Daily Archives

October 3, 2019

ପଶ୍ଚିମବଙ୍ଗକୁ ପିକଅପରେ ଚାଲାଣ ହେଉଥିଲା କାଠ, ଦୁଇ ଗିରଫ

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ରେଞ୍ଜ ଅଂଚଳରୁ ପଶ୍ଚିମବଙ୍ଗ ରାଜ୍ୟକୁ ଚୋରା ଚାଲାଣ ହେଉ ଥିବା ଏକ ପିକଅପ ଭ୍ୟାନକୁ ବନବିଭାଗ ଅଟକ ରଖିବା ସହିତ ଦୁଇ ଜଣକୁ ଗିରଫ କରିଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରେଞ୍ଜ ଅଧିକାରୀ ତପନ କୁମାର ଦାସ ଅତିରିକ୍ତ ବନାଞ୍ଚଳ ଅଧିକାରୀ…
ଅଧିକ ଖବର ଦେଖନ୍ତୁ...

‘କ୍ରିକେଟ୍ର’ର ବିକାଶ ପାଇଁ କ୍ରୀଡ଼ା ସାମ୍ବାଦିକଙ୍କ ସହଯୋଗ ଚାହିଁଲେ ଓସିଏ ସମ୍ପାଦକ

ଭୁବନେଶ୍ୱର: ରାଜ୍ୟରେ କ୍ରିକେଟର ବିକାଶ ପାଇଁ ଆମ ନୂଆ ଟିମ୍‌ ଖୁବ୍‌ ନିଷ୍ଠାର ସହ କାମ କରିବାକୁ ନିଷ୍ପତ୍ତି ନେଇଛି। ତୃଣମୂଳ ସ୍ତରରୁ ପ୍ରତିଭାଙ୍କ ବିକାଶ ସହ ଏକାଡେମୀ ସ୍ଥାପନ କରିବା ଏବଂ କ୍ରିକେଟ ଭିତ୍ତିଭୂମିର ଉନ୍ନତି ପାଇଁ ଆମେ କାମ କରିବାକୁ ଯାଉଛୁ। କ୍ରିକେଟର ଏହି ବିକାଶ ଯାତ୍ରାରେ…
ଅଧିକ ଖବର ଦେଖନ୍ତୁ...

ଏସିଡିଟି ହେଉ ବା ଅବସାଦଗ୍ରସ୍ତ ସମସ୍ୟା, ବହୁ ସମସ୍ୟାର ସମାଧାନ କରିଥାଏ ଏହି ଘରୋଇ ଉପଚାର

ଆଜିକାଲି ଲୋକମାନେ ନିଜ ସ୍ୱପ୍ନକୁ ପୂରା କରିବା ନିଶାରେ ନିଜ ସ୍ୱାସ୍ଥ୍ୟକୁ ଅଣଦେଖା କରି କରି ଚାଲିଛନ୍ତି । ଠିକ୍‌ ସମୟରେ ନ ଖାଇବା ଏବଂ ନ ଶୋଇବା ଦ୍ୱାରା ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଦେଖା ଦେଉଛି। ଯାହାକୁ ଭଲ କରିବା ପାଇଁ ଲୋକମାନେ ବଜାରରେ ମିଳୁଥିବା ଔଷଧକୁ ସେବନ କରୁଛନ୍ତି…
ଅଧିକ ଖବର ଦେଖନ୍ତୁ...

ପ୍ରେମ ପ୍ରସ୍ତାବକୁ ନାଁ କହି ଦୁବାଇ ଚାଲି ଯାଇଥିଲେ ମହିଳା, ୧୭ ବର୍ଷ ପରେ ବିବାହ ପାଇଁ ଆସିଥିବା ବେଳେ ହତ୍ୟା କଲା…

ବିଜ୍‌ନୋର : ଉତ୍ତରପ୍ରଦେଶର ବିଜ୍‌ନୋରରେ ଘଟିଥିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଅଭିଯୁକ୍ତ ଅଶ୍ୱିନୀ ଓରଫ ଜନି ଦାଦାକୁ ନେଇ ଏବେ ପୁଲିସ ଚିନ୍ତାରେ । ୫ଦିନରେ ୩ଜଣଙ୍କୁ ହତ୍ୟା କରିବା ପରେ ମଧ୍ୟ ଅଭିଯୁକ୍ତ ପୁଲିସ ହାତରେ ଧରା ପଡ଼ି ନଥିବାରୁ ତଦନ୍ତ ଜୋରଦାର କରିଛି…
ଅଧିକ ଖବର ଦେଖନ୍ତୁ...

ଗୃହ ନିର୍ମାଣ ଅଗ୍ରିମ ସୁଧ ହାର ୭.୯ ପ୍ରତିଶତକୁ ହ୍ରାସ

ନୂଆଦିଲ୍ଲୀ: ଗୋଟିଏ ବର୍ଷ ଅବଧି ଲାଗି ଗୃହ ନିର୍ମାଣ ଅଗ୍ରିମ (ଏଚବିଏ) ଉପରେ ସୁଧ ହାର ୭.୯ ପ୍ରତିଶତକୁ ହ୍ରାସ ପାଇଛି। ପୂର୍ବରୁ ଏହି ହାର ୮.୫ ପ୍ରତିଶତ ଥିଲା । ଯେକୌଣସି ପରିମାଣର ଏଚବିଏ ଋଣ ରାଶି ପାଇଁ ଏହି ସୁଧ ହାର ଲାଗୁ ହେବ ହ୍ରାସ ପାଇଥିବା ସୁଧ ହାର ୨୦୧୯ ଅକ୍ଟୋବର ୧ ତାରିଖ ଠାରୁ…
ଅଧିକ ଖବର ଦେଖନ୍ତୁ...

