୟ ଏକଦିବସୀୟ : ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ

କରାଚୀ : କରାଚୀଠାରେ ଚାଲିଥିବା ପାକିସ୍ତାନ ଓ ଶ୍ରୀଲଙ୍କା ୨ୟ ଏକଦିବସୀୟ ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୭ ଓ୍ଵିକେଟରେ ୩୦୫ ରନ ସଂଗ୍ରହ କରିଛି । ଏହାର ଜବାବରେ ଭ୍ରମଣକାରୀ ଶ୍ରୀଲଙ୍କା ଦଳର ବ୍ୟାଟିଂ ବିପର୍ଯ୍ୟୟ ହୋଇଛି । ଶ୍ରୀଲଙ୍କା ୯ ଓଭରରେ ମାତ୍ର ୨୨ ରନକରି ୪ ଓ୍ଵିକେଟ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ: ୧୫ଦିନ ହେବ ନାବାଳକ ନିଖୋଜ, ପରିବାରଲୋକେ ଖୋଜାଖୋଜି ପରେ ବି ସନ୍ଧାନ ପାଉ ନାହାନ୍ତି

ପାଇକସାହି: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ହାତିଗେଞ୍ଜ ଗ୍ରାମରେ ବସବାସ କରୁଥିବା ରବୀନ୍ଦ୍ର ପ୍ରଧାନଙ୍କ ୧୩ବର୍ଷର ପୁଅ କେଉଁଆଡେ ନିଖୋଜ ହୋଇଯାଇଛି। ନିଖୋଜ ପୁଅର ନାମ ମହେଶ୍ୱର ପ୍ରଧାନ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ମହେଶ୍ୱର ପ୍ରଧାନ ଗତ ସେପ୍ଟେମ୍ବର ୧୫ ତାରିଖରୁ କେଉଁଆଡେ ଚାଲି…
ଅଧିକ ଖବର ଦେଖନ୍ତୁ...

ଘରେ ପଶି ମହିଳାଙ୍କୁ ବାନ୍ଧି ସୁନା ଲୁଟ୍‌ ଘଟଣାରେ ୪ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡ

ରାୟଗଡା: ଘରେ ପଶି ମହିଳାଙ୍କୁ ବାନ୍ଧି ସୁନା ଓ ଅଳଙ୍କାର ଲୁଟ୍‌ ମାମଲାର ରାୟ ଆଜି ପ୍ରକାଶ ପାଇଛି।୨୦୧୪ ମସିହାରେ ରାୟଗଡା ଟାଉନ୍‌ ଥାନା ବିଦ୍ୟା ନଗର ଅଞ୍ଚଳରେ ଘଟିଥିବା ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଆଶିଷ କୁମାର ତ୍ରିପାଠୀ ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି । ରାୟରେ…
ଅଧିକ ଖବର ଦେଖନ୍ତୁ...

ଓ୍ଵାର୍ଡ ସଭ୍ୟଙ୍କୁ ହତ୍ୟା ମାମଲାରେ ଜଣେ ଗିରଫ

ପାଇକସାହି: ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତୁଳିଆର ଛକ ନିକଟରେ ଗତକାଲି ରାତି ୮ଟା ସମୟରେ ଓ୍ଵାର୍ଡ ସଭ୍ୟଙ୍କୁ ଭୂଜାଲୀରେ ହାଣି ହତ୍ୟା କରାଯାଇଥିଲା। ମୃତ ଓ୍ଵାର୍ଡ ସଭ୍ୟଙ୍କ ନାମ ଜଗବନ୍ଧୁ ବେହେରା ଓ ତାଙ୍କୁ ୫୫ବର୍ଷ ବୋଲି ଜଣାପଡ଼ିଛି। ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା…
ଅଧିକ ଖବର ଦେଖନ୍ତୁ...