ବୁର୍ଜା ଆଶ୍ରମ ସ୍କୁଲ ବାଳିକା ଛାତ୍ରୀନିବାସର ୩ ସିସି କ୍ୟାମେରା ଚୋରୀ
ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ବୁର୍ଜା ଆଶ୍ରମ ସ୍କୁଲ ବାଳିକା ହଷ୍ଟେଲରୁ ସୋମବାର ରାତି ୩ଟି ସିସି କ୍ୟାମେରା ଚୋରୀ ହୋଇଯାଇଥିବା ନେଇ ଜଣାପଡିଛିା ଏନେଇ ପ୍ରଧାନ ଶିକ୍ଷକ ବାସୁଦେବ ନାୟକ ଲକ୍ଷ୍ମୀପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତିା ଗତ ଅଗଷ୍ଟ ମାସରେ ବିଦ୍ୟାଳୟ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...