Daily Archives

October 1, 2019

ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳିତ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଓ ୟୁଥ ରେଡ୍‌ କ୍ରସ ଯୁନିଟ୍‌ ତରଫରୁ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳନ କରାଯାଇଛିା ଅଧ୍ୟକ୍ଷ ବିରେନ କୁମାର ଶତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୟୁଥ୍‌ ରେଡକ୍ରସ କାଉନସିଲର…
ଅଧିକ ଖବର ଦେଖନ୍ତୁ...

ହୋମ୍‌ଓ୍ଵାର୍କ ଖାତାରୁ ଝିଅ ଦୁଷ୍କର୍ମର ଶିକାର ହୋଇଥିବା ଜାଣି ମା’ ସ୍ଥାଣୁ ପାଲଟିଗଲେ

ଅମରେଲି: ଗୁଜୁରାଟର ଅମରେଲିରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଝିଅ ହୋମଓ୍ଵାର୍କ ବାହାନାରେ ସୁସାଇଡ ନୋଟ ଲେଖୁଥିବା ଦେଖି ମା’ ସ୍ତବ୍ଧ ହୋଇଯାଇଥିଲେ। ତେବେ ଏହାକୁ ନେଇ ଯେଉଁ ଘଟଣା ଉପରୁ ଫରଦା ଉଠିଥିଲା ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଝିଅ…
ଅଧିକ ଖବର ଦେଖନ୍ତୁ...

ଉପବାସ କରି ସାରିବା ପରେ ଏହିସବୁ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ

ଏବେ ପାର୍ବଣର ଋତୁ ଚାଲିଛି। ନବରାତ୍ରି ଆରମ୍ଭ ହୋଇଯାଇଥିବା ହେତୁ ଏହି ସମୟରେ ଅନେକ ଲୋକ ବ୍ରତ ଏବଂ ଉପବାସ ରଖିଥାନ୍ତି। କେତେକ ଲୋକ ନଅ ଦିନ ବିନା ଅନ୍ନରେ ଉପବାସ କରିଥାନ୍ତି ତ କେତେ ଜଣ ଗୋଟିଏ ସମୟରେ ଭୋଜନ ଖାଇ ଉପବାସ କରିଥାଆନ୍ତି। ତେଣୁ ଏହି ଉପବାସ ସମୟରେ କିଛି ଜିନିଷ ପ୍ରତି ବିଶେଷ…
ଅଧିକ ଖବର ଦେଖନ୍ତୁ...

ସ୍ୱପ୍ନରେ ଭଗବାନକୁ ଦେଖିବା ପରେ ଅଢ଼େଇ ବର୍ଷର ଶିଶୁକୁ ନଦୀରେ ଫିଙ୍ଗିଦେଲେ ପିତା !

ଗୌହାଟୀ: ଆସାମର ବକ୍ସା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ନିଜକୁ ରୋଗମୁକ୍ତ କରିବା ପାଇଁ ଜଣେ ବ୍ୟକ୍ତି ନିଜର ଅଢ଼େଇ ବର୍ଷର ସନ୍ତାନକୁ ନଦୀରେ ଫିଙ୍ଗି ଦେଇଛନ୍ତି। ନଦୀରେ ବୁଡି ଯିବା ହେତୁ ଶିଶୁଟିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅଭିଯୁକ୍ତ ବୀରବଲ ବୋରୋ(୪୫)ଙ୍କୁ ଏହି…
ଅଧିକ ଖବର ଦେଖନ୍ତୁ...

ଛୁଟି କାଟି ଘରକୁ ଫେରୁଥିବା ବେଳେ ପର୍ଯ୍ୟଟକଙ୍କ ଗାଡ଼ି ଉପରକୁ ଚଢ଼ି ଗଲା ଅଜଗର

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଏକ ଅଜଗର ସାପର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ଭାଇରାଲ ହୋଇଥିବା ଭିଡିଓରେ ଏକ  ବିରାଟ ବଡ଼ ଅଜଗର ସାପ ଏକ କାର୍‌ ଉପରକୁ ଚଢ଼ି ଯାଉଥିବା ଦେଖିବାକୁ ମିଳୁଛି। ଅଜଗରକୁ କାର୍‌ ଉପରେ ଚଢ଼ୁଥିବା ଦେଖି ତା’ ଭିତରେ ବସିଥିବା ଯାତ୍ରୀ ଭୟଭୀତ ହୋଇଯାଉଛନ୍ତି।…
ଅଧିକ ଖବର ଦେଖନ୍ତୁ...

କାର୍ଯ୍ୟାଳୟରେ କୁମ୍ଭୀରକୁ କାମ କରୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ

ଫ୍ଲୋରିଡା: କାର୍ଯ୍ୟାଳୟରେ ମଣିଷମାନେ କାମ କରିଥାଆନ୍ତି। କିନ୍ତୁ ଏକ କାର୍ଯ୍ୟାଳୟରେ ଗୋଟିଏ କୁମ୍ଭୀର କାମ କରୁଥିବାର ଫଟୋ ସୋସିଆଲ ମିଡିଆରେ ନିକଟରେ ଭାଇରାଲ ହୋଇଛି। ଏହି ଫଟୋରେ କୁମ୍ଭୀର କାର୍ଯ୍ୟାଳୟ ଚେୟାରରେ ବ୍ଲୁ ସାର୍ଟ ପିନ୍ଧି ବସିଛି ଏବଂ ତାହାର ଦୁଇଟି ହାତ ଡେସ୍କ ଉପରେ ରହିଥିବା…
ଅଧିକ ଖବର ଦେଖନ୍ତୁ...