ଏହି ପେସାରେ କାମ କରିବାକୁ ଡ଼ରୁଛନ୍ତି ପ୍ରିୟଙ୍କା !

ମୁମ୍ବାଇ : ବଲିଉଡ୍‌ର ଆଗଧାଡ଼ିର ନାୟିକାଙ୍କ ମଧ୍ୟରେ ଅନତ୍ୟମ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା । ଅଭିନୟ ସହ ସେ ଫିଲ୍ମର ପ୍ରଯୋଜନା କରିବା ଓ ଗୀତ ମଧ୍ୟ ଗାଇ ସାରିଛନ୍ତି । ୨୦୦୩ରେ ରିଲିଜ୍‌ ହୋଇଥିବା ଫିଲ୍ମ ଦ ହିରୋ: ଲଭ୍‌ ଷ୍ଟୋରୀ ଅଫ୍‌ ଏ ସ୍ପାଏରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ପ୍ରିୟଙ୍କା ।…
ଅଧିକ ଖବର ଦେଖନ୍ତୁ...

ନବରାତ୍ରୀ ଉପବାସରେ ପିଆଜ ଓ ରସୁଣ ଖାଆନ୍ତି ନାହିଁ ଲୋକେ, ଜାଣନ୍ତୁ ଏହାର ବୈଜ୍ଞାନିକ କାରଣ

ଏବେ ନବରାତ୍ରୀ ଚାଲିଥିବା ବେଳେ ଲୋକେ ଉପବାସ କରି ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରୁଛନ୍ତି । ଫଳ, ପନିପରିବା, କୁଟ୍ଟୁ ଆଟା, ସାବୁଦାନା, ସମକ ଚାଉଳ ଇତ୍ୟାଦି ଖାଇ ଲୋକେ ଉପବାସ କରୁଥିବା ଦେଖାଯାଉଛି । ଏହି ୯ଦିନ ଲୋକେ କେବଳ ଫଳ ଖାଇବା ସହ ପିଆଜ ଓ ରସୁଣଙ୍କୁ ନିଜ ଡାଏଟ୍‌ରୁ ହଟାଇ…
ଅଧିକ ଖବର ଦେଖନ୍ତୁ...

ସାମ୍ବାଦିକଙ୍କ ପାଟି ଶୁଣି ରାଗି ଗଲେ ଆଲିଆ, ଏଭଳି କରାଇଲେ ଚୁପ୍‌

ମୁମ୍ବାଇ : ସବୁବେଳେ ନିଜ ଫିଲ୍ମ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ସାମ୍ବାଦିକମାନଙ୍କୁ ଚୁପ୍‌ କରାଇବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଗାନ୍ଧୀ ଜୟନ୍ତୀ ଅବସରରେ ସେ ଏକ ଡାକ୍ତରଖାନାରେ ଆୟୋଜିତ କରାଯାଇଥିବା ଇଭେଣ୍ଟକୁ ଯୋଗ ଦେବାକୁ ଯାଇଥିବା…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ବେଖାତିର: ଅଙ୍ଗନୱାଡି ପ୍ରିସ୍କୁଲ୍‌ ଛାତ୍ରଛାତ୍ରୀଙ୍କୁ ମିଳିଲାନି ପୋଷାକ

ଲକ୍ଷ୍ମୀପୁର: ଗାନ୍ଧୀ ଜୟନ୍ତୀ ଅବସରରେ ବୁଧବାର କୋରାପୁଟ ଜିଲ୍ଲାର ସମସ୍ତ ବ୍ଲକ ଅଧିନରେ ଥିବା ସମସ୍ତ ଅଙ୍ଗନୱାଡି ସେଣ୍ଟର୍‌ରେ ପ୍ରିସ୍କୁଲ୍‌କୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କ ସକାଶେ ରାଜ୍ୟ ସରକାରଙ୍କ ତରଫରୁ ପୋଷାକ ବଣ୍ଟନର ବ୍ୟବସ୍ଥା କରାଯିବାର ନିୟମ ରହିଥିଲା। ଏନେଇ ଜିଲ୍ଲାପାଳ…
ଅଧିକ ଖବର ଦେଖନ୍ତୁ...

ପରିବେଶକୁ ସୁରକ୍ଷିତ ରଖିବାର ଭିନ୍ନ ଉପାୟ : ୨୬,୦୦୦ପ୍ଲାଷ୍ଟିକ୍‌ ବୋତଲକୁ ନେଇ ୪ଟି କୋଠରୀ ବିଶିଷ୍ଟ ଘର ତିଆରି କଲେ…

ନୂଆଦିଲ୍ଲୀ : ପ୍ଲାଷ୍ଟିକର କିଭଳି ପୁନଃ ବ୍ୟବହାର କରାଯାଇ ପରିବେଶକୁ ସୁରକ୍ଷିତ ରଖାଯାଇ ପାରିବ, ସେ ଦିଗରେ କାମ କରିବା ଆରମ୍ଭ କରିଛନ୍ତି ଭାରତ ସରକାର । ପୂର୍ବରୁ ପଲିଥିନ ବ୍ୟାଗ୍‌ ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ ଏବେ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକକୁ ବ୍ୟବହାର ନ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...