Monthly Archives

October 2019

ସମ୍ବଲପୁର ଏସ୍‌ପି କନଓ୍ଵର ବିଶାଳ ସିଂହଙ୍କ ସମେତ ୨୫ ଜଣ ପୁଲିସ କର୍ମଚାରୀଙ୍କୁ କେନ୍ଦ୍ର ମେଡାଲ

ଭୁବନେଶ୍ୱର: ଭାରତ ସରକାରଙ୍କ ପକ୍ଷରୁ ସମ୍ବଲପୁର ଏସ୍‌ପି କନଓ୍ଵର ବିଶାଳ ସିଂହଙ୍କ ସମେତ ଓଡ଼ିଶାର ୨୫ ଜଣ ପୁଲିସ କର୍ମଚାରୀଙ୍କୁ କେନ୍ଦ୍ର ମେଡାଲ ମିଳିବ। ଗତ ମେ’ ମାସ ୮ ତାରିଖରେ କୋରାପୁଟ ଜିଲ୍ଲାର ପାଡୁଆ ଜଙ୍ଗଲରେ ମାଓ ବିରୋଧୀ ସ୍ପେଶାଲ ଅପରେସନରେ ସାମିଲ ହୋଇଥିବା ଯବାନମାନଙ୍କୁ ଏହି ପଦକ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ଖୋଲିଲା ବୃହତ ଆକାରର ସୁପରମାର୍କେଟ ବ୍ରାଣ୍ଡ୍‌ ରିଲାଏନ୍‌ସ ସ୍ମାର୍ଟ

ସମ୍ବଲପୁର: ରିଲାଏନ୍‌ସ ରିଟେଲର ବୃହତ ଆକାରର ଗ୍ରୋସରି ସୁପରମାର୍କେଟ ବ୍ରାଣ୍ଡ୍‌ ରିଲାଏନ୍‌ସ ରିଟେଲ୍‌ ପକ୍ଷରୁ ସମ୍ବଲପୁରର ବଢ଼ାରଜା ମେନ୍‌ ରୋଡରେ ବାଲାଜୀ ଡେଭେଲପରରେ ପ୍ରଥମ ଷ୍ଟୋର ଖୋଲାଯାଇଛି । ଗୋଟିଏ ଛାତ ତଳେ ଗ୍ରୋସରି, ଫଳ ଓ ପନିପରିବା, ଦୁଗ୍ଧ ଠାରୁ ଆରମ୍ଭ କରି କିଚେନ ଓୟାର ଏବଂ…
ଅଧିକ ଖବର ଦେଖନ୍ତୁ...

ଶୋଇବାଠାରୁ ଆରମ୍ଭ କରି ପାଣି ପିିଇବା ପର୍ଯ୍ୟନ୍ତ ଆପଣ କରୁଥିବା ଏହି ୪ଟି ଭୁଲ ହୋଇପାରେ କିଡ୍‌ନି ସମସ୍ୟାର କାରଣ

କିଡ୍‌ନି ମଣିଷ ଶରୀରରେ ରକ୍ତକୁ ସଫା କରିବା ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ । ଏହା ଶରୀରର ସବୁଠାରୁ ଗୁରୁତ୍ତ୍ୱପୁର୍ଣ୍ଣ ଅଙ୍ଗ ହୋଇଥାଏ । ପ୍ରତି ମଣିଷର ଶରୀରରେ ଦୁଇଟି କିଡ୍‌ନି ଥିବା ବେଳେ ଆଜିକାଲିର ବ୍ୟସ୍ତବହୁଳ ଜୀବନ ପାଇଁ ଲୋକମାନେ ନିଜ ଶରୀର ପ୍ରତି…
ଅଧିକ ଖବର ଦେଖନ୍ତୁ...

୫ ବର୍ଷୀୟା ଦାଦା ଝିଅ ଭଉଣୀ ସହ ଦୁଷ୍କର୍ମ କରି ହତ୍ୟା କଲା ୧୩ ବର୍ଷୀୟ ଭାଇ

ମୁମ୍ବାଇ : ମହାରାଷ୍ଟ୍ରରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ନିଜ ଦାଦା ଝିଅ ଭଉଣୀ ସହ ଦୁଷ୍କର୍ମ କରି ହତ୍ୟା କରିବା ଭଳି ବର୍ବର କାଣ୍ଡ ଘଟାଇଛି ୧୩ବର୍ଷୀୟ ଭାଇ । ଏହି ଖବର ଆସିବା ପରେ ଲୋକେ ଭାଇ-ଭଉଣୀର ସଂପର୍କକୁ ନିନ୍ଦା କରିବାରେ ଲାଗିଛନ୍ତି । ମଙ୍ଗଳବାର ପୀଡ଼ିତାର ମୃତଦେହ ମିଳିବା…
ଅଧିକ ଖବର ଦେଖନ୍ତୁ...

ଆଇସିସି ଟି-୨୦ ବିଶ୍ୱକପ ୨୦୨୦ ଟ୍ରଫି ଉଦ୍‌ଘାଟନ କରିବେ କରୀନା କପୁର ଖାନ୍‌, ଶଶୁରଙ୍କୁ ମନେପକାଇ କହିଲେ ଏହି କଥା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କ ସହ ଏକ ବଡ଼ ଉପଲବ୍ଧି ଯୋଡ଼ି ହେବାକୁ ଯାଉଛି । ଶୁକ୍ରବାର ମେଲବର୍ଣ୍ଣରେ ସେ ଆଇସିସି ଟି-୨୦ ବିଶ୍ୱକପ ୨୦୨୦ର ଟ୍ରଫି ଉଦ୍‌ଘାଟନ କରିବେ । ଏଭଳି କରିବାରେ ସେ ପ୍ରଥମ ଭାରତୀୟ ଅଭିନେତ୍ରୀ ପାଲଟିବେ । ଏଭଳି ଐତିହାସିକ ସମୟରେ ସାମିଲ ହୋଇ…
ଅଧିକ ଖବର ଦେଖନ୍ତୁ...

ପ୍ରତିଦିନ ବାସହୀନଙ୍କୁ ଘର ଯୋଗାଇବାର ଲକ୍ଷ୍ୟ ନେଇ ନିଦରୁ ଉଠନ୍ତି ଏହି ଅଟୋ ଚାଳକ, ଏ ପର୍ଯ୍ୟନ୍ତ ୩୨୦ଜଣଙ୍କୁ କରି…

ଚେନ୍ନାଇ : ଆଜିକାଲି ଲୋକଙ୍କୁ ନିଜ ବିଷୟରେ ଭାବିବାକୁ ସମୟ ନଥିବା ବେଳେ ଚେନ୍ନାଇର ଜଣେ ଅଟୋ ଚାଳକ କରୁଥିବା କାମ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ବାସହୀନକୁ ଆଶ୍ରୟ ଦେବାର ଲକ୍ଷ ଆଜି ତାଙ୍କୁ ପ୍ରଶଂସାର ପାତ୍ର ବନାଇଛି । ଦୀର୍ଘ ଦୁଇ ବର୍ଷ ମଧ୍ୟରେ ସେ ପ୍ରାୟ ୩୨୦ ବାସହୀନଙ୍କୁ ରହିବା…
ଅଧିକ ଖବର ଦେଖନ୍ତୁ...

ସେକ୍ସ ରାକେଟ ଠାବ: ୨ ଦେହଜୀବୀ-୩ ଯୁବକଙ୍କୁ କାବୁ କଲା ପୁଲିସ

ବଲାଙ୍ଗୀର: ପୁଇଁତଲା ଥାନା ପୁଲିସ ବୁରୋଭାଡ଼ି ଗାଁରେ ସେକ୍ସ ରାକେଟ ଠାବ କରିବା ପରେ ପୁଲିସ ଏବେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ମେଡିକାଲ କଲେଜ ନିକଟସ୍ଥ ଏକ ଘରେ ସେକ୍ସ ରାକେଟ ଚାଲିଥିବା ସମୟରେ ଟାଉନ ଥାନା ପୁଲିସ ଗୁରୁବାର ୨ ଜଣ ଦେହଜୀବୀ ଓ ୩ ଜଣ ଯୁବକଙ୍କୁ କାବୁ କରିବାରେ ସଫଳ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ପୀଡ଼ିତାଙ୍କ କରୁଣ କାହାଣୀ: ଦୁଷ୍କର୍ମର ଶିକାର ହେବା ପରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନ ଥିବାରୁ ମୃତ…

ଭୋପାଲ : ମଧ୍ୟପ୍ରଦେଶର ଭୋପାଳରେ ଏକ ଲଜ୍ଜାଜନକ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଗଣଦୁଷ୍କର୍ମ ପୀଡ଼ିତାଙ୍କ କରୁଣ କାହାଣୀ ଏବେ ସମସ୍ତଙ୍କ ଆଖିରେ ଲୁହ ଆଣିଛି । ସ୍ୱାମୀର ସାଙ୍ଗମାନେ ବିଶ୍ୱାସରେ ବିଷ ଦେଇ ପ୍ରଥମେ ପୀଡ଼ିତାଙ୍କ ସହ ଦୁଷ୍କର୍ମ ଓ ପରେ ତାଙ୍କ ସ୍ୱାମୀକୁ ହତ୍ୟା କରିଥିଲେ । ଏଭଳି…
ଅଧିକ ଖବର ଦେଖନ୍ତୁ...

ସୋନୁଙ୍କ ବିରୋଧରେ ସୋନାଙ୍କ ଅଭିଯୋଗ: ମୋତେ ନିୟନ୍ତ୍ରଣରେ ରଖିବା ପାଇଁ ମୋ ସ୍ୱାମୀଙ୍କୁ ଉପଦେଶ ଦେଉଛନ୍ତି

ମୁମ୍ବାଇ : ନିଜର ବୟାନ ପାଇଁ ସବୁବେଳେ ବିବାଦରେ ରହୁଥିବା କଣ୍ଠଶିଳ୍ପୀ ସୋନା ମହାପାତ୍ର ଏବେ ଆଉ ଏକ କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି । ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ  ତାଙ୍କ  ସ୍ୱାମୀଙ୍କ କାନ ଭରିଥିବାର ଅଭିଯୋଗ ଆଣିଛନ୍ତି ସୋନା । ସେ ଲଗାଇଥିବା ଆରୋପ ମୁତାବକ, ସୋନୁ…
ଅଧିକ ଖବର ଦେଖନ୍ତୁ...

୭୩ବର୍ଷରେ ବିଦାୟ ନେଲେ ‘ୟୁଟ୍ୟୁବର ଗ୍ରାଣ୍ଡପା’, ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରି ଶହ ଶହ ଅନାଥଙ୍କ ପେଟ…

ହାଇଦ୍ରାବାଦ୍‌ : ଇଣ୍ଟରନେଟ୍‌ରେ ସମସ୍ତଙ୍କର ଖାସ୍‌ କରି ବାପ-ମା’ ଛେଉଣ୍ଡ ପିଲାମାନଙ୍କର ପସନ୍ଦର ସେଫ୍‌ ଗ୍ରାଣ୍ଡପା ଆଉ ନାହାନ୍ତି । କିଛି ଦିନ ରୋଗଗ୍ରସ୍ତ ହୋଇ ରହିବା ପରେ ଶେଷରେ ୭୩ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।ତାଙ୍କର  ନାମ ନାରାୟଣ ରେଡ୍ଡୀ ବୋଲି ଜଣା ପଡ଼ିଥିବା…
ଅଧିକ ଖବର ଦେଖନ୍ତୁ...