ରିଲିଜ ହେଲା ‘ଶାଣ୍ଡ କି ଆଁଖ’ର ପ୍ରଥମ ଗୀତ ‘ଉଡତା ତିତର୍’

ମୁମ୍ବାଇ: ଆଗାମୀ ବଲିଉଡ୍ ମୁଭି ‘ଶାଣ୍ଡ କି ଆଁଖ’ର ପ୍ରଥମ ଗୀତ ‘ଉଡତା ତିତର୍’ ମୁକ୍ତିଲାଭ କରିଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ତାପସୀ ପନ୍ନୁ ଓ ଭୂମି ପେଡନେକରଙ୍କୁ ଦେଖିବାକୁ ମିଳିବ । ସିନେମାରେ ଉତ୍ତରପ୍ରଦେଶର ଫେମସ୍ ସୁଟର୍ ଦାଦି - ପ୍ରକାଶୀ ତୋମାର୍ ଓ ଚାନେ୍ଦ୍ରା ତୋମାର୍ ଚରିତ୍ରରେ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳରେ କମୁନି ଜନନୀ ଯନ୍ତ୍ରଣା: ନଦୀରେ ପୋଲ ନଥିବାରୁ ୪ କିଲୋମିଟର ଭାରରେ ବୁହା ହେଲେ ପ୍ରସୂତି

ଫୁଳବାଣୀ: ସରକାରଙ୍କ ଯୋଜନା ପରେ ଯୋଜନା କରୁଛନ୍ତି। ତା’ସତ୍ତ୍ୱେ କନ୍ଧମାଳରେ କମୁନି ଜନନୀ ଯନ୍ତ୍ରଣା। ଗତ ହୁଡୁହୁଡୁ ବାତ୍ୟାରେ ଭାଙ୍ଗି ଯାଇଥିବା ପୋଲ ଆଜି ସୁଦ୍ଧା ନିର୍ମାଣ ହୋଇ ପାରି ନ ଥିବାରୁ ଜଣେ ପ୍ରସୂତି ମହିଳାଙ୍କୁ ଭାରରେ ୪ କିଲୋମିଟର ବୋହିବାକୁ ପଡିଛି। ଏହି ଘଟଣା ଘଟିଛି ଚକାପାଦ…
ଅଧିକ ଖବର ଦେଖନ୍ତୁ...

ଫିଲଡିଂ ସମୟରେ ଲାବୁସେନ୍‌ଙ୍କ ଖୋଲିଗଲା ପ୍ୟାଣ୍ଟ, ଏହା ସତ୍ତ୍ୱେ ବ୍ୟାଟସ୍‌ମ୍ୟାନ୍‌ଙ୍କୁ କଲେ ରନ୍‌ଆଡଟ୍‌

ନୂଆଦିଲ୍ଲୀ: କ୍ରିକେଟ ଏମିତି ଏକ ଖେଳ ଯାହାକୁ ନେଇ ପଡ଼ିଆରେ ଅନେକ ଅଘଟଣ ଘଟିବା ସହିତ ସମୟସମୟରେ ଏମିତି କିଛି ଦୃଶ୍ୟ ବି ଦେଖିବାକୁ ମିଳିଛି, ଯାହାକୁ ଦେଖି ଖେଳାଳିଙ୍କ ସମେତ ଦର୍ଶକ ବି ଠୋ ଠୋ ହୋଇ ହସିବାକୁ ଲାଗିଥାଆନ୍ତି। View this post on…
ଅଧିକ ଖବର ଦେଖନ୍ତୁ...

ଲୋକସଭା ନିର୍ବାଚନ ସମୟରେ ୩୦ କୋଟି ଟଙ୍କାରେ ନେତାଙ୍କ ସେକ୍ସ ଭିଡିଓ ବିକିବା ପାଇଁ ଉଦ୍ୟମ କରାଯାଇଥିଲା

ଭୋପାଳ: ଦେଶର ସବୁଠାରୁ ବଡ଼ ଧରଣର ଯୌନ କେଳେଙ୍କାରୀ କୁହାଯାଉଥିବା ମଧ୍ୟପ୍ରଦେଶର ‘ହନିଟ୍ରାପ୍‌’କୁ ନେଇ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଛି। ହନିଟ୍ରାପ୍‌ରେ ସାମିଲ ଥିବା ଅଭିଯୁକ୍ତମାନେ କେବଳ ଯେ ସେକ୍ସ ଭିଡିଓର ବ୍ୟବହାର ନେତା, ଅଧିକାରୀଙ୍କୁ ବ୍ଲାକ୍‌ମେଲ କରିବା ପାଇଁ କରୁ ଥିଲେ ତାହା…
ଅଧିକ ଖବର ଦେଖନ୍ତୁ